ପିଲାଶୂନ୍ୟ ପଡ଼ିଆ
ଖେଳ ପଡ଼ିଆ ଆଜିକାଲି ମେଲା ପଡୁଛି। କେଉଁଠି ଘାସ ଉଠି ଗଲାଣି ତ କେଉଁଠି ଅନାବାନା ଗଛପତ୍ରରେ ଅସନା ହୋଇଗଲାଣି। ଯେଉଁଠି ପିଲାଙ୍କର ଗହଳଚହଳ ଲାଗି ରହୁଥିଲା ସେ ସ୍ଥାନ ଏବେ ପିଲା ଶୂନ୍ୟ। ସବୁଦିନ ଉପରଓଳା ସ୍କୁଲ ଛୁଟି ହେଲା…
ବଳିପଡ଼ୁଛନ୍ତି ବିଦ୍ୟାର୍ଥୀ
ଡାକ୍ତରୀ ପ୍ରବେଶିକା ପରୀକ୍ଷା ଏନ୍ଇଇଟି-ୟୁଜି ୨୦୨୬ରେ ବ୍ୟାପକ ଦୁର୍ନୀତି ହୋଇଛି ବୋଲି ଦେଶସାରା ‘ଘୋ’ ସୃଷ୍ଟି ହୋଇଥିବା ବେଳେ ସୁପ୍ରିମକୋର୍ଟ ୨୫ ମେ’ରେ ପରୀକ୍ଷା ପରିଚାଳନା କରିଥିବା ଜାତୀୟ ପରୀକ୍ଷଣ ସଂସ୍ଥା (ଏନ୍ଟିଏ)କୁ ଭର୍ତ୍ସନା କରିଛନ୍ତି। ଏଥିସହିତ ୨୦୨୪ ଏନ୍ଇଇଟି ପ୍ରଶ୍ନପତ୍ର…
ଭାରତର ବିକାଶ ଯାତ୍ରା
ଯେତେବେଳେ ମୁଁ ତିରୁପ୍ପୁରର ଏକ ବିଦ୍ୟାଳୟରେ ପଢୁଥିବା ଜଣେ ଛୋଟ ବାଳକ ଥିଲି, ସେତେବେଳେ ଆମ ଦେଶକୁ ନେଇ ମୋ ମନରେ ଅନେକ ସ୍ବପ୍ନ ଥିଲା। ମୋ ଭିତରେ କ୍ରମାଗତ ଭାବରେ ପ୍ରଶ୍ନ ସବୁ ଉଠୁଥିଲା: ଭାରତ କେବେ ତା’ର ହରାଇଥିବା…
ସାହିତ୍ୟରେ ଶସ୍ତା ରାଜନୀତି
ହଁଆଜ୍ଞା, ଅକବି ଓ ଅଲେଖକ ପ୍ରବଳ! ଚିନ୍ତାରେ କବି ଓ ଲେଖକକୁଳ। ସବଳ ଡମ୍ଫା,ଡହରା,ଟାଉଟର। ଦୁର୍ବଳ, ସ୍ରଷ୍ଟା, ସାଧକ, କଳାକାର। କବିବର ରାଧାନାଥ ରାୟଙ୍କ କାଳଜୟୀ କବିତାଂଶ; ”ଦର୍ଦୁର ଡାକ ଶୁଣି ନୀରବ ପିକ,ମୂଢ଼ ସଭାରେ ଯେହ୍ନେ ମୂକ ଧାର୍ମିକ“ ଏବେ…
ବ୍ରିକ୍ସ: ସାମର୍ଥ୍ୟ ଅଛି ଶକ୍ତି ନାହିଁ
ବ୍ରିକ୍ସ କ୍ରମଶଃ ପ୍ରତିଷ୍ଠା ଲାଭ କଲେ ମଧ୍ୟ ଅନ୍ତର୍ଜାତୀୟ ଆହ୍ବାନଗୁଡିକୁ ମୁକାବିଲା କରିବାରେ ସଫଳ ହୋଇପାରୁନାହିଁ। ସେଥିପାଇଁ ଚଳିତ ମାସରେ ନୂଆଦିଲ୍ଲୀରେ ଅନୁଷ୍ଠିତ ବ୍ରିକ୍ସ ବୈଦେଶିକ ମନ୍ତ୍ରୀଙ୍କ ବୈଠକରେ ଭାରତ ପକ୍ଷରୁ ଆହ୍ବାନ ଦିଆଯାଇଛି ଯେ ବିଶ୍ୱ ସ୍ତରୀୟ ସମସ୍ୟାର ମୁକାବିଲା…
ନକଲି ଆଇନଜୀବୀ
ଦେଶରେ ଥିବା ଆଇନଜୀବୀଙ୍କ ଶିକ୍ଷାଗତ ଯୋଗ୍ୟତା ଯାଞ୍ଚ ଲାଗି ବାର୍ କାଉନ୍ସିଲ୍ ଅଫ୍ ଇଣ୍ଡିଆ (ବିସିଆଇ) ପକ୍ଷରୁ ୨୦୨୫ ଜାନୁଆରୀରେ ଏକ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏଥିରେ ବିଭିନ୍ନ ରାଜ୍ୟ ବାର୍ କାଉନ୍ସିଲକୁ ଆଇନଜୀବୀଙ୍କ ଯୋଗ୍ୟତାକୁ ସିଦ୍ଧ କରୁଥିବା ଏକ ଫର୍ମ…
ଏଇ ଭାରତରେ
ନିଜେ ସମସ୍ୟାରେ ଥିଲେ ବି ଅନ୍ୟଙ୍କ ମୁହଁରେ ଖୁସି ଦେଖି ସନ୍ତୋଷ ଲାଭ କରନ୍ତି ଗୁଜରାଟ କଚ୍ଛର ଆମ୍ମା(ଶ୍ରଦ୍ଧା ନାମ)। ସେ ପ୍ରଚଣ୍ଡ ଗ୍ରୀଷ୍ଣ ପ୍ରବାହରେ ପଥଚାରୀଙ୍କୁ ପିଇବା ପାଣି ଦେଉଛନ୍ତି। କଚ୍ଛର ଗ୍ରେଟ ରାଣା (ଯାହା ଥର୍ ମରୁଭୂମି ସନ୍ନିକଟ…
କେରଳର ନୂଆ କାଣ୍ଡାରି
ଦଶନ୍ଧିବ୍ୟାପୀ ବାମପନ୍ଥୀ ଶାସନର ଅବସାନ ଘଟାଇ ଯିଏ କଂଗ୍ରେସ ପାଇଁ ଈଶ୍ୱରଙ୍କ ନିଜ ଦେଶ କୁହାଯାଉଥିବା କେରଳରେ ମଞ୍ଚ ତିଆରି କରାଇବାରେ ପ୍ରମୁଖ ଭୂମିକା ନିର୍ବାହ କଲେ, ସେ ହିଁ ମଞ୍ଚାସୀନ ହେବା ଥୟ। ୧୪୦ ଆସନ ବିଶିଷ୍ଟ ବିଧାନସଭାରେ କଂଗ୍ରେସ…
ନାଗରିକ ଚେତନା
ଅଷ୍ଟ୍ରେଲିଆର ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ମାଥ୍ୟୁ ହେଡେନଙ୍କୁ ସମ୍ପ୍ରତି ଖେଳ ପଡ଼ିଆରେ ଅଳିଆ ଉଠାଇ ସଫା କରୁଥିବାର ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳିଥିଲା। ପ୍ରଥମ ଦୃଷ୍ଟିରେ ଏହା ସାଧାରଣ ଲାଗୁଥାଇପାରେ ଓ କେବଳ ଏକ ସରଳ ଦାୟିତ୍ୱପୂର୍ଣ୍ଣ କାର୍ଯ୍ୟପରି ପ୍ରତୀୟମାନ…
ସତ୍ୟରେ ସମାଧାନ
ଗୋଟିଏ ମୁହୂର୍ତ୍ତ ପାଇଁ ଭାବନ୍ତୁ ଯେ ମୁଁ ଜଣେ ଶକ୍ତିଶାଳୀ ବ୍ୟକ୍ତି। ଯିଏ ସହଜରେ ଭାରି ଓଜନ ଉଠାଇପାରେ ଏବଂ ମୁଁ ପୂରା ଫିଟ୍। ଯଦି କେହି ମୋ ଅସୁସ୍ଥତା ଏବଂ ଶକ୍ତିହୀନତା ବିଷୟରେ ମତାମତ ଦେବାକୁ ମୋ ପାଖକୁ ଯାଆନ୍ତି,…
ସମସ୍ୟା- ଅର୍ଥନୀତିର ନା ମୂଲ୍ୟବୋଧର
ଆମେ ଭାରତୀୟମାନେ ଏବେ ଦୈନନ୍ଦିନ ଆମର ଜୀବନଟିକୁ ଯେପରି ବଞ୍ଚୁଛୁ ତାହା ହିଁ ଏବର ଭାରତ ନିର୍ମାଣ କରୁଛି, ଯେଉଁ ଜୀବନ ଦର୍ଶନ ଓ ଜଗତ ଦୃଷ୍ଟିକୁ ଗଣ୍ଠିଧନ କରି ଆମ୍ଭେମାନେ ଆମକୁ ବ୍ୟବହାର କରୁଛୁ,ତାହା ହିଁ ଭାରତ ଆଗରେ ଅନେକ…
ଅପହୃତ କଳାକୃତି
ଆମ ରାଜ୍ୟର ଶିଳ୍ପୀମାନେ ନିପୁଣ କାରିଗରି କୌଶଳ ପ୍ରୟୋଗକରି ନିହାଣ ମୁନରେ ପଥର ଦେହରେ ଜୀବନ୍ତ କଳାକୃତି ନିର୍ମାଣ କରିପାରୁଥିଲେ। ସେଥିରେ ଦୈନନ୍ଦିନର ଜୀବନଶୈଳୀ ସହ ଆମ ସଂସ୍କୃତି, ଐତିହ୍ୟ, ପରମ୍ପରା, କଳା ଭାସ୍କର୍ଯ୍ୟ ଆଦିକୁ ଅତି ନିଖୁଣ ଭାବରେ ଏପରି…
Archives


