ସୁବର୍ଣ୍ଣପୁର

ନିଆରା ଢଙ୍ଗରେ ଭାଲେଣ୍ଟାଇନ୍ସ ଡେ’ ପାଳନ କଲେ ଯୁବଗୋଷ୍ଠୀ

ସୋନପୁର,୧୪।୨: ଫେବୃୟାରୀ ୧୪ ଭାଲେଣ୍ଟାଇନ୍ସ ଡେ। ଏହି ଦିବସକୁ ଯୁବଗୋଷ୍ଠୀ ମନଭରି ଉପଭୋଗ କରିଥିଲେ। ଚକୋଲେଟ୍‌ ଦୋକାନ, ଫୁଲ ଦୋକାନ ଓ ଗିଫ୍ଟ କର୍ଣ୍ଣରରେ ପ୍ରେମୀ ଯୁଗଳଙ୍କ ବେଶ ଭିଡ ଜମିଥିଲା। ତେବେ ସୋନପୁର ବୁଢାରାଜା ଯୁବକ ସଂଘର କର୍ମକର୍ତ୍ତାମାନେ ମାତୃ…

ବନପାଳଙ୍କ ସମ୍ପତ୍ତି ୧. ୪୧ କୋଟି

ସୋନପୁର,୩।୨: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁବର୍ଣ୍ଣପୁର ଜିଲା ବିନିକା ବନପାଳ ଜଗବନ୍ଧୁ ବାରିକଙ୍କ ବାସଭବନ ଓ ଅଫିସରେ ଭିଜିଲାନ୍ସ ପକ୍ଷରୁ ବୁଧବାର ଚଢାଉ କରାଯାଇଛି। ଭିଜିଲାନ୍ସ ଟିମ୍‌ ଜଗବନ୍ଧୁଙ୍କ ସୋନପୁର ସହର ଶାନ୍ତିନଗରସ୍ଥିତ ଦ୍ୱିତଳ କୋଠା, ଜିଲାପାଳଙ୍କ କାର୍ଯ୍ୟାଳୟ…

ପୁସ୍ତକ ଅସୁମାରି ସ୍ବପ୍ନ ସମାଜ ପାଇଁ ଆଲୋକ ବର୍ତ୍ତିକା

ସୋନପୁର,୨୬ା୧(ନି.ପ୍ର.) – ପୁସ୍ତକ ଅସୁମାରି ସ୍ବପ୍ନ ଏକ ପ୍ରବନ୍ଧ ସଙ୍କଳନ। ଏହା ସମାଜରେ ସୁଧାର ଆଣିବ। ସମସାମୟିକ ସାମାଜିକ ସମସ୍ୟା ସମ୍ପର୍କରେ ଏଥିରେ ସୁନ୍ଦର ଭାବେ ଉପସ୍ଥାପନ କରାଯାଇଛି। ଶିଶୁ ଅଧିକାର, ସୁରକ୍ଷା, ବାଲ୍ୟ ବିବାହ ଓ ପ୍ରାଥମିକ ଶିକ୍ଷା ସମ୍ପର୍କିତ…

ଦକ୍ଷତା ବୃଦ୍ଧି ତାଲିମ କେନ୍ଦ୍ର କ୍ୟାମ୍ପସ୍‌ରେ ଯୁବତୀଙ୍କୁ ଗଣବଳାତ୍କାର: ପୋଲିସ ହାତରେ ଲାଗିଲା ସିସିଟିଭି ଫୁଟେଜ୍‌

ସୋନପୁର,୧୮।୧: ସୁବର୍ଣ୍ଣପୁର ଦକ୍ଷତା ବୃଦ୍ଧି ତାଲିମ କେନ୍ଦ୍ର କ୍ୟାମ୍ପସ୍‌ରେ ଜଣେ ଯୁବତୀଙ୍କୁ ସୋମବାର ଗଣବଳାତ୍କାର କରାଯାଇଛି। ପୂର୍ବାହ୍ନରେ ଏହି ଘଟଣା ଘଟିଛି। ସ୍ପଷ୍ଟ ଦିବାଲୋକରେ ୨ଜଣ ଏହି କାଣ୍ଡ ଭିଆଇବା ଚର୍ଚ୍ଚାର ବିଷୟ ହୋଇଛି। ତେବେ ଦକ୍ଷତା ବୃଦ୍ଧି ତାଲିମ କେନ୍ଦ୍ରର…

ଖୋଲିଲା ଧାର୍ମିକସ୍ଥଳ: ନୀତିକାନ୍ତୀ ସମ୍ପନ୍ନ ପରେ ଦର୍ଶନ କଲେ ଭକ୍ତ

ସୋନପୁର,୮।୧: ୯ ମାସର ବ୍ୟବଧାନ ପରେ ସୁବର୍ଣ୍ଣପୁର ଜିଲାର ଧାର୍ମିକସ୍ଥଳଗୁଡିକ ଜନସାଧାରଣଙ୍କ ଦର୍ଶନ ଓ ଉପାସନା ପାଇଁ ଶୁକ୍ରବାର ଖୋଲିଛି। ଜିଲାର ଇଷ୍ଟଦେବୀ ସୁରେଶ୍ୱରୀଙ୍କ ସମେତ ଇଷ୍ଟ ଦେବତା ସୁବର୍ଣ୍ଣମେରୁ, ରାମେଶ୍ୱର, ଗୋକର୍ଣ୍ଣେଶ୍ୱେର, ପଞ୍ଚରଥ, ପଶ୍ଚିମ ସୋମନାଥ, ବୈଦ୍ୟନାଥର କୋଶଲେଶ୍ୱର, ଚରଦା,…

ଭାଙ୍ଗିଲା ଗତବର୍ଷର ରେକର୍ଡ

ସୋନପୁର,୭।୧(ନି.ପ୍ର.):ନଦୀ, ନାଳ ଓ ବନ୍ଧ ପରିବେଷ୍ଟିତ ସୁବର୍ଣ୍ଣପୁର ଜିଲାରେ ଶୀତକାଳୀନ ପକ୍ଷୀ ଗଣନା ଶେଷ ହୋଇଛି। ଗତବର୍ଷ ତୁଳନାରେ ଚଳିତବର୍ଷ ରେକର୍ଡ ସଂଖ୍ୟକ ପକ୍ଷୀ ଜିଲାକୁ ଆସିଥିବା ଜଣାପଡିଛି। ଏଥର ୯୧ ପ୍ରଜାତିର ମୋଟ ୩୫ ହଜାର ୪୬୦ରୁ ଅଧିକ ପକ୍ଷୀ…

 ଓଲଟିଲା ମାଟି ବୋଝେଇ ହାଇଓ୍ବା: ତଳେ ଚାପି ହୋଇ ଯୁବକଙ୍କ ଜୀବନ ଗଲା

ଡୁଙ୍ଗୁରିପାଲି,୨ା୧(ଡି.ଏନ୍‌.ଏ.): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ଅଧୀନ ଡୁଙ୍ଗୁରିପାଲି ଶିଶୁମନ୍ଦିର ଛକ ନିକଟରେ ଶନିବାର ପୂର୍ବାହ୍ନରେ ଏକ ଅଘଟଣ ଘଟିଛି। ଘର ତିଆରି ବେଳେ ମାଟି ତଳେ ଚାପି ହୋଇ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମାଟି ଆଣୁଥିବା ଏକ…

ମନ୍ଥର ଗତିରେ ଧାନକିଣା : ଅପେକ୍ଷାରେ ବସିଛନ୍ତି ୨୭ହଜାର ଚାଷୀ

ସୋନପୁର,୩୧।୧୨(ନି.ପ୍ର.): ସୁବର୍ଣ୍ଣପୁର ଜିଲାରେ ଧାନ କିଣା ଆରମ୍ଭ ହେବା ଇତିମଧ୍ୟରେ ୪୦ଦିନ ବିତିଲାଣି । ସରକାର ଜିଲାର ଚାଷୀଙ୍କଠାରୁ ୩ ଲକ୍ଷ ୪୦ହଜାର କୁଇଣ୍ଟାଲ ଧାନ ସଂଗ୍ରହ କରିବାକୁ ଏ ପର୍ଯ୍ୟନ୍ତ ଟାର୍ଗେଟ୍‌ ଦେଇଛନ୍ତି। ମାତ୍ର ଗୁରୁବାର ସନ୍ଧ୍ୟା ସୁଦ୍ଧା ୧୯…

ସ୍ନାୟୁ ରୋଗରେ ଆକ୍ରାନ୍ତ ଶିଶୁ: ଚିକିତ୍ସାରେ ଅର୍ଥ ବାଧକ

ଜହ୍ନାପଙ୍କ,୩୦।୧୨(ଡି.ଏନ୍‌.ଏ.): ବୌଦ୍ଧ ବ୍ଲକ ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ଜଗତି ଗାଁର ଦେଢବର୍ଷର ଶିଶୁ ନିହାରିକା ବେହେରା ସ୍ନାୟୁ ରୋଗରେ ଆକ୍ରାନ୍ତ। ବର୍ତ୍ତମାନ ତାଙ୍କର ଅଧିକ ଚିକିତ୍ସାର ଆବଶ୍ୟକ ରହିଛି। ହେଲେ ଅର୍ଥାଭାବରୁ ତାହା ସମ୍ଭବ ହେଉ ନ ଥିବା ପରିବାର ଲୋକେ କହିଛନ୍ତି।…

ପିଇଓଙ୍କ ଘରେ ଭିଜିଲାନ୍ସ ବିଭାଗର ଚଢ଼ାଉ

ସୋନପୁର, ୨୪।୧୨(ନି.ପ୍ର.)-ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ଚେରୁପାଲି ପଞ୍ଚାୟତ ନିର୍ବାହୀ ଅଧିକାରୀ(ପିଇଓ) ଦୁର୍ଯ୍ୟୋଧନ ମେହେରଙ୍କ ସୋନପୁର ସହର ମାନିକେଶ୍ୱର ସ୍ଥିତି ବାସଭବନରେ ଚଢ଼ାଉ ଚାଲିଛି । ସେହିପରି ଚେରୁପାଲି ସ୍ଥିତ ପଞ୍ଚାୟତ ଅଫିସରେ କାଗଜପତ୍ରର…

ରାମପୁର ପ୍ୟାକ୍ସରେ ଧାନ ବିକ୍ରୟରେ ଟୋକନ ଅବ୍ୟବସ୍ଥା: ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ

ଡୁଙ୍ଗୁରିପାଲି,୧୯।୧୨(ଡି.ଏନ.ଏ.)- ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ଏସ.ରାମପୁର ସେବା ସମବାୟ ସମିତି କାର୍ଯ୍ୟାଳୟରେ ଧାନ ବିକ୍ରୟ ସମୟରେ ଟୋକନ ଅବ୍ୟବସ୍ଥା ନେଇ ଶୁକ୍ରବାର ରାମପୁର ତହସିଲଦାରଙ୍କ ଜରିଆରେ ଜିଲାପାଳଙ୍କୁ ରାମପୁର ପ୍ୟାକ୍ସର ଚାଷୀମାନେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ୭…

ଖଇରମାଳ ଫୁଟବଲ୍‌: ତୁରୁମ ସେମିରେ

ବିନିକା,୧୭ା୧୨(ଡି.ଏନ୍‌.ଏ.)-ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ସିଂଘିଯୁବା ଗ୍ରାପ ଖଇରମାଳ ଗ୍ରାମ ହରିଶଙ୍କର ଯୁବକ ସଂଘ ଆନୁକୂଲ୍ୟରେ ଚାଲିଥିବା ପଞ୍ଚାୟତସ୍ତରୀୟ ଫୁଟବଲ୍‌ କପ୍‌ର ଦ୍ୱିତୀୟ ଦିବସ ମ୍ୟାଚ୍‌ ବୁଧବାର ଅନୁଷ୍ଠିତ ହୋଇଯାଇଛି ା ବୁଧବାର ଦ୍ୱିତୀୟ ଦିବସ ମ୍ୟାଚ୍‌ରେ ସିଲାଟି ଓ ସାରସମାଳ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri