ସମ୍ପାଦକୀୟ

ଏଇ ଭାରତରେ

ଗୋଟେ ମଇଁଷିର ଦାମ୍‌ ୧ ଲକ୍ଷ ଟଙ୍କାରୁ ଅଧିକ ହେବା କଥା ହୁଏତ କେହି ଭାବି ନ ଥିବେ। ମାତ୍ର ମଇଁଷିର ଦାମ୍‌ ବି ୨୩ କୋଟି ଟଙ୍କା ହୋଇପାରେ ଏକଥା ଅନେକଙ୍କୁ ଆଚମ୍ବିତ କରିପାରେ। ମାତ୍ର ଏଭଳି ଭିନ୍ନ ଧରଣର…

ମାତାପିତା ସନ୍ତାନର ନିର୍ମାତା

ଯତ୍ନଶୀଳ ମାତାପିତା ଆସନ୍ତାକାଲିର ଶିଳ୍ପୀ। ସନ୍ତାନର ଜୀବନରେଖା ଓ ମେରୁଦଣ୍ଡ। ଏକ ଅନୁଷ୍ଠାନ। ସବୁଠୁ ବଡ଼ ସୌଭାଗ୍ୟ ମାଆ ଓ ବାପା ହେବା ଓ ସବୁଠୁ ବଡ଼ ଆଶୀର୍ବାଦ ମାତାପିତାଙ୍କୁ ପାଇବା। ସନ୍ତାନ ସମ୍ପର୍କ ନିବିଡ଼ ଓ ବିରଳ। ମାତାପିତାଙ୍କ ବିନା…

ଅସ୍ମିତା: କାହା ପାଇଁ କେମିତି

ଛିଦିନ ତଳେ ଆମ ପ୍ରାତଃ ଭ୍ରମଣରେ ଆଲୋଚ୍ୟର ବିଷୟ ଥିଲା ଅସ୍ମିତା। ପଟ୍ଟନାୟକ ବାବୁ ପ୍ରଥମେ କଥା ଆରମ୍ଭ କରି କହିଥିଲେ ଯେ ଗତ ଚାରି ପାଞ୍ଚ ମାସ ହେବ ସବୁଆଡ଼େ ଅସ୍ମିତାକୁ ନେଇ ଚର୍ଚ୍ଚା ଚାଲିଛି। କିନ୍ତୁ ମୁଁ ବର୍ତ୍ତମାନ…

ଥଣ୍ଡାପଡୁନି ମଣିପୁର

ଏବେ ଭାରତ-କାନାଡା ସମ୍ପର୍କ ବିଗିଡ଼ି ଯାଇଥିବାରୁ ତାହା ଉପରେ ଦେଶବ୍ୟାପୀ ଆଲୋଚନା ଜାରି ରହିଛି। କ’ଣସବୁ ପଦକ୍ଷେପ ନେଲେ ସ୍ଥିତିରେ ଉନ୍ନତି ଆସିବ ସରକାରୀ ସ୍ତରରୁ ଆରମ୍ଭ କରି ଗଣମାଧ୍ୟମ ଯାଏ ସବୁଆଡ଼େ ଏହି ପ୍ରସଙ୍ଗ ଉପରେ ନଜର। କୌଣସି ଦେଶ…

ସରୋଗେଟ୍‌ ମଦର

ସରୋଗେସୀ କରୁଥିବା ମହିଳା କର୍ମଚାରୀଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଛୁଟି ଘୋଷଣା କରାଯାଇଛି। ସରୋଗେସୀ ଦ୍ୱାରା ମାତୃତ୍ୱ ଓ ପିତୃତ୍ୱ ପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପାଇଁ ଛୁଟି ପ୍ରଦାନ ମହିଳା ସରକାରୀ କର୍ମଚାରୀଙ୍କୁ ୧୮୦ ଦିନର ମାତୃତ୍ୱ ଛୁଟି ଓ…

ଅଲୋଡ଼ା ଶିଶୁଙ୍କ ପ୍ରଶ୍ନ

ଷ୍ଟାଙ୍କ ସୃଷ୍ଟିରେ ଶିଶୁଟିଏ ବୋଧହୁଏ ବିଶ୍ୱର ସୁନ୍ଦରତମ ସୃଜନ। ଶିଶୁଟିଏ ଈଶ୍ୱରୀୟ ଆତ୍ମାର ଅମର ଅବତାର। ତା’ର ଜନ୍ମଦାତ୍ରୀ ଜନନୀ ପାଇଁ ଶିଶୁ ସନ୍ତାନଟିଏ ସବୁକାଳରେ ଏକ ବାଞ୍ଛିତ ବରଦାନ, ମାତୃତ୍ୱର ଏକ ମୁଗ୍‌ଧ ଅନୁଭବ। ଜୀବନର ସକଳ ପ୍ରାପ୍ତି ଓ…

ଭୋଗିବାକୁ ବାଧ୍ୟ

ଅନ୍ତର୍ଜାତୀୟ ନିୟମ-ଆଧାରିତ ବ୍ୟବସ୍ଥା ହେଉଛି ବାସ୍ତବରେ ଜଙ୍ଗଲୀ ଶାସନ ପାଇଁ ବ୍ୟବହୃତ ଏକ ବକ୍ରୋକ୍ତି ଏବଂ ଏହା ହିଁ ବୈଶ୍ୱିକ କ୍ଷମତା ରାଜନୀତିର ସଂଜ୍ଞା ନିରୂପଣକରେ। ପ୍ରାୟ ୨୪୦୦ ବର୍ଷ ପୂର୍ବେ ଲିଖିତ ଏକ ପ୍ରସିଦ୍ଧ ଇତିହାସ ବହି ଥିଲା ଅନ୍ତର୍ଜାତୀୟ…

ଅବୁଝା ସମବାୟ ଆଇନ

୧୯୯୦ରୁ ବିଭିନ୍ନ ସମୟରେ କେନ୍ଦ୍ର ସରକାରଙ୍କ ଦ୍ୱାରା ନିଯୁକ୍ତ ଚୌଧୁରୀ ବ୍ରହ୍ମପ୍ରକାଶ କମିଟି, ଜଗଦୀଶ କପୁର କମିଟି, ଭି.କେ. ପାଟିଲ୍‌ କମିଟି, ଭି.ଏସ୍‌. ବ୍ୟାସ କମିଟି ଓ ପ୍ରଫେସର ବୈଦ୍ୟନାଥନ୍‌ଙ୍କ ଅଧ୍ୟକ୍ଷତାରେ ବସିଥିବା କମିଟିଗୁଡ଼ିକ ସମବାୟ ଆଇନ ସଂଶୋଧନ କରି ସମବାୟ…

ଖାଦ୍ୟ ନଷ୍ଟ ଏକ ଅପରାଧ

ବିଶ୍ୱ କ୍ଷୁଧା ସୂଚକାଙ୍କରେ (ଜିଏଚ୍‌ଆଇ) ୨୦୨୪ରେ ସ୍ଥାନ ପାଇଥିବା ୧୨୭ ଦେଶ ମଧ୍ୟରୁ ଭାରତର ସ୍ଥାନ ୧୦୫ରେ ରହିଛି। ଅର୍ଥାତ କ୍ଷୁଧା ଦୂର କରିବାରେ ୧୦୪ଟି ଦେଶ ତଳେ ଅଛି। ଗତବର୍ଷ ତାଲିକାରେ ସ୍ଥାନ ପାଇଥିବା ୧୨୫ ଦେଶ ମଧ୍ୟରେ ଭାରତ…

ଅନିଶ୍ଚୟତାରେ ଅଧିକାରୀ

ନିକଟରେ ଆନ୍ଧ୍ରପ୍ରଦେଶ ଏବଂ ତେଲଙ୍ଗାନା ମଧ୍ୟରେ କ୍ୟାଡର୍‌ ପୁନଃ ଆବଣ୍ଟନକୁ କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ର ଜାରି କରିଥିବା ନିର୍ଦ୍ଦେଶନାମାକୁ ନେଇ ଆଇଏଏସ୍‌ ଏବଂ ଆଇପିଏସ୍‌ ଅଧିକାରୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି। ଏହି ଦୁଇ ରାଜ୍ୟ ବିଭାଜନର ଏକ ଦଶନ୍ଧି…

କୃତ୍ରିମ ପୁଷ୍ଟିସାର ସଂଶ୍ଳେଷଣ ପାଇଁ ନୋବେଲ୍‌

ବର୍ଷ ରସାୟନ ବିଜ୍ଞାନରେ ନୋବେଲ୍‌ ପୁରସ୍କାର ଲାଭ କରିଥିବା ଡେଭିଡ୍‌ ବେକର, ଯୁକ୍ତରାଷ୍ଟ୍ର ଆମେରିକାର ବର୍କଲେସ୍ଥିତ କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ପ୍ରଫେସର ଭାବେ କାର୍ଯ୍ୟରତ ଥିବାବେଳେ, ଇଂରେଜ ଗବେଷକ ଡେମିସ୍‌ ହାସାବିସ୍‌ ଓ ଆମେରିକୀୟ ଗବେଷକ ଜନ୍‌ ଜମ୍ପର ବହୁରାଷ୍ଟ୍ରୀୟ କମ୍ପାନୀ ‘ଗୁଗଲ୍‌’ର…

ଭୟ

ସଂସାରରେ ବୋଧହୁଏ ଏମିତି କେହି ନାହିଁ, ଯିଏ ସମ୍ପୂର୍ଣ୍ଣ ରୂପେ ଭୟଶୂନ୍ୟ ହୋଇ ଜୀବନ ଧାରଣ କରେ। କେହି ହୁଏତ ନିଜକୁ ଭୟଶୂନ୍ୟ ବୋଲି ଦାବି କରି କହିପାରେ, କିନ୍ତୁ କିଛି ନା କିଛି ଭୟ ତା’ ମନରେ ନିଶ୍ଚୟ ରହିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?