ସୁବର୍ଣ୍ଣପୁର

ଅନ୍ୟ ଯୁବକଙ୍କ ସହ ଲୁଚିଲୁଚି ଫୋନ୍‌ରେ କଥା ହେଉଥିଲେ ପ୍ରେମିକା , ପ୍ରେମିକ ତଣ୍ଟି ଚିପି ଜାଳିଦେଲେ

ସୁବର୍ଣ୍ଣପୁର,୨୬।୨: ଅନ୍ୟ ଜଣେ ଯୁବକଙ୍କ ସାଙ୍ଗରେ ମୋବାଇଲରେ କଥା ହେଉଥିବାରୁ ପ୍ରେମିକାଙ୍କୁ ମାରିଦେଲେ ପ୍ରେମିକ। ଏଭଳି ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଥାନା କେନଝିରିଆପାଲି ପଞ୍ଚାୟତ ବଲିପାଲିରେ। ସୋମବାର ଅର୍ଦ୍ଧ ଦଗ୍ଧ ମୃତଦେହ ବୀରମହାରାଜପୁରର ପୋଲିସ ଉଦ୍ଧାର କରିଛି ।…

ବୀରମହାରାଜପୁରକୁ ଏନ୍‌ଏସି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୨୫।୨: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ସୁବର୍ଣ୍ଣପୁର ଜିଲାର ବୀରମହାରାଜପୁରକୁ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି) ଭାବେ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଶନିବାର ୫ଟି ନୂଆ ନୂତନ ମ୍ୟୁନିସିପାଲିଟି ସହିତ ୩୪ଟି ନୂଆ ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠନ ବିଷୟରେ ଘୋଷଣା…

ଛେନାପୋଡ଼ ଦେଇଛି ସ୍ବତନ୍ତ୍ର ପରିଚୟ

ସୋନପୁର,୨୪।୨(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲା ବିନିକାର ଜଣେ ଉଚ୍ଚ ଶିକ୍ଷିତ ଯୁବକ ସୌମ୍ୟରଞ୍ଜନ ପୂଜାରୀ ଚାକିରି ପଛରେ ନ ଗୋଡାଇ ଜଣେ ସଫଳ ଉଦ୍ୟୋଗୀ ହୋଇ ପାରିଛନ୍ତି। କିଛି ନୂଆ କରିବାର ପ୍ରଚେଷ୍ଟା ଓ କଠିନ ପରିଶ୍ରମ ତାଙ୍କୁ ସଫଳତା ଆଣି…

ସୋନପୁରରୁ ବଲାଙ୍ଗୀର-ଭୁବନେଶ୍ୱର ଚାଲିବ ଟ୍ରେନ୍‌, ପ୍ରଧାନମନ୍ତ୍ରୀଙ୍କ ଅନୁମୋଦନ

ସୋନପୁର,୨୧।୨(ମୃତ୍ୟୁଞ୍ଜୟ ଶତପଥୀ): ରେଳ ବିଭାଗ ପକ୍ଷରୁ ସୁବର୍ଣ୍ଣପୁର ଜିଲାବାସୀଙ୍କ ପାଇଁ ପୁଣି ଏକ ଖୁସି ଖବର ଆସିଛି। ଖୁବ୍‌ଶୀଘ୍ର ସୋନପୁରରୁ ବଲାଙ୍ଗୀର ପାସେଞ୍ଜର ଟ୍ରେନ୍‌ ଓ ସୋନପୁରରୁ ଭୁବନେଶ୍ୱର ପର୍ଯ୍ୟନ୍ତ ଏକ ଏକ୍ସପ୍ରେସ୍‌ ଟ୍ରେନ୍‌ ଚାଲିବ। ରେଳ ମନ୍ତ୍ରଣାଳୟର ଏ ସମ୍ପର୍କିତ…

ଅସହାୟ ୨ ଭାଇଙ୍କୁ ଦଇବ ସାହା

ସୋନପୁର,୧୬।୨(ମୃତ୍ୟୁଞ୍ଜୟ ଶତପଥୀ): ଅସହାୟ, ଅନାଥ ଶିଶୁଙ୍କ ସହାୟତା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ଯୋଜନା ପ୍ରଣୟନ କରିଛନ୍ତି। କିନ୍ତୁ ଅସହାୟ ଦୁଇ ଭାଇ ହେମନ୍ତ ଖେତି(୧୩) ଓ ସୁମନ୍ତ ଖେତି(୧୧)ଙ୍କ ପାଇଁ ଏହି ସବୁ ଯୋଜନା ଅପହଞ୍ଚ ହୋଇଛି।…

ଚାଲିଗଲା ପ୍ରସୂତି ମା’ ଶିଶୁଙ୍କ ଜୀବନ

ସୋନପୁର,୧୦।୨(ମୃତ୍ୟୁଞ୍ଜୟ ଶତପଥୀ): ସରକାର ମା’ ଓ ଶିଶୁଙ୍କ ସୁରକ୍ଷା ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରିବା ସହ ବହୁ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ହସ୍ପିଟାଲରେ ଉଚିତ ଚିକିତ୍ସା ନ ପାଇ ଅନେକଙ୍କ ଜୀବନ ଯାଉଛି। ଏଭଳି ସ୍ଥିତିରେ ବୁର୍ଲା…

ସୁବର୍ଣ୍ଣପୁରରୁ ଗଡ଼ିଲା ସୋନପୁର-ପୁରୀ ଏକ୍ସପ୍ରେସ୍‌

ସୋନପୁର,୧୦।୨(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲାବାସୀଙ୍କ ଦୀର୍ଘବର୍ଷର ସ୍ବପ୍ନ ପୂରଣ ହୋଇଛି । ପ୍ରଥମକରି ସୁବର୍ଣ୍ଣପୁରକୁ ରେଳ ଗଡ଼ିଛି। ସୋନପୁର ଷ୍ଟେଶନରୁ ସୋନପୁର-ପୁରୀ ସାପ୍ତାହିକ ଏକ୍ସପ୍ରେସ୍‌ ଶୁକ୍ରବାର ସନ୍ଧ୍ୟାରୁ ନିୟମିତ ଚାଲିଲା। ଜିଲାବାସୀ ଷ୍ଟେଶନରେ ଉପସ୍ଥିତ ରହି ଟ୍ରେନ୍‌ ଓ ଯାତ୍ରୀମାନଙ୍କୁ ଭବ୍ୟ…

ଆଜି ସୁବର୍ଣ୍ଣପୁରରୁ ପୁରୀକୁ ଗଡ଼ିବ ଟ୍ରେନ୍‌

ସୋନପୁର,୩।୨(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲାବାସୀଙ୍କ ପାଇଁ ୩ ତାରିଖ ଶନିବାର ଏକ ସ୍ମରଣୀୟ ଦିବସ ହେବାକୁ ଯାଉଛି। ଏହି ଦିନ ଦ୍ୱିତୀୟ ବାରାଣସୀ କୁହାଯାଉଥିବା ସୁବର୍ଣ୍ଣପୁର ରେଳ ମାନଚିତ୍ରରେ ସ୍ଥାନ ପାଇବ। ଜିଲା ସଦର ମହକୁମାରୁ ଶ୍ରୀକ୍ଷେତ୍ର ପୁରୀକୁ ଟ୍ରେନ୍‌ ଗଡିବ।…

ବିଦ୍ୟୁତ୍‌ ଖୁଣ୍ଟରେ ପିଟି ହୋଇ ଚାଲିଗଲା ୨ ବାଇକ୍‌ ଆରୋହୀଙ୍କ ଜୀବନ

ଅମରପାଲି,୨୯ା୧(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପକଣ୍ଠ ଉଫୁଲା ନିକଟ ରାସ୍ତାପାର୍ଶ୍ୱରେ ଥିବା ଏକ ବିଦ୍ୟୁତ୍‌ ଖୁଣ୍ଟରେ ଏକ ବାଇକ ପିଟି ହୋଇ ୨ ଆରୋହୀଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ସୁବଳୟା ଥାନା କମିରା ଗ୍ରାମର ସମ୍ବିତ ପଧାନ(୨୧) ଓ…

ରାଜ୍ୟପାଳଙ୍କ ସୁବର୍ଣ୍ଣପୁର ଗସ୍ତ: ଛାତ୍ରୀଛାତ୍ର ଅଧାରୁ ପାଠ ଛାଡିବା ଚିନ୍ତାଜନକ

ସୋନପୁର,୨୯।୧(ମୃତ୍ୟୁଞ୍ଜୟ ଶତପଥୀ): ରାଜ୍ୟପାଳ ରଘୁବର ଦାସ ସୋମବାର ଦିନିକିଆ ସୁବର୍ଣ୍ଣପୁର ଜିଲା ଗସ୍ତ କରିଥିଲେ। ବଲାଙ୍ଗୀର ଜିଲା ଗସ୍ତ ସାରି ପୂର୍ବାହ୍ନ ପ୍ରାୟ ୧୦ଟାରେ ରାଜ୍ୟପାଳ ସୋନପୁର ବ୍ଲକ ହରଡଖୋଲ ପଥପାର୍ଶ୍ୱ ସୁବିଧା କେନ୍ଦ୍ରରେ ମହିଳା ସ୍ବୟଂ ସହାୟକ ଗୋଷ୍ଠି ସଦସ୍ୟଙ୍କ…

ପିକ୍‌ଅପ୍‌ ଭ୍ୟାନ୍‌-ବାଇକ୍‌ ଧକ୍କା: ବ୍ରିଜ୍‌ରୁ ୬୫ଫୁଟ ତଳକୁ ଖସି ପଡ଼ିଲେ ୨ ବାଇକ୍‌ ଆରୋହୀ

ସୋନପୁର,୨୫।୧(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ସହରର ଦକ୍ଷିଣ ଦିଗକୁ ଥିବା ତେଲନଦୀ ସେତୁ(ବ୍ରିଜ୍‌)ରେ ଗୁରୁବାର ରାତିରେ ଏକ ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ ବୌଦ୍ଧ ଜିଲା ମନମୁଣ୍ଡା ଥାନା ଦମାମୁଣ୍ଡା ଅଞ୍ଚଳର ସତ୍ୟ ରାଜହଂସ, ବରୁଣ ରାଜହଂସ ଓ ଅଶୋକ ରାଜହଂସ…

ମାଓବାଦୀ-ଯବାନ ଛକାପଞ୍ଝା : ସୀମାନ୍ତରୁ ଜୀବନ୍ତ ଆଇଇଡ଼ି ଜବତ

ରାଉରକେଲା,୨୫।୧(ସଙ୍ଗୀତା ଜେନା): ଓଡ଼ିଶା ସୀମାନ୍ତ ଅଞ୍ଚଳରେ ମାଓବାଦୀ ଓ ସୁରକ୍ଷାବଳ ମଧ୍ୟରେ ଛକାପଞ୍ଝା ଜାରି ରହିଥିବା ବେଳେ ସପ୍ତାହକ ମଧ୍ୟରେ ୧୦ରୁ ଊର୍ଦ୍ଧ୍ୱ ଜୀବନ୍ତ ଆଇଇଡ଼ି ଜବତ କରାଗଲାଣି। ଏହି କ୍ରମରେ ବୁଧବାର ଅପରାହ୍ନରେ ଟୋଣ୍ଟୋ ଥାନା ଗ୍ରାମ ତୁମ୍ବାହାକା ନିକଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?