ଯନ୍ତ୍ର ମାନବ ମାଗେ ଅଧିକାର
ଡ. ନରେନ୍ଦ୍ର ସେଠୀ କିଛିଦିନ ତଳେ ସାଉଦି ଆରବ ସୋଫିଆ ନାମକ ଏକ ରୋବୋକୁ ନିଜ ଦେଶର ନାଗରିକତା ପ୍ରଦାନ କରିବା ପରେ ତାହା ଅନେକ ଲୋକଙ୍କ ଭ୍ରୂକୁଞ୍ଚନ କରିଥିଲା। ସୋଫିଆ ଏମିତି ଏକ ରୋବୋ ଯିଏ ଚିତ୍ର ଆଙ୍କିବା...
ଦଳ ବଦଳ: ପଥ ଓ ପଥିକ
ଡ. ଗୌରୀଶଙ୍କର ସାହୁ ଫରାସୀ ନାଟ୍ୟକାର ଅଏଜେନ୍ ଆୟୋନେସ୍କୋ କହିଥିଲେ, ‘ବିଚାରଧାରା ଯେଉଁମାନଙ୍କୁ ପରସ୍ପରଠାରୁ ବିଚ୍ଛିନ୍ନ କରେ, ସ୍ବପ୍ନ ଓ ପୀଡ଼ା ସେମାନଙ୍କୁ ନିକଟତର କରାଏ।’ ଏଇ ଯେମିତି ଜଣକୁ ଦେଖିଲେ ଆର ଜଣଙ୍କର ନାହି ଡେଉଁଥିବା ରାଜନୈତିକ ଦଳଗୁଡ଼ିକ...
ଜମି ବିବାଦ
ହରିୟାଣାରେ ଏକ ବହୁଚର୍ଚ୍ଚିତ ଜମି କିଣାବିକାରେ ଜଣେ ବରିଷ୍ଠ ମହିଳା ଆଇଏଏସ୍ ଅଧିକାରୀ, ତାଙ୍କ ସ୍ବାମୀ ଏବଂ ଜଣେ ପୂର୍ବତନ ଅତିରିକ୍ତ ମୁଖ୍ୟ ସଚିବ ଜଡ଼ିତ ରହିବା ତଥା ଜମି କିଣାବିକାକୁ ପଞ୍ଚକୁଲା ରାଜସ୍ବ ଅଧିକାରୀ ବନ୍ଦ କରିବା ଯୋଗୁ...
ସୃଜନାମତ୍କ ବିନାଶ
ପୁରାତନ ଚାଇନାର ୟିନ୍ ଏବଂ ୟାଙ୍ଗ୍ ବିଚାର ପୃଥିବୀରେ ଆମ ଚାରିପାଖରେ ଥିବା ପରସ୍ପର ସମ୍ପର୍କିତ ବିପରୀତ ଢାଞ୍ଚା ଦେଖିବାର ମାନବୀୟ ପ୍ରବୃତ୍ତିକୁ ପ୍ରମାଣିତ କରେ। ଏହା ଏକ ଆକଳନ ଯାହା ସାମାଜିକ ଏବଂ ଅର୍ଥନୈତିକ ଘଟଣାରେ ପ୍ରାକୃତିକ ପ୍ରକ୍ରିୟାର...
ଭୋଟ ବେଳ
ରାଜନୀତି ସୁବିଧାବାଦର ଏକ ମହାରଣ୍ୟ- ଆତ୍ମରକ୍ଷା ଓ ଆତ୍ମସ୍ବାର୍ଥ ହେଲା ସେଠାରେ ଏକମାତ୍ର ଧର୍ମ। ସୁରେନ୍ଦ୍ର ମହାନ୍ତିଙ୍କ କାଳଜୟୀ ଉପନ୍ୟାସ ‘ନୀଳଶୈଳ’ ଏ କଠୋର ବାଣୀ ସାମ୍ପ୍ରତିକ ରାଜନୈତିକ ଦୃଶ୍ୟପଟ ପରିପ୍ରେକ୍ଷୀରେ ଖୁବ୍ ମନେପଡ଼େ। ନ ହେଲେ କ’ଣ ଏ...
ଶାସନରେ ସ୍ବଚ୍ଛତା ଅପରିହାର୍ଯ୍ୟ
କିଛି ଉଦ୍ଭ୍ରାନ୍ତ ଯୁବକ ଦିନ ଦ୍ୱିପ୍ରହରରେ ରାସ୍ତାରେ ଯାଉଥିବା ଏକ କଇଁଛକୁ ମାରିବା ପାଇଁ ଉଦ୍ୟମ ଜାରି ରଖିଥାଆନ୍ତି। ଯେତେ ପ୍ରହାର କଲେ ମଧ୍ୟ କଇଁଛଟିର କିଛି କ୍ଷତି ହେଉନଥାଏ। ସେ ପୂର୍ବପରି ଅବିଚଳିତ ଭାବେ ନୂତନ ଜଳାଶୟ ସନ୍ଧାନରେ...
ଏଇ ଭାରତରେ
‘ବୁକ୍ ହୋଟେଲ’ କଥା କେବେ ଶୁଣିଛନ୍ତି କି ? ଏଭଳି ଏକ ଅଜବ ହୋଟେଲ ଖୋଲିଛନ୍ତି ନାସିକର ଭୀମାବାଈ ଜୋନ୍ଧାଲେ। ସେଠାରେ ଖାଇବା ସହ ବହି ପଢ଼ିପାରିବେ। ଭୀମାବାଈ ତାଙ୍କ ବୁକ୍ ହୋଟେଲରେ ୫୦୦୦ରୁ ଅଧିକ ବହି ରଖିଛନ୍ତି। ଏହାର...
ଏଇ ଭାରତରେ
ସାଧାରଣରେ ଦେଖାଯାଇଥାଏ ଯେ ଜମିବାଡ଼ି ସଂକ୍ରାନ୍ତୀୟ ମାମଲାରେ ଜଣେ ବ୍ୟକ୍ତି କୋର୍ଟକୁ ବାରମ୍ବାର ଦୌଡ଼ିଥାନ୍ତି। ଏମିତିବି ଦେଖିବାକୁ ମିଳେ ମାଲା ଶେଷହେବାକୁ ଏତେଦିନ ଲାଗିଯାଏ ଯେ, ଶେଷ ରାୟ ମିଳିବା ପୂର୍ବରୁ ଅନେକ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥାଏ। ତେବେ ଏଭଳି...
ଶିକ୍ଷିତ ବେକାରି ସମସ୍ୟା
ଶ୍ରୀବତ୍ସ ନାୟକ ଦେଶରେ ବୈଶାଖର ଝାଞ୍ଜି ସାଙ୍ଗକୁ ଅଷ୍ଟାଦଶ ସାଧାରଣ ନିର୍ବାଚନର ଉଷ୍ମତା ଅନୁଭୂତ ହେଉଛି। ସମସ୍ତେ ନିର୍ବାଚନକୁ ନେଇ ଉତ୍ସାହିତ ଥିବାବେଳେ ଆନ୍ତର୍ଜାତିକ ଶ୍ରମ ସଙ୍ଗଠନ (ଆଇଏଲ୍ଓ)ର ରିପୋର୍ଟ ଏବେ ଚିନ୍ତାର ବିଷୟ ପାଲଟିଛି। ଗତ ମାର୍ଚ୍ଚ...
ଆତ୍ମଘାତୀ ଚିନ୍ତନ ବଳୟ
ମୀରା ବେଉରା ଗୋଟିଏ ଗାଁରେ ଜଣେ ସ୍ତ୍ରୀଲୋକ ପର ଘରେ କାମ କରି ନିଜର ପ୍ରତିପୋଷଣ କରି ବଞ୍ଚୁଥିଲା। ତା’ର ପଡ଼ିଶା ଘରେ ଆଉ ଜଣେ ସ୍ତ୍ରୀଲୋକ ରହୁଥିଲା। ସେହି ଦୁଇ ସ୍ତ୍ରୀଲୋକଙ୍କ ମଧ୍ୟରେ କେବେ ପଡ଼େ ନାହିଁ।...
ପ୍ରଦୂଷଣ ଟିକସ ଓ ଜଳବାୟୁ ନ୍ୟାୟ
ଲୌରେନ୍ସି ଟୁବିୟାନା ଗତ ବର୍ଷ ଦୁବାଇରେ ମିଳିତ ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ (କପ୍୨୮)ରେ ଯୋଗଦେଇଥିବା ପ୍ରତିନିଧିମାନେ ଏକ ଚୁକ୍ତିନାମା କରି ଜୀବାଶ୍ମ ଇନ୍ଧନଠାରୁ ଦୂରେଇରହିବାକୁ ଆହ୍ବାନ ଦେଇଥିଲେ। କିନ୍ତୁ ସେହି ପରିବର୍ତ୍ତନ ଆଣିବାକୁ କିପରି ଅର୍ଥ ଯୋଗାଇ...
ମଣିପୁରର ପ୍ରମାଣ
ଅଷ୍ଟାଦଶ ଲୋକ ସଭା ନିର୍ବାଚନରେ ମଣିପୁରର ଦୁଇଟି ଆସନ ପାଇଁ ଏପ୍ରିଲ ୧୯ ଓ ୨୬ ଦୁଇ ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯିବ। ଏହି କ୍ରମରେ ମଣିପୁର ହିଂସାରେ ପ୍ରଭାବିତ ହୋଇ ରିଲିଫ୍ କ୍ୟାମ୍ପ୍ରେ ଥିବା ଲୋକମାନଙ୍କ ମତଦାନ ପାଇଁ...
Archives


