ପଦ ମର୍ଯ୍ୟାଦା
ଆଜିର ସମୟରେ ବିଭିନ୍ନ ପଦପଦବୀରେ ଆସୀନ ବ୍ୟକ୍ତିବିଶେଷ ସେହିି ପଦର ମର୍ଯ୍ୟାଦା ରକ୍ଷା କରିବା ପ୍ରତି ଆଦୌ ସଚେତନ କିମ୍ବା ଯତ୍ନବାନ୍ ହେଉ ନ ଥିବା ଦେଖିବାକୁ ମିଳୁଛି। ଯାହାଫଳରେ ସେମାନେ ସାଧାରଣରେ ସମ୍ମାନ ହରାଇବା ସହିତ ସେମାନଙ୍କର ଅଜ୍ଞତା ଓ…
ରତନ ଟାଟାଙ୍କ ବ୍ୟକ୍ତିତ୍ୱ ଅନେକ ପିଢ଼ି ପାଇଁ ପ୍ରେରଣା
ରତନ ଟାଟା ଆମକୁ ଛାଡ଼ି ଚାଲିଯିବାର ଗୋଟିଏ ମାସ ବିତିଗଲାଣି। କୋଳାହଳପୂର୍ଣ୍ଣ ମହାନଗର ଓ ଛୋଟ ସହରଠାରୁ ଆରମ୍ଭ କରି ଗାଁ ପର୍ଯ୍ୟନ୍ତ, ତାଙ୍କର ଅନୁପସ୍ଥିତି ସମାଜର ପ୍ରତ୍ୟେକ ସ୍ତରରେ ଅନୁଭୂତ ହେଉଛି। ବିଶିଷ୍ଟ ଶିଳ୍ପପତି, ଯୁବ ଉଦ୍ୟୋଗୀ ଏବଂ କଠିନ…
ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ
କ୍ୟାବିନେଟ୍ ସଚିବ ଟି.ଭି. ସୋମନାଥନ୍ ଡେମି-ଅଫିସିଆଲ(ଡିଓ) ଚିଠି ପଠାଇବାର ଅନେକ ଦଶନ୍ଧିର ପୁରୁଣା ଅଭ୍ୟାସକୁ ଉଜାଗର କରିଛନ୍ତି। ବାବୁ ସାମ୍ରାଜ୍ୟର ଆଭ୍ୟନ୍ତରୀଣ କାର୍ଯ୍ୟ ସହ ଜଡ଼ିତ ଥିବା ଭାରତୀୟମାନେ ଏହାକୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ମନେକରନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍ଓ)କୁ ଗୁରୁତ୍ୱପୂର୍ଣ୍ଣ…
ଏଇ ଭାରତରେ
ପଞ୍ଜାବର ଭଟିଣ୍ଡା ଜିଲାର ବାଲୋ ଗାଁର ବୟସ୍କମାନେ ସେମାନଙ୍କ ପରିଚୟ ନିଶ୍ଚିତ କରିବାକୁ ଆଉ ଟିପଚିହ୍ନ ଦେଉନାହାନ୍ତି। ସେମାନେ ସାକ୍ଷର ହୋଇ ପଞ୍ଜାବୀ କିମ୍ବା ଇଂଲିଶରେ ଦସ୍ତଖତ କରିପାରୁଛନ୍ତି। ବୟସ୍କମାନେ ପିଲାଙ୍କ ଭଳି ପ୍ରତିଦିନ ସ୍କୁଲକୁ ଯାଉଛନ୍ତି, ଯାହାର ନାମ ହେଉଛି…
ପ୍ରଦୂଷଣ ଭୟାବହତା
ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳରେ କିଛିଦିନ ତଳେ ପ୍ରଦୂଷଣ ସାଂଘାତିକ ସ୍ଥିତିରେ ପହଞ୍ଚତ୍ବା ପରେ ଏହାର ପ୍ରତିକାର ପାଇଁ ବିଭିନ୍ନ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଯାଇଛି। ଶୀତକାଳୀନ କୁହୁଡ଼ି ସହ ପ୍ରଦୂଷଣ ଏକ ପ୍ରକାର ଭୟଙ୍କର ପରିବେଶ ସୃଷ୍ଟି କରିଛି। ଦିଲ୍ଲୀ, ପଞ୍ଜାବ,…
ବିମୁଦ୍ରୀକରଣର ଆଠବର୍ଷ ପରେ
ଆଜକୁ ଠିକ୍ ୮ ବର୍ଷ ତଳେ ସରକାର ବିମୁଦ୍ରୀକରଣ ପଦକ୍ଷେପ ନେଇ ୧୦୦୦ ଓ ୫୦୦ ଟଙ୍କିଆ ନୋଟ୍କୁ ଅଚଳ କରିଥିଲେ। ଏହା ଦୁର୍ନୀତି ଓ କଳାଟଙ୍କାର ବିଲୋପ ଘଟାଇବ, ଜାଲ୍ ନୋଟ୍ କାରବାର ରୋକିବ ବୋଲି କୁହାଯାଇଥିଲା। ପରେ ଏହା…
ସୌରଶକ୍ତିର ଉଜ୍ଜ୍ୱଳ ଭବିଷ୍ୟତ
ଜୈବ ଇନ୍ଧନ ଶକ୍ତିରୁ ସ୍ବଚ୍ଛ ବା ସବୁଜ ଶକ୍ତିକୁ ପରିବର୍ତ୍ତନର ଧାରାରେ ସୌରଶକ୍ତି ଆଗୁଆ ରହିଆସିଛି। ଜଳବାୟ, ଜୀବନ ଧାରଣ ଏବଂ ଶକ୍ତି ସୁରକ୍ଷା ପାଇଁ ଏହା ଅଧିକ ଲାଭଦାୟକ ହୋଇଆସିଛି। ଗତ ଦଶନ୍ଧିରେ ଏହାର ହାରାହାରି ବାର୍ଷିକ ଅଭିବୃଦ୍ଧି ହାର…
ଲକ୍ଷ୍ୟହୀନ ଯୋଜନା
୧୯୮୦ରୁ ଆମ ଦେଶରେ ଗରିବଙ୍କ ଅର୍ଥନୈତିକ ଉନ୍ନତି ଏବଂ ସେମାନଙ୍କୁ ସ୍ବାବଲମ୍ବୀ କରିବା ପାଇଁ ଶତାଧିକ ଗୋଷ୍ଠୀଗତ ଓ ବ୍ୟକ୍ତିଗତ ସହାୟତା ଯୋଜନା ହୋଇସାରିଛି। ଯୋଜନା ଆରମ୍ଭରୁ ଏ ପର୍ଯ୍ୟନ୍ତ କରାଯାଇଥିବା ସମସ୍ତ ଦାରିଦ୍ର୍ୟ ଦୂରୀକରଣ ଯୋଜନାର ହିତାଧିକାରୀଙ୍କ ସଂଖ୍ୟାକୁ ଯଦି…
ଆନନ୍ଦ ଅନ୍ବେଷଣରେ
ଗୋଟିଏ ଫୁଲ ବଗିଚାରେ ଅନେକ ରଙ୍ଗର ବିଭିନ୍ନ ପ୍ରକାରର ଫୁଲ ଫୁଟିଥାଏ। ଗୋଲାପ, ଲିଲି, ସୂର୍ଯ୍ୟମୁଖୀ, ଚମ୍ପା ଏହିପରି ଅନେକ ଫୁଲର ବାସ୍ନାରେ ବଗିଚାଟି ହସିଉଠୁଥିଲା। ଦିନେ ଗୋଲାପ ଫୁଲଟିଏ ସୂର୍ଯ୍ୟମୁଖୀ ଫୁଲକୁ କହିଲା ଜାଣିବା ଅର୍ଥ ବଞ୍ଚତ୍ବା। ବଞ୍ଚୁଛୁ ଅର୍ଥ…
ଦୁଇ ବୈଦିକ ବିଦ୍ୱାନ୍
ହିନ୍ଦୁ ପୁରାଣ ଅନୁଯାୟୀ, ବେଦକୁ ମହିଳା ଏବଂ ନୀଚଜାତି ନିକଟରେ ପହଞ୍ଚାଇବା ପାଇଁ ସାଧୁମାନେ କାହାଣୀସବୁ କହିଥିଲେ, ଯାହା ପଞ୍ଚମ ବେଦ ଭାବେ ପରିଚିତ। ଏହି ପଞ୍ଚମ ବେଦରେ ମହାଭାରତ, ରାମାୟଣ ଏବଂ ବହୁ ଲିଖିତ ପୁରାଣ ରହିଛି। ରାମାୟଣରେ ୨…
ବିଷାକ୍ତ କାର୍ଯ୍ୟ ସଂସ୍କୃତି
ଏକ ଘରୋଇ କମ୍ପାନୀର ଅଫିସ ଚାକିରିରେ ଅତ୍ୟଧିକ କାର୍ଯ୍ୟ କରିବା କାର୍ଯ୍ୟସ୍ଥଳର ବିଷାକ୍ତ ସଂସ୍କୃତିକୁ ପ୍ରଦର୍ଶିତ କରିଥାଏ; ଏହି ସଂସ୍କୃତି ଜଣେ ବ୍ୟକ୍ତିର ଜୀବନ ନେଇପାରେ କି ? ନିଃସନ୍ଦେହ ଏହା ଏକ ଗମ୍ଭୀର ପ୍ରଶ୍ନ? ବାସ୍ତବରେ ପୂର୍ବେ ଏହାର ଏକ…
ମହାକାଶ ପର୍ଯ୍ୟଟନ
ମହାକାଶ ପର୍ଯ୍ୟଟନ ସମସ୍ତ ଦୁଃସାହସିକ ଅଭିଯାନଠାରୁ ଅନେକ ପାଦ ଆଗରେ। ମହାକାଶରେ ମହାକାଶଚାରୀଙ୍କ ଅନୁଭୂତି ସାଉଁଟିବା ପାଇଁ ଉଦ୍ଦିଷ୍ଟ। ଯଦିଓ ଏପରି ଅନୁଭୂତି ଜୀବନରେ ଏକକ ବା ଅନନ୍ୟ, କିନ୍ତୁ ଏହା ଅତ୍ୟଧିକ ବିପଦସଙ୍କୁଳ ଓ ବ୍ୟୟସାପେକ୍ଷ। ଚିତ୍ତ ବିନୋଦନ ବ୍ୟତୀତ…
Archives


