ମାନବ-ଜୀବଜାତି ସହାବସ୍ଥାନ
ଜନସଂଖ୍ୟାର ବିସ୍ଫୋରଣ, ଅତ୍ୟାଧୁନିକ ଜୀବନଶୈଳୀ, ବିକାଶ ପ୍ରକ୍ରିୟାର ନକାରାତ୍ମକ ପ୍ରଭାବ ଏବଂ ସହରାଞ୍ଚଳର ବିସ୍ତାର ପରିପ୍ରେକ୍ଷୀରେ ମଣିଷ ଓ ବନ୍ୟଜନ୍ତୁଙ୍କ ସମ୍ପର୍କ ଏକ ବିତର୍କର ପ୍ରସଙ୍ଗ ପାଲଟିଛି। ଉଦ୍ବେଗର ବିଷୟ ହେଉଛି, କେବଳ ପରିବେଶୀୟ ସ୍ଥିରତା ନିମନ୍ତେ ନୁହେଁ, ବରଂ ପରିସଂସ୍ଥାର…
ବିପରୀତ ନିଷ୍ପତ୍ତି
ଆଗକୁ ଝାଡ଼ଖଣ୍ଡ ଏବଂ ମହାରାଷ୍ଟ୍ରରେ ନିର୍ବାଚନ ହେବ। ଏହି ପରିପ୍ରେକ୍ଷୀରେ ଇଲେକ୍ସନ କମିଶନ ଅଫ୍ ଇଣ୍ଡିଆ (ଇସିଆଇ) ଏହି ୨ ରାଜ୍ୟରେ ପୋଲିସ ନିଯୁକ୍ତି ପରିଚାଳନାରେ ଦୁଇଟି ଭିନ୍ନ ଆଭିମୁଖ୍ୟ ଗ୍ରହଣ କରିଛି। ଝାଡ଼ଖଣ୍ଡରେ ଜୁଲାଇ ୨୦୨୪ରେ ନିଯୁକ୍ତ କାର୍ଯ୍ୟନିର୍ବାହୀ ପୋଲିସ…
ବିଶ୍ୱ ଖାଦ୍ୟ ସୂଚକାଙ୍କ ଓ ଭାରତ
ତବର୍ଷ ୨୦୨୪ର ବିଶ୍ୱ ଖାଦ୍ୟ ସୂଚକାଙ୍କ ବା ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସରେ ଭାରତରେ କ୍ଷୁଧାର ପରିସ୍ଥିତି ଗମ୍ଭୀର ବୋଲି ଦର୍ଶାଯାଇଛି। ବିଶ୍ୱର ୧୨୭ଟି ଦେଶ ମଧ୍ୟରୁ ୨୭.୩ ଅଙ୍କ ପାଇ ଭାରତ ୧୦୫ତମ ସ୍ଥାନରେ ରହିଛି। ଏହି ରିପୋର୍ଟ ଅନୁସାରେ ୯.୯…
ବିଶ୍ୱାସ ଓ ଅନ୍ଧବିଶ୍ବାସ
ପୁରାତନ ଲୋକକଥାଟିଏ। ଦିନେ ଜଣେ ଗୃହସ୍ଥଙ୍କ ଘରେ ବାର୍ଷିକ ଶ୍ରାଦ୍ଧ ପାଳନ କରାଯାଉଥାଏ। କୁଳ ପୁରୋହିତ ଶ୍ରାଦ୍ଧ ପାଇଁ ସଂଗୃହୀତ ସବୁ ସାମଗ୍ରୀକୁ ଦେଖିସାରି କର୍ମ ଆରମ୍ଭ କରିବା ପାଇଁ ଗୃହକର୍ତ୍ତାଙ୍କୁ ଡକେଇଲେ। ତାଙ୍କ ଉପରେ ଜଳ ସିଞ୍ଚି ସ୍ବସ୍ତି ବାଚନ…
ୟୁକ୍ରେନ୍ର ଭବିଷ୍ୟତ
ତିରିଶ ବର୍ଷ ପୂର୍ବେ ମୁଁ ୟୁକ୍ରେନ୍ର ଏକ ଚର୍ଚ୍ଚକୁ ଯାଇଥିଲି, ଯାହା ପରିସରରେ ମୋର ରୁଷୀୟ ପିତୃପୁରୁଷଙ୍କୁ ସମାଧି ଦିଆଯାଇଥିଲା। ସେହି ଚର୍ଚ୍ଚରେ ଜଣେ ବୃଦ୍ଧାଙ୍କ ପାଖରେ ଆଣ୍ଠୁମାଡି ବସିଥିଲି ଏବଂ ଆମ ପଛରେ ରୁଷିଆର ଏକ ଚର୍ଚ୍ଚ ବି ଥିଲା।…
ଧଳାହାତୀର ଦେଶ
ନିରଞ୍ଜନ ସାହୁ ପିଲାବେଳେ ପଢ଼ିଥିଲୁ ଥାଇଲାଣ୍ଡକୁ କୁହାଯାଏ ଧଳାହାତୀର ଦେଶ। ତେଣୁ ଥାଇଲାଣ୍ଡ ଭ୍ରମଣ ବେଳେ ମୋର ଜଣେ ବନ୍ଧୁ ଆଶା କରିଥିଲେ ସେଇ ଧଳାହାତୀମାନଙ୍କୁ ଦେଖିବାକୁ; ମାତ୍ର ଭ୍ରମଣ ସମୟରେ ପର୍ଯ୍ୟଟକମାନଙ୍କ ପାଇଁ ଧଳାହାତୀ ଦେଖିବା ଭଳି କୌଣସି ବ୍ୟବସ୍ଥା…
ଯୁଧିଷ୍ଠିର ମହାରଣା
ସୋସିଆଲ ମିଡ଼ିଆ ଦୈନନ୍ଦିନ ଜୀବନଶୈଳୀର ଏକ ଅଙ୍ଗ ପାଲଟିଗଲାଣି। ଏଥିରେ ଅନେକ ପ୍ରସଙ୍ଗ ଉପରେ ମେସେଜ ଆସିଥାଏ। ଗୁଜବ କିମ୍ବା ବାସ୍ତବତା ଯାଞ୍ଚ ନ କରି ଆମେ କିଛି ପୋଷ୍ଟ, ଟୁଇଟ, ବାର୍ତ୍ତା, ଫଟୋ ଏବଂ ଭିଡିଓ ପୋଷ୍ଟ କରୁଛୁ, ଯାହା…
ପୁନର୍ଜନ୍ମ ବିଶ୍ୱାସ
ମଣିଷର ଭାବନା ଏବଂ ଜ୍ଞାନକୁ ବୁଝାଇବା ପାଇଁ ପୁରାଣ ବହୁ ଚମତ୍କାର ଅବଧାରଣା ଉପସ୍ଥାପନ କରିଛି। ଦେଖିବାକୁ ଗଲେ ଈଶ୍ୱର ଏବଂ ସମାନତାର ଧାରଣା ପ୍ରକୃତିରେ ନାହିଁ, ବରଂ ରହିଛି ମାନବୀୟ ଚିନ୍ତାଧାରାରେ। ସେସବୁକୁ ଦୃଶ୍ୟମାନ ବୋଲି କିପରି ବୁଝାଇ ହେବ?…
ବିଦ୍ୟାର୍ଥୀଙ୍କ ଦାୟିତ୍ୱ ରାଗିଂମୁକ୍ତ ଶିକ୍ଷାନୁଷ୍ଠାନ
ପ୍ରତ୍ୟେକ ସରକାରୀ ଓ ଘରୋଇ ଶିକ୍ଷାନୁଷ୍ଠାନ ହେଉଛି ପବିତ୍ର ଶିକ୍ଷାର ମନ୍ଦିର, ଯେଉଁଠି ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଗଠନ ହୁଏ। ତେଣୁ ସେଠାରେ ମନ୍ଦିର ସମାନ ଶାନ୍ତିର ବାତାବରଣ ସୃଷ୍ଟି ହେବା କଥା। ମାତ୍ର ଏବେ ରାଗିଂ ଭଳି କୁତ୍ସିତ, ଘୃଣିତ ଓ…
କ୍ରାନ୍ତିକାରୀ ସମ୍ବତ୍ସର ୧୯୩୬ ଓ ଭଗବତୀଚରଣ
ସମୟ ସ୍ଥିର ନୁହେଁ, ଗତିଶୀଳ। କାଳର ଅସ୍ଥିରତା ଭିତରେ କେବେ କେବେ ଏପରି ଏକ ସମ୍ବତ୍ସରର ଆବିର୍ଭାବ ଘଟେ, ଯାହା କାଳକାଳକୁ ମାନବ-ଚିନ୍ତନର କୀର୍ତ୍ତିକଳସ ସ୍ଥାପନ କରିଯାଏ। ବିଂଶ ଶତାବ୍ଦୀର ଚତୁର୍ଥ ଦଶକର ମଧ୍ୟଭାଗ ଅର୍ଥାତ୍ ୧୯୩୬ରେ ଶୁଭିଥିଲା ଓଡ଼ିଶାରେ ଏପରି…
ଅଖଣ୍ଡତାକୁ ବିପଦ
ରାଜନୀତିରେ ଏବେ ପ୍ରଭାବ ବିସ୍ତାର ପାଇଁ ଏକ ନୂଆ ମାନସିକତା ସାମ୍ନାକୁ ଆସିଛି। ପ୍ରଥମେ ଜାତି, ତା’ପରେ ଧର୍ମ ଆଧାରିତ ରାଜନୀତିର ଖେଳ ଭାରତୀୟମାନେ ଦେଖିବାର ସୁଯୋଗ ପାଇଲେ। ଏବେ ଜନସଂଖ୍ୟାକୁ ନେଇ ରାଜନୀତି ଆରମ୍ଭ ହେଲାଣି। ଭାରତ ଭଳି ଏକ…
ଏଇ ଭାରତରେ
କେବଳ ଶିକ୍ଷାଦାନରେ ସୀମିତ ନ ରହି ସ୍କୁଲର କଳେବର ବଦଳାଇବାରେ ପ୍ରମୁଖ ଭୂମିକା ନେଇଛନ୍ତି ମଧ୍ୟପ୍ରଦେଶର ଜଣେ ଶିକ୍ଷକ। ରାଜଗଡ଼ର ମୋହନପୁର କଲୋନିରେ ଥିବା ଇଣ୍ଟିଗ୍ରେଟେଡ୍ ମିଡିଲ ସ୍କୁଲର ଶିକ୍ଷକ ଗୋପାଳ ବାଲଓ୍ବାଲାଙ୍କ ଉଦ୍ୟମରେ ଏହା ସମ୍ଭବ ହୋଇପାରିଛି। ଗୋପାଳ ତାଙ୍କ…
Archives


