ଏଇ ଭାରତରେ
ଶୀତଳ ଭଣ୍ଡାର ଅଭାବରୁ କୃଷକମାନେ ସେମାନଙ୍କ ଉପତ୍ାଦିତ ଫସଲକୁ ସୁରକ୍ଷିତ ରଖି ନ ପାରିବା ଯୋଗୁ ଅଭାବୀ ବିକ୍ରିର ସମ୍ମୁଖୀନ ହେଉଛନ୍ତି। ତେବେ ଏଭଳି ସମସ୍ୟା ଦୂରକରିବା ଲାଗି ବିହାର ଭାଗଲପୁରର ଆଇଆଇଟି ଗ୍ରାଜୁଏଟ ନିକ୍କି କୁମାର ଝା ଓ ତାଙ୍କ…
କୃଷି ସାମ୍ବାଦିକତାର ଗୁରୁତ୍ୱ
ନଟବର ଖୁଣ୍ଟିଆ ସମାଜରେ ଦୈନନ୍ଦିନ ଘଟି ଯାଉଥିବା ବିଭିନ୍ନ କ୍ଷେତ୍ରର ଘଟଣା, ଆବିଷ୍କାର, ଉଦ୍ଭାବନ ଆଦିକୁ ସରଳ ଓ ବୋଧଗମ୍ୟ ଭାଷାରେ ଜନସାଧାରଣଙ୍କ ସମ୍ମୁଖରେ ମୁଖ୍ୟତଃ ସମ୍ବାଦପତ୍ର, ଟେଲିଭିଜନ, ରେଡିଓ ଓ ଆଜିକାର ସାମାଜିକ ଗଣମାଧ୍ୟମ ମାଧ୍ୟମରେ ପରିବେଷଣ କରିବା ହେଲା…
ଏନ୍ସିଆର୍ବି ଆଇନାରେ ମହିଳା ସୁରକ୍ଷା
ଭାଲଚନ୍ଦ୍ର ଷଡ଼ଙ୍ଗୀ ଚଳିତ ମାସ ପ୍ରଥମ ସପ୍ତାହରେ କେନ୍ଦ୍ର ସରକାରଙ୍କ ଜାତୀୟ ଅପରାଧ ରେକର୍ଡ଼ ବ୍ୟୁରୋ (ଏନ୍ସିଆର୍ବି)ର ବାର୍ଷିକ ରିପୋର୍ଟ ‘କ୍ରାଇମ୍ ଇନ୍ ଇଣ୍ଡିଆ-୨୦୨୨’ ପ୍ରକାଶ ପାଇଛି। ଏହି ରିପୋର୍ଟରେ ମହିଳାଙ୍କ ବିରୋଧରେ ହିଂସା, ଆତ୍ମହତ୍ୟା ଓ ୟୁଏପିଏ ପରି ଆତଙ୍କବାଦୀ…
ସୁହାଇଲା ଭଳି ନ୍ୟାୟ
ସେନା ହେପାଜତରେ ଥିବା ବ୍ୟକ୍ତିଙ୍କ ମୃତ୍ୟୁ ପରେ ସେମାନଙ୍କ ପରିବାରକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଭେଟି ନ୍ୟାୟର ଆଶ୍ୱାସନା ଦେଇଛନ୍ତି। ଯେଉର୍ଁମାନଙ୍କର ମୃତ୍ୟୁ ଘଟିଲା ସେମାନେ ଆଉ ଫେରିଆସିବେ ନାହିଁ, କିନ୍ତୁ ନ୍ୟାୟ ମିଳିବ ବୋଲି କହିଥିବା ଜଣାପଡ଼ିଛି। ମାନବିକତା…
ଏଇ ଭାରତରେ
ଜୈବ ଇନ୍ଧନ ଚାଳିତ ଦୁଇଚକିଆ ଯାନ ଯୋଗୁ ବାୟୁ ପ୍ରଦୂଷଣ ବଢୁଛି। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ମୋଟର କମ୍ପାନୀ ବିଦ୍ୟୁତ୍ ଚାଳିତ ଯାନ(ଇଭି)ଉପତ୍ାଦନରେ ଲାଗିଛନ୍ତି। କିନ୍ତୁ ବ୍ୟକ୍ତିଗତ ସ୍ତରରେ ପ୍ରଦୂଷଣ ରୋକିବା ଲାଗି ବେଙ୍ଗାଲୁରର ଆଶିଷ ଡୋକାନିଆଙ୍କ ପ୍ରୟାସ ପ୍ରଶଂସନୀୟ।…
ବିକାଶ ନାମରେ ବିପଦ
ଅସିତ୍ ମହାନ୍ତି ସିଲ୍କ୍ୟାରା-ବାରକୋଟ ସୁଡ଼ଙ୍ଗରେ ୪୧ ଜଣ ଶ୍ରମିକଙ୍କ ଫସିରହିବା ଏବଂ ୧୭ ଦିନିଆ ଉଦ୍ୟମ ପରେ ସେମାନଙ୍କୁ ବାହାର କରିବା କେନ୍ଦ୍ର ସରକାର, ପ୍ରଶାସନ ଏବଂ ବିପର୍ଯ୍ୟୟ ପରିଚାଳନାର ପାରଦର୍ଶିତା ଏବଂ ପ୍ରସ୍ତୁତିକୁ ପରୀକ୍ଷା କରିଛି। ଶ୍ରମିକମାନଙ୍କୁ ଟନେଲରୁ ବାହାର…
ସାଧାରଣ ନିର୍ବାଚନ ପାଇଁ ଅବଗଣନା
ସୌଭାଗ୍ୟ ସୁନ୍ଦରରାୟ ଲୋକ ସଭା ନିର୍ବାଚନ ପାଇଁ ଆଉ ଅଳ୍ପ କିଛି ମାସ ବାକି ରହିଛି। ରାଜନୈତିକ ଦଳ ପକ୍ଷରୁ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତି ପ୍ରାୟତଃ ଆରମ୍ଭ ହୋଇଗଲାଣି। ଇତିମଧ୍ୟରେ ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନରେ ଭାରତୀୟ ଜନତା ପାର୍ଟି…
ସ୍ବାସ୍ଥ୍ୟ କୂଟନୀତିର ବିଜୟ
ଅବସରପ୍ରାପ୍ତ ପଞ୍ଜାବ ଆଇଏଏସ୍ ଅଧିକାରୀ ଡ. ପୁନମ୍ ଖେତ୍ରପାଲ ସିଂଙ୍କୁ ନିକଟରେ ଭୁଟାନ୍ର ନ୍ୟାଶନାଲ ଅର୍ଡର ଅଫ୍ ମେରିଟ୍ ଗୋଲ୍ଡ ମେଡାଲ ପୁରସ୍କାର ପ୍ରଦାନ କରାଯାଇଛି। ଏହା କେବଳ ଭୁଟାନ୍ର ସ୍ବାସ୍ଥ୍ୟସେବାରେ ତାଙ୍କର ଅତୁଳନୀୟ ଅବଦାନକୁ ସୂଚିତ କରେ ନାହିଁ ବରଂ…
କ୍ରେଡିଟ୍ ରେଟିଂ ପ୍ରଭାବ
ମାଳଦ୍ୱୀପର ପ୍ରବାଳ ଦ୍ୱୀପପୁଞ୍ଜ ଓ ପାଚେରି ଏବେ ବିପଦରେ। ମାଳଦ୍ୱୀପରେ ୮୦% ଲୋକ ସମୁଦ୍ର ପତ୍ତନରୁ ମାତ୍ର ୧ ମିଟର ଉଚ୍ଚରେ ରହୁଛନ୍ତି। ଜଳବାୟୁ ପରିବର୍ତ୍ତନ ଯୋଗୁ ସମୁଦ୍ର ପତ୍ତନ ବୃଦ୍ଧି ହେଲେ ଅନେକ ଦ୍ୱୀପ ବାସ ଅନୁପଯୋଗୀ ହୋଇଯାଇପାରେ। ଏହି…
ଆଇନ ପେସାର ସ୍ୱାଧୀନତା
ନିଖିଳ ଓଡ଼ିଶା ଆଇନଜୀବୀ ସଂଘର ୫୨ତମ ବାର୍ଷିକ ଅଧିବେଶ ପାଳନ ଅବସରରେ ଆଇନ ପେସାର ସ୍ବାଧୀନତା ପ୍ରସଙ୍ଗଟି ଗୁରୁତ୍ୱପୂର୍ଣ୍ଣ ବୋଲି ସାମ୍ପ୍ରତିକ ପରିସ୍ଥିତିରେ ଉପଲବ୍ଧି ହେଉଛି। ଅଷ୍ଟ୍ରେଲିଆର ଜଣେ ବିଚାରପତି ମାଇକେଲ୍ କିର୍ବୀଙ୍କ ଉକ୍ତି ଆତ୍ମଚିନ୍ତନ ଓ ଆତ୍ମନିରୀକ୍ଷଣ ପାଇଁ ଖୋରାକ…
ପ୍ରାଚୀନ ମୁଦ୍ରା
ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ଡିସେମ୍ବର ୨୯ରେ ୯୦ତମ ପ୍ରତିଷ୍ଠା ଦିବସ ପାଳନ କରୁଛି। ୧୯୩୨ରେ ଏହି ସଂଗ୍ରହାଳୟ ରେଭେନ୍ଶା ମହାବିଦ୍ୟାଳୟରେ ଆରମ୍ଭ ହୋଇଥିଲା। ପରବର୍ତ୍ତୀ ସମୟରେ ଏହା ଭୁବନେଶ୍ୱରରେ ଡିସେମ୍ବର ୨୯ରେ ତତ୍କାଳୀନ ରାଷ୍ଟ୍ରପତି ଡ. ରାଜେନ୍ଦ୍ର ପ୍ରସାଦଙ୍କ କରକମଳରେ ଏହାର…
ଏଇ ଭାରତରେ
ଦୁର୍ଘଟଣା ରୋକିବା ଲାଗି ସଚେତନତା କାର୍ଯ୍ୟକ୍ରମ ପ୍ରାୟତଃ ସବୁ ସମୟରେ କରାଯାଉଛି। ହେଲେ ଏହା ଉପରେ ଅଙ୍କୁଶ ଲଗାଯାଇପାରୁନାହିଁ। ଦେଖାଯାଏ, ଅଧିକାଂଶ କ୍ଷେତ୍ରରେ ସାଇକେଲ ଆରୋହୀମାନେ ରାତିରେ ଦୁର୍ଘଟଣାର ଶିକାର ହେଉଛନ୍ତି। ତେବେ ସେମାନଙ୍କ ଯାତ୍ରା ସୁରକ୍ଷିତ କରିବା ଲାଗି ଲକ୍ଷ୍ନୌର…
Archives


