ଏଇ ଭାରତରେ
କମ୍ ବୟସରେ ସ୍ବାମୀଙ୍କୁ ହରାଇବା ପରେ ଧୈର୍ଯ୍ୟହରା ନ ହୋଇ ଜଣେ ଜୀବନରେ କିଭଳି ସଶକ୍ତ ହୋଇପାରନ୍ତି ତାହାର ବଳିଷ୍ଠ ଦୃଷ୍ଟାନ୍ତ ହେଉଛନ୍ତି ଗୁଣ୍ଟର ନିବାସୀ କୋଣ୍ଡା ଉଷାରାଣୀ। ନୁଟାକି ଗାଁରେ ଜନ୍ମିତ କୋଣ୍ଡା ୧୦ମ ଶ୍ରେଣୀରୁ ଫାଠ ଛାଡ଼ି ଦେଇଥିଲେ…
ଛାତ୍ରୀଛାତ୍ରଙ୍କ ଭବିଷ୍ୟତ
ଜାତୀୟ ଶିକ୍ଷା ନୀତି-୨୦୨୦ ଆଧାରରେ ୨୦୨୫-୨୬ ଶିକ୍ଷାବର୍ଷରେ ରାଜ୍ୟର ସମସ୍ତ ପ୍ରାଥମିକ ବିଦ୍ୟାଳୟରେ ଶିଶୁବାଟିକା ଖୋଲାଯିବ ; ଯେଉଁଠି ୫ ରୁ ୬ ବର୍ଷ ବୟସର ପିଲାମାନେ ପ୍ରି-ସ୍କୁଲ ଶିକ୍ଷା ଗ୍ରହଣ କରିବେ ବୋଲି ଓଡ଼ିଶା ବିଦ୍ୟାଳୟ ଶିକ୍ଷା ପ୍ରାଧିକାରଣ କର୍ତ୍ତୃପକ୍ଷ…
ତିନି ଲଫାପା ଉପାଖ୍ୟାନ
ସାଧାରଣତଃ ବିଭିନ୍ନ କଲେଜସ୍ତରରେ ନେତୃତ୍ୱ ନେଉଥିବା ଛାତ୍ରୀଛାତ୍ରମାନଙ୍କ ମଧ୍ୟରୁ ରାଜନେତାମାନେ ଆସିଥାନ୍ତି। ତାହା ବ୍ୟତୀତ ସମାଜରେ କିଛି ପ୍ରତିଷ୍ଠିତ ବ୍ୟକ୍ତିମାନଙ୍କ ପିଲାମାନେ ହେଉ ବା ପ୍ରକୃତ ସମାଜସେବୀ ପରିବାର ପୃଷ୍ଠଭୂମିରୁ ଆସି ରାଜନୀତିରେ ଯୋଗଦେଇଥାନ୍ତି। ଆହୁରି ମଧ୍ୟ ଦେଶର ପ୍ରାୟ ସମସ୍ତ…
ଅପେକ୍ଷା କରି ବସିଛନ୍ତି
ତାମିଲନାଡୁର ଥୁଟୁକୁଡ଼ି ଜିଲାରେ ଏକ ପୋଲିସ ହାଜତ ମୃତ୍ୟୁ ଘଟଣାର ୨୫ ବର୍ଷ ପରେ ସ୍ଥାନୀୟ ଅଦାଲତ ଜଣେ ପୋଲିସ ଡିଏସ୍ପି ଓ ଇନ୍ସପେକ୍ଟରଙ୍କ ସମେତ ୯ ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏପ୍ରିଲ ୬ରେ ଥୁଟୁକୁଡ଼ି ଅତିରିକ୍ତ ଜିଲା…
ଏଇ ଭାରତରେ
ଗଛ ଗୋଟିଏ, କିନ୍ତୁ ଫଳ ୫୨ପ୍ରକାରର। ଏକଥା ଶୁଣି ଯେକେହି ବି ଆଶ୍ଚର୍ଯ୍ୟ ହୋଇଯିବ। କିନ୍ତୁ ଏଭଳି ଏକ ସଫଳତା ହାସଲ କରିଛନ୍ତି ବିହାର ଭାଗଲପୁରର ଅଶୋକ ଚୌଧୁରୀ। ସ୍ଥାନୀୟ ଅଞ୍ଚଳରେ ଥିବା ମଧୁବନ ନର୍ସରିରେ ସେ ଏଭଳି ଏକ ଆମ୍ବଗଛ…
ନୀରବ ଚିତ୍କାର
ରତୀୟ ଦର୍ଶନ, ପୌରାଣିକ କଥା ଏବଂ ସଂସ୍କୃତିର ବିଶାଳ, ପ୍ରାଚୀନ ପରିଦୃଶ୍ୟରେ ‘ନାରୀ’ ଶବ୍ଦଟି ଶ୍ରଦ୍ଧା, ଶକ୍ତି, ଧୈର୍ଯ୍ୟ, ସହନଶୀଳତା, ସହାନୁଭୂତି ଏବଂ ସୌନ୍ଦର୍ଯ୍ୟର ପ୍ରତୀକ। ନାରୀ ହେଉଛି ପ୍ରାଣଦାୟିନୀ ଦେବୀଙ୍କ ପ୍ରତିମୂର୍ତ୍ତି। ଜ୍ଞାନର ଦେବୀ ସରସ୍ବତୀଙ୍କଠାରୁ ଆରମ୍ଭ କରି ଧନର…
ମାଟି, ବିହନ ଓ ପରିବେଶ
ବର୍ତ୍ତମାନ ସାରା ଦେଶରେ କୃଷି ସମ୍ବନ୍ଧରେ ତିନୋଟି ବିଷୟରେ ଆଲୋଚନା କରିବା ବେଶ୍ ଗୁରୁତ୍ୱପୂର୍ଣ୍ଣ। ପ୍ରଥମ କଥା ହେଲା ମାଟି। ମାଟି ଦିନକୁ ଦିନ ଅଧିକ ପ୍ରଦୂଷିତ ହେବା ସହିତ ଏହାର ଗୁଣବତ୍ତା ନଷ୍ଟ ହେବାରେ ଲାଗିଛି। ସେହିଭଳି ବିହନକୁ ନେଇ…
ମାନ୍ଦାବସ୍ଥା ଆଡ଼କୁ
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ଅନେକ ଅଚାନକ ନିଷ୍ପତ୍ତି ଓ ନିଆଁରେ ଘିଅ ଢାଳିଲା ଭଳି ତାଙ୍କ ବ୍ୟବସାୟିକ ବନ୍ଧୁ ଏଲନ୍ ମସ୍କଙ୍କ ପରାମର୍ଶ କେବଳ ସେହି ଦେଶ ନୁହେଁ, ବିଶ୍ୱବ୍ୟାପୀ ମୁଣ୍ଡବିନ୍ଧା ଆରମ୍ଭ କରିଦେଇଛି। ଅପେକ୍ଷାକୃତ ଦୁର୍ବଳ ଥିବା ଜୋ…
ବାଣିଜ୍ୟ ଯୁଦ୍ଧ
ବାଣିଜ୍ୟ ଯୁଦ୍ଧ କେମିତିି ଶେଷ ହୁଏ? ଏହାର ଉତ୍ତର ପାଇବାକୁ ହେଲେ ନିଜକୁ ପ୍ରଶ୍ନ ପଚାରିବା ଦରକାର ଯେ ହିଂସାତ୍ମକ ଯୁଦ୍ଧ କିପରି ଶେଷ ହୁଏ? ଉଭୟ ପାଇଁ ସରଳ ଉତ୍ତର ହେଉଛି ଥରେ ଯୁଦ୍ଧ ଆରମ୍ଭ ହେଲେ ସହଜରେ ଶେଷ…
ଏଇ ଭାରତରେ
ଗ୍ରାମାଞ୍ଚଳରେ ପାନୀୟ ଜଳ ଯୋଗାଣର ସଫଳତା କଥା ଯେତିକି ଜୋର କୁହାଯାଉଛି ତାହାର ବାସ୍ତବତା ସେତିକି ନୁହେଁ। ଦେଶରେ ଏମିତି ଅଞ୍ଚଳ ରହିଛି ଯେଉଁଠି ଏବେ ବି ପାନୀୟ ଜଳର ଅଭାବ ରହିଛି। ପିଲାମାନେ ସ୍କୁଲରେ ମଧ୍ୟ ତାହା ପାଇବାରୁ ବଞ୍ଚିତ…
ପେଟ୍ରୋଲ ଟାଙ୍କିର ମନିବ୍ୟାଗ
ମନିବ୍ୟାଗ ହେଉଛି ଅର୍ଥ ରଖିବାର ମୁଣା। ମନି ବ୍ୟାଗ୍ର ରଙ୍ଗ, ଦିଗ, ସାଙ୍କେତିକ ଚିହ୍ନ, ସ୍ବଚ୍ଛତା ଆଦିକୁ ବାସ୍ତୁବିଦ୍ୟାରେ ବର୍ଣ୍ଣନା କରାଯାଇଛି। ବିଶେଷ କରି ବ୍ୟବସ୍ଥିତ ଓ ସଫା, ସୁନ୍ଦର ମନିବ୍ୟାଗ ହେଉଛି ସମ୍ମାନ, ଧନଧାନ୍ୟ ଓ ସକାରାମତ୍କ ଶକ୍ତିର ନିଦର୍ଶନ।…
ଶିଶୁ ବାଟିକାରେ ଶିଶୁ ହସିବେ
ଦଳ ମତ ନିର୍ବିଶେଷରେ ସଭିଏ ଏ କଥା କୁହନ୍ତି- ଶିଶୁ ହସିଲେ ଦୁନିଆ ହସେ। କିନ୍ତୁ ସତରେ କ’ଣ ସମସ୍ତ ଶିଶୁ ଏଠାରେ ହସନ୍ତି ନା ସେମାନଙ୍କର ହସ ଦେଖିବା ପାଇଁ କାର୍ଯ୍ୟକ୍ରମ ନିଆଯାଏ? ହଁ, ଏହା ତ ନିଶ୍ଚୟ ଶିଶୁ…
Archives


