ଖୁସିର ଦେଶ ଭୁଟାନ
ଭୁଟାନକୁ ଖୁସିର ଦେଶ କୁହାଯାଏ । ଏହି ଦେଶର ଜନସାଧାରଣ ବୌଦ୍ଧଧର୍ମକୁ କେବଳ ଗ୍ରହଣ କରିନାହାନ୍ତି ସେମାନେ ଏହାକୁ ନିଜର ନୀତିଦିନର ବ୍ୟବହାର, କାର୍ଯ୍ୟକଳାପ ଓ ଜୀବନଶୈଳୀରେ ପରିଣତ କରିଛନ୍ତି। ଭୁଟାନରେ ବୁଲିଲେ ଜଣାପଡ଼େ ସତେ ଯେପରି ଭୁଟାନ ସ୍ବର୍ଗର ଏକ…
କାହିଁ ଆମର ସ୍ବାଭିମାନ
ବେଳେ ବେଳେ ମନେହୁଏ, ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଏତେ ବର୍ଷ ପରେ ଆମେ ଓଡ଼ିଶାର ଅଧିବାସୀ ତଥା ଓଡ଼ିଆ ଭାଷାଭାଷୀମାନେ ସାମଗ୍ରିକ ଭାବରେ ଆମ ରାଜ୍ୟ ଓ ଭାଷାକୁ ନେଇ ସ୍ବାଭିମାନୀ ହୋଇପାରିଲୁନି। ଓଡ଼ିଆ ଭାଷା ହଜାର ହଜାର ବର୍ଷର…
ଧାର୍ମିକ ଦୁର୍ନୀତି
ଉତ୍ତରପ୍ରଦେଶର ଅଯୋଧ୍ୟାରେ ରାମ ଜନ୍ମଭୂମି ବାବ୍ରୀ ମସ୍ଜିଦ୍ ବିବାଦରେ ସମାଧାନ ଘଟିବା ପରେ ସେହି ସ୍ଥାନରେ ଶ୍ରୀରାମ ମନ୍ଦିର ସ୍ଥାପନ ହୋଇ ୨୨ ଜାନୁଆରୀ ୨୦୨୪ରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା କରାଯାଇଥିଲା। ହିନ୍ଦୁମାନଙ୍କ ଅନ୍ୟତମ ଉପାସନା ପୀଠ ଭାବେ ଉତ୍ତର ଭାରତରେ ରାମ…
ମଣିଷ ହେବା ଏଥର
ଧନୀ ଲୋକଟିଏ ଥିଲା। କପଟ ଓ ଛଳନାକରି ତା’ର ବ୍ୟବସାୟ ଚଲେଇଥିଲା। ଖୁବ୍ କମ୍ ଦିନ ଭିତରେ ସେ ବିପୁଳ ସମ୍ପତ୍ତି ଅର୍ଜନକଲେ। ଲୋକେ କହିଲେ ଦୋ ନମ୍ବରୀ କାରବାର କରି ରାତାରାତି ସେ ବଡ଼ ହୋଇଛି। ଆଉ ଥୋକାଏ କହିଲେ,…
ବାମପନ୍ଥୀରୁ ଦକ୍ଷିଣପନ୍ଥୀ ଆଡ଼କୁ
ଭାରତବର୍ଷରେ ବାମପନ୍ଥୀ ଆନ୍ଦୋଳନ କ୍ରମେ ଦୁର୍ବଳ ହେବାପରି ମନେ ହେଉଛି। ନିକଟରେ ଅନୁଷ୍ଠିତ ୫ ରାଜ୍ୟରେ ବିଧାନସଭା ନିର୍ବାଚନରୁ ଏହା ଜଣାପଡ଼ିଛି। କେରଳ ଥିଲା ଶେଷ ବାମପନ୍ଥୀ ଶାସିତ ରାଜ୍ୟ। ଏଠାରେ ଏମାନେ ପରାଜିତ ହେଲେ ବି ବାମପନ୍ଥୀ ବିଚାର ବଞ୍ଚିଛି…
କାନ୍ଥରେ ନାମ
ଭାରତର ଜମ୍ମୁ ଓ କଶ୍ମୀରର ପହଲଗାମ ଆତଙ୍କବାଦୀ ଆକ୍ରମଣ ୨୨ ଏପ୍ରିଲ ୨୦୨୫ରେ ଘଟିଥିଲା ଓ ସେଥିରେ ୨୬ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିଲା। ଏହି ଆକ୍ରମଣର ଜବାବ ଦେବାକୁ ଯାଇ ଭାରତୀୟ ସେନା ପକ୍ଷରୁ ୭ ମେ’ରୁ ୧୦…
ଏଇ ଭାରତରେ
ବୁଲା କୁକୁର, ଗାଈ ଓ ବାଛୁରିଙ୍କୁ ରୁଟି ଖାଇବାକୁ ଦେଉଛନ୍ତି ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦର ଗୌତମ ଯାଦବ। ସେ ଠେଲାଗାଡ଼ିରେ ପ୍ରତିଦିନ ସନ୍ଧ୍ୟାରେ ଘରକୁ ଘର ବୁଲି ବଳକା ରୁଟି ସଂଗ୍ରହ କରୁଛନ୍ତି। ଘରେ ବଳୁଥିବା ରୁଟିକୁ ଲୋକେ ସାଇତି…
ମହାବିଲୁପ୍ତି ପଥେ
ବର୍ତ୍ତମାନ ଷଷ୍ଠ ମହାବିଲୁପ୍ତି ପ୍ରକ୍ରିୟାର ଅୟମାରମ୍ଭ ଘଟିଲାଣି ବୋଲି ମତ ଦେଉଛନ୍ତି କେତେକ ପରିବେଶ ବିଜ୍ଞାନୀ। ସେଥିପାଇଁ ପୃଥିବୀର ପରିସଂସ୍ଥା ଦ୍ରୁତ ଅବକ୍ଷୟିତ ହୋଇଚାଲିଛି ଏବଂ ପରିଣାମସ୍ବରୂପ, ସାଧାରଣ ଭାବେ ଯେଉଁ ହାରରେ ପ୍ରଜାତିମାନଙ୍କର ବିଲୁପ୍ତି ପରିସଂସ୍ଥା ପାଇଁ ସହନୀୟ ଏବେ…
ଯୋଜନାର ଅଧୋଗତି
ଭାରତର ସ୍ବାଧୀନତା ପରେ ଯେଉଁ ପଞ୍ଚବାର୍ଷିକ ଯୋଜନା ପ୍ରବର୍ତ୍ତନ କରାଯାଇଥିଲା ତା’ର ଅଧୋଗତି କାହିଁକି ଘଟିଲା? ୧୯୧୭ରେ ସୋଭିଏଟ ରୁଷ ପ୍ରଥମେ ପଞ୍ଚବାର୍ଷିକ ଯୋଜନା ପ୍ରଣୟନ କରି ମାତ୍ର ୨୨ ବର୍ଷ ମଧ୍ୟରେ ସାରା ପୃଥିବୀରେ ଏକ ବୃହତ୍ ଶକ୍ତି ଭାବେ…
ଏନ୍ଜିଓ କାର୍ଯ୍ୟରେ ବାଧା
ଯାହା ସଂସଦରେ ଆଇନ ଭାବରେ ପାସ୍ ହୋଇପାରେ ନାହିଁ, ତାହାକୁ ନିୟମରେ ପରିବର୍ତ୍ତନ କରି ନୂଆରୂପରେ ଉପସ୍ଥାପନ କରାଯାଇପାରେ। ଏହା ଭାରତରେ ସମ୍ଭବ ହେଉଛି। ଗଣତାନ୍ତ୍ରିକ ରାଷ୍ଟ୍ରଗୁଡ଼ିକ ଏହା କରିବା ଉଚିତ ନୁହେଁ। ତେବେ ଏବେ ଭାରତକୁ ପ୍ରକୃତ ଗଣତନ୍ତ୍ର ଭାବେ…
ପୁଣି ଅନ୍ଧକାର ଗର୍ଭଗୃହକୁ
ନିର୍ବାଚନ ସରିଲା। ଶାସକ ଦଳର ‘ନାରୀ ବନ୍ଦନ’ ସଭା ସମାବେଶ ସରିଗଲା। ବିରୋଧୀ ଦଳର ମା’ମାନଙ୍କୁ ନେଇ ହେଉଥିବା ପ୍ରତିବାଦରେ ବି ଭଟ୍ଟା ପଡ଼ିଗଲା। ଫଳ? ଯେଉଁ ତିମିରେକୁ ସେହି ତିମିରେ। ମହିଳା ସଂରକ୍ଷଣ ଆଇନ ପୁଣି ଗର୍ଭଗୃହକୁ ଫେରିଗଲା। ଦୀର୍ଘ…
ବହ୍ବାରମ୍ଭେ ଲଘୁକ୍ରିୟା
ସଂସ୍କୃତରେ ଗୋଟିଏ ଶ୍ଳୋକ ଅଛି ”ଅଜା ଯୁଦ୍ଧେ ଋଷି ଶ୍ରାଦ୍ଧେ ପ୍ରଭାତେ ମେଘ ଡମ୍ବରୁ, ଦାମ୍ପତ୍ୟ କଳହଶ୍ଚୈ ବହ୍ବାରମ୍ଭେ ଲଘୁକ୍ରିୟା’ ଏହାର ଅର୍ଥ ଦୁଇଟି ଛେଳି ଗୋଳଯୁଦ୍ଧ ପାଇଁ ବ୍ୟାପକ ଭାବରେ ନିଜକୁ ପ୍ରସ୍ତୁତ କରନ୍ତି। କିନ୍ତୁ ଲଢେଇ ସାମାନ୍ୟ ହୋଇଥାଏ।…

