ଏଇ ଭାରତରେ
କଶ୍ମୀର ପୁଲ୍ଓ୍ବାମା ଜିଲାର କୃଷକମାନେ ଏବେ କେବଳ ଲାଭେଣ୍ଡର (ଏକପ୍ରକାର ସୁଗନ୍ଧିତ ଗଛ) ଚାଷରେ ସୀମିତ ରହିନାହାନ୍ତି। ସେମାନେ ଭାରତରେ ପ୍ରଥମେ ଲାଭେଣ୍ଡର ମହୁ ଉତ୍ପାଦନ କରିବାରେ ସଫଳ ହୋଇଛନ୍ତି। କାଉନ୍ସିଲ ଫର୍ ସାଇଣ୍ଟିଫିକ୍ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ (ସିଏସ୍ଆଇଆର୍) -ଇଣ୍ଡିଆନ…
ଆମକୁ କେତେ ଦରକାର
ସମୟ ଥିଲା ଅଧିକାଂଶ ଘରୋଇ ହାତତିଆରି ଜିନିଷ ସ୍ଥାନୀୟ ବଜାରରେ ବିକ୍ରି ହେଉଥିଲା। ମହିଳାମାନେ ପୁରୁଣା ପୋଷାକ ବ୍ୟବହାର କରି ଶପିଂ ବ୍ୟାଗ, ପାପୋଛ ଏବଂ ଛୋଟ ପିଲାଙ୍କ ପୋଷାକ ତିଆରି କରୁଥିଲେ। ତେବେ ସମୟର ଅଭାବ ଏବଂ ସହଜରେ ଉପଲବ୍ଧ…
ଜୀବନ ଦର୍ଶନ ହିଁ ବିଶ୍ୱ ଦର୍ପଣ
ପ୍ରତ୍ୟେକ ସଭ୍ୟତାର ପ୍ରତୀକଭାବେ ସାହିତ୍ୟ, ସଂସ୍କୃତି ଓ ଦର୍ଶନ ପ୍ରାଚୀନ ଅସ୍ତ୍ରରୂପେ ସମାଜକୁ କାଳଜୟୀ କରିବାରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ବିଶ୍ୱରେ ଗଢି ଉଠିଥିବା ଅଧିକାଂଶ ସଭ୍ୟତାର ଅନ୍ତରାଳେ ସାହିତ୍ୟ,ସଂସ୍କୃତି ଓ ଦର୍ଶନର ଝଲକ ନିଶ୍ଚତି ଦେଖିବାକୁ ମିଳେ।…
ଜାତୀୟ ସ୍ବାର୍ଥ ତ୍ୟାଗ
ଜୀବାଶ୍ମ ଇନ୍ଧନ ବାୟୁମଣ୍ଡଳରେ ପ୍ରଦୂଷଣ ବୃଦ୍ଧି କରିବା ସହ ଜଳବାୟୁ ପରିବର୍ତ୍ତନ କ୍ଷେତ୍ରରେ ମୁଖ୍ୟ କାରଣ ପାଲଟିଥାଏ। ଏଥିଯୋଗୁ ସବୁଜଗୃହ ବାଷ୍ପ (ଜିଏଚ୍ଜି) ମାତ୍ରା ବଢ଼ିଥାଏ। ଏହାକୁ କମାଇବା ପାଇଁ ସବୁ ସ୍ତରରେ ଉଦ୍ୟମ ହେବା ଆବଶ୍ୟକ ବୋଲି ବିଶ୍ୱବ୍ୟାପୀ ଆଲୋଚନା…
ଏଇ ଭାରତରେ
ଦିଲ୍ଲୀରେ ବାୟୁ ପ୍ରଦୂଷଣ ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଲାଣି। ଏବେ ସହରର ଏକ୍ୟୁଆଇ ୪୫୦କୁ ଟପିଗଲାଣି, ଯାହାକି ଏକ ଅତି ବିପଜ୍ଜନକ ସ୍ତର। ଏଥିଯୋଗୁ ଦିଲ୍ଲୀରେ ପିଲାମାନେ ବିଭିନ୍ନ ପ୍ରକାର ଶ୍ୱାସଜନିତ ରୋଗରେ ପୀଡ଼ିତ ହେଉଛନ୍ତି। ଏପରି କି ସେମାନେ ସ୍କୁଲ ଯିବା…
ଅଳସୀର ହସ
ଓଡ଼ିଶାର ଦକ୍ଷିଣ ପ୍ରାନ୍ତରେ ଶୋଭା ପାଉଥିବା କୋରାପୁଟ ଜିଲା ନିଜର ଅସରନ୍ତି ପ୍ରାକୃତିକ ସୌନ୍ଦର୍ଯ୍ୟ ଏବଂ ସ୍ବତନ୍ତ୍ର ଆଦିବାସୀ ପରମ୍ପରାକୁ ନେଇ ବେଶ୍ ପରିଚିତ। ଏହାର କୋଣ ଅନୁକୋଣରେ ଦେଖାଯାଉଥିବା ସୁନ୍ଦର ସବୁଜିମାଭରା ପରିବେଶ ଯେକୌଣସି ଆଗନ୍ତୁକକୁ ନିଜ ବକ୍ଷରେ ଚିରଦିନ…
ଆଧ୍ୟାତ୍ମିକ ରାଷ୍ଟ୍ରଭକ୍ତି ଓ ଶ୍ରୀଅରବିନ୍ଦ
ଶ୍ରୀଅରବିନ୍ଦଙ୍କ ଆବିର୍ଭାବ (୧୫ା୮ା୧୮୭୨) କେବଳ ଭାରତ ପାଇଁ ନୁହେଁ, ସମଗ୍ର ମାନବ ଜାତି ତଥା ବିଶ୍ୱ ଇତିହାସର ଏକ ମହତ୍ତ୍ୱପୂର୍ଣ୍ଣ ଘଟଣା। ଭାରତର ସ୍ବାଧୀନତା ଆନ୍ଦୋଳନରେ ତାଙ୍କର ଯୋଗଦାନ ଅବଧି (୧୯୦୪-୧୯୧୦) ସ୍ବଳ୍ପ କାଳ ପାଇଁ ହେଲେ ମଧ୍ୟ ତାହା ଥିଲା…
୫୨
ଭାରତୀୟ ଗଣମାଧ୍ୟମ ଏବେ ଏକ ବିଷମ ସ୍ଥିତି ଦେଇ ଗତି କରୁଛି। ବିଷମ ସ୍ଥିତିଟି ବୋଇଲେ ଏହା ପୂର୍ବାପେକ୍ଷା ତା’ର ସ୍ବାତନ୍ତ୍ର୍ୟ ହରାଇ ବସିଲା ଭଳି ଦେଖାଯାଉଛି। ଏହା ଜଣାଶୁଣା ଯେ, ଗଣମାଧ୍ୟମ ତିଷ୍ଠିବା ପାଇଁ ବିଜ୍ଞାପନ ଉପରେ ନିର୍ଭର କରିବା…
ଏଇ ଭାରତରେ
ବର୍ଷର ସବୁ ସମୟରେ ଏବେ ପଣସର ସ୍ବାଦ ପାଇପାରିବେ। କେରଳର ରାନି ସୁନିଙ୍କ ଦ୍ୱାରା ପଣସରୁ ପ୍ରସ୍ତୁତ ବିଭିନ୍ନ ଉତ୍ପାଦ ଆପଣଙ୍କର ଏହି ଆଶା ପୂରଣ କରିପାରିବ। ରାନିଙ୍କୁ ବୟସ ଏବେ ୫୭। ସେ ରହୁଛନ୍ତି ଇଡ଼ୁକିରେ। ସେ ପାଖାପାଖି ୫…
ସଂସ୍କୃତ: ଭାଷାର ଜନନୀ
ସମୟକ୍ରମେ ବିଶ୍ୱରେ ଅନେକ ଭାଷା ସୃଷ୍ଟି ହୋଇଛି ଏବଂ କିଛି ବିଲୀନ ହୋଇଛି। ତନ୍ମଧ୍ୟରେ ସଂସ୍କୃତ ବିଶ୍ୱର ଏକ ପ୍ରାଚୀନ ଭାଷା। ସଂସ୍କୃତ ଭାଷାରେ ବିରଚିତ ବେଦ ଏକ ପ୍ରାଚୀନ ଶାସ୍ତ୍ର ଯାହା ପୂର୍ବରୁ କୌଣସି ତତ୍ତ୍ୱ ବିଶ୍ୱ ରହସ୍ୟକୁ ଏତେ…
ବେକାରି ସମସ୍ୟା ଓ ଚାକିରି ଜାଲିଆତି
ଭାରତରେ ବେକାରି ସମସ୍ୟା ଚିନ୍ତାର ବିଷୟ। ସମସ୍ୟା ଏହିପରି କି ଯଦି କୌଣସି ସରକାରୀ କାର୍ଯ୍ୟାଳୟରେ ପିଅନ, ହୋମଗାର୍ଡ, ଝାଡ଼ୁଦାର, ସିକ୍ୟୁରିଟି ପୋଷ୍ଟ ବାହାରୁଛି ତେବେ ନିମ୍ନ ଶିକ୍ଷାଗତ ଯୋଗ୍ୟତା କଥା କ’ଣ କହିବା ସ୍ନାତକ, ସ୍ନାତକୋତ୍ତର, ଇଞ୍ଜିନିୟରିଂ ଡିଗ୍ରୀଧାରୀ ପିଲାମାନେ…
ପ୍ରଭାବୀ ସ୍ବର
କଶ୍ମୀର ଟାଇମ୍ସ ଖବରକାଗଜ ଏବଂ ଏହାର ସମ୍ପାଦିକା ଅନୁରାଧା ଭାସିନଙ୍କ ଉପରେ ଚଢ଼ାଉ ସମ୍ପର୍କିତ ବହୁ ଅଯୋଗଭିତ୍ତିକ ଖବର ପ୍ରକାଶ ପାଉଛି। ଏହି ପରିପ୍ରେକ୍ଷୀରେ କିଛି ପୃଷ୍ଠଭୂମିକୁ ଏଠାରେ ଉପସ୍ଥାପନ କରାଯାଉଛି, ଯେଉଁଥିରୁ ପାଠକେ ଏହାର ଗୁରୁତ୍ୱକୁ ଉପଲବ୍ଧି କରିପାରିବେ। ୨…
Archives


