ସମ୍ପାଦକୀୟ

ପୁଣ୍ୟର କରାମତି

ଡ. ପ୍ରମୋଦ କୁମାର ପଣ୍ଡା   ଜୀବନକାଳ ମଧ୍ୟରେ ଆମେ ସତ୍‌ କିମ୍ବା ଅସତ୍‌ ଉପାୟରେ ପ୍ରଚୁର ଧନ ସମ୍ପତ୍ତି ଠୁଳ କରିଛୁ। ତେବେ ଅର୍ଜିତ ଧନ ସମ୍ପତ୍ତିର କିଛି ଭାଗ କିପରି ମୃତ୍ୟୁପରେ ସାଙ୍ଗରେ ନେଇ ଯିବା, ଏହା ଏକ…

ଫ୍ରାନ୍ସ ନିର୍ବାଚନ ଓ ମାକ୍‌ରଁ

ଜନ ଓ୍ବେର୍ନର ମୁଲେର   ୟୁରୋପୀୟ ସଂସଦ ନିର୍ବାଚନରେ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍‌ରଁଙ୍କ ପାର୍ଟି ଦକ୍ଷିଣପନ୍ଥୀ ନ୍ୟାଶନାଲ ରାଲିଠାରୁ ପରାଜୟ ବରଣ କଲା ପରେ ସେ ନ୍ୟାଶନାଲ ଆସେମ୍ବ୍ଲି ଭାଙ୍ଗି ତ୍ୱରିତ ନିର୍ବାଚନ କରାଇବା ସମସ୍ତଙ୍କୁ ଚକିତ କରିଥିଲା। ଏକ…

ତାଳଗଛ

ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ଜୁଲାଇ ୧ରୁ ବନ ମହୋତ୍ସବ ସପ୍ତାହ ଆରମ୍ଭ ହୋଇଯାଇଛି । ଜିଲା, ବ୍ଲକ୍‌, ପଞ୍ଚାୟତ, ପୌର ପରିଷଦ ତଥା ବିଭିନ୍ନ ଅନୁଷ୍ଠାନ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଲାଗି ପଡ଼ିଛନ୍ତି। ଏ ସମ୍ପର୍କିତ ଫଟୋ ଓ ଖବର…

ସଦ୍‌ଗୁଣାବଳୀର ସକ୍ରିୟ ଚିତ୍ର

ବ୍ୟକ୍ତିତ୍ୱର ସାରବାର୍ତ୍ତା ହିଁ ଚରିତ୍ର। ଏହା ଜୀବନର ମୌଳିକ ନୀତିନିୟମର ସମନ୍ବିତ ଓ ସକ୍ରିୟ ରୂପ। ଦିଗ ନିର୍ଣ୍ଣୟ ଯନ୍ତ୍ର ପରି ଚରିତ୍ର ମଣିଷର କାର୍ଯ୍ୟଧାରାକୁ ନିୟନ୍ତ୍ରଣ କରେ। ଚରିତ୍ର ନିଷ୍ପତ୍ତିର ନିୟାମକ। କର୍ମପଛର ପ୍ରେରଣା। ଶେଯରୁ ଉଠିବାଠାରୁ ଶେଯକୁ ଯିବାଯାଏ…

ସରକାରୀ ଛୁଟିରେ ପାତରଅନ୍ତର

ସାଧାରଣତଃ କେନ୍ଦ୍ର ସରକାରୀ କର୍ମଚାରୀମାନେ ବର୍ଷକୁ ଯେଉଁ ୧୭ଟି କାର୍ଯ୍ୟ ବନ୍ଦ ଦିବସକୁ ଛୁଟି ଭାବରେ ପାଇଥାନ୍ତି, ସେଥିମଧ୍ୟରୁ ୧୪ଟି ଛୁଟି ସବୁ ରାଜ୍ୟର କର୍ମଚାରୀମାନଙ୍କ ପାଇଁ ସମାନ ଥାଏ ଯେଉଁଥିରେ ତିନୋଟି ଜାତୀୟ ଛୁଟି (ସାଧାରଣତନ୍ତ୍ର ଦିବସ, ଗଣତନ୍ତ୍ର ଦିବସ…

ଏଇ ଭାରତରେ

ହିମାଚଳପ୍ରଦେଶର ଆନି ବ୍ଲକର କାମନ୍ଦ ପଞ୍ଚାୟତର ଗାଢ଼ାରୀ ଗାଁରେ ରହନ୍ତି ୭୩ ବର୍ଷ ବୟସ୍କା ଲୁରମା ଦେବୀ। ସେ ବୁଲାପ୍ରାଣୀଙ୍କୁ ଖାଇବାକୁ ଦେଇ ଖୁବ୍‌ ଆନନ୍ଦିତ ହୋଇଥାନ୍ତି। ଲୁରମା ପ୍ରାଣୀଙ୍କ ପାଇଁ ଘାସ ଏବଂ ପାଣିର ବ୍ୟବସ୍ଥା କରିଥାନ୍ତି। ଘାଟି ଉପରେ…

ଏଇ ଭାରତରେ

ଏମିତି ବ୍ୟକ୍ତି ଦେଖିଛନ୍ତି ଯିଏ ତାଙ୍କ ସବୁ ସଞ୍ଚତ୍ତ ଧନ ଓ ସ୍ତ୍ରୀଙ୍କ ଗହଣା ବିକ୍ରି କରି ଗରିବଙ୍କୁ ଖାଦ୍ୟ ଯୋଗାଉଛନ୍ତି? ହଁ, ଦିଲ୍ଲୀର ପ୍ରବୀଣ ଗୋୟଲ ଏହି କାର୍ଯ୍ୟ କରି ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି। ‘ଶ୍ୟାମ ଗୋୟଲ ରୋଷେଇ’ଟ୍ରଷ୍ଟ…

ଆଲ୍‌ଗୋରିଦମ୍‌ ନିବେଶର ଯୁଗ

ସୌରଜିତ ପ୍ରଧାନୀ ଆର୍ଥିକ ବଜାରର ନିରନ୍ତର ବିକାଶଶୀଳ ପରିଦୃଶ୍ୟରେ ମାନବୀୟ ହସ୍ତକ୍ଷେପ ବନାମ ସ୍ବୟଂକ୍ରିୟତାର ଭୂମିକାକୁ ନେଇ ବିତର୍କ ତୀବ୍ରତର ହୋଇଛି। ଅତ୍ୟାଧୁନିକ ଆଲ୍‌ଗୋରିଦମ୍‌, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏବଂ ‘ରୋବୋ-ଆଡ୍‌ଭାଇଜର’ ଆସିବା ପରେ ନିବେଶରେ ମଣିଷର ସମ୍ପୃକ୍ତି ଅପ୍ରାସଙ୍ଗିକ ହୋଇପାରେ ବୋଲି…

ଆସ ଫିଙ୍ଗିବା ମଞ୍ଜିଗୋଳା

ଡ. ଜୟକୃଷ୍ଣ ପାଣିଗ୍ରାହୀ ବୃକ୍ଷମାନେ ବାୟୁକୁ ଶୁଦ୍ଧକରନ୍ତି ଏବଂ ରୋଗ ମଧ୍ୟ ଦୂରକରିବାରେ ସହଯୋଗକରନ୍ତି। ଏଥିପାଇଁ ବୃକ୍ଷରୋପଣ ପ୍ରାଣୀମାନଙ୍କ ନିମନ୍ତେ ହିତକାରୀ। ବୃକ୍ଷଲତା ସହ ଜୀବଜନ୍ତୁ ଏବଂ ଅଣଜୀବନ୍ତ ପଦାର୍ଥଗୁଡ଼ିକର ସମାହାରରେ ସୃଷ୍ଟ ଜଙ୍ଗଲ ସମସ୍ତଙ୍କ ନିମନ୍ତେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କାରଣ…

କେତେ ନୂଆ ଆଇନ

ବ୍ରିଟିଶ ଅମଳର ଆପରାଧିକ ଆଇନକୁ ଶେଷକରି ଭାରତରେ ୩ଟି ନୂତନ ଆଇନ ଏହି ମାସ ୧ ତାରିଖରୁ କାର୍ଯ୍ୟକାରୀ ହୋଇଛି। ଭାରତୀୟ ଦଣ୍ଡ ସଂହିତା(ଆଇପିସି), ଫୌଜଦାରି ଅପରାଧ ସଂହିତା(ସିଆର୍‌ପିସି) ଏବଂ ଭାରତୀୟ ସାକ୍ଷ୍ୟ ଆଇନ (ଆଇଇଏ) ସ୍ଥାନରେ ଯଥାକ୍ରମେ ଭାରତୀୟ ନ୍ୟାୟ…

ଏଇ ଭାରତରେ

ବର୍ଜ୍ୟ ପରିଚାଳନା ଏବଂ ପରିବେଶ ପ୍ରଦୂଷଣ କମ୍‌ କରିବାରେ ଦିନକୁ ଦିନ ନୂଆ ନୂଆ ଉପାୟ ନେଇ ଅନେକ ବ୍ୟକ୍ତି ସାମ୍ନାକୁ ଆସୁଥିବା ବେଳେ ପଶ୍ଚିମବଙ୍ଗର ଦମ୍ପତି ସୁନୀତା ଓ ସୁବାସ ରାମଗୌଡ ସେମାନଙ୍କ ସହ ସାମିଲ ହୋଇଛନ୍ତି। ସେମାନେ ‘ଗୁଡ୍‌…

ଉପେକ୍ଷିତ ଜନମତ

ରବିନାରାୟଣ ସାମଲ   ଗତ ସାଧାରଣ ନିର୍ବାଚନରେ ସୁରଟ ଲୋକ ସଭା ନିର୍ବାଚନମଣ୍ଡଳୀରେ ୧୦ ଜଣ ପ୍ରାର୍ଥତ୍ପତ୍ର ଦାଖଲ କରିଥିଲେ। ୮ ଜଣ ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର କରିନେଇଥିଲେ, କଂଗ୍ରେସ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ନାକଚ ହୋଇଯାଇଥିଲା। ଏହି ଘଟଣାଟି ଏକରକମ ନାଟକୀୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri