ସମ୍ପାଦକୀୟ

ନୂଆକୁ ସ୍ୱାଗତ

୨୪ ବର୍ଷର ବିଜୁ ଜନତା ଦଳ (ବିଜେଡି) ଶାସନର ପତନ ପରେ ଭାରତୀୟ ଜନତା ପାର୍ଟି (ଭାଜପା) ରାଜ୍ୟରେ ପ୍ରଥମ ଥର ସଂଖ୍ୟାଗରିଷ୍ଠତା ହାସଲ କରି କ୍ଷମତାକୁ ଆସିଛି। ହେଲେ ଏହା ଏକ ସାଧାରଣ ମନ୍ତ୍ରିମଣ୍ଡଳ ହେବ ନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ରାଷ୍ଟ୍ରସେବା ଭାବ

ମନେକରାଯାଉ ବିଶ୍ୱର କୌଣସି ଏକ ସର୍ବମାନ୍ୟ ସଂସ୍ଥା (ଜାତିସଂଘ) ଦ୍ୱାରା ସମଗ୍ର ୟୁରୋପ, ଅଷ୍ଟ୍ରେଲିଆ ମହାଦେଶ ସମେତ ଅଧା ଆଫ୍ରିକାରେ ଏକକାଳୀନ ନିର୍ବାଚନ ଆୟୋଜନ କରିବାକୁ ଯୋଜନା କରାଯାଏ, ତେବେ ତାହା ସମ୍ଭବ ହେବ କି? ବୋଧହୁଏ ଏହାର ଉତ୍ତର ହେବ-…

ବିସ୍ଥାପିତ ଓ ଶରଣାର୍ଥୀ

ବିସ୍ଥାପିତ ଓ ଶରଣାର୍ଥୀ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ। ଗୋଟିଏ ସ୍ଥାନରେ ଜନ୍ମଗ୍ରହଣ କରି କୌଣସି କାରଣରୁ ସେଠାରୁ ସ୍ଥାନାନ୍ତରିତ ହୋଇ ଅନ୍ୟ ସ୍ଥାନରେ ଆଶ୍ରିତଭାବେ ବସବାସ କଲେ ନୂତନ ଭୂଖଣ୍ଡରେ ସେ ହୁଏ ଶରଣାର୍ଥୀ। ଅନ୍ୟ ଦେଶକୁ ସ୍ଥାନାନ୍ତରିତ ହୋଇ…

ଏଇ ଭାରତରେ

ଗଛର ମହତ୍ତ୍ୱ ବୁଝାଇବାକୁ ମହାରାଷ୍ଟ୍ରର ଜଣେ ଯୁବକ ଏକ ବିହନ ବ୍ୟାଙ୍କ ଖୋଲିଛନ୍ତି। ଲାଟୁର ଜିଲାର ରେନାପୁର ତହସିଲର ବାସିନ୍ଦା ଶିବଶଙ୍କର ଚୋପାଲେ ଏହି ବିହନ ବ୍ୟାଙ୍କରୁ ଲୋକଙ୍କୁ ମାଗଣାରେ ବିହନ ଯୋଗାଉଛନ୍ତି। ୩୬ ବର୍ଷ ବୟସ୍କ ଶିବଶଙ୍କରଙ୍କ ଦ୍ୱାରା ଅନୁପ୍ରାଣିତ…

ଏଇ ଭାରତରେ

ତିନି ବନ୍ଧୁ ଗ୍ରାମୀଣ ଅଞ୍ଚଳର ରୋଗୀମାନଙ୍କୁ ମାତ୍ର ୧ ଟଙ୍କାରେ ଇ-କ୍ଲିନିକ ମାଧ୍ୟମରେ ଡାକ୍ତରଙ୍କ ପରାମର୍ଶ ନେବାର ବ୍ୟବସ୍ଥା କରିଛନ୍ତି। ଆଙ୍କାଶ ଟଣ୍ଡନ ଏବଂ ତାଙ୍କର ଦୁଇ ବନ୍ଧୁ ସକେତ ଆସତି ଓ ଅଙ୍କୁର ଚୌରାସିଆ ଡିଗିକ୍ୟୁରେ ଷ୍ଟାର୍ଟଅପ୍‌ ମାଧ୍ୟମରେ ଏହି…

ଆଦର୍ଶ ଜୀବନ

ଡ. ଶରତ ଚନ୍ଦ୍ର ପରିଡ଼ା ଆଦର୍ଶ କହିଲେ ଏକ ନିର୍ଦ୍ଦିଷ୍ଟ ଅବସ୍ଥାରେ ଯାହା ସର୍ବୋତ୍କୃଷ୍ଟ, ସର୍ବୋତ୍ତମ ବା ଶ୍ରେଷ୍ଠ। ଏହା ଦୋଷରହିତ ଓ ଅତୁଳନୀୟ। ଏହା ବ୍ୟକ୍ତି, ସ୍ଥାନ, ଦ୍ରବ୍ୟ, ଏକ ଭାବଜଗତ, ଏକ ପଦ୍ଧତି, ଏକ ଧାରଣା ବା ଏକ…

ହାୱା ନ ଥିଲା, ଅସନ୍ତୋଷ ଥିଲା

ସୌଭାଗ୍ୟ ସୁନ୍ଦରରାୟ ୨୦୦୯ ମସିହାରେ କଂଗ୍ରେସ ନେତୃତ୍ୱାଧୀନ ମିଳିତ ସରକାରର ନେତୃତ୍ୱ ନେଉଥିବା ପ୍ରଧାନମନ୍ତ୍ରୀ ଡ.ମନମୋହନ ସିଂହ କହିଥିଲେ, ମିଳିତ ସରକାରରେ ସାଲିସ ଅପରିହାର୍ଯ୍ୟ। ଜଣେ ଦୁର୍ବଳ ପ୍ରଧାନମନ୍ତ୍ରୀ ବୋଲି ଭାରତୀୟ ଜନତା ପାର୍ଟି (ଭାଜପା) ଆକ୍ଷେପର ଉତ୍ତର ଦେବାକୁ ଯାଇ…

ଖେଳରେ ନିବେଶ

ନିକଟରେ ଖୋର୍ଦ୍ଧା ସହରରେ ଆବଶ୍ୟକ କ୍ରୀଡ଼ା ଭିତ୍ତିଭୂମିର ଅଭାବ ସମ୍ପର୍କିତ ପ୍ରକାଶିତ ଏକ ଖବର ବାସ୍ତବିକ ଚିନ୍ତାଜନକ। ଏଠାକାର ବିଜେବି ସ୍କୁଲ ନିକଟରେ ଥିବା ଜିଲାସ୍ତରୀୟ ଷ୍ଟାଡିୟମର ଦୁରବସ୍ଥା ଓ ଷ୍ଟାଡିୟମକୁ ଲାଗି ରହିଥିବା ଇଣ୍ଡୋର ଗେମ୍‌ ସ୍ପୋଟର୍‌ସ କମ୍ପ୍ଲେକ୍ସର ଅଧାପନ୍ତରିଆ…

ଏଇ ଭାରତରେ

ଅସହାୟ ଓ ଗରିବଙ୍କ ପାଇଁ ଏକ ସମର୍ପିତ ଜୀବନ ଜିଉଛନ୍ତି ଶିମ୍‌ଲାର ସରବ୍‌ଜିତ ସିଂ। ସେ ରୋଗୀ ଓ ଅସହାୟଙ୍କ ସାହାରା ପାଲଟି ଅନ୍ୟମାନଙ୍କ ପାଇଁ ମିଶାଲ କାଏମ କରିଛନ୍ତି। ସରବ୍‌ଜିତ ଶବବାହକ ସାଜି ମୃତ ବ୍ୟକ୍ତିଙ୍କୁ ଶ୍ମଶାନକୁ ବିନା ଦେୟରେ…

ଶିଶୁ ସୁରକ୍ଷାରେ ଅନ୍ତରାୟ ବାଲ୍ୟ ବିବାହ

ରାଜୀବ କୁମାର ନାୟକ   ୟୁନିସେଫ୍‌ ଦ୍ୱାରା ପ୍ରକାଶିତ ୨୦୧୯ ମସିହାର ଏକ ରିପୋର୍ଟ କହେ ଯେ ଭାରତ ହେଉଛି ୨୨୩ ମିଲିୟନ ବାଲ୍ୟବଧୂଙ୍କର ଘର। ଏହି କ୍ରମରେ ଓଡ଼ିଶାରେ ହେଉଥିବା ବାଲ୍ୟ ବିବାହର ମାତ୍ର ୨୧ରୁ ୩୦ ଶତକଡା। ଭାରତବର୍ଷର…

ଗଣତାନ୍ତ୍ରିକ ଶକ୍ତିର ଅପପ୍ରୟୋଗ

ହରେକୃଷ୍ଣ ପଣ୍ଡା   ଦେଶର ନିର୍ବାଚନୀ ଫଳାଫଳ କାହାକୁ ଖୁସି କରିଛି ତ କାହାରିକୁ ଦୁଃଖୀ କରିଛି। ଆମକୁ ଜାଣିବାକୁ ହେବ ଏହା ଏକ ଗଣତାନ୍ତ୍ରିକ ପ୍ରକ୍ରିୟାର ନିର୍ଦ୍ଦେଶ ଆଗାମୀ ପାଞ୍ଚ ବର୍ଷ ନିମନ୍ତେ ଉଦ୍ଦିଷ୍ଟ। ଏହା ସମସ୍ତଙ୍କୁ ସ୍ବୀକାର କରିବାକୁ…

ନୂଆ ଶତ୍ରୁ

ମହିଳାଙ୍କ ପାଇଁ ସାମାଜିକ କଟକଣା ଓ ପୁରୁଷକୈନ୍ଦ୍ରିକ ମାନସିକତା ଏକମାତ୍ର ଶତ୍ରୁ ନୁହେଁ। ବିଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ମହିଳାଙ୍କୁ କ୍ଷତି ପହଞ୍ଚାଇବାରେ ଲାଗିଲାଣି। ନିକଟରେ ଅନ୍ତର୍ଜାତୀୟ ପତ୍ରିକା ‘ସିଗ୍ନିଫିକାନ୍ସ ମାଗାଜିନ୍‌’ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରୁ ଜଣାପଡ଼ିଛି ଯେ, ଭାରତରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri