ସମ୍ପାଦକୀୟ

ଅପରାଧୀଙ୍କୁ ଘୋଡ଼ାଉଛି ଏସ୍‌ସିବି

ନିକଟରେ ଓଡ଼ିଶାର ବ୍ରହ୍ମପୁରସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲର ଏକ ରାଗିଂ ଘଟଣାରେ ୫ ଜଣ ଛାତ୍ରଙ୍କୁ ହଷ୍ଟେଲରୁ ତଡ଼ିଦିଆଯିବା ସହ ୬ ମାସ ପାଇଁ ସେମାନଙ୍କୁ କ୍ୟାମ୍ପସ ବାହାରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଚତୁର୍ଥ…

ଆଲୋକ ପ୍ରଦୂଷଣ

ଭ୍ୟତାର ବିକାଶ କ୍ରମରେ ଏକଦା ବିଜୁଳି ମାଡରେ ଜଳୁଥିବା ବଣ ମଧ୍ୟରୁ ମନୁଷ୍ୟ ପ୍ରଥମେ ନିଆଁକୁ ଆବିଷ୍କାର କରିଥିଲା। ନିଆଁ ଆବିଷ୍କାର ପରେ ମଣିଷ ମଶାଲ ଜାଳି ଆଲୋକ ପାଇଲା। ଗୁମ୍ଫା ମୁହଁରେ ନିଆଁ ଜାଳି ହିଂସ୍ରଜନ୍ତୁଙ୍କ କବଳରୁ ରକ୍ଷା ପାଇଲା।…

କେହି ନୁହେଁ କାହାର

ଗଣତନ୍ତ୍ରରେ ସରକାର ବଦଳିବା ଏକ ସ୍ବାଭାବିକ ପ୍ରକ୍ରିୟା। ମାତ୍ର ଏଇ ସ୍ବାଭାବିକ ପ୍ରକ୍ରିୟାଟି ଅନେକ ଅସ୍ବାଭାବିକ ପ୍ରକ୍ରିୟାକୁ ସାଙ୍ଗରେ ଧରି ଆସିଥାଏ। ଗୋଟେ ସରକାର ପତନ ହୋଇ ଯେତେବେଳେ ନୂଆ ସରକାର ଆସନ୍ତି ସେମାନେ ପୁରୁଣା ସରକାରଙ୍କର ଅନେକ ବ୍ୟବସ୍ଥାକୁ ବଦଳାଇ…

ଉବର ଚୁକ୍ତି

ଭାରତର ସୁରକ୍ଷା ପ୍ରତି ପଡ଼ୋଶୀ ଚାଇନା ଓ ପାକିସ୍ତାନ ଆହ୍ବାନ ସୃଷ୍ଟି କରିଛନ୍ତି। ଏହାର ମୁକାବିଲା ପାଇଁ ସେନା ନୂତନ ସ୍ଥିତି ସହିତ ଖାପ ଖୁଆଇ ଆଗକୁ ବଢ଼ୁଛି। ପ୍ରଯୁକ୍ତି ବିକାଶ ସେନାକୁ ସଶକ୍ତ ଓ ଦକ୍ଷ କରୁଥିଲେ ମଧ୍ୟ ଅନ୍‌ଲାଇନରେ…

ଏଇ ଭାରତରେ

ସ୍ବାମୀ ଓ ସ୍ତ୍ରୀଙ୍କ ବୟସ ଏବେ ୭୯। ତଥାପି ସେମାନେ ବୟସର ଛାପ ନିଜ ଉପରେ ପଡ଼ିବାକୁ ଦେଇ ନାହାନ୍ତି କି ହାର୍‌ ମାନି ନାହାନ୍ତି। ଡାକ୍ତର ନ ହୋଇ ମଧ୍ୟ ପରିଣତ ବୟସରେ ସେମାନେ ପଶ୍ଚିମବଙ୍ଗ ସୁନ୍ଦରବନର ଦୁର୍ଗମ ଅଞ୍ଚଳରେ…

ଆକସ୍ମିକ ମୃତ୍ୟୁ

ବାସ୍ତବିକ ମୃତ୍ୟୁ ହିଁ ଦୁନିଆରେ ଚିରସତ୍ୟ, ଏହା କବଳରୁ ନରରୂପୀ ଭଗବାନ, ଧନୀ, ମାନୀ, ଜ୍ଞାନୀ, ଗୁଣୀ, ପ୍ରତିପତ୍ତି ସମ୍ପନ୍ନ, ଦରିଦ୍ର କେହି ରକ୍ଷା ପାଇପାରିବେ ନାହିଁ। ପରନ୍ତୁ ପରିବାରରେ ବାପ କାନ୍ଧରେ ପୁଅ ମଶାଣିକୁ ଯିବା, ଜେଜେ କାନ୍ଧରେ ନାତି…

ସର୍ବନିମ୍ନ ସହାୟକ ମୂଲ୍ୟ

ନିକଟରେ କେନ୍ଦ୍ର ସରକାର ୬ଟି ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) ଘୋଷଣା କରିଛନ୍ତି। ୨୦୨୫-୨୬ ବର୍ଷ ପାଇଁ କୁଇଣ୍ଟାଲ ପିଛା ଗହମର ସର୍ବନିମ୍ନ ସହାୟକ ମୂଲ୍ୟ ୧୫୦ ଟଙ୍କା ବୃଦ୍ଧି କରିଥିବାବେଳେ ଧଳା ସୋରିଷ ୩୦୦, ମସୁର ୨୭୫, ବୁଟ…

ଓଡ଼ିଆରେ ବୈଷୟିକ ଶିକ୍ଷା

କିଛି ବ୍ୟକ୍ତିଙ୍କର କହିବା କଥା ଯେ, ବୈଷୟିକ ଶିକ୍ଷା ଓଡ଼ିଆ ଭାଷାରେ ପଢ଼ାଲେଖା ନ ହେବାରୁ ଆମ ଭାଷା ସଙ୍କୁଚିତ ହୋଇଯାଉଛି। ତେଣୁ ସମସ୍ତ ବିଷୟ ବୈଷୟିକ ଶିକ୍ଷା ସହିତ ଓଡ଼ିଆରେ ପଢ଼ାହେଲେ, ଆମ ଭାଷାକୁ ସୁରକ୍ଷିତ କରିପାରିବା ଓ ତା’ର…

ବାଣରୁ କ୍ଷାନ୍ତ

ପ୍ରତିବର୍ଷ ଦୀପାବଳି ଆସିଲେ ଦିଲ୍ଲୀର ବାୟୁ ପ୍ରଦୂଷଣ ବିଷୟରେ ଗମ୍ଭୀର ଆଲୋଚନା ହୋଇଥାଏ। ପାରମ୍ପରିକ ଗଣମାଧ୍ୟମରେ ବିତର୍କ ହୁଏ ଓ ସୋସିଆଲ ମିଡିଆରେ ଏ ସମ୍ବନ୍ଧୀୟ ଅସଂଖ୍ୟ ପୋଷ୍ଟ ହେଉଥିବା ଦେଖିବାକୁ ମିଳେ। ମନେହୁଏ ଯେପରି ଅନ୍ୟ କୌଣସି ଜାଗାରେ ଦୀପାବଳି…

ଅଦୃଶ୍ୟ ସୈନିକ

ରଙ୍ଗବେରଙ୍ଗ ଫୁଲରେ ଭରିଯାଇଥିଲା ବଗିଚା। ପ୍ରଜାପତି ଓ ମହୁମାଛିମାନଙ୍କ ଗୁଣୁଗୁଣୁ ସଙ୍ଗୀତ ପରିବେଶକୁ ଅଧିକ ମତୁଆଲା କରୁଥିଲା। ସେ ବାଟ ଦେଇ ଯାଉଥିବା ପଥିକମାନେ ମଧ୍ୟ ବଗିଚାର ସୌନ୍ଦର୍ଯ୍ୟକୁ ମନଭରି ଉପଭୋଗ କରନ୍ତି, ବଗିଚାର ଯତ୍ନ ନେଉଥିବା ବୃଦ୍ଧାଙ୍କର କରନ୍ତି ଭୂୟସୀ…

ଭୋଗରେ ଧର୍ମୀୟ ଭାବନା

ସେପ୍ଟେମ୍ବର ୧୮(୨୦୨୪)ରେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ କହିଲେ, ତିରୁପତି ତିରୁମାଲା ମନ୍ଦିରରେ ଲଡୁ ପ୍ରସାଦ ତିଆରିରେ ଗାଈଘିଅ ସାଙ୍ଗରେ ଗୋରୁ ଓ ଘୁଷୁରିର ତରଳ ଚର୍ବି ବ୍ୟବହାର ହେବା ଆରମ୍ଭ ହୋଇଛି ତାଙ୍କ ପୂର୍ବବର୍ତ୍ତୀ ମୁଖ୍ୟମନ୍ତ୍ରୀ ୱାଇ.ଏସ୍‌. ଜଗନମୋହନ…

ପ୍ରତିଶ୍ରୁତି ପାଳନରେ ପଛୁଆ

ଜାତିସଂଘ ସୁରକ୍ଷା ପରିଷଦରେ ୧୫ ଜଣ ସଦସ୍ୟ ଅଛନ୍ତି। ସେଥିରେ ପାଞ୍ଚଜଣ ସ୍ଥାୟୀ ଏବଂ ୧୦ ଜଣ ନିର୍ବାଚିତ ସଦସ୍ୟ। ଭାରତ ଆଠଥର ୟୁଏନ୍‌ଏସ୍‌ସିର ଅସ୍ଥାୟୀ ସଦସ୍ୟ ରହିଆସିଛି। ଏବେ ୨୦୨୮-୨୦୨୯ ଅବଧି ପାଇଁ ସଦସ୍ୟତା ଲାଗି ଚେଷ୍ଟା କରିବ। ତେବେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri