ସମ୍ପାଦକୀୟ

ଫିଫା ବିଶ୍ୱକପ୍‌ର ମାନସିକ ଓ ଆର୍ଥିକ ପ୍ରଭାବ

ରାଜ ପର୍ସାଉଦ୍‌ ଫୁଟ୍‌ବଲ ବିଶ୍ୱରେ ସବୁଠୁ ଲୋକପ୍ରିୟ ଖେଳ। ବହୁ ସମୟରେ ଏହା ଜାତୀୟ ପରିଚିତିର ଏକ ପ୍ରତୀକ ଏବଂ ସାମଗ୍ରିକ ଗର୍ବର ଏକ ଉତ୍ସ ହୋଇଥାଏ। ସେଥିପାଇଁ ଫିଫା ବିଶ୍ୱକପ୍‌ ଯେଉଁଭଳି ଭାବେ ତୀବ୍ର ଭାବାବେଗ ସୃଷ୍ଟି କରିପାରେ...

ଏଇ ଭାରତରେ

ବ୍ୟକ୍ତି ଚାହିଁଲେ ନିଜେ ଶିକ୍ଷିତ ହେବା ସହ ସମାଜର ବହୁ କଲ୍ୟାଣ କରିପାରିବେ, ଯାହା କରୁଛନ୍ତି ଉତ୍ତରପ୍ରଦେଶର ବ୍ରିଜେଶ ଓ ସଞ୍ଜୟ। ସହରରେ ପଢା ଶେଷ କରି ଚାକିରି ଅନ୍ବେଷଣ କରିବା ପରିବର୍ତ୍ତେ ଏହି ଦୁଇ ସାଙ୍ଗ ସୋନଭଦ୍ର ଫେରି...

କ୍ୟାମ୍ପସ୍‌ରେ ଜଙ୍କ୍‌ଫୁଡ୍‌ ମନା

ଡା. ପ୍ରଫୁଲ୍ଲ କୁମାର ଦାସ   ବିଦ୍ୟାଳୟ ପରେ ଏବେ ବିଶ୍ୱବିଦ୍ୟାଳୟ ଏବଂ କଲେଜରେ ବନ୍ଦ ହେବ ଜଙ୍କ୍‌ଫୁଡ୍‌। ଛାତ୍ରୀଛାତ୍ରଙ୍କ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି କ୍ୟାମ୍ପସ୍‌ରେ ଜଙ୍କ୍‌ଫୁଡ୍‌ ପ୍ରସ୍ତୁତ କିମ୍ବା ବିକ୍ରୟ ଉପରେ ରୋକ ଲଗାଯାଇଛି। ଏଥିସହ ଛାତ୍ରୀଛାତ୍ର, ଅଧ୍ୟାପକ,...

ଆଜିଠାରୁ ଆରମ୍ଭ ଭାରତର ଜି୨୦ ଅଧ୍ୟକ୍ଷତା

ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ   ପୂର୍ବରୁ ଜି-୨୦ର ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିଥିବା ୧୭ଟି ରାଷ୍ଟ୍ର ଏହାର ଉଦ୍ଦେଶ୍ୟକୁ ସାକାର କରିବା ନିମନ୍ତେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି- ବିଶେଷ କରି ସାମୂହିକ ଆର୍ଥିକ ସ୍ଥିରତା, ଅନ୍ତଃରାଷ୍ଟ୍ରୀୟ ଟିକସ ବ୍ୟବସ୍ଥାର...

ଏଲନ ମସ୍କ ଓ ଟୁଇଟର

ଜାସନ ଷ୍ଟାନ୍‌ଲେ   ଏଲନ ମସ୍କ କାହିଁକି ଟୁଇଟର କିଣିଲେ? ଏଭଳି ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ,ବାକ୍‌ ସ୍ବାଧୀନତା ଓ ଗଣତନ୍ତ୍ରର ସୁରକ୍ଷା ପାଇଁ ସେ ଏହାକୁ କିଣିଛନ୍ତି। ପ୍ରଶ୍ନଟି ଜନମାନସରୁ ଦୂର ହେବ ନାହିଁ, କାରଣ ଏଭଳି...

ଏଇ ଭାରତରେ

ଉତ୍ତରଭାରତରେ ଗହମ ଓ ଧାନ ଖୁଣ୍ଟା ପୋଡ଼ି ଯୋଗୁ ବାୟ ପ୍ରଦୂଷଣ ହେଉଛି ଓ ସ୍ୱାସ୍ଥ୍ୟକୁ ଅତ୍ୟଧିକ ପ୍ରଭାବିତ କରୁଛି। ଏହାକୁ ରୋକିବା ଲାଗି ସରକାରଙ୍କ ପ୍ରୟାସରେ ଆଖିଦୃଶିଆ ସଫଳତା ମିଳିପାରୁ ନ ଥିବାବେଳେ ଖୁଣ୍ଟାରୁ ଇଟା ତିଆରି କରି...

ଚାରଣଭୂମି ଓ ଚାରା ସଙ୍କଟ

ଇପ୍ସିତା ମହାନ୍ତି   ନିକଟରେ ପଶୁଖାଦ୍ୟ (ଚାରା) ଅଭାବ ଏବଂ ଲାମ୍ପି ନାମକ ଚର୍ମରୋଗ ଦ୍ୱାରା ଦେଶର ପ୍ରାୟ ୧୫ଟି ରାଜ୍ୟର ୨୦ଲକ୍ଷରୁ ଊର୍ଦ୍ଧ୍ୱ ପ୍ରାଣୀ ପ୍ରଭାବିତ ହୋଇଥିଲେ। ଏହି ରୋଗରେ ଲକ୍ଷାଧିକ ଗୋରୁଙ୍କ ଜୀବନ ଯାଇଛି। ଏହି ଦୁଇ...

ଛଳନାର ମୁଖା

ହରେକୃଷ୍ଣ ପଣ୍ଡା   ବିଶ୍ୱର ଘଡ଼ିସନ୍ଧି ସମୟରେ ପ୍ରଭାବଶାଳୀ ଜି-୨୦ ରାଷ୍ଟ୍ର ସମୂହ କୌଣସି ନିଷ୍ପତ୍ତିମୂଳକ ଦ୍ରୁତ ପଦକ୍ଷେପ ନେଇପାରୁ ନାହାନ୍ତି। ଏହାର କାରଣ ହେଉଛି ରୁଷିଆ, ଆମେରିକା, ଚାଇନା ଆଦି ସଦସ୍ୟ ରାଷ୍ଟ୍ରମାନଙ୍କର ଦୋମୁହାଁ ନୀତି। ସମଗ୍ର ବିଶ୍ୱକୁ...

ଜୁରି ସଦସ୍ୟ କଲା କିଏ

ନିକଟରେ ଗୋଆଠାରେ ଶେଷ ହୋଇଥିବା ଭାରତର ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫ୍‌ଏଫ୍‌ଆଇ)ରେ ‘ଦି କଶ୍ମୀର ଫାଇଲ୍ସ’ ପ୍ରଦର୍ଶିତ ହେବା ପରେ ଏହା ଆହୁରି ବିବାଦ ଭିତରକୁ ଚାଲିଯାଇଛି। ବିଚାରକମଣ୍ଡଳୀ ମୁଖ୍ୟ ଇସ୍ରାଏଲର ଚଳଚ୍ଚିତ୍ର ନିର୍ଦ୍ଦେଶକ ନାଦାଭ ଲାପିଡ୍‌ ‘ଦି କଶ୍ମୀର...

ଏଇ ଭାରତରେ

ମଧ୍ୟପ୍ରଦେଶର ମେହୁଲ ଶ୍ରଫ୍‌ କଦଳୀ ବାହୁଙ୍ଗା ଓ ଗଣ୍ଡିରୁ ପ୍ରାକୃତିକ ତନ୍ତୁ ପ୍ରସ୍ତୁତକରି ସେଥିରୁ ପରିବେଶ ଉପଯୋଗୀ ସାମଗ୍ରୀ ତିଆରି କରୁଛନ୍ତି। ଏହାକୁ ବିକ୍ରିକରି ଅନେକ ଲକ୍ଷ ଟଙ୍କା ରୋଜଗାର କରିପାରୁଛନ୍ତି । ତାଙ୍କର ଏଭଳି କାର୍ଯ୍ୟ ଯୋଗୁ ବହୁ...

ଏ ବିମୁଖତା କାହିଁକି

ମନୀଷା ପଣ୍ଡା   ପ୍ରତ୍ୟେକ କ୍ଷେତ୍ରରେ ଶୃଙ୍ଖଳା ଓ ଶିଷ୍ଟାଚାର ଅପରିହାର୍ଯ୍ୟ ଭିତ୍ତିଭୂମି। ଶିଷ୍ଟାଚାର ମୁଖ୍ୟତଃ ସାମାଜିକ ବ୍ୟବହାରବିଧି ଉପରେ ଦଣ୍ଡାୟମାନ। ପରିବାର ନୈତିକ ଶିକ୍ଷାର ପ୍ରଥମ ସ୍ଥଳ। ପରିବାର ପ୍ରତ୍ୟେକ ସଦସ୍ୟଙ୍କର ପରସ୍ପର ପ୍ରତି, ସନ୍ତାନଙ୍କ ପ୍ରତି ମାତାପିତାଙ୍କର...

ଚାଷୀ ଆତ୍ମହତ୍ୟାକୁ ଅସ୍ବୀକାର

ବିଚିତ୍ର ବିଶ୍ୱାଳ   ୨୦୧୦ରେ ଅମୀର୍‌ ଖାନ୍‌ ଅଭିନୀତ ‘ପିପ୍‌ଲି ଲାଇଭ୍‌’ ନାମକ ଏକ ହିନ୍ଦୀ ଚଳଚ୍ଚିତ୍ର ଆସିଥିଲା, ଯାହାର କାହାଣୀର ମୁଖ୍ୟଭାଗରେ ଥିଲା ଚାଷୀ ଆତ୍ମହତ୍ୟା ଓ ତାହାକୁ ସ୍ବୀକାର ନ କରିବାର ସରକାରଙ୍କ ନିର୍ଲଜ୍ଜ ପ୍ରୟାସ। ସେତେବେଳେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri