ପୁଣି ଅନ୍ଧକାର ଗର୍ଭଗୃହକୁ
ନିର୍ବାଚନ ସରିଲା। ଶାସକ ଦଳର ‘ନାରୀ ବନ୍ଦନ’ ସଭା ସମାବେଶ ସରିଗଲା। ବିରୋଧୀ ଦଳର ମା’ମାନଙ୍କୁ ନେଇ ହେଉଥିବା ପ୍ରତିବାଦରେ ବି ଭଟ୍ଟା ପଡ଼ିଗଲା। ଫଳ? ଯେଉଁ ତିମିରେକୁ ସେହି ତିମିରେ। ମହିଳା ସଂରକ୍ଷଣ ଆଇନ ପୁଣି ଗର୍ଭଗୃହକୁ ଫେରିଗଲା। ଦୀର୍ଘ…
ବହ୍ବାରମ୍ଭେ ଲଘୁକ୍ରିୟା
ସଂସ୍କୃତରେ ଗୋଟିଏ ଶ୍ଳୋକ ଅଛି ”ଅଜା ଯୁଦ୍ଧେ ଋଷି ଶ୍ରାଦ୍ଧେ ପ୍ରଭାତେ ମେଘ ଡମ୍ବରୁ, ଦାମ୍ପତ୍ୟ କଳହଶ୍ଚୈ ବହ୍ବାରମ୍ଭେ ଲଘୁକ୍ରିୟା’ ଏହାର ଅର୍ଥ ଦୁଇଟି ଛେଳି ଗୋଳଯୁଦ୍ଧ ପାଇଁ ବ୍ୟାପକ ଭାବରେ ନିଜକୁ ପ୍ରସ୍ତୁତ କରନ୍ତି। କିନ୍ତୁ ଲଢେଇ ସାମାନ୍ୟ ହୋଇଥାଏ।…
ନ୍ୟାୟ ଦେବାରେ ବିଳମ୍ବ
ଉତ୍ତରାଖଣ୍ଡ ସରକାର ହୁଇସିଲ୍ବ୍ଲୋୟର ତଥା ବନ ଅଧିକାରୀ ସଞ୍ଜୀବ ଚତୁର୍ବେଦୀଙ୍କୁ ଲୋକପାଳକୁ ଡେପୁଟେଶନ ପାଇଁ ମଞ୍ଜୁରୀଦେବା ଉଲ୍ଲେଖନୀୟ। କିନ୍ତୁ ଏହାଠୁ ବଡ଼ କଥା ହେଉଛି ଏହି ହୁଇସିଲ୍ବ୍ଲୋୟରଙ୍କ ମାମଲାଗୁଡ଼ିକର ଶୁଣାଣି କରିବା ପାଇଁ ଅଦାଲତସବୁ ଅନିଚ୍ଛୁକ। ଅନେକ ବର୍ଷଧରି ଜଣଙ୍କ ପରେ…
ଏଇ ଭାରତରେ
ମଧ୍ୟପ୍ରଦେଶ ଛତରପୁର ଜିଲାର ପାନ୍ନା ଜାତୀୟ ଉଦ୍ୟାନ ବାଘ ପାଇଁ ବେଶ୍ ଜଣାଶୁଣା ଥିଲା। ହେଲେ ୨୦୦୯ରେ ତାହା ବାଘ ଶୂନ୍ୟ ହୋଇଯାଇଥିବା ସରକାର ଘୋଷଣା କରିଥିଲେ, ଯାହା ଥିଲା ଏକ ଦୁଃଖଦ ଘଟଣା। ହେଲେ ୨୦୨୩ ସୁଦ୍ଧା ୨୪ଟି ବାଘ…
ପରମାଣୁ ଶାନ୍ତିଯାତ୍ରା
୧୯୪୫ ଜୁଲାଇ ୧୬ ତାରିଖର ଏକ ବର୍ଷାଭିଜା ସକାଳ, କେତେଜଣ ବୈଜ୍ଞାନିକ ଓ ସୈନିକ ମେକ୍ସିକୋର ଜୋର୍ନଡା ଡେଲ ମରୁଭୂମିରେ ଏକତ୍ରିତ ହୋଇଥାନ୍ତି। ସାଙ୍କେତିକ ଭାଷାରେ ‘ଗାଜେଟ’ ବୋଲି କୁହାଯାଉଥିବା ଏକ ବଡ଼ ଧାତବ ବଲ ୧୦୦ ଫୁଟ ଉଚ୍ଚ ସ୍ତମ୍ଭର…
ଜୈବିକ ଖାଦ୍ୟର ପୃଥିବୀ
ଆଜିକାଲି ଲୋକଙ୍କ ଭିତରେ ଖାଦ୍ୟ ସଚେତନତା ବଢ଼ୁଛି। ରଙ୍ଗିନ, ଆଖିକୁ ଖୁସି ଦେଲାପରି ଖାଦ୍ୟ ସବୁ ଗ୍ରହଣ କରିବା ବଦଳରେ ଜୈବିକ ଖାଦ୍ୟ ପ୍ରତି ଲୋକମାନଙ୍କ ଆଗ୍ରହ ବଢ଼ୁଛି। ଏହା ଆମକୁ ଭଲଭାବେ ଜଣା ଯେ, ରାସାୟନିକ ସାର ଓ ପ୍ରଦୂଷଣ…
ବିଶ୍ୱରେ ଅରାଜକତା
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ପ୍ରଶାସନ ଏବଂ ଇରାନ ମଧ୍ୟରେ ଅବ୍ୟବସ୍ଥିତ କୂଟନୀତି ଜାରି ରହିଛି। ଏଥିରୁ ବିଶ୍ୱ ବ୍ୟାପାରକୁ ବୁଝିବା ଅସମ୍ଭବ ବୋଲି ଅନେକେ ମନେକରୁଛନ୍ତି। କିନ୍ତୁ ଯଦି ସାମାନ୍ୟ ପଛକୁ ଫେରିଯାଇ ଘଟଣାଗୁଡ଼ିକୁ ଅନୁଧ୍ୟାନ କରିବା, ତେବେ ବୁଝିପାରିବା…
ନଦୀ ପ୍ରଦୂଷଣ
ନନଦୀ ମନୁଷ୍ୟ ସଭ୍ୟତାର ଜନ୍ମଦାତ୍ରୀ ହୋଇ ସମଗ୍ର ଜୀବଜଗତକୁ ଲାଳନପାଳନ କରିଥିବାରୁ ଭାରତରେ ନଦୀକୁ ମା’ର ଆଖ୍ୟା ଦିଆଯାଇ ଦେବୀ ରୂପରେ ପୂଜା କରାଯାଏ। କିନ୍ତୁ ବିଡ଼ମ୍ବନାର ବିଷୟ, ଜୀବନଦାତ୍ରୀ ନଦୀକୁ ମାଆର ଆଖ୍ୟା ଦେଇଥିବା ଦେଶରେ ତାହାର ଏବକାର ସ୍ଥିତି…
ସୃଜନଶୀଳତାର ସତେଜ ଅମ୍ଳଜାନ
ଦର୍ଶନ ଶାସ୍ତ୍ର କୁହେ, ସମୟ ଏକ ପ୍ରବାହ ଏବଂ ପୁସ୍ତକ ହେଉଛି ଏକମାତ୍ର ମାଧ୍ୟମ, ଯାହା ଏହି ପ୍ରବାହକୁ ଗୋଟିଏ ସ୍ଥାନରେ ସ୍ଥିର ରଖିପାରେ। ପୁସ୍ତକ ସର୍ବଦା ନୂତନ ପୁସ୍ତକଗୁଡ଼ିକୁ ଜନ୍ମ ଦେଇ ଆସିଛି ଏବଂ ଏହି ପରମ୍ପରା ଅତ୍ୟନ୍ତ ପ୍ରାଚୀନ।…
ହିନ୍ଦୁଧର୍ମର ସ୍ବରୂପ
ଆମେ ଆଜି ଯାହାକୁ ହିନ୍ଦୁଧର୍ମ ବୋଲି କହୁଛୁ, ତାହା ଅନେକ ଶତାବ୍ଦୀ ଧରି ଏକକ ଧର୍ମ ହୋଇ ରହି ନ ଥିଲା। ଏହା ଜାତି ବ୍ୟବସ୍ଥାକୁ ନେଇ ଗଠିତ ଏକ ସଭ୍ୟତା ଥିଲା। ପ୍ରତ୍ୟେକ ଜାତିର ନିଜସ୍ବ ଦେବଦେବୀ, ରୀତିନୀତି, ଖାଦ୍ୟ…
ଗଣତନ୍ତ୍ରରେ ଭୋଟର ତାଲିକା
ଭୋଟର ତାଲିକାର ସ୍ବଚ୍ଛତା ହେଉଛି ଏକ ସୁଦୃଢ଼ ଗଣତନ୍ତ୍ରର ମାନଦଣ୍ଡ। ଭାରତୀୟ ସମ୍ବିଧାନର ଧାରା ୩୨୪(୧) ଅନୁଯାୟୀ, ଦେଶରେ ନିରପେକ୍ଷ ଏବଂ ସ୍ବଚ୍ଛ ନିର୍ବାଚନ ପରିଚାଳଣା ସହ ଏକ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତ କରିବାର ସର୍ବୋଚ୍ଚ ଅଧିକାର, ନିର୍ଦ୍ଦେଶନା ଏବଂ…
ସଫଳ ସାହିତ୍ୟ ସ୍ରଷ୍ଟା
ସୃଷ୍ଟିରେ ଜଣେ ସାରସତ୍ତ୍ୱ ସାଧକ ସାହସର ସହ ସମାଜର ବାସ୍ତବ ଚିତ୍ରକୁ ପ୍ରକାଶ କରିଥାଏ। ସାହିତ୍ୟରେ ଅଙ୍ଗୀକାରବଦ୍ଧତା ରହିଲେ, ତାହା ଯାବତୀୟ ସଂଶୟ ଏବଂ ଯାବତୀୟ ବାଡ଼ଠାରୁ ଅଧିକ ବୃହତ୍ କୌଣସି ଅମୂଲ୍ୟ ସମ୍ପଦ ସମାଜକୁ ଭେଟି ଦେଇପାରିବ। ଅଙ୍ଗୀକାରବଦ୍ଧ ମଣିଷ…

