ଆଇସିସିର ଗିରଫ ପରୱାନା
ଗତ ବର୍ଷ ଅକ୍ଟୋବର ୭ରେ ହମାସ୍ ଉଗ୍ରବାଦୀମାନେ ଇସ୍ରାଏଲ ସୀମା ମଧ୍ୟରେ ଆକ୍ରମଣ କରିଥିଲେ ଓ ଏଥିରେ ପାଖାପାଖି ବିଦେଶୀ ନାଗରିକଙ୍କ ସମେତ ୧୨୦୦ ଇସ୍ରାଏଲୀଙ୍କ ମୃତ୍ୟୁ ଘଟିଥିଲା। ଏହାର ଜବାବରେ ଇସ୍ରାଏଲ ଗାଜା ଉପରେ ଆକ୍ରମଣ କରିଥିଲା ଏବଂ ସେହି…
ବୈଜ୍ଞାନିକ ଦୃଷ୍ଟିକୋଣ ଓ ସୁସ୍ଥ ସମାଜ
ଏଠି-ସେଠି-ସବୁଠି .. ବିଜ୍ଞାନ ଓ ବିଜ୍ଞାନ। ରଙ୍ଗବେରଙ୍ଗର କପଡ଼ା, ଆସବାବପତ୍ର, ଆୟୋଡିନ୍-ଲୁଣ, ଲୋଭନୀୟ ସୁଖମୟ ବସ୍ତ୍ର, ବହୁମୂତ୍ର ଲାଗି ଇନ୍ସୁଲିନ୍, ସୁଗାର-ଫ୍ରି ବଟିକା, ରୁଚିକର କ୍ୟାପ୍ସୁଲ, ପୀଡ଼ାନାଶକ ଇଞ୍ଜେକ୍ସନ୍, ଅମ୍ଳନାଶକ ଓ ଜୀବାଣୁନାଶକ ଔଷଧ ସମେତ କୃଷି କ୍ଷେତ୍ରରେ ବ୍ୟବହୃତ ବିଭିନ୍ନ…
ତୁମେ ଦେଲେ ଆମେ ଦେବୁ
ଏବେ ସାରା ଦେଶରେ ଭୋଟ ନିର୍ବାଚନ ଚାଲିଛି। ଦେଶରେ ହେବ ମୋଟ ସାତୋଟି ପର୍ଯ୍ୟାୟରେ ଭୋଟ ଲୋକ ସଭା ପାଇଁ। ଲୋକ ସଭା ହେଉଛି ଦେଶର ଆଇନ ତିଆରି ଗୃହ। ଏଠି ବସି ସାଂସଦ ଦେଶ ଦଶ ପାଇଁ ତିଆରି କରିଥାନ୍ତି…
ଏଇ ଭାରତରେ
ବୟସ ୮୨। ତଥାପି କର୍ମଚଞ୍ଚଳ ଜୀବନର ଦୃଷ୍ଟାନ୍ତ ସାଜିଛନ୍ତି ତାମିଲନାଡୁର ଧନାମ ପଟି। ସେ ଗୋଟିଏ ଇଡ୍ଲିକୁ ୨ ଟଙ୍କାରେ ବିକ୍ରି କରୁଛନ୍ତି। ଧନାମ ରହନ୍ତି ପୁଡୁକୋଟ୍ଟାଇରେ। ସେଇଠି ଦେଖିବାକୁ ମିଳେ ତାଙ୍କ ଇଡ୍ଲି ଦୋକାନ। ମାଟି ଘରେ ଚାଲିଛି ଏହି…
ଏଇ ଭାରତରେ
‘ଏମ୍ବିଏ ସରପଞ୍ଚ’ ଭାବେ ରାଜସ୍ଥାନର ଛବି ରାଜଓ୍ବାତ ବେଶ୍ ଜଣାଶୁଣା। ଏମ୍ବିଏରେ ଡିଗ୍ରୀ ହାସଲ ପରେ ସେ ରାଜନୀତିକୁ ଆସିଥିଲେ ଓ ୨୦୧୦ରେ ପ୍ରଥମେ ସରପଞ୍ଚ ହୋଇଥିଲେ। ୨୦୧୦-୧୫, ୨୦୧୫-୨୦, ଏହି ଦୁଇ ଅବଧିରେ ସେ ସରପଞ୍ଚ ହୋଇ ପଞ୍ଚାୟତର ସୋଡା…
ନୂତନ ଭିନ୍ନକ୍ଷମ ଅଧିକାର ଆଇନ
ଡ. ବିରଜା ରାଉତରାୟ ୨୦୧୧ ମସିହା ଜନଗଣନା ଅନୁସାରେ ଭାରତବର୍ଷରେ ବାସ କରୁଥିବା ସମୁଦାୟ ଜନସଂଖ୍ୟାର ୨.୧ ପ୍ରତିଶତ ଭିନ୍ନକ୍ଷମ। ଏମାନେ କୌଣସି ନା କୌଣସି ପ୍ରକାର ଏକ ବା ଏକାଧିକ ଭିନ୍ନତାର ଶିକାର ହୋଇଛନ୍ତି। ଭାରତର ଜଣେ ନାଗରିକ ଭାବରେ…
ଓଡ଼ିଶାରେ ଆଞ୍ଚଳିକ ଦଳ ପ୍ରଭାବ
ସୌଭାଗ୍ୟ ସୁନ୍ଦରରାୟ ଓଡ଼ିଶାରେ ଆଞ୍ଚଳିକ ଦଳ ରାଜନୀତି ବିଜୁ ଜନତା ଦଳ(ବିଜେଡି)ରୁ ଆରମ୍ଭ ହୋଇନାହିଁ କି ଏହା ଏଇଠି ମଧ୍ୟ ଶେଷ ହୋଇ ନାହିଁ। ରାଜ୍ୟରେ ଆଞ୍ଚଳିକ ଦଳର ଏକ ଦୀର୍ଘ ଇତିହାସ ରହିଛି। ବିଜୁ ଜନତା ଦଳ ପୂର୍ବରୁ ରାଜ୍ୟରେ…
ସଂଘୀୟ ବ୍ୟବସ୍ଥାରେ ପୋଲିସ
ନ୍ୟୁଜ୍କ୍ଲିକ୍ର ପ୍ରତିଷ୍ଠାତା ତଥା ମୁଖ୍ୟ ସମ୍ପାଦକ ପ୍ରବୀର ପୁରକାୟସ୍ତଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିବା ବେଆଇନ ଥିଲା ବୋଲି ନିକଟରେ ସୁପ୍ରିମକୋର୍ଟ କହିବା ପରେ ଦେଶରେ ‘ପୋଲିସ’ ବ୍ୟବସ୍ଥା ଓ ଏହାର ସଂସ୍କାର ନେଇ ଅନେକ ପ୍ରଶ୍ନ ଉଙ୍କିମାରୁଛି। ଯେକୌଣସି ଅପରାଧ…
ଏଇ ଭାରତରେ
ସୁନାଗହଣା ପ୍ରତି ସମସ୍ତଙ୍କର ରହିଥାଏ ଭିନ୍ନ ଏକ ଆକର୍ଷଣ। ବର୍ତ୍ତମାନ ପରିସ୍ଥିତିରେ ସୁନାର ମୂଲ୍ୟ ଯେଉଁଭଳି ବୃଦ୍ଧି ପାଉଛି ସେତେବେଳେ ସୁନା ଟିକିଏ ପାଇଁ ଲୋକଙ୍କ ମନରେ ପ୍ରବଳ ଲୋଭ। ଏହି କାରଣରୁ ତ ବିଭିନ୍ନ ସ୍ଥାନରେ ଲୁଟେରାମାନେ ସୁନାଗହଣା ଲୁଟ…
ଆଦିବାସୀ ମହିଳା ସଶକ୍ତୀକରଣ ଓ ଏଆଇ
ଡ. ଅନ୍ତର୍ଜିତା ନାୟକ ଆମେ ସମସ୍ତେ ଜାଣୁ ଯେ ଆଦିବାସୀ ସମ୍ପ୍ରଦାୟ ନିଜର ସମୃଦ୍ଧ ସଂସ୍କୃତି ଓ ଐତିହ୍ୟ ଲାଗି ସଦାସର୍ବଦା ଆଗରେ ଓ ବେଶ୍ ପରିଚିତ। ହେଲେ ସେଇ ଆଦିବାସୀ ସମ୍ପ୍ରଦାୟ ସମାଜର ପ୍ରାୟତଃ ସମସ୍ତ ଉତ୍ସ, ସୁବିଧା…
ଭୋଟଦେବା ଓ ନିର୍ବାଚନ ଅଲଗା କଥା
ସହଦେବ ସାହୁ ଆମ ଦେଶର ରାଜନୈତିକ ଦଳଗୁଡ଼ିକ ଭୋଟରମାନଙ୍କୁ ବୋକା ବନେଇ ଦେଲେଣି, ଗୋଡ଼ତଳେ ଚୋରାବାଲି ଆମକୁ ପାଣିରେ ବୁଡ଼େଇଦେଲାଣି, ତଥାପି ଆମେ (ଭୋଟରମାନେ) କହୁଛୁ ଆମ ଗଣତନ୍ତ୍ର ଏକ ସଫଳ ଓ ବଳିଷ୍ଠ ଡିମୋକ୍ରାସି। ପୋଲିଂ (ଭୋଟଦେବା) ଇଲେକ୍ଟିଂ…
ସଙ୍କୁଚିତ ସ୍ୱାଧୀନତା
ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ (ୟୁଏପିଏ) ବଳରେ ଦିଲ୍ଲୀ ପୋଲିସ ୭ ମାସ ତଳେ ନ୍ୟୁଜ୍କ୍ଲିକ୍ର ପ୍ରତିଷ୍ଠାତା ତଥା ମୁଖ୍ୟ ସମ୍ପାଦକ ପ୍ରବୀର ପୁରକାୟସ୍ତଙ୍କୁ ଗିରଫ କରିବା ଘଟଣା ସେତେବେଳେ ଦେଶବ୍ୟାପୀ ଚର୍ଚ୍ଚାକୁ ଆସିଥିଲା। ନିକଟରେ ସୁପ୍ରିମକୋର୍ଟ ତାଙ୍କ ଗିରଫକୁ ବେଆଇନ…
Archives


