ଲୋଭ ଘାରୁଛି
କ୍ଷମତା ଓ ସମ୍ପତ୍ତି ଲୋଭ ମଣିଷ ଜାତିକୁ ଆଦିମ ଯୁଗରୁ ହନ୍ତସନ୍ତ କରିଆସିଛି। ଅଧିକ ଜମି ପାଇବା ପାଇଁ ବିଶ୍ୱବ୍ୟାପୀ ରାଜା ମହାରାଜାମାନେ ଯୁଗଯୁଗରୁ ଯୁଦ୍ଧ କରିଆସୁଥିଲେ। ପରବର୍ତ୍ତୀ ସମୟରେ ବ୍ୟବସାୟ ଓ ଲୁଣ୍ଠନ କରିବା ନାମରେ ଉପନିବେଶ ଚିନ୍ତାଧାରା ଜନ୍ମନେଲା,…
ଏଇ ଭାରତରେ
କେରଳର ଗିରିଜା କୁମାରୀ ମଧୁ ସ୍ନାୟବିକ ସମସ୍ୟା ଓ ମାନସିକ ଅନଗ୍ରସର ପିଲାଙ୍କ ଉନ୍ନତି ପାଇଁ କାର୍ଯ୍ୟ କରୁଛନ୍ତି। ସେ ରହୁଛନ୍ତି ଆଲପୁଝା ଜିଲା ଥାମାରାକୁଲାମ୍ରେ। ଗିରିଜା ମାନସିକ ଅନଗ୍ରସର ପିଲାଙ୍କୁ ଫୁଟ୍ବଲ ଖେଳ ଶିଖାଉଛନ୍ତି। ଏବେ ସୁଦ୍ଧା ତାଙ୍କ ପାଖରୁ…
ରଜପର୍ବ
ରଜପର୍ବ ପ୍ରତି ବର୍ଷ ଜ୍ୟେଷ୍ଠ ମାସରେ ପଡ଼ିଥାଏ। ସୃତି ଅଛି ବସୁଧା ମା’ ବର୍ଷକରେ ଥରେ ରଜସ୍ବଳା ହୁଏ। ଆମ ପରମ୍ପରା ସଂସ୍କୃତିର ଏହା ଏକ ଅଙ୍ଗ, ଯଦିଓ ଉତ୍କଳୀୟ ପରମ୍ପରାରେ ବାରମାସରେ ତେରପର୍ବ ଚାଲିଥାଏ। ଯାନିଯାତ୍ରା, ପିଠାପଣା ସବୁକିଛି ଆମର…
ଆସନ୍ତାକାଲି କିଏ ଦେଖିଛି
ଗତ କିଛିବର୍ଷ ହେବ ଶାସକଶ୍ରେଣୀ ତରଫରରୁ ପ୍ରତି ମୁହୂର୍ତ୍ତରେ ପ୍ରଚାର କରାଯାଉଛି ଯେ ୨୦୪୭ରେ ଭାରତ ବିକଶିତ ରାଷ୍ଟ୍ର ଏବଂ ୨୦୩୬ରେ ଓଡ଼ିଶା ବିକଶିତ ରାଜ୍ୟ ହେବ। କିନ୍ତୁ କେହି କହୁ ନାହାନ୍ତି ଏହାର ସ୍ବରୂପ କିପରି ହେବ, କାହାର କେତେ…
ସମ୍ଭାବ୍ୟ ଶାନ୍ତି
ଶେଷରେ ଇରାନ ସହ ଆମେରିକା-ଇସ୍ରାଏଲର ଯୁଦ୍ଧ ମଧ୍ୟରେ ସବୁଠାରୁ ବଡ଼ ପ୍ରତୀକ୍ଷିତ କୂଟନୈତିକ ସଫଳତା ମିଳିଛି, ଯେଉଁଥିରେ ଆମେରିକା ଏବଂ ଇରାନ ସେମାନଙ୍କ ଅସ୍ତ୍ରବିରତିକୁ ୬୦ ଦିନ ବଢ଼ାଇବା ପାଇଁ ଏକ ରୂପରେଖ ଉପରେ ସହମତ ହୋଇଛନ୍ତି। ଜୁନ୍ ୧୯ ସୁଦ୍ଧା…
ଏଇ ଭାରତରେ
ସବୁଜ ଶକ୍ତି ଜୀବନର ଆଧାର ବୋଲି ଉପଲବ୍ଧି କରିଛନ୍ତି ବ୍ୟାଙ୍କର ରାଜଶ୍ରୀ ନାମ୍ବିୟାର। ସେ ଇକୋଫାଇ ଷ୍ଟାର୍ଟଅପ୍ର ସହପ୍ରତିଷ୍ଠାତା ଭାବେ ଦୁଇ କିମ୍ବା ତିନି ଚକିଆ ବିଦ୍ୟୁତ୍ଚାଳିତ ଯାନ (ଇଭି)ପାଇଁ ଋଣ ଯୋଗାଇ ଦେଉଛନ୍ତି। ୨୦୨୨ରେ ରାଜଶ୍ରୀ କେତେକ ଫାଇନାନ୍ସିଆଲ ଫାର୍ମରେ…
ତଥ୍ୟର କୋଳାହଳରେ କାହାଣୀ
ଜିର ସମୟକୁ ଯଦି ‘ଡାଟା’ ବା ‘ତଥ୍ୟ’ର ଯୁଗ ବୋଲି କୁହାଯାଏ, ତାହା ଭୁଲ ହେବ ନାହିଁ। ପ୍ରତି ମୁହୂର୍ତ୍ତରେ ଯେତେ ତଥ୍ୟ ସୃଷ୍ଟି ହେଉଛି, ସବୁକୁ ଆକଳନ କରିବା, ତାର ହିସାବ ରଖିବା କଷ୍ଟକର ହେଲାଣି। ମୋବାଇଲ ଫୋନର ଗୋଟିଏ…
ଉତ୍ତରଦାୟିତ୍ୱକୁ ଉପେକ୍ଷା
ସବୁଠି ଆଲୋଚନା ହେଉଛି ମଣିଷ ନିକଟରେ ନୈତିକ ମୂଲ୍ୟବୋଧ ଆଉ ଦେଖିବାକୁ ମିଳୁନାହିଁ। କିନ୍ତୁ ବିଚିତ୍ର କଥା ହେଉଛି ନୈତିକତା ସପକ୍ଷରେ ସଭିଏଁ କହୁଛନ୍ତିି, କେହି ଜଣେ ଅନୈତିକ କାର୍ଯ୍ୟ କଲେ ତାକୁ ଅନ୍ୟମାନେ କଠୋର ସମାଲୋଚନା କରୁଛନ୍ତିି, ମାତ୍ର ନିଜ…
ଫାଇଲ ଗାଏବ
ଓଡ଼ିଶାରେ ଗତ ସପ୍ତାହର ଏକ ଖବର ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହେବା କଥା। ଦୁଇଟି ଘଟଣା ଖୋଦ୍ ସରକାରଙ୍କ ଦ୍ୱାରା ଲୋକଲୋଚନକୁ ଅଣାଗଲା। ରାଜ୍ୟ ସରକାରଙ୍କ ଗୃହ ବିଭାଗ ତରଫରୁ ଭୁବନେଶ୍ୱର କ୍ୟାପିଟାଲ ପୋଲିସ ଷ୍ଟେଶନଠାରେ ମାମଲା ରୁଜୁ କରାଯାଇଛି। ଏହାର…
ନୂଆ ଭାରତରେ ନୂଆ ଆଇନ
ନୂଆ ଭାରତ ଆମ ପାଖରେ ଏତେ ଶୀଘ୍ର ଆସିଛି ଯେ, ଆମେ କେଉଁଠି ପହଞ୍ଚିଛୁ ତାହା ଆକଳନ କରିବା ପାଇଁ ପଛକୁ ଟିକେ ଫେରି ଚାହିଁବା ଗୁରୁତ୍ୱପୂର୍ଣ୍ଣ । ଗତ ବର୍ଷ ଅଗଷ୍ଟ ୨୮ରେ, ଆସାମରେ ଭାଜପା ଏହାର ୱେବ୍ସାଇଟରେ ”ରାଜ୍ୟ…
ରାମରାଜ୍ୟକୁ ରାସ୍ତା
ପ୍ରସଙ୍ଗଟି ଆରମ୍ଭ କରୁଛି ରାମାୟଣ କଥାରୁ। ଚଉଦବର୍ଷ ବନବାସ ପରେ ଅଯୋଧ୍ୟାର ରାଜା ପ୍ରଭୁ ରାମଚନ୍ଦ୍ର ଏକ ସ୍ବତନ୍ତ୍ରସଭା ଡାକି ଉପସ୍ଥିତ ଗରୁ ବଶିଷ୍ଠ, ବ୍ରାହ୍ମଣଗଣ ଓ ସମସ୍ତ ନଗରବାସୀଙ୍କୁ ବିନମ୍ରତାପୂର୍ବକ କହିଲେ – ”ହେ ମହାମତ୍ନ୍ ! ରାମ କେବଳ…
ହାଜତ ହିଂସା ଗଣତନ୍ତ୍ର ପାଇଁ କଳଙ୍କ
ଗତ ଏକ ମାସ ମଧ୍ୟରେ ଆମ ରାଜ୍ୟର ବିଭିନ୍ନ ଥାନା ହାଜତରେ ପୋଲିସ ଦ୍ୱାରା ବର୍ବରୋଚିତ ଅତ୍ୟାଚାର ବା ତଥାକଥିତ ଥାର୍ଡ ଡିଗ୍ରୀ ପ୍ରୟୋଗର ଖବର ଚର୍ଚ୍ଚାର ବିଷୟ ପାଲଟିଛି। କେନ୍ଦ୍ରାପଡ଼ାର ତାଳଚୁଅଁା ସାମୁଦ୍ରିକ ଥାନାରେ ମାଆ ପୁଅକୁ ମହିଳା ଆଇଆଇସିଙ୍କ…
Archives


