କେବେ ଆୟତ୍ତ ନ ଥିଲା
ଦୀର୍ଘ ୧୦ ବର୍ଷ ପରେ ଜମ୍ମୁ ଓ କଶ୍ମୀରରେ ନିର୍ବାଚନ ଅନୁଷ୍ଠିତ ହୋଇ ଏବେ ସେଠାରେ ଗଣତାନ୍ତ୍ରିକ ଉପାୟରେ ସରକାର ଗଠନ ହୋଇଛି। ନୂଆ ସରକାର ୧୬ ଅକ୍ଟୋବରରେ ଆସିବା ପରେ ଏହି କେନ୍ଦ୍ରଶାସିତ ଅଞ୍ଚଳରେ ପ୍ରାୟ ୪ଟି ଛୋଟବଡ଼ ଆତଙ୍କବାଦୀ…
ଏଇ ଭାରତରେ
ପିଲାଙ୍କ ଖୁସି ପାଇଁ ମା’ ବାପା ନିଜ ଜୀବନ ଦେବାକୁ ବି ପଛାନ୍ତି ନାହିଁ। କିନ୍ତୁ କେହି କେବେ ନିଜ ସନ୍ତାନକୁ ଜୀବନରୁ ମାରିଦେବା ପାଇଁ ଚେଷ୍ଟା କରିପାରେ ଏକଥାକୁ ସହଜରେ ବିଶ୍ୱାସ କରିହେବନି। ହେଲେ ଏମିତି ଏକ ଅଜବ ଘଟଣା…
ଯେତେବେଳେ ଯେଉଁ କଥା
ପ୍ରାତଃଭ୍ରମଣରୁ ଫେରି ବୈଠକଘରେ ବସି ପତ୍ନୀ ପ୍ରାଣାୟାମ କରିବା ପରେ ମୋତେ କହିଲେ, ବଜାର ଯାଇ କଞ୍ଚାଲଙ୍କା, ଧନିଆପତ୍ର, ସାରୁ, କଖାରୁ, ପୋଟଳ, ଟମାଟୋ, ଲେଉଟିଆ ଶାଗ ଆଣିବ। ମୁଁ ସେତେବେଳେ ଅଧା ଲେଖିଥିବା ଲେଖାଟିକୁ ସମ୍ପୂର୍ଣ୍ଣ କରିବା ସାଧନାରେ ଥିଲି।…
ଓଡ଼ିଆ ଭାଷା ଓ ତା’ର ସୁରକ୍ଷା
ଭାଷା ଏକ ନଦୀ ଭଳି ପ୍ରବହମାନ। ନଦୀରେ କେତେ ନାଳ ଓ ଜଳଧାର ମିଶି ମୂଳ ନଦୀରେ ବିଲୀନ ହୁଏ। ସେହି ନ୍ୟାୟରେ ଓଡ଼ିଆ ଭାଷାରେ ମିଶିଛି ଚାରିପ୍ରକାର ଶବ୍ଦ ଯଥା ତତ୍ସମ, ତଦ୍ଭବ, ଦେଶଜ ଓ ଯାବନିକ ବା ବିଦେଶୀ…
ତଡ଼ା ଖାଉଛନ୍ତି
ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ୫ ନଭେମ୍ବର ୨୦୨୪ରେ ଅନୁଷ୍ଠିତ ହେବାକୁ ଯାଉଛି। ଏହା ଦୁଇ ସପ୍ତାହରୁ କମ୍ ସମୟ ଥିବା ବେଳେ ସେଠାକାର ହୋମ୍ଲାଣ୍ଡ୍ ସିକ୍ୟୁରିଟି ବିଭାଗ (ଡିଏଚ୍ଏସ୍) ବେଆଇନ ଭାବେ ରହିଥିବା ୧୪୫ ଦେଶର ପ୍ରାୟ ଲକ୍ଷେ ୬୦ ହଜାର…
ଏଇ ଭାରତରେ
ମଇଁଷିର ଦାମ୍ ସର୍ବାଧିକ ୨୩ କୋଟି ଟଙ୍କା ଏବଂ ଏଥିରେ ଏକାଧିକ ରୋଲ୍ସ ରଏସ କିମ୍ବା ମର୍ସିଡିଜ କାର୍ କିଣାଯାଇପାରିବ। କେବଳ ଏତିକି ନୁହେଁ ୨୦ଟି ଲକ୍ଜ୍ୟୁରି ହାଉସ ମଧ୍ୟ କିଣିହେବ। ଏକଥା ହୁଏତ ଅନେକଙ୍କୁ ଆଶ୍ଚର୍ଯ୍ୟ କରିପାରେ। ମାତ୍ର ଏଭଳି…
ବିସର୍ଜନ
ବିପ୍ଳବ କାହାକୁ ଧରାପୃଷ୍ଠରୁ ଅନ୍ତିମ ବିଦାୟ ଦେବାର ମୁହୂର୍ତ୍ତ ଏତେ ଯନ୍ତ୍ରଣାଦାୟକ ଯେ ତାକୁ ଭାଷାରେ ପ୍ରକାଶ କରିବା ସହଜ ନୁହେଁ। ତାକୁ ପ୍ରକାଶିତ କରିବାର ମାଧ୍ୟମ କେବଳ ଅଶ୍ରୁ ହୋଇପାରେ। ଆଉ ଏହି ଅଶ୍ରୁର ଭାଷା କେବଳ ମଣିଷ ବୁଝେନି;…
ସମସ୍ତଙ୍କ ପାଇଁ ସମାନ ଶିକ୍ଷା
ରାଜୀବ କୁମାର ନାୟକ ରତରେ ପ୍ରଚଳିତ ଶିକ୍ଷା ବ୍ୟବସ୍ଥାର ତର୍ଜମା କଲେ ପ୍ରଥମତଃ ଆମେ ଦେଖିବା ଯେ ଶିକ୍ଷା ଏକ ଯୁଗ୍ମ ତାଲିକାର ବିଷୟ। ତେଣୁ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଶିକ୍ଷା ସମ୍ବନ୍ଧରେ ନୀତି ନିର୍ଦ୍ଧାରଣ କରିବାର କ୍ଷମତା…
ଦୁର୍ବଳଙ୍କୁ ଅଣଦେଖା
ଆସନ୍ତୁ, ମେରିଟ୍ ବା ଯୋଗ୍ୟତା ବିଷୟରେ ଆଲୋଚନା କରିବା। ସେଥିପାଇଁ ମଧ୍ୟବିତ୍ତବର୍ଗଙ୍କ କଥା ବିଚାରକୁ ନେବା। ଭାରତରେ ଯାହାଙ୍କୁ ମଧ୍ୟବିତ୍ତବର୍ଗ କୁହାଯାଉଛି ସେମାନଙ୍କ ସଂଖ୍ୟା ବହୁତ କମ୍। ପରିସଂଖ୍ୟାନ ବିଶେଷଜ୍ଞମାନେ ବେଳେବେଳେ ଏହି ସଂଖ୍ୟାରେ ୨ ପ୍ରତିଶତ କମ୍ ବେଶିର ତ୍ରୁଟିଥିବା…
ଏତେ ଲୋଭ କ’ଣ ପାଇଁ
ଏବେ ପ୍ରାୟ ସବୁଦିନ ଖବରକାଗଜ ଲେଉଟାଇଲେ ଆଖିରେ ପଡ଼ୁଛି ‘ଭିଜିଲାନ୍ସ ଜାଲରେ କୁବେର ଯନ୍ତ୍ରୀ’ ନ ହେଲେ ‘ଲାଞ୍ଚ ନେଇ ବନ୍ଧାହେଲେ ସରକାରୀ ବାବୁ’ ଇତ୍ୟାଦି ଚାଞ୍ଚଲ୍ୟକର ଖବର। ଏମାନଙ୍କର ତାଲିକା ଦିନକୁ ଦିନ ଲମ୍ବା ହେବାରେ ଲାଗିଛି। ପୁଳା ପୁଳା…
ମାନବ-ଜୀବଜାତି ସହାବସ୍ଥାନ
ଜନସଂଖ୍ୟାର ବିସ୍ଫୋରଣ, ଅତ୍ୟାଧୁନିକ ଜୀବନଶୈଳୀ, ବିକାଶ ପ୍ରକ୍ରିୟାର ନକାରାତ୍ମକ ପ୍ରଭାବ ଏବଂ ସହରାଞ୍ଚଳର ବିସ୍ତାର ପରିପ୍ରେକ୍ଷୀରେ ମଣିଷ ଓ ବନ୍ୟଜନ୍ତୁଙ୍କ ସମ୍ପର୍କ ଏକ ବିତର୍କର ପ୍ରସଙ୍ଗ ପାଲଟିଛି। ଉଦ୍ବେଗର ବିଷୟ ହେଉଛି, କେବଳ ପରିବେଶୀୟ ସ୍ଥିରତା ନିମନ୍ତେ ନୁହେଁ, ବରଂ ପରିସଂସ୍ଥାର…
ବିପରୀତ ନିଷ୍ପତ୍ତି
ଆଗକୁ ଝାଡ଼ଖଣ୍ଡ ଏବଂ ମହାରାଷ୍ଟ୍ରରେ ନିର୍ବାଚନ ହେବ। ଏହି ପରିପ୍ରେକ୍ଷୀରେ ଇଲେକ୍ସନ କମିଶନ ଅଫ୍ ଇଣ୍ଡିଆ (ଇସିଆଇ) ଏହି ୨ ରାଜ୍ୟରେ ପୋଲିସ ନିଯୁକ୍ତି ପରିଚାଳନାରେ ଦୁଇଟି ଭିନ୍ନ ଆଭିମୁଖ୍ୟ ଗ୍ରହଣ କରିଛି। ଝାଡ଼ଖଣ୍ଡରେ ଜୁଲାଇ ୨୦୨୪ରେ ନିଯୁକ୍ତ କାର୍ଯ୍ୟନିର୍ବାହୀ ପୋଲିସ…


