ଚାଇନାର ସନ୍ତାନ ଚିନ୍ତା
ଏକଦା ସର୍ବାଧିକ ଜନସଂଖ୍ୟାକୁ ନେଇ ଚିନ୍ତିତ ଥିବା ଚାଇନା ଏବେ ଦେଶରେ କ୍ରମାଗତ ଜନସଂଖ୍ୟା ହ୍ରାସକୁ ନେଇ ଚିନ୍ତାରେ। ବିଶେଷକରି ଚାଇନାର ଯୁବବର୍ଗ ସେମାନଙ୍କ ଆର୍ଥିକ ସ୍ଥିତି,ବେରୋଜଗାର,ସମ୍ମାନଜନକ କର୍ମନିଯୁକ୍ତି ଓ ଭବିଷ୍ୟତ ସୁରକ୍ଷା ପ୍ରତି ଅଧିକ ଗୁରୁତ୍ୱ ଦେଉଥିବା ବେଳେ ପ୍ରେମ,…
ଜଳବାୟୁ ବିସ୍ଥାପନ ଓ ସ୍ବାସ୍ଥ୍ୟ ସଙ୍କଟ
ପ୍ରତିବର୍ଷ ବନ୍ୟା, ମରୁଡ଼ି, ବନାଗ୍ନି ଓ ବାତ୍ୟାରେ ୨୧.୫ ମିଲିୟନ ଲୋକ ବିସ୍ଥାପିତ ହେବାକୁ ବାଧ୍ୟ ହେଉଛନ୍ତି। ଏହି ସଂଖ୍ୟା ଆଗାମୀ ଦଶନ୍ଧିଗୁଡ଼ିକରେ ଅଧିକ ବୃଦ୍ଧି ପାଇବା ସମ୍ଭାବନା ରହିଛି। ଏପରିକି ୨୦୫୦ ସୁଦ୍ଧା ପାଖାପାଖି ୧.୨ ବିଲିୟନ ଲୋକ ଘର…
ଇତିହାସ ବଦଳିବ ନାହିଁ
ବିଚିତ୍ର ବିଶ୍ୱାଳ ଗାନ୍ଧୀଙ୍କୁ ଗୁଳିରେ ମାରି ହୁଏନି କି ମୂର୍ତ୍ତି ତିଆରି କରି ନାଥୁରାମକୁ ମହାନ୍ କରି ହୁଏନି। ବର୍ତ୍ତମାନକୁ ହୁଏତ ରଙ୍ଗ ମାଖି ଲୁଚାଇ ଦିଆଯାଇପାରେ, କିନ୍ତୁ ନିଷ୍ଠୁର ଇତିହାସ ସମସ୍ତଙ୍କ ମୁଖା ଖୋଲିଦିଏ। ଇତିହାସ ଗାନ୍ଧୀ ଓ ନାଥୁରାମଙ୍କୁ…
ବାଗ୍ଦାଦ ଓ ବୌଦ୍ଧଧର୍ମ
ଆମେ ଇସ୍ଲାମ ଖଲିଫା ବିଷୟରେ ଶୁଣିଛୁ। ଅଷ୍ଟମ ଶତାବ୍ଦୀରେ ବାଗ୍ଦାଦରେ ଆବ୍ବାସିଦ ସାମ୍ରାଜ୍ୟ ଦ୍ୱାରା ଏହା ପ୍ରତିଷ୍ଠା ହୋଇଥିଲା। ତ୍ରୟୋଦ୍ଦଶ ଶତାବ୍ଦୀରେ ଏହି ସାମ୍ରାଜ୍ୟ ପତନର କାରଣ ହୋଇଥିଲେ ମଙ୍ଗୋଲୀୟମାନେ। କିନ୍ତୁ ଇସ୍ଲାମ ସାମ୍ରାଜ୍ୟର କେନ୍ଦ୍ର ବାଗ୍ଦାଦରେ ଉଭୟ ଉତ୍ଥାନ କିମ୍ବା…
ରାଶିଫଳ: ଗୁରୁବାର, ଜାନୁଆରୀ ୩୦ ତାରିଖ – Daily Horoscope
ମେଷ ଆଜିର ଗ୍ରହଯୋଗ ଯାତ୍ରା, ବାଣିଜ୍ୟ, ପାରିବାରିକ ସମୃଦ୍ଧିକୁ ଋଦ୍ଧିମନ୍ତ କରିବ। ଅର୍ଥ, ସମ୍ମାନ, ସମ୍ବର୍ଦ୍ଧନା ପାଇବାର ଯୋଗ ରହିଛି। ପାରିବାରିକ ସମସ୍ୟାରେ ମନ ଭାରାକ୍ରାନ୍ତ ରହିପାରେ। ବନ୍ଧୁ ମିଳନ, ନୂତନ ବସ୍ତ୍ରାଭରଣ, ସୌଜନ୍ୟମୂଳକ ସାକ୍ଷାତାଲୋଚନା ମାନସିକ ସ୍ଥିତିକୁ ଦୃଢ଼ୀଭୂତ କରିବ।…
ପ୍ରାପ୍ତିରେ ତୃପ୍ତି
ମଣିଷର ମନ ମସ୍ତିଷ୍କ ଅହରହ କିଛି ନା କିଛି ପ୍ରାପ୍ତି ନିମନ୍ତେ ଥାଏ ତତ୍ପର। ଗୋଟିଏ ପୂରଣ ହେଲେ ସଙ୍ଗେ ସଙ୍ଗେ ମନ ଆଢ଼ୁଆଳରେ ନୂଆ ଗୋଟିଏ ଉଙ୍କିମାରେ। ସବୁକିଛି ଚାହୁଁଥିବା ମୁତାବକ ପୂରଣ ହେଲେ ମୁଖମଣ୍ଡଳରେ ହସର ଫୁଆରା ଖେଳେ।…
ଡିଜିଟାଲ ଠକେଇ ଓ ଗିରଫଦାରି
ବର୍ତ୍ତମାନ ଡିଜିଟାଲ ଠକେଇ ସହିତ ଡିଜିଟାଲ ଗିରଫଦାରି ଏକ ଭୟ ରୂପେ ଉଭା ହୋଇଛି। ଡିଜିଟାଲ ଠକେଇର ଲକ୍ଷ୍ୟ ହେଉଛି ଭୟ ଓ ଜରୁରିକାଳୀନ ପରିସ୍ଥିତି ସୃଷ୍ଟି କରିବା। ଆଇନଗତ ପରିଣାମ, ଆର୍ଥିକ କିମ୍ବା ବ୍ୟକ୍ତିଗତ କ୍ଷତି ଭଳି ପରିଣାମକୁ ଭୟ…
ସାପ କାମୁଡ଼ିଲେ ମଲ
ଭାରତର ସୁପ୍ରିମ କୋର୍ଟ ବା ସର୍ବୋଚ୍ଚ ଅଦାଲତ ଦେଶରେ ବୃଦ୍ଧି ପାଉଥିବା ସାପକାମୁଡ଼ା ମୃତ୍ୟୁକୁ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି। ଏହି କ୍ରମରେ ସୁପ୍ରିମ କୋର୍ଟ ସାପକାମୁଡ଼ା ମୃତ୍ୟୁ ହ୍ରାସ କରିବା ପାଇଁ ଦେଶର ସବୁଆଡ଼େ ସରକାରୀ ହସ୍ପିଟାଲରେ ଉନ୍ନତ ଚିକିତ୍ସା…
ଦଣ୍ଡମୁକ୍ତ ଅଞ୍ଚଳରେ ଶିକ୍ଷା
ଓଡ଼ିଶାରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା କହିଲେ ସରକାରୀ ଓ ଘରୋଇ ବିଦ୍ୟାଳୟ। ଏହି ଶିକ୍ଷା ବ୍ୟବସ୍ଥାରେ ସରକାରଙ୍କ ଦ୍ୱାରା ପରିଚାଳିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଓ ଅଙ୍ଗନଓ୍ବାଡ଼ି। ଏହି ବିଦ୍ୟାଳୟ ଓ ଅଙ୍ଗନଓ୍ବାଡ଼ିରେ ପିଲାର ମୂଳଦୁଆ ପଡ଼ିଥାଏ, ଯାହା ପିଲାଙ୍କ ଭବିଷ୍ୟତ…
ଆମ ଲୋକଭାଷା, ଆମ ସାହିତ୍ୟ
‘ଧୋ’ରେ ବାଇଆ ଧୋ’, ଯେଉଁ କିଆରିରେ ଗହଳ ମାଣ୍ଡିଆ ସେହି କିଆରିରେ ଶୋ“। ଆଜିର ଲୁହା, କଂକ୍ରିଟର ସହରରେ ଗହଳ ମାଣ୍ଡିଆ କିଆରି ନାହିଁ ସତ ହେଲେ ବହୁତଳ ପ୍ରାସାଦର କେଉଁ ଏକ ଫ୍ଲାଟ ଘରୁ ଏ ଶବ୍ଦ ଉଡ଼ି ଆସି…
ବିଦେଶୀ ସହାୟତା
ଜାନୁଆରୀ ୨୦ରେ ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପ୍ ଶପଥ ନେବା ପରେ ବିଶ୍ୱ ରାଜନୈତିକ ଓ ରଣନୀତିକ ଦୃଶ୍ୟପଟରେ ବ୍ୟାପକ ପରିବର୍ତ୍ତନ ହେବ ବୋଲି ପର୍ଯ୍ୟବେକ୍ଷକମାନେ ଯାହା ଅନୁମାନ କରୁଥିଲେ ତାହା ସତ ହେବାରେ ଲାଗିଛି। ଟ୍ରମ୍ପ୍ଙ୍କ ଦ୍ୱିତୀୟ…
ଆଜାଦ୍ଙ୍କ ଯୋଜନା
୧୯୪୬ରେ କଂଗ୍ରେସ ଅଧ୍ୟକ୍ଷ ଭାବରେ ଅବୁଲ କଲାମ ଆଜାଦ୍ ସିଦ୍ଧାନ୍ତ ନେଇଥିଲେ ଯେ ଅବିଭକ୍ତ ଭାରତରେ ସମ୍ବିଧାନ ସଂଘୀୟ ହେବା ଆବଶ୍ୟକ। ଅର୍ଥାତ୍ ଜାତୀୟ ଏକତାକୁ ସମ୍ବୋଧନ କଲାବେଳେ ଯଥାସମ୍ଭବ ବିଷୟଗୁଡ଼ିକରେ ପ୍ରଦେଶକୁ ସମ୍ପୂର୍ଣ୍ଣ ସ୍ବତନ୍ତ୍ରତା ପ୍ରଦାନ କରିବା ଉଚିତ ବୋଲି…
Archives


