ସୁବର୍ଣ୍ଣପୁର

ଜୀବନ ଯୁଦ୍ଧରେ ହାରିଗଲେ ବୃଦ୍ଧା

ସୋନପୁର,୧୪l୧୧(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲା ସୋନପୁର ବ୍ଲକ କଇଁଫୁଲ ଛକ ନିକଟରେ ପରିତ୍ୟକ୍ତ ଅବସ୍ଥାରେ ମୁକୁଳା ପଡିଥିବା ଏକ ବୋରୱେଲ ଗାତରେ ଦୁଃଖୀ ନେଗୀ ନାମ୍ନୀ ଜଣେ ବୃଦ୍ଧା ଖସି ପଡିଥିଲେ। ଅଗ୍ନିଶମ କର୍ମଚାରୀ ଏବଂ ଓଡ୍ରାଫ୍‌ ଟିମ୍‌ ସହଯୋଗରେ ଗାତ…

ବୋରୱେଲ ଗାତରୁ ଉଦ୍ଧାର ହେଲେ ବୃଦ୍ଧା

ସୋନପୁର,୧୪l୧୧(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲା ସୋନପୁର ବ୍ଲକ କଇଁଫୁଲ ଛକ ନିକଟରେ ମୁକୁଳା ପଡିଥିବା ଏକ ବୋରୱେଲ ଗାତରେ ଦୁଃଖୀ ନେଗୀ ନାମ୍ନୀ ଜଣେ ବୃଦ୍ଧା ଖସି ପଡିଥିଲେ। ହେଲେ ଅଗ୍ନିଶମ କର୍ମଚାରୀ ଏବଂ ଓଡ୍ରାଫ୍‌ ଟିମ୍‌ଙ୍କ ସହଯୋଗରେ ଗାତ ଖୋଳାଯାଇ…

ମୁକୁଳା ବୋରୱେଲ ଗାତରେ ଖସିପଡ଼ିଲେ ବୃଦ୍ଧା: ଉଦ୍ଧାର କାର୍ଯ୍ୟ ଆରମ୍ଭ

ସୋନପୁର,୧୪l୧୧(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲା ସୋନପୁର ବ୍ଲକ କଇଁଫୁଲ ଛକ ନିକଟରେ ଜଣେ ବୃଦ୍ଧା ମୁକୁଳା ପଡ଼ିଥିବା ବୋରୱେଲ ଗାତରେ ଖସି ପଡିଛନ୍ତି। ବୃଦ୍ଧାଙ୍କ ନାମ ଦୁଃଖୀ ନେଗୀ ବୋଲି ଜଣାପଡିଛି। ଝାଡୁ ତିଆରି ପାଇଁ ବେଣା ଘାସ ସଂଗ୍ରହ କରୁଥିବା…

ବାନ୍ଧକଳାରେ ଦୀପାବଳି ଶାଢ଼ି

ଅମରପାଲି,୧୨ା୧୧(ପୀତାମ୍ବର ସାହୁ)ସୂକ୍ଷ୍ମ ସୂତାର କାରିଗରିକୁ ନେଇ ସବୁବେଳେ ଚର୍ଚ୍ଚାରେ ଥାଏ ସୁବର୍ଣ୍ଣପୁର। କେତେବେଳେ ଚଳଚ୍ଚିତ୍ର ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାଏଙ୍କ ପାଇଁ ତ ଆଉ କେତେବେଳେ ବିଦ୍ୟା ବଲାନଙ୍କ ପାଇଁ ଶାଢ଼ି ବୁଣି ବେଶ୍‌ ନାଁ କରିଛନ୍ତି ସୁବର୍ଣ୍ଣପୁର ଜିଲାର ବାନ୍ଧଶିଳ୍ପୀ। କିଛିଦିନ…

ଆଲୋକର ପର୍ବ ଦୀପାବଳି: ରୋଜଗାର ଆଶାରେ କୁମ୍ଭକାର

ସୋନପୁର,୧୧।୧୧(ମୃତ୍ୟୁଞ୍ଜୟ ଶତପଥୀ): ଆଲୋକର ପର୍ବ ଦୀପାବଳି। ଏଥର ଦୀପାବଳିରେ ଭଲ ରୋଜଗାର ହେବ ବୋଲି ସୁବର୍ଣ୍ଣପୁର ଜିଲାର କୁମ୍ଭକାର ପରିବାର ଆଶା ବାନ୍ଧିଛନ୍ତି। ଏଥିପାଇଁ ୧ ମାସ ପୂର୍ବରୁ ସେମାନେ ରାତି ଦିନ ଏକ କରି ଭଳିକି ଭଳି ଦୀପ ତିଆରି…

ସୁନା ହାର, କାନଫୁଲ ଲୁଟ୍‌ ପାଇଁ ମହିଳାଙ୍କୁ ଟାର୍ଗେଟ୍‌

ସୋନପୁର,୯।୧୧(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ସହରରେ ଗତ କିଛି ଦିନ ହେବ ଛିନ୍‌ତାଇ ବୃଦ୍ଧି ପାଇବାରେ ଲାଗିଛି। ସୁନା ଅଳଙ୍କାର, କାନଫୁଲ ଲୁଟ୍‌ ପାଇଁ ପ୍ରାତଃ ଭ୍ରମଣ ଓ ସାନ୍ଧ୍ୟ ଭ୍ରମଣରେ ଯାଉଥିବା ମହିଳାଙ୍କୁ ଟାର୍ଗେଟ୍‌ କରାଯାଉଛି। ବୁଧବାର ମଧ୍ୟାହ୍ନରେ ଢେରାପଡାର ଭାରତୀ…

ବିଲ ଭିତରକୁ ପଶିଗଲା ବସ୍‌, ୧୪ ଆହତ

ଡୁଙ୍ଗୁରିପାଲି,୩୦ା୧୦: ସୋମବାର ସକାଳେ ଏକ ବସ୍‌ର ଚକା ଫାଟି ଯିବାରୁ ଏହା ବିଲ ଭିତରକୁ ପଶିଯାଇଛି। ଫଳରେ ଏହି ଦୁର୍ଘଟଣାରେ ୧୪ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ଅନ୍ତର୍ଗତ କୁଶାମାଲ ନିକଟରେ ଏହି ଦୁର୍ଘଟଣା ଘଟିଛି।…

୯ କିଲୋ ଓଜନର ରୂପା ଅଳଙ୍କାର ପରିଧାନ କରି ଭକ୍ତଙ୍କୁ ଦର୍ଶନ ଦେଲେ ମା’ ସୁରେଶ୍ୱରୀ

ସୋନପୁର,୨୮ା୧୦(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସୁରେଶ୍ୱରୀ ୯ କିଲୋ ଓଜନର ରୂପା ଅଳଙ୍କାର ପରିଧାନ କରି ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ମା’ଙ୍କୁ ଜଣେ ଭକ୍ତ ଏହି ରୁପା ଅଳଙ୍କାର ଦେଇଛନ୍ତି। ଅଳଙ୍କାର ମଧ୍ୟରେ ପରଭା, ଛତ୍ର, ପଦ୍ମ ପାଦ…

ଅସୁରକ୍ଷିତ ଗୁଣ୍ଡିଚା ମନ୍ଦିର; ଗଛ ଭର୍ତ୍ତି, ସଫା ପାଇଁ ଉଦ୍ୟମ ହେଉନି

ସୋନପୁର,୧୨।୧୦(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ସହରର ସବୁଠୁ ଉଚ୍ଚ ଓ କାରୁକାର୍ଯ୍ୟପୂର୍ଣ୍ଣ ମନ୍ଦିର ହେଉଛି ଗୁଣ୍ଡିଚା ମନ୍ଦିର। ଏହି ମନ୍ଦିର ଉପରେ ଏବେ ବର ଓ ଅଶ୍ୱତଥ ଗଛ ଭର୍ତ୍ତି ହୋଇଗଲାଣି। ଗଛଗୁଡିକ ବଢି କ୍ରମେ ୪ରୁ ୫ଫୁଟ ହେଲାଣି। ଗଛର ଚେର…

ବାଇକ୍‌ ଧକ୍କାରେ ଚାଲିଗଲା ସାଇକେଲ ଆରୋହୀଙ୍କ ଜୀବନ

ବିନିକା,୯।୧୦(ରାମ ଗୋପାଳ ବାଘ ): ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ଅଧୀନ ଗୁଲୁଣ୍ଡା ମଠ ଛକ ପାଖରେ ସୋମବାର ଏକ ଦୁର୍ଘଟଣା ଘଟିଛି। ବାଇକ୍‌ ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ସିଲଟି ଗ୍ରାମର କୁଞ୍ଜ ବିହାରୀ…

ମହାନତା ଦେଖାଇଲେ ବିଧାୟିକା

ସୁନ୍ଦରଗଡ଼,୭ା୧୦(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ଉପକଣ୍ଠ କଲେଜ ବାଇପାସ ଇବ ନଦୀ ପୋଲ ଉପରୁ ଶୁକ୍ରବାର ମାନସିକଭାବେ ଦୁର୍ବଳ ୨ ମହିଳାଙ୍କୁ ଉଦ୍ଧାର କରି ସ୍ଥାନୀୟ ବିଧାୟିକା କୁସୁମ ଟେଟେ ସୁଧାର ଗୃହକୁ ପଠାଇଛନ୍ତି। ଜଣଙ୍କ ବୟସ ୨୭ ଏବଂ ଆଉ…

ବନ୍ଦ ରହିଛି ଏକମାତ୍ର ସିନେମା ହଲ୍‌ ‘ସମଲେଇ ଟକିଜ୍‌’

ସୋନପୁର,୫।୧୦(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲାରେ ମନୋରଞ୍ଜନର ମୁଖ୍ୟ ମାଧ୍ୟମ ଥିବା ସୋନପୁର ସହରସ୍ଥିତ ସମଲେଇ ଟକିଜ୍‌ ବନ୍ଦ ରହିଛି। ଏହା ଜିଲାର ଏକମାତ୍ର ସିନେମା ହଲ ହୋଇଥିବା ବେଳେ ଗତ କୋଭିଡ୍‌ ସମୟରୁ ଫାଟକରେ ତାଲା ଝୁଲୁଥିବା ଦେଖିବାକୁ ମିଳୁଛି। ଫଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?