ସମ୍ପାଦକୀୟ

ଖାଦ୍ୟ ହିଁ ପ୍ରାଣ ପୁଣି ପ୍ରାଣଘାତକ

ଖାଦ୍ୟ। ଶରୀର ପୋଷଣ ନିମନ୍ତେ ଅତି ଜରୁରୀ। ଖାଦ୍ୟ ଦ୍ୱାରା ଶରୀରରେ ଥିବା ଜୀବକୋଷ ପରିପାକ ହୋଇ ଶକ୍ତି ଉପତ୍ନ୍ନ କରେ। ଫଳରେ ଶରୀରର ଅଭିବୃଦ୍ଧି ଓ ବିକାଶ ହୋଇଥାଏ। ଏଣୁ ଖାଦ୍ୟକୁ ପ୍ରାଣ ବୋଲି କୁହାଯାଏ। ଯଦି ଏହି ପ୍ରାଣଦାୟୀ…

ତୁମେ କିଛି ଜାଣିନ

ଆପଣଙ୍କୁ ଯଦି କିଏ କହିବ ତୁମେ କିଛି ଜାଣିନ। ନିଶ୍ଚିତ ଆପଣ ପ୍ରତିକ୍ରିୟାଶୀଳ ହୋଇପଡ଼ିବେ। ଆବଶ୍ୟକସ୍ଥଳେ ଉଚ୍ଚବାଚ ବି ହୋଇପାରେ। ନିଜକୁ ସମ୍ଭାଳି ପାରିବେନି। କେହି କେହି କାହାର ତୁଣ୍ଡ ଲାଗିବା ଉଚିତ ନୁହେଁ ଭାବି ଚୁପ ବି ରହିଯିବେ। ଅଥଚ…

ଜନସଂଖ୍ୟାରେ ପରିବର୍ତ୍ତନ

ଜନ୍ମ ହାର ହ୍ରାସ ଏବଂ ଲାଇଫ ଏକ୍ସପେକ୍ଟାନ୍ସି ବା ସମ୍ଭବ୍ୟ ଆୟୂଷ ବୃଦ୍ଧିର ପ୍ରଭାବ ଜର୍ମାନୀ, ଇଟାଲୀ ଏବଂ ଜାପାନ ଭଳି ବିକଶିତ ଅର୍ଥ ବ୍ୟବସ୍ଥାରେ ବଢୁଥିବା ଦେଖାଯାଉଛି। ଶ୍ରମ ବଜାର ଭାଗୀଦାରି ସୀମିତ ହେବା ସହ ଶ୍ରମିକ ଅଭାବ ଅଧିକ…

ଆଦିବାସୀ ଓ ଭାରତୀୟ ସଂସ୍କୃତି

ଆଦିବାସୀ ସମ୍ପ୍ରଦାୟଗୁଡ଼ିକ ସବୁବେଳେ ସ୍ବାଧୀନ ଭାବେ ଜୀବନଯାପନ କରିଆସିଛନ୍ତି। ସେମାନେ ପରିବେଶ ଉପଯୋଗୀ ଚାଷ ଏବଂ ପଶୁପାଳନ କରନ୍ତି। ବେଳେବେଳେ ଜଙ୍ଗଲଜାତ ସାମଗ୍ରୀକୁ ନେଇ ବଜାରରେ ବିକ୍ରି କରନ୍ତି। ତେବେ ଅତୀତରେ ଯେଉଁ ରାଜାମାନେ ଜଙ୍ଗଲରେ ଚାଷଜମି ବା ଜଙ୍ଗଲ ମଧ୍ୟ…

ପ୍ରବାଦପୁରୁଷ ବିଜୁବାବୁ

ବୀର ପ୍ରସବିନୀ ଉତ୍କଳମାଟି ଜନ୍ମ ଦେଇଛି ଅନେକ ବରପୁତ୍ରଙ୍କୁ। ସେହି ଯୋଗଜନ୍ମା ଯୋଗ୍ୟ ସୁତଙ୍କୁ ନେଇ ଉତ୍କଳମାଟି ଆଜି ଗର୍ବିତ। ଯେଉଁମାନଙ୍କର କୀର୍ତ୍ତି ଆଜି ଇତିହାସ ପୃଷ୍ଠାରେ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇଛି ତନ୍ମଧ୍ୟରୁ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକ ଅନ୍ୟତମ। ୧୯୧୬ ମାର୍ଚ୍ଚ…

ବିନାଶର ଅବଗଣନା

ଓଡ଼ିଶାକୁ ଏକ ବିକଶିତ ରାଜ୍ୟ କରିବାକୁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି। କିନ୍ତୁ ବିକାଶର ସଂଜ୍ଞା ଯଦି ବାଚନିକ ବା ଦାପ୍ତରିକ କଳ୍ପିତ ତଥ୍ୟଭିତ୍ତିକ ହୁଏ ତେବେ ବାଡ଼ି ବାଇଗଣ ପୋଥି ବାଇଗଣ ମଧ୍ୟରେ ଥିବା ବୈଷମ୍ୟ ରାଜ୍ୟର ପ୍ରଗତି ବା…

ମାଦକ ଦ୍ରବ୍ୟ ବ୍ୟବସାୟ

ଏହା ସାଧାରଣରେ ଜଣା ଯେ ଗୁଜରାଟ ଏକ ଡ୍ରାଏ ରାଜ୍ୟ ଅର୍ଥାତ୍‌ ସେଠାରେ ସରକାରୀସ୍ତରରେ ମଦ ବିକ୍ରି ହୁଏନାହିଁ। କିନ୍ତୁ ଏହି ରାଜ୍ୟ ବର୍ତ୍ତମାନ ମାଦକ ଦ୍ରବ୍ୟ କାରବାରର ପେଣ୍ଠ ପାଲଟିଗଲାଣି। ୪ ମାର୍ଚ୍ଚ ୨୦୨୫ରେ ପ୍ରକାଶିତ ଗୁଜରାଟ ପୋଲିସର ତଥ୍ୟ…

ଏଇ ଭାରତରେ

ପାର୍କରେ ବହି ପଢ଼ିବାର ବ୍ୟବସ୍ଥା କରୁଛନ୍ତି ଅହମଦାବାଦର ଜିତ୍‌ ଜୋଷୀ ଓ ଓମ୍‌ ଠାକୁର। ସେମାନେ ସହରର ବିଭିନ୍ନ ପାର୍କରେ ମିନି ଲାଇବ୍ରେରି ଖୋଲୁଛନ୍ତି। କହିବାକୁ ଗଲେ ପାର୍କକୁ ସେମାନେ ଏକ ପଠନ କେନ୍ଦ୍ର କରିଦେଇଛନ୍ତି। ଏହାର ଅଗ୍ରଗତି ପାଇଁ ‘ୟୋର…

ଅସଫଳ ଅନୁଷ୍ଠାନ

କିଛିଦିନ ତଳେ ସମ୍ବଲପୁରର ଏକ ମାନସିକ ରୋଗୀ ଥଇଥାନ କେନ୍ଦ୍ରର ଅନ୍ତେବାସୀଙ୍କୁ ନିର୍ଯାତନା ଦେବା ଘଟଣା କେବଳ ସମ୍ବଲପୁର ଜିଲା ନୁହେଁ, ପୂରା ରାଜ୍ୟ ଏବଂ ସମଗ୍ର ଭାରତ ପାଇଁ ଏକ ଲଜ୍ଜାଜନକ ବିଷୟ। ଘଟଣାରେ ଉକ୍ତ କେନ୍ଦ୍ରର ପରିଚାଳକଙ୍କ ପୁଅ…

ଧାର୍ମିକ ବିଶ୍ୱାସର ବଜାରୀକରଣ

ମହାଶିବରାତ୍ରି ସ୍ନାନ ସହ ଉତ୍ତରପ୍ରଦେଶର ପ୍ରୟାଗରାଜରେ ମହାକୁମ୍ଭର ପରିସମାପ୍ତି ଘଟିଛି। ଦେଶ ଜନସଂଖ୍ୟାର ଅଧାରୁ ସାମାନ୍ୟ କମ୍‌ ଜନତା କୁମ୍ଭ ସ୍ନାନ କରିଛନ୍ତି। । ଏହି ସଂଖ୍ୟା ୬୫ କୋଟି ବୋଲି ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ କୁହାଯାଇଛି। ତେବେ ଲକ୍ଷ୍ୟ କରିବାର…

ବନ୍ଦ ହେଉ ଭାଷା ଝଗଡ଼ା

ସଂଖ୍ୟାଲଘୁ ଚିନ୍ତାଧାରା କଥା ଉଠିଲେ ସାଧାରଣରେ ସମସ୍ତେ ଧର୍ମକୁ ହିସାବ କରନ୍ତି। କିନ୍ତୁ ଭାଷା ମଧ୍ୟ ଅନ୍ୟ ଏକ ଦିଗ, ଯେଉଁଥିରେ ସଂଖ୍ୟାଗରିଷ୍ଠତା କିମ୍ବା ସଂଖ୍ୟାଲଘୁର ବିଭେଦ ଜଣାପଡ଼େ। ଉଦାହରଣସ୍ବରୂପ ଭାରତର ପ୍ରତ୍ୟେକ ଭାଷାର ଭୌଗୋଳିକ ସୀମା ରହିଛି। ଓଡ଼ିଆ ଭାଷା…

ଏଇ ଭାରତରେ

ଜଳ ପ୍ରଦୂଷଣ ଓ ସଙ୍କଟକୁ ଲକ୍ଷ୍ୟ କରି ତାହାର ସମାଧାନ ପାଇଁ ଆଗକୁ ବଢିଛନ୍ତି ଉତ୍ତରପ୍ରଦେଶ ବୁନ୍ଦେଲଖଣ୍ଡର ରାମବାବୁ ତିଓ୍ବାରୀ। ଏବେ ତାଙ୍କୁ ୩୦ ବର୍ଷ। ସେ ନିଜ ଗାଁ ଅଧଓ୍ବାନର ଲୋକଙ୍କ ସହାୟତାରେ ପୋଖରୀ ପୁନରୁଦ୍ଧାର କରିବାରେ ଲଗିଛନ୍ତି। ବର୍ତ୍ତମାନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri