ସୁବର୍ଣ୍ଣପୁର

ଲଗାଣ ବର୍ଷାରେ ସୁବର୍ଣ୍ଣପୁର ବେହାଲ୍‌

ସୋନପୁର,୩।୮(ମୃତ୍ୟୁଞ୍ଜୟ ଶତପଥୀ): ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ସୁବର୍ଣ୍ଣପୁର ସହର ସମେତ ସମଗ୍ର ଜିଲାରେ ପରିସ୍ଥିତି ବେହାଲ୍‌ ହୋଇପଡିଛି। ଲୋକେ ଘରୁ ବାହାରକୁ ଯାଇ ପାରୁନାହାନ୍ତି। ତଳିଆ ଅଞ୍ଚଳରେ ପାଣି ଜମି ରହିଛି। ସହରର ବିଭିନ୍ନ ଓ୍ବାର୍ଡରେ ଲୋକଙ୍କ ଘରେ ପାଣି…

ସରକାରୀ ନିର୍ଦ୍ଦେଶନାମାକୁ ଫୁ

ସୋନପୁର,୩୧।୭(ମୃତ୍ୟୁଞ୍ଜୟ ଶତପଥୀ): ସ୍କୁଲ ପିଲାଙ୍କ ଉପରେ ବହି, ଖାତା ବୋଝ ଲଦି ଦିଆଯାଉଛି। କୋମଳମତି ଛାତ୍ରୀଛାତ୍ର ମାନେ ବାଧ୍ୟ ହୋଇ ଅଧିକ ଓଜନର ସ୍କୁଲ ବ୍ୟାଗ୍‌ କାନ୍ଧରେ ବୋହୁଛନ୍ତି। ଉଚ୍ଚ ନ୍ୟାୟାଳୟ ଓ କେନ୍ଦ୍ର ଶିକ୍ଷା ବିଭାଗ ସ୍କୁଲ ଛାତ୍ରୀଛାତ୍ରଙ୍କ ବ୍ୟାଗ୍‌…

ବାପପୁଅଙ୍କୁ ଆକ୍ରମଣ, ଜଣେ କୋର୍ଟ ଚାଲାଣ

ଡୁଙ୍ଗୁରିପାଲି,୨୯ା୭(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ଅଇଁଲା ସାରୀ ଗଣ୍ଡାପଡ଼ାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ତିଆରି କରିବା ନେଇ ଗାତ ଖୋଳୁ ଥିବା ବେଳେ ବାପ,ପୁଅଙ୍କୁ ଆକ୍ରମଣ ହୋଇଛି। ସୂଚନାନୁସାରେ, ଅଇଁଲାସାରୀ ଗଣ୍ଡାପଡ଼ାରେ ଆବାସ ଯୋଜନା ଘର ତିଆରି…

ଘୁଙ୍ଗିନାଳ ପୋଲ ଉପରେ ୪ ଫୁଟର ବନ୍ୟାଜଳ

ଅମରପାଲି,୨୯ା୭(ପୀତାମ୍ବର ସାହୁ): ଲଗାଣବର୍ଷା ଯୋଗୁ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଭୁତିଆପାଲି ଓ ଲୁତୁରପଙ୍କ ମଝିରେ ଥିବା ଘୁଙ୍ଗିନାଳ ପୋଲ ଉପରେ ଚଳିତବର୍ଷର ପ୍ରଥମ ବନ୍ୟାଜଳ ପ୍ରବାହିତ ହୋଇଛି। ଉକ୍ତ ପୋଲ ଉପରେ ପ୍ରାୟ ୪ଫୁଟ ଉଚ୍ଚର ବନ୍ୟାଜଳ ପ୍ରବାହିତ…

ଅଡୁଆ କଲା ୧୪ ବର୍ଷ ପୁରୁଣା ଅଡିଟ୍‌ ରିପୋର୍ଟ

ସୋନପୁର, ୨୯ା୭(ମୃତ୍ୟୁଞ୍ଜୟ ଶତପଥୀ): ଓଡ଼ିଶା ଭୂ-ସଂସ୍କାର ଆଇନରେ ମକଦ୍ଦମା ଫଇସଲା କରିବାରେ କର୍ତ୍ତବ୍ୟରେ ଅବହେଳା କାରଣରୁ ରାଜ୍ୟ ସରକାର ସହିଥିଲେ ୨ କୋଟି ୪୨ ଲକ୍ଷ ୬୬ ହଜାର ୧୧୭ ଟଙ୍କାର ରାଜସ୍ବ କ୍ଷତି। ୨୦୦୪ରେ ହୋଇଥିବା ଏହି ଆର୍ଥିକ ଅନିୟମିତା…

ଅବ୍ୟବସ୍ଥାରେ ଚାଲିଛି ପ୍ରାଥମିକ ବିଦ୍ୟାଳୟ

ଅମରପାଲି,୨୭ା୭(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଉପାନ୍ତ ଦୁର୍ଜନତୈଲା ସରକାରୀ ପ୍ରାଥମିକ ବିଦ୍ୟାଳୟ ନା ନା ଅବ୍ୟବସ୍ଥାରେ ଚାଲିଛି। ଆଦିବାସୀବହୁଳ ଗ୍ରାମରେ ପ୍ରାଥମିକ ଶିକ୍ଷା ଯୋଗାଇ ଦେବା ଉଦ୍ଦେଶ୍ୟରେ ୨୦୦୩ ମସିହାରେ ଉକ୍ତ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ କରାଯାଇଥିଲା।…

ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମାଟିତଳୁ ଜବତ ହେଲା ଶିଶୁ ମୃତଦେହ

ଡୁଙ୍ଗୁରିପାଲି,୨୩।୭(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ଅଞ୍ଚଳରେ ଓଭରଡୋଜ୍‌ ଭାକ୍ସିନ୍‌ ଦେବାରୁ ଏକ ଦୁଇମାସର ଶିଶୁପୁତ୍ରର ଅକାଳ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଏନେଇ ଶିଶୁପୁତ୍ରର ପିତା ଧାନବସା ଗ୍ରାମର ନରେନ୍ଦ୍ର ସାଣ୍ଢ ଗୁରୁବାର ଥାନାରେ ଅଭିଯୋଗ…

ପ୍ରେମୀଯୁଗଳଙ୍କ ବିବାହ କଲା ପୋଲିସ

ଅମରପାଲି,୨୧ା୭(ପୀତାମ୍ବର ସାହୁ): ନା ଥିଲା ବ୍ରାହ୍ମଣର ମନ୍ତ୍ରପାଠ ନା ବାଜୁଥିଲା ସାହାନାଇ। ଅତି ନିରାଡମ୍ବର ଭାବରେ ସୁବର୍ଣ୍ଣପୁର ଜିଲାର ସୁବଳୟା ଥାନା ପରିସରରେ ପ୍ରେମୀଯୁଗଳ ପରସ୍ପରକୁ ଫୁଲମାଳ ଦେଇ ବିବାହ କରିଛନ୍ତି । ଥାନା ଅଧିକାରୀ, ପୋଲିସ ଓ ବରକନ୍ୟାଙ୍କ ପରିବାର…

ନାବାଳିକା ବଳାତ୍କାରୀଙ୍କୁ ୫ବର୍ଷ ଜେଲ

ସୋନପୁର,୨୦।୭(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଅତିରିକ୍ତ ଜିଲାଜଜ୍‌ ତଥା ସ୍ବତନ୍ତ୍ର ଜଜ୍‌ ପୂର୍ଣ୍ଣିମା ଜେନା ଏକ ନାବାଳିକା ବଳାତ୍କାର ମାମଲାର ବିଚାର କରି ବଳାତ୍କାରୀଙ୍କୁ ୫ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା ରାୟ ଶୁଣାଇଛନ୍ତି । ଜରିମାନା…

୫ ଦିନ ପରେ ହରିଜନପଡ଼ାକୁ ହେଲା ଜଳଯୋଗାଣ

ଡୁଙ୍ଗୁରିପାଲି,୨୦ା୭(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ଦିଗଶିରା ହରିଜନପଡ଼ାବାସୀ ପାଇପ ପାଣି ପାଇଁ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ପାଇପ ଫାଟି ଯାଇଥିବାରୁ ଏହି ସମସ୍ୟା ଉପୁଜି ଥିଲା। ଦୀର୍ଘଦିନ ଧରି ମରାମତି ନ ହେବାରୁ ଗ୍ରୀଷ୍ମରେ ପରିସ୍ଥିତି ସଙ୍ଗୀନ ରୂପ…

ଲଗାଣ ବର୍ଷା, ବାଇପାସ୍‌ ରାସ୍ତା ଧୋଇଗଲା ଡୁଙ୍ଗୁରିପାଲି-ରାମପୁର ମଧ୍ୟରେ ଯୋଗାଯୋଗ ବିଛିନ୍ନ

ଡୁଙ୍ଗୁରିପାଲି ୧୭ା୭(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲିରେ ରବିବାରଠାରୁ ବର୍ଷା ଲାଗି ରହିବାରୁ ଧନଜୀବନ ପ୍ରଦ୍ଭାବିତ ହୋଇଛି। ଡୁଙ୍ଗୁରିପାଲି, ରାମପୁର ପୂର୍ତ୍ତ ବିଭାଗ ରାସ୍ତାରେ ଥିବା ବିଭିନ୍ନ ପୋଲ, ନାଳ ଦେଇ ବର୍ଷାଜଳ ଆସିବାରୁ ସୋମବାର ଡୁଙ୍ଗୁରିପାଲି-ରାମପୁର ମଧ୍ୟରେ ଯୋଗାଯୋଗ ବିଛିନ୍ନ…

ନିଅଣ୍ଟିଆ ବର୍ଷା, ଖରିଫ ଚାଷ ବିଳମ୍ବ

ସୋନପୁର,୧୪।୭(ମୃତ୍ୟୁଞ୍ଜୟ ଶତପଥୀ): ଚଳିତବର୍ଷ ବିଳମ୍ବରେ ମୌସୁମୀ ଆସିଥିବା ବେଳେ ସୁବର୍ଣ୍ଣପୁର ଜିଲାରେ ନିଅଣ୍ଟିଆ ବର୍ଷା ଜାରି ରହିଛି। ବର୍ଷା ନ ଥିବାରୁ ଜିଲାରେ ଖରିଫ ଚାଷ ବିଳମ୍ବିତ ହୋଇଛି। ବିନିକା ଓ ଡୁଙ୍ଗୁରିପାଲି ବ୍ଲକରେ ତଳି ରୁଆ କାର୍ଯ୍ୟ ହୋଇପାରୁନି। ଯେଉଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?