ଏଇ ଭାରତରେ
ବହୁ ସମୟରେ ପେସା ଅପେକ୍ଷା ଜଣେ ବ୍ୟକ୍ତିର କାର୍ଯ୍ୟ ପ୍ରତି ନିଶା ତାକୁ ଏକ ସ୍ବତନ୍ତ୍ର ପରିଚିତି ଦେଇଥାଏ। ଏଭଳି ବ୍ୟକ୍ତି ହେଉଛନ୍ତି କେରଳର ଇଞ୍ଜିନିୟର ଏଜିକିଲ ପୌଲୋସେ। ସ୍ଥପତି ଭାବେ କାର୍ଯ୍ୟରତ ପୌଲୋସେ ସେଥିରୁ ସମୟ ବାହାର କରି ୫୦୦…
ପିଠି କୁଣ୍ଡେଇ ହେଉଛି କି
ନିରଞ୍ଜନ ସାହୁ ପ୍ରଖ୍ୟାତ କଥାକାର ରାମଚନ୍ଦ୍ର ବେହେରାଙ୍କ ଗୋଟିଏ ଅଭୁଲା ପଂକ୍ତି ମନେପଡ଼ିଯାଉଛି। ‘ମଣିଷ ଏଡ଼େ ଅସହାୟ ଯେ ନିଜ ପିଠିକୁ ମଧ୍ୟ ନିଜେ ଆଉଁସିପାରେନି ଅଥଚ ସେଇ ମଣିଷ ଏତେ ଆବେଗପ୍ରବଣ ଯେ ଭାବେ ଏକା ଏକା ଲୁହ ଢାଳି…
ଦୁଇଚକିଆ ଯାନରେ ପିଲାଙ୍କ ସୁରକ୍ଷା
ଈପ୍ସିତା ମହାନ୍ତି ୨୦୨୨ ଡିସେମ୍ବର ୨୪ର କଥା। ପରିବାର ସହ ମିଗ୍ନଗରୀ ସୁନାବେଡା ଅଭିମୁଖେ ଯାତ୍ରା କରୁଥିବାବେଳେ ଆମ ଆଖି ସାମ୍ନାରେ ଘଟିଗଲା ଏକ ହୃଦୟବିଦାରକ ଘଟଣା। ୨୬ନଂ. ଜାତୀୟ ରାଜପଥ ଉପରେ ଆମ ଆଗେ ଆଗେ ନିଜ ସ୍ତ୍ରୀ ଓ…
ସୁଦାନ ସଙ୍କଟ
ୟୁକ୍ରେନ୍ ଉପରେ ରୁଷିଆ ଆକ୍ରମଣର ୧୪ ମାସ ପୂରୁଣୁ ଆଉ ଏକ ଭୟଙ୍କର ଯୁଦ୍ଧ ସ୍ଥିତି ଉପୁଜିଛି। ପ୍ରାୟ ସପ୍ତାହ ପୂର୍ବରୁ ଉତ୍ତର-ପୂର୍ବ ଆଫ୍ରିକୀୟ ଦେଶ ସୁଦାନରେ ସଂଘର୍ଷ ଦେଖାଦେଇଛି। ଏହି ଅଶାନ୍ତ ପରିସ୍ଥିତି ପାଇଁ ଦୁଇଟି ସଶସ୍ତ୍ର ଆଭ୍ୟନ୍ତରୀଣ ଗୋଷ୍ଠୀ…
ଏଇ ଭାରତରେ
ମଧୁକାନ୍ତ ଭଟ୍ଟଙ୍କ ପାଇଁ ବୟସ ବାଧକ ହୋଇନାହିଁ। ୯୩ ବର୍ଷ ବୟସରେ ସେ ବର୍ଜ୍ୟ କନାରୁ ବ୍ୟାଗ୍ କରି ଲୋକଙ୍କୁ ମାଗଣାରେ ବାଣ୍ଟୁଛନ୍ତି। ୫ ବର୍ଷ ହେଲା ସେ ଏଭଳି କାର୍ଯ୍ୟ କରିଆସୁଛନ୍ତି। ପ୍ଲାଷ୍ଟିକ ପଲିଥିନ ବ୍ୟାଗ୍ର ପରିବେଶଗତ ପ୍ରଭାବ ରୋକିବା…
ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ
ବିମଳ ପ୍ରସନ୍ନ ଦାସ ଦିବ୍ୟଜନନୀ ଶ୍ରୀମା ଯଦିଚ ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ ସମୟରେ ଶ୍ରୀଅରବିନ୍ଦଙ୍କୁ ଦର୍ଶନ କଲେ, ଇତିହାସର ବିଡମ୍ବନା ଯେ ପ୍ରଥମ ମହାଯୁଦ୍ଧ ହେତୁ…
ବୃତ୍ତି ଓ ବ୍ୟକ୍ତିତ୍ୱ
ଅଧ୍ୟାପକ ନିରଞ୍ଜନ ପାଢ଼ୀ ବୃତ୍ତିକୁ ଲକ୍ଷ୍ୟ କରି ବୃତ୍ତିଧାରୀ ବ୍ୟକ୍ତିଙ୍କ ବ୍ୟକ୍ତିତ୍ୱ ନିରୂପଣ କରିବା ସବୁବେଳେ ନିରାପଦ ନୁହେଁ। ବୃତ୍ତିଧାରୀଙ୍କ ସଂସ୍ପର୍ଶରେ ନ ଆସି ଦୂରରୁ କେବଳ ତାଙ୍କ ପଦବୀର ପରିଧାନକୁ ଚାହିଁ ତାଙ୍କ ବ୍ୟକ୍ତିତ୍ୱ ସମ୍ପର୍କରେ ଅନୁମାନ କଲେ…
ଅଣ୍ଟା ସଳଖ ହେଉଛି
ଜମ୍ମୁ ଓ କଶ୍ମୀରର ପୁଞ୍ଚ୍ ଜିଲାରେ ଏପ୍ରିଲ ୨୦ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୫ ଜଣ ଭାରତୀୟ ଯବାନଙ୍କ ପ୍ରାଣହାନି ଘଟିଥିବା ବେଳେ ଜଣେ ଆହତ ହୋଇଥିଲେ। ଏହି ଘଟଣା ପରେ ଏପ୍ରିଲ ୨୩ରେ ବଡ଼ଧରଣର ତଲାସି ଅଭିଯାନ ଚାଲିଥିବା ସେନା…
ଏଇ ଭାରତରେ
ନିଜ ଜୀବନର ଅନୁଭବ ବହୁ ସମୟରେ ଅନ୍ୟମାନଙ୍କ ସେବା ଲାଗି ପ୍ରେରଣା ଯୋଗାଇଥାଏ, ଯାହା ଘଟିଛି କର୍ନାଟକର ମଞ୍ଜୁଳାଙ୍କ କ୍ଷେତ୍ରରେ। ୧୬ ବର୍ଷ ବୟସରେ ଅନିଚ୍ଛା ସତ୍ତ୍ୱେ ଗାଁର ଜଣେ ଯୁବକଙ୍କ ସହ ତାଙ୍କର ବିବାହ କରିଦିଆଯାଇଥିଲା ଓ ୧୯ ବର୍ଷ…
ନବପ୍ରଯୁକ୍ତିର ପ୍ରବର୍ତ୍ତକ
ସୋନମ ଓ୍ବାଙ୍ଗ୍ଚୁକ୍ ଚର୍ଚ୍ଚିତ ହିନ୍ଦୀ ଚଳଚ୍ଚିତ୍ର ‘ଥ୍ରୀ ଇଡିଅଟ୍ସ’ର ଏକ ପ୍ରମୁଖ ଚରିତ୍ର ଫୁନ୍ସୁଖ୍ ଓ୍ବାଙ୍ଗଡୁ। ଅମିର ଖାନ୍ ଏହି ଭୂମିକାରେ ଅବତୀର୍ଣ୍ଣ ହୋଇଥିବା ବେଳେ ଯେଉଁ କାହାଣୀ ଆଧାରରେ ଏହି ସିନେମା ଲୋକପ୍ରିୟତା ଅର୍ଜନ କରିଥିଲା, ତାହାର ମୂଳ ବ୍ୟକ୍ତିତ୍ୱ…
ଗୀତଗୋବିନ୍ଦ ଓ ଜୟଦେବ
ଡ. ପ୍ରଫୁଲ୍ଲ କୁମାର ସାହୁ ପ୍ରାଚୀନ କାଳରେ ଓଡ଼ିଆ ସାହିତ୍ୟ, ସଂସ୍କୃତି ଓ ସ୍ଥାପତ୍ୟ ଆଦି କ୍ଷେତ୍ରରେ ଯେଉଁ ଉକତ୍ର୍ଷ ସାଧିତ ହୋଇଥିଲା, ତା’ର ମୂଳରେ ଥିଲା ସଂସ୍କୃତ ସାହିତ୍ୟ। ସେହି ସଂସ୍କୃତ ସାହିତ୍ୟକୁ ଉକତ୍ଳୀୟ ସଂସ୍କୃତ କବିର ସର୍ବଶ୍ରେଷ୍ଠ ଅବଦମନ…
ଆତ୍ମବିଶ୍ୱାସର ଅଭାବ
ନୂଆ ଭାରତ ଏବେ ବିଶ୍ୱର ସବୁଠୁ ଜନବହୁଳ ରାଷ୍ଟ୍ର। ପୁରୁଣା ଭାରତ ମଧ୍ୟ ୧୯୪୭ ପର୍ଯ୍ୟନ୍ତ ବିଶ୍ୱରେ ସବୁଠୁ ଜନବହୁଳ ଦେଶ ଥିଲା। ଏଣୁ ଏ ଦୃଷ୍ଟିରୁ ବିଚାରକଲେ ଏହା କିଛି ନୂଆ କଥା ନୁହେଁ। ଭାରତ ସବୁବେଳେ ସର୍ବାଧିକ ଜନବହୁଳ…
Archives


