କେବଳ ଜଣେ
ଲୋକ ସଭା ନିର୍ବାଚନ ପାଇଁ ତାରିଖ ଘୋଷଣାକୁ ମାତ୍ର କେତୋଟି ଦିନ ଥିବାବେଳେ ନିର୍ବାଚନ କମିଶନର (ଇସି) ଅରୁଣ ଗୋଏଲଙ୍କ ଇସ୍ତଫା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି। କୌତୂହଳର କଥା ହେଲା, ଗତ ଫେବୃଆରୀ ୫ରେ ଅନ୍ୟତମ ଇସି ଅନୁପ ଚନ୍ଦ୍ର ପାଣ୍ଡେ…
ଏଇ ଭାରତରେ
ଥର୍ମୋକୁଲ ମାଟିରେ ବହୁବର୍ଷ ପଡ଼ିରହି ପରିବେଶ ପ୍ରଦୂଷଣ କରିଥାଏ। ଏଭଳି ସମସ୍ୟାର ସମାଧାନ ଲାଗି ଏବେ କାନପୁରର ଚୈତନ୍ୟ ଦୁବେ ମସ୍ରୁମ ମାଇସେଲି(ଛତୁର ମୂଳରେ ଥିବା ଏକ ତନ୍ତୁ ଜାତୀୟ ଅଂଶ) ଓ କୃଷି ବର୍ଜ୍ୟରୁ ଏକପ୍ରକାର ଥର୍ମୋକୁଲ ପ୍ରସ୍ତୁତ କରିଛନ୍ତି।…
ଇଲେକ୍ଟୋରାଲ-ବଣ୍ଡର ବିକଳ୍ପ
ଲଳିତ ମୋହନ ମିଶ୍ର ଏହି ଏତିହାସିକ ଘଟଣାକ୍ରମେ ସର୍ବୋଚ୍ଚ ନ୍ୟାୟାଳୟ ଗତ ମାସରେ ଇଲେକ୍ଟୋରାଲ ବଣ୍ଡ ବ୍ୟବସ୍ଥାକୁ ଅସାମ୍ବିଧାନିକ ଦର୍ଶାଇ ରଦ୍ଦ କରିଦେଲେ। ଆଗରୁ ଏହି ବ୍ୟବସ୍ଥା ନଥିଲା। ରାଜନୈତିକ ଦଳଗୁଡ଼ିକ ବ୍ୟକ୍ତିବିଶେଷ ଓ ବ୍ୟବସାୟୀଙ୍କଠାରୁ ଅନୁଦାନ ଗ୍ରହଣ କରୁଥିଲେ। ୨୦୧୭-୨୦୧୮ରେ…
ପ୍ରକ୍ରିୟାକୃତ ଖାଦ୍ୟ: ନୀରବ ଘାତକ
ବିଚିତ୍ର ବିଶ୍ୱାଳ ଦୀର୍ଘଦିନ ହେବ ସମସ୍ତ ପ୍ରକାର କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ପାଇଁ ଚାଷୀମାନେ ଦାବି କରିଆସୁଛନ୍ତି। ଦେଶର ରାଜଧାନୀ ନିକଟରେ ସଂପ୍ରତି ଚାଷୀମାନେ ଆନ୍ଦୋଳନ ଜାରି ରଖିଛନ୍ତି। ଯେତେବେଳେ ବି ଚାଷୀମାନେ କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ…
ତ୍ରୁଟିପୂର୍ଣ୍ଣ ଗଣତନ୍ତ୍ର
ନିକଟରେ ଧ୍ରୁବ ରାଠୀ ନାମକ ଜଣେ ଯୁବକଙ୍କର ଏକ ଚର୍ଚ୍ଚିତ ଭିଡିଓ ସରକାରଙ୍କ ସମର୍ଥକଙ୍କୁ ଅସନ୍ତୁଷ୍ଟ କରିଥିଲା। ଏହାର ବ୍ୟାପକ ଯୁକ୍ତିଯୁକ୍ତତା ଭିଡିଓର ଟାଇଟଲ ‘ଭାରତ ଏକଚ୍ଛତ୍ରବାଦୀ ଶାସନରେ ପରିଣତ ହେଉଛି କି’ ରୁ ବୁଝିିହେବ। ଚଣ୍ଡିଗଡ଼ ନିର୍ବାଚନରେ ଭାଜପା ଦ୍ୱାରା…
ନିରପେକ୍ଷ ନିର୍ବାଚନର ବାସ୍ତବତା
ଯଦୁମଣି ପାଣିଗ୍ରାହୀ ଭାରତ ଭଳି ଏକ ସର୍ବବୃହତ୍ ଗଣତାନ୍ତ୍ରିକ ରାଷ୍ଟ୍ରରେ ରାଜନୀତି ଯେଭଳି କଳୁଷିତ ଅବସ୍ଥାକୁ ଗଲାଣି, ତାହା ପ୍ରାୟତଃ ସମସ୍ତଙ୍କୁ ଊଣାଅଧିକେ ଜଣା। ଏ ପରିସ୍ଥିତିରେ ମୁକ୍ତ, ଅବାଧ ଓ ନିରପେକ୍ଷ ନିର୍ବାଚନର ବାସ୍ତବତା ନେଇ ମନରେ ପ୍ରଶ୍ନବାଚୀ ସୃଷ୍ଟି…
ଲାଟେରାଲ ଏଣ୍ଟ୍ରିରେ ତତ୍ପରତା
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୮ରେ ଧୁମ୍ଧାମ୍ରେ ଲାଟେରାଲ ଏଣ୍ଟ୍ରି (ବିଭିନ୍ନ ଘରୋଇ ବିଭାଗର ବିଶେଷଜ୍ଞମାନଙ୍କୁ ସରକାରୀ ବିଭାଗରେ ଅପସ୍ଥାପିତ କରିବା ପ୍ରକ୍ରିୟା) ଆରମ୍ଭ କରିଥିଲେ। ପ୍ରଥମରୁ ଏହା ଉପରେ ଭଲ ପ୍ରତିକ୍ରିୟା ଆସିଥିଲା ଏବଂ ତାହା କିଛିଦିନ ପରେ ଥମିଗଲା। କିନ୍ତୁ…
ଶ୍ରେଣୀକକ୍ଷରୁ ରାଜରାସ୍ତା
ଅକ୍ଷୟ କୁମାର ମିଶ୍ର ମୋ ବୟସ ପଚାଶ ଟପିଲାଣି। ମୁଁ ଜଣେ ଶିକ୍ଷୟିତ୍ରୀ। ଶ୍ରେଣୀ କକ୍ଷରେ ମୁଁ ପଚିଶି ବର୍ଷରୁ ଊର୍ଦ୍ଧ୍ୱ କାଳ ନିରବଚ୍ଛିନ୍ନ ଭାବେ ଶିକ୍ଷାଦାନ କରି ଚାଲିଛି। ଏହାରି ଭିତରେ ମୋ ବିଦ୍ୟାଳୟରୁ ଏକ ହଜାରରୁ ଅଧିକ ଛାତ୍ରୀଛାତ୍ର…
ଏଇ ଭାରତରେ
ଅସହାୟ ପିଲାମାନଙ୍କ ଜୀବନରେ ପରିବର୍ତ୍ତନ ଆଣୁଛନ୍ତି ୬୮ ବର୍ଷୀୟା ସୀମା ସେଠ୍। ସେ ‘ନୟି ଦିଶା’ ନାମକ ଏନ୍ଜିଓ ମାଧ୍ୟମରେ ଏହା କରୁଛନ୍ତି। ଗୁର୍ଗାଁଓର ହରିଜନ କଲୋନୀରେ ନୟି ଦିଶା ୨୦୧୪ରେ ସ୍ଥାପିତ ହୋଇଥିଲା। ଏହା ମୁଖ୍ୟତଃ ବିଭିନ୍ନ ବସ୍ତିର ରହି…
ଟ୍ରମ୍ପ୍ଙ୍କ ପରାଜୟ ସମ୍ଭାବନା
ଆମେରିକାର ରାଷ୍ଟ୍ରପତିମାନଙ୍କ ମଧ୍ୟରେ ଡୋନାଲ୍ଡ ଟ୍ରମ୍ପ୍ ସବୁଠୁ ଅନୁପଯୁକ୍ତ ମନେହେଉଥିଲେ। ୨୦୧୬ରେ ସେ ଯେତେବେଳେ ନିଜର ଅଭିଯାନ ଆରମ୍ଭ କରିଥିଲେ, ସେତେବେଳେ ଏକ ବ୍ୟବସାୟଭିତ୍ତିକ ରିଆଲିଟି ଶୋ’ରେ ପ୍ରତିଯୋଗୀଙ୍କୁ ତଡ଼ିବାର ଅଭିନୟ ହାସ୍ୟାସ୍ପଦ ଲାଗୁଥିଲା। ବିରାଟ ନିର୍ଦ୍ଦେଶକ ମଣ୍ଡଳ କକ୍ଷର ଟେବୁଲ…
ମହାଶିବରାତ୍ରି
ଫାଲ୍ଗୁନ ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥିରେ ପାଳିତ ହୁଏ ମହାଶିବରାତ୍ରି ବା ଜାଗର। ଶିବରାତ୍ରିରେ ଉପବାସ ଓ ଶିବପୂଜା କରାଯାଏ। ଶିବ ଶବ୍ଦର ଅର୍ଥ ମଙ୍ଗଳମୟ। ଶିବ ସମସ୍ତ ଜ୍ଞାନ ଓ ପ୍ରଜ୍ଞାର ଆଧାର। ସେ ମଧ୍ୟ ଆଶୁତୋଷ । ଶିବଙ୍କର…
ମହିଳା ସଶକ୍ତୀକରଣ ଓ ସମୃଦ୍ଧି
ବିଖ୍ୟାତ ଔପନ୍ୟାସିକ ଭର୍ଜିନିଆ ଉଲଫ୍ କହିଛନ୍ତି- ନାରୀ ଆଇନ୍ଷ୍ଟାଇନ୍ ବା ସେକ୍ସପିୟର ହେବାକୁ ହେଲେ ତାଙ୍କୁ ଦୁଇଟି ବିଷୟ ଅର୍ଜନ କରିବାକୁ ପଡ଼ିବ। ଗୋଟିଏ ହେଲା ନିଜସ୍ବ ଉପାର୍ଜନ ଏବଂ ଅନ୍ୟଟି ହେଲା ଉତ୍ତମ ସାମାଜିକ ପରିବେଶ। ନାରୀକୁ ନିଜର ଅଧିକାର…
Archives


