ସମ୍ପାଦକୀୟ

ଏଇ ଭାରତରେ

ମହାରାଷ୍ଟ୍ରର ଛୋଟ ଆଦିବାସୀ ଗାଁ କୋଭାଁଲ୍‌ନେ। ଏହି ଗାଁର ରାହିବାଈ ପୋପେରି ହାଇବ୍ରିଡ ଚାଷ ବଦଳରେ ଦେଶୀ ଚାଷ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ପୁଣେଠାରୁ ୧୨୫ କି.ମି. ଦୂର ଅହମଦାନଗରର ଅକୋଲଶ ତହସିଲ ଅନ୍ତର୍ଗତ ପାହାଡ଼ ଉପରେ...

ଏଇ ଭାରତରେ

ଭାରତରେ ମହିଳା ଫୁଟ୍‌ବଲର ଲୋକପ୍ରିୟତା ଏବେ ବଢ଼ିବାରେ ଲାଗିଛି। ମହିଳାମାନଙ୍କ ପୋଷାକ ଉପରେ ବିଭିନ୍ନ ଅଞ୍ଚଳରେ ଥିବା ସାମାଜିକ କଟକଣାକୁ ପଛରେ ପକାଇ ଝିଅମାନେ ଜର୍ସି ପିନ୍ଧି ଖେଳିବାକୁ ବାହାରି ଆସୁଛନ୍ତି। ହେଲେ ପାରମ୍ପରିକ ପୋଷାକର ଛିଟା ଦେଖିବାକୁ ମିଳିଛି...

ଯାତ୍ରାର ଅନ୍ତିମ ପର୍ବ

ସୁପ୍ରଭା ବେହେରା ଚଳନ୍ତି ଯାନର ଝରକା ଫାଙ୍କରୁ ନୀଳ ଗଗନ, ଭସା ବାଦଲ, ସବୁଜିମା ଭରା ନଦନଦୀ, ଧୂସର ପାହାଡ଼ ଦେଖିବାର ମଜା କିଛି ନିଆରା। ମନ ଉପରେ ତାହା ଏକ ଭିନ୍ନ ପ୍ରଭାବ ପକାଏ। ବିଷାଦ ମନରେ ଭରିଦିଏ...

ଖାଦ୍ୟରେ ରାସାୟନିକ ବିଷ

ଡ. ବିଜୟକେତନ ପଟ୍ଟନାୟକ ୨୦୦୭ ମସିହାରେ ମୁଁ ରାଜ୍ୟ ସରକାରଙ୍କ ପରିବେଶ ନିର୍ଦ୍ଦେଶକ ପଦବୀରେ ଅବସ୍ଥାପିତ ଥାଏ ଏବଂ ସେହି ସୂତ୍ରରେ କୋରାପୁଟ ଜିଲାସ୍ଥିତ ସୁନାବେଡ଼ା ବାଳିକା ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟ କରୁଥିବା ‘ଇକୋ କ୍ଲବ୍‌’ ପରିଦର୍ଶନରେ ଯାଇଥାଏ। ମୋ...

ତିଷ୍ଠିବା କଷ୍ଟକର

ମାତ୍ର ୫ ସେକେଣ୍ଡରେ ଘୂର୍ଣ୍ଣିଝଡ଼ କେତେ କ୍ଷତି ଘଟାଇପାରେ ଆମେରିକାର ମିସିସିପି ଓ ଆଲବାମାରେ ତାହାର ଚିତ୍ର ଦେଖିବାକୁ ମିଳିଛି। ୨ ଏପ୍ରିଲ ଗୋଟିଏ ଦିନରେ ୧୦ଟି ଟର୍ନାଡୋ ଆସି ଭୟଙ୍କର ସ୍ଥିତି ସୃଷ୍ଟି କରିବା ପରେ ୨୬ ଜଣଙ୍କ...

ଏଇ ଭାରତରେ

ପରୀକ୍ଷା ଖାତାରେ ଜଣେ ଉତ୍ତର ଲେଖିଲେ ତାଙ୍କୁ ନମ୍ବର ମିଳେ। କିନ୍ତୁ ବହୁ ସମୟରେ ଦେଖାଯାଏ ଛାତ୍ରୀଛାତ୍ରମାନେ ପରୀକ୍ଷା ଖାତା ଫାଙ୍କା ଛାଡ଼ିଦେଇଥାନ୍ତି କିମ୍ବା ଏଥିରେ ଅନେକ ଭୁଲ୍‌ ଉତ୍ତର ଲେଖିପକାନ୍ତି। କିନ୍ତୁ ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟରେ ଜଣେ ଛାତ୍ର ପରୀକ୍ଷା...

ଓବିସି ଜନଗଣନା: ଆଶା ଓ ନିରାଶା

ଅଧ୍ୟାପକ ଗୋପବନ୍ଧୁ   ବିଳମ୍ବ ହେଲେ ବି ଓଡ଼ିଶା ସରକାର ଓବିସି ଜନଗଣନା ପାଇଁ ସବୁଜ ସଙ୍କେତ ଦେଇଛନ୍ତି। ଏ ବାବଦକୁ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଛି। ମେ ୧ରୁ ଗଣନା ଆରମ୍ଭ ହୋଇ ମେ ୨୭ରେ ଶେଷ ହେବ।...

ଶୈଶବ ଓ କୈଶୋର ସମାନ ସୁଯୋଗ ପାଉ

ଅକ୍ଷୟ କୁମାର ମିଶ୍ର   ଓଡ଼ିଆରେ ଏକ ଲୋକବାଣୀ ଅଛି-”ଯେତେ କହିଲେ ଭାଗବତ, ତୋଷ ନ ହେଲା ମୋର ଚିତ୍ତ“। ସବୁଠି ସେହି ଚର୍ଚ୍ଚା। ସରକାରୀ ବିଦ୍ୟାଳୟ ସମ୍ପର୍କରେ ଆଲୋଚନା ଏହାର ଭିତ୍ତିଭୂମିକୁ ନେଇ,ଏହାର ଶିକ୍ଷାଦାନ ଉପରେ। ସଭାସମିତି, ଶୋଭାଯାତ୍ରା...

ଧୈର୍ଯ୍ୟ ସଙ୍କଟ

କ୍ରୋଧ ଅତ୍ୟନ୍ତ ଖରାପ ଓ ତାହା ନକାରାତ୍ମକ ଆବେଗ ସୃଷ୍ଟି କରିଥାଏ। ଅଚାନକ କୋପକୁ ନିୟନ୍ତ୍ରଣ କରାଯାଇ ନ ପାରିଲେ ବିଷମ ସ୍ଥିତି ଉପୁଜେ। କଟକ ଜିଲା ଚୌଦ୍ୱାର ଅଞ୍ଚଳର ମହିଷାଲଣ୍ଡାଠାରେ ୨ ଏପ୍ରିଲରେ ଆୟୋଜିତ ଏକ କ୍ରିକେଟ ମ୍ୟାଚ୍‌ରେ...

ଏଇ ଭାରତରେ

ପଶ୍ଚିମବଙ୍ଗ କୋଲକାତାରେ ଏଭଳି ରୋଗ ବିଷୟରେ ଜାଣିବାକୁ ମିଳିଛି, ଯେଉଁଥିରେ ଜଣେ ବ୍ୟକ୍ତି ଉଦ୍ଭିଦରୁ ସଂକ୍ରମିତ ହୋଇଛନ୍ତି। ଏହି ରୋଗର ନାମ ହେଉଛି ‘କିଲର୍‌ ପ୍ଲାଣ୍ଟ ଫଙ୍ଗ୍‌ସ’, ଯାହା ଉଦ୍ଭିଦରୁ ମଣିଷ ପର୍ଯ୍ୟନ୍ତ ସଂକ୍ରମିତ ହୋଇଥାଏ। କୋଲକାତାରେ ଘଟିଥିବା ଏହି...

‘ମୁନ୍‌ ଟୁ ମାର୍ସ’ର ମୁଖ୍ୟ

– ଜିତେନ୍ଦ୍ର କୁମାର ନାୟକ   ଆମେରିକୀୟ ମହାକାଶ ସଂସ୍ଥା ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ୍‌ ସ୍ପେସ୍‌ ଆଡମିନିଷ୍ଟ୍ରେଶନ (ନାସା) ସର୍ବଦା ନୂଆ ମିଶନରେ ଯାଇ ଦୁନିଆକୁ ନୂତନ ପ୍ରକାରର ଭେଟି ଦେବାକୁ ଯୋଜନା କରିଥାଏ। ଏହାର ସଦ୍ୟତମ ଅଭିଯାନ ‘ମୁନ୍‌...

ବାଟମାରଣାର ନିଚ୍ଛକ ନମୁନା

ହରିଶଙ୍କର ମିଶ୍ର   ୨୦୦୪ ସାଧାରଣ ନିର୍ବାଚନ ପରେ କେନ୍ଦ୍ରରେ ମିଳିତ ସରକାରଙ୍କ ଦ୍ବାରା ଅଣକୁଶଳୀ ଶ୍ରମିକଙ୍କ ପାଇଁ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ଆରମ୍ଭ ହେଲା। ଏବଂ ଅଧିକ ସକ୍ରିୟ ଓ ଉତ୍ତରଦାୟୀ କରିବାକୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri