ଏଇ ଭାରତରେ
ମଣିଷ ମରିବା ପରେ ହିଁ ପିଣ୍ଡଦାନ ଶ୍ରାଦ୍ଧ ଆଦି କର୍ମ କରାଯାଏ। କିନ୍ତୁ ବଞ୍ଚିଥିବା ଲୋକଙ୍କର ଶ୍ରାଦ୍ଧ କରିବା କଥା କେବେ ଶୁଣିଛନ୍ତି! କିନ୍ତୁ ଏମିତି ଏକ ଶ୍ରାଦ୍ଧ କରି ଏବେ ଚର୍ଚ୍ଚାକୁ ଆସିଛନ୍ତି ବିହାରର ବିଶ୍ୱନାଥ ରାୟ। ବଞ୍ଚି ଥାଉ…
ସ୍ବାଧୀନତା ସଂଗ୍ରାମରେ ଲୁଣିଆ ଗୁଳିକାଣ୍ଡ
ଭଦ୍ରକ ସବ୍ଡିଭିଜନରେ ହୋଇଥିବା ଲୁଣିଆ ଗୁଳିକାଣ୍ଡ ସ୍ବାଧୀନତା ସଂଗ୍ରାମର ଏକ ଅଭୁଲା ସ୍ମୃତି। ୧୯୪୨ ସେପ୍ଟେମ୍ବର ୧୬ରେ ତତ୍କାଳୀନ ବାଲେଶ୍ୱର ଜିଲାରେ ଘଟିଥିବା ଏହି ଦୁଃଖଦ ଘଟଣା ବ୍ରିଟିଶ ସରକାରଙ୍କ ବିରୋଧରେ ଲୋକଙ୍କୁ ଏକ୍ରତିତ କରିଥିଲା। ଏହି ଘଟଣାକୁ ଏତେବର୍ଷ ବିତିଯାଇଥିଲେ…
ବୁଲ୍ଡୋଜର ନ୍ୟାୟ ଉପରେ ସୁପ୍ରିମ୍ ବ୍ରେକ୍
ଗତ କିଛି ବର୍ଷ ଧରି ବୁଲ୍ଡୋଜର ଦେଶରେ ଆତଙ୍କର ଏକ ପ୍ରତୀକରେ ପରିଣତ ହୋଇଯାଇଛି। ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ହରିୟାନା, ଗୁଜରାଟ ଆଦିରେ ସେଠାକାର ସରକାରଗୁଡ଼ିକ ତଥାକଥିତ ତ୍ୱରିତ ନ୍ୟାୟ ପ୍ରଦାନ ନାଁରେ ବୁଲ୍ଡୋଜର ଲଗାଇ କଥିତ ଅଭିଯୁକ୍ତର ଘର ଓ ବସ୍ତି…
ଜନସାଧାରଣଙ୍କ କୋର୍ଟରେ ବଲ୍
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କୁ ସୁପ୍ରିମକୋର୍ଟ ୧୩ ସେପ୍ଟେମ୍ବରରେ ଦିଲ୍ଲୀ ଅବକାରୀ ନୀତି ନେଇ ମନି ଲ2ଣ୍ଡରିଂ ଅଭିଯୋଗ ସଂକ୍ରାନ୍ତ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ମାମଲାରେ ସର୍ତ୍ତମୂଳକ ଜାମିନ ଦେଇଛନ୍ତି। ଜେଲରୁ ମୁକ୍ତ ହେବା ପରେ ୧୫ ସେପ୍ଟେମ୍ବରରେ ସେ କହିଛନ୍ତି,…
ଏଇ ଭାରତରେ
୮୭ ବର୍ଷ ବୟସରେ କର୍ମଚଞ୍ଚଳ ଡ. ମାୟା ଟଣ୍ଡନ। ସେ ସଡ଼କ ସୁରକ୍ଷା ଉପରେ ସଚେତନତା ସୃଷ୍ଟି କରିବା ସହ ଦୁର୍ଘଟଣାରେ ପ୍ରାଥମିକ ଚିକିତ୍ସା ଯୋଗାଇ ଲୋକଙ୍କ ଜୀବନ ରକ୍ଷା କରିବା ସମ୍ପର୍କରେ ଲୋକଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି। ଏବେ ସୁଦ୍ଧା ସେ…
‘ନଅ ହାତିଆ ଶାଢ଼ି’ର ସ୍ରଷ୍ଟା
ସ୍ତକର ଇଂଲିଶ୍ ନାମ ‘ନାଇନ୍ ୟାର୍ଡ ସାରିଜ୍’। ଏହାର ଓଡ଼ିଆ ମର୍ମାନୁବାଦ କଲେ କୁହାଯାଇପାରିବ ‘ନଅ ହାତିଆ ଶାଢ଼ି’। ଲେଖିକା ପ୍ରଶାନ୍ତି ରାମ ସିଙ୍ଗାପୁରରେ ରହୁଥିବା ଭାରତୀୟ ମୂଳବାସିନ୍ଦା। ଉପନ୍ୟାସ କ୍ଷେତ୍ରରେ ଏହା ଲେଖିକାଙ୍କ ପ୍ରଥମ ପଦାର୍ପଣ ହୋଇଥିଲେ ହେଁ ପୁସ୍ତକର…
ମୃତ୍ୟୁକୋଷ୍ଠୀ ତିଆରି କରିପାରେ ଏଆଇ
ଆଇ, ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା କୃତ୍ରିମ ବୁଦ୍ଧିମତ୍ତା ଆମକୁ ଦୁଃଖ ଓ ସୁଖ ଜଣାଇପାରେ, ମଜା କଥା ଶୁଣାଇପାରେ। କାହାର କେତେବେଳେ ମୃତ୍ୟୁ ହେବ ତାହା ବି କହିପାରେ, ଅର୍ଥାତ୍ ଜାତକ ତିଆରି କରିପାରେ। ଏହା ଦେଖାଇ ଦେଇଛନ୍ତି ଡେନ୍ମାର୍କର ଦଳେ…
ଏବେ ଅନିଚ୍ଛୁକ
ବର୍ତ୍ତମାନ ଭାରତର ପ୍ରମୁଖ ରାଜନୈତିକ ଶକ୍ତି ହେଉଛି ଭାରତୀୟ ଜନତା ପାର୍ଟି (ଭାଜପା)। ରାଜନୈତିକ ଫାଇଦା ପାଇଁ ଆଦର୍ଶକୁ ସାମୟିକ ଭାବେ ବିରାମ ଦେବାରେ ଏହାର ଇତିହାସ ରହିଛି। ଏହା ମଧ୍ୟ ସମୟକ୍ରମେ ପୁରୁଣା ହୋଇଯାଉଥିବା ସ୍ଥିତିକୁ ପରିତ୍ୟାଗ କରିଛି। ଏହି…
ଋତୁସ୍ରାବ ପାଇଁ ଛୁଟି
ଏବେ ଓଡ଼ିଶା ସରକାର ସରକାରୀ ଏବଂ ବେସରକାରୀ କ୍ଷେତ୍ରରେ କର୍ମଜୀବୀ ମହିଳାମାନଙ୍କ ପାଇଁ ଋତୁସ୍ରାବ ପାଇଁ ଛୁଟି ବ୍ୟବସ୍ଥା ଆରମ୍ଭ କରିବାକୁ ଯାଉଛନ୍ତି। ଫଳରେ କର୍ମଜୀବୀ ମହିଳାମାନେ ନିଜର ଆବଶ୍ୟକତା ଅନୁଯାୟୀ ଋତୁସ୍ରାବ ସମୟରେ ଯେକୌଣସି ଗୋଟିଏ ଦିନ ( ପ୍ରଥମ…
ବିଧାୟକଙ୍କ ଦରମା ବୃଦ୍ଧି ବିମର୍ଶ
ଯିଏ ସତ କଥା କହେ ତା’ଠାରୁ ଅଧିକ ଘୃଣା ଏଇ ଦୁନିଆରେ ଆଉ କାହାକୁ କରାଯାଏ ନାହିଁ’- ଦାର୍ଶନିକ ପ୍ଲାଟୋ ଏଇକଥା କହିଥିଲେ। ସମ୍ପ୍ରତି ବିଧାନସଭାର ଶୂନ୍ୟକାଳରେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଦରଦାମ୍ ବୃଦ୍ଧିକୁ ଆଖି ଆଗରେ ରଖି ବିଧାୟକମାନଙ୍କ…
ୟୁପିଏସ୍ସିର ପଦକ୍ଷେପ
ନିଲମ୍ବିତ ଆଇଏଏସ୍ ଅଧିକାରୀ ପୂଜା ଖେଡ୍କରଙ୍କୁ ସେବାରୁ ବହିଷ୍କାର କରାଯିବା ଘଟଣା ସିଭିଲ ସର୍ଭିସ ଚୟନ ପ୍ରକ୍ରିୟାର ଏକ ବଡ଼ ସମସ୍ୟାକୁ ସାମ୍ନାକୁ ଆଣିଛି। ଆଇଏଏସ୍ (ପ୍ରୋବେସନ) ନିୟମ ୧୯୫୪ର ଧାରା ୧୨ ଅନୁଯାୟୀ ଖେଡ୍କରଙ୍କୁ ବରଖାସ୍ତ କରାଯାଇଥିଲେ ମଧ୍ୟ ତାଙ୍କ…
ମଣିପୁର ହିଂସାରେ ଡ୍ରୋନ୍
୨୦୨୩ ମସିହା ମେ’ ମାସରୁ ମଣିପୁରରେ ‘ମେଇତି’ ଏବଂ ‘କୁକି’ ମଧ୍ୟରେ ଲାଗିରହିଥିବା ଜାତିଆଣ ହିଂସା ଥମିବା ପରିବର୍ତ୍ତେ ଦିନକୁ ଦିନ ଉଗ୍ରରୂପ ନେବା ସହ ‘ଡ୍ରୋନ୍’ ମୋର୍ଟାର ବ୍ୟବହାର ବିବାଦକୁ ନୂଆ ମୋଡ଼ ଦେଇଛି । ଏହା କେବଳ ଦଙ୍ଗାଗ୍ରସ୍ତ…
Archives


