ଜଙ୍ଗଲରୁ ଉଦ୍ଧାର ହୋଇଥିବା ବ୍ୟକ୍ତିଙ୍କ ଡାକ୍ତରଖାନାରେ ମୃତ୍ୟୁ
କୁଚିଣ୍ଡା,୧୧ା୬(ଡି.ଏନ୍.ଏ): ଗତ ମେ ୨୬ତାରିଖରେ ସମ୍ବଲପୁର ଜିଲା କୁଚିଣ୍ଡା ଥାନା ପୋଲିସ ଢେଙ୍ଗୁରଯୋର ଜଙ୍ଗଲରୁ ଜଣେ ବ୍ୟକ୍ତିଙ୍କୁ ମୂମୁର୍ଷୁ ଅବସ୍ଥାରେ ଉଦ୍ଧାର କରିଥିଲା। ତାଙ୍କୁ ଚିକିତ୍ସା ପାଇଁ କୁଚିଣ୍ଡା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ରବିବାର ମୃତ୍ୟୁ ଘଟିଛି।…
ବିଲରେ ନିଆଁ ଲଗାଇଲେ ଅମଳ କମିବ
ସମ୍ବଲପୁର,୧୦ା୬(ବ୍ୟୁରୋ): କୃଷକଙ୍କ ସୁବିଧା ପାଇଁ ସମ୍ପ୍ରତି ଚାଷ ପ୍ରଣାଳୀରେ ଅନେକ ପରିବର୍ତ୍ତନ କରାଯାଇଛି। ଅତ୍ୟାଧୁନିକ ଯନ୍ତ୍ରପାତି ବ୍ୟବହାର କରାଯାଇ ଶୀଘ୍ର ବୁଣିବା, ରୋଇବା ଓ ଅମଳ ଆଦି କାମ ହୋଇପାରୁଛି। ହେଲେ ଯନ୍ତ୍ରପାତି ବ୍ୟବହାର ଦ୍ୱାରା କ୍ଷତିକାରକ ମଧ୍ୟ ହେଉଛି। ହାର୍ଭେଷ୍ଟର…
ମହାନଦୀ ପ୍ରଦୂଷିତ, ଅସୁରକ୍ଷିତ
ସମ୍ବଲପୁର,୯ା୬(ବ୍ୟୁରୋ): ମହାନଦୀକୁ ଓଡ଼ିଶାର ଜୀବନରେଖା ବୋଲି କୁହାଯାଇଥାଏ। ଏପରିସ୍ଥଳେ ନଦୀ ପ୍ରବାହିତ ହେଉଥିବା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ବିଭିନ୍ନ ସମସ୍ୟା ଲାଗିରହିଛି। କେଉଁଠାରେ ବ୍ୟାରେଜ ନିର୍ମାଣ ତ କେଉଁଠି କଳକାରଖାନାକୁ ପାଣି ଦେବା, ନର୍ଦ୍ଦମା ପାଣି ମହାନଦୀରେ ଛାଡିବା, ତଟଦେଶରେ ଗଢିଉଠିଥିବା…
ଅଭିଯୋଗ ପରେ ପ୍ରଶାସନିକ ତଦନ୍ତ
କୁଚିଣ୍ଡା,୯ା୫(ଡି.ଏନ.ଏ.): କୁଚିଣ୍ଡା ବ୍ଲକ ଅଞ୍ଚଳରେ ବ୍ୟାରେଜ ନିର୍ମାଣ ଆଳରେ ଆର୍ଏସ୍ଏ କମ୍ପାନୀ ବେଆଇନ କାମ କରୁଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଥିଲା। ଏପରି କି ଖବରଦାତାମାନେ କୁଚିଣ୍ଡା ଉପଜିଲାପାଳଙ୍କଠାରେ ଅଭିଯୋଗ କରିଥିଲେ। ଏହାପରେ ଉପଜିଲାପାଳଙ୍କ ନିର୍ଦ୍ଦେଶରେ ତଦନ୍ତ ଆରମ୍ଭ…
ପାଉଁଶ ଡମ୍ପିଂ ଦ୍ବାରା ପରିବେଶ ପ୍ରଦୂଷିତ
କୁଚିଣ୍ଡା, ୮ା୬(ଡି.ଏନ୍.ଏ.): କୁଚିଣ୍ଡା ବାଇପାସ୍ ରାସ୍ତା ୪୯ ନମ୍ବର ଜାତୀୟ ରାଜପଥ ନିକଟରେ ଝାରସୁଗୁଡ଼ା କାରଖାନାରୁ ନିର୍ଗତ ପାଉଁଶ ଡମ୍ପିଂ ହେଉଥିବା ଅଭିଯୋଗ ହୋଇଛି। ଫଳରେ ଆଖପାଖ ଅଞ୍ଚଳ ପ୍ରଦୂଷିତ ହେବାରୁ ଜନସାଧାରଣ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଭଳି ବେଆଇନ…
ପୋଲିସ ଏସ୍ଆଇଙ୍କ ନାମରେ ଦୁର୍ବ୍ୟବହାର ଅଭିଯୋଗ
ସମ୍ବଲପୁର୍, ୮ା୬(ବ୍ୟୁରୋ): ସମ୍ବଲପୁର ଜିଲା ବୁର୍ଲା ଥାନା ଭାରପ୍ରାପ୍ତ ଅଧିକାରୀଙ୍କ ନାମରେ ଜଣେ ମହିଳା ଦୁର୍ବ୍ୟବହାର ଅଭିଯୋଗ ଆଣିଛନ୍ତି। ବୁର୍ଲା ଥାନା ଅନ୍ତର୍ଗତ କିରବା ଅଞ୍ଚଳର ପରମିତା ଧଳ ନାମ୍ନୀ ମହିଳା ବୁଧବାର ପୋଲିସ ଅଧିକାରୀ ଅଭିନ୍ନ ମିଶ୍ରଙ୍କ ନାମରେ ସମ୍ବଲପୁର…
କେନାଲ କାମକୁ ନେଇ ଚାଷୀ ଅସନ୍ତୋଷ
ସମ୍ବଲପୁର୍, ୮ା୬(ବ୍ୟୁରୋ): ଯୁଯୁମୁରା ବ୍ଲକରେ କ୍ଷୁଦ୍ର ଜଳସେଚନ (ଏମ୍ଆଇ) ବିଭାଗ ପକ୍ଷରୁ ପ୍ରାୟ ୮୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେଉଥିବା କେନାଲ କାମରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ସ୍ଥାନୀୟ ଚାଷୀମାନେ ଅସନ୍ତୋଷ ପ୍ରକାଶ କରି…
ପାଉଁଶ ଡମ୍ପିଂ ଯୋଗୁ ହେଉଛି ପ୍ରଦୂଷଣ
କୁଚିଣ୍ଡା,୭।୬(ଡି.ଏନ୍.ଏ.): କୁଚିଣ୍ଡା ବାଇପାସ୍ ରାସ୍ତା ୪୯ ନମ୍ବର ଜାତୀୟ ରାଜପଥ ନିକଟରେ ଝାରସୁଗୁଡ଼ା କାରଖାନାରୁ ନିର୍ଗତ ପାଉଁଶ ଡମ୍ପିଂ ହେଉଥିବା ଅଭିଯୋଗ ହୋଇଛି। ଫଳରେ ଆଖପାଖ ଅଞ୍ଚଳ ପ୍ରଦୂଷିତ ହେବାରୁ ଜନସାଧାରଣ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଭଳି ବେଆଇନ ପାଉଁଶ…
ଯେକୌଣସି ମୂହୁର୍ତ୍ତରେ ହୀରାକୁଦ ଜଳ ଭଣ୍ଡାରରୁ ଛଡାଯାଇପାରେ ବନ୍ୟାଜଳ: ଦିଆଗଲା ସତର୍କ ସୂଚନା
ସମ୍ବଲପୁର,୬।୬(ବ୍ୟୁରୋ): ଯେକୌଣସି ମୂହୁର୍ତ୍ତରେ ହୀରାକୁଦ ଜଳ ଭଣ୍ଡାରରୁ ବନ୍ୟାଜଳ ଛଡାଯାଇପାରେ । ଏ ନେଇ ହୀରାକୁଦ ବନ୍ଧ ମଙ୍ଗଳବାର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ସତର୍କ ସୂଚନା ଜାରି କରିଛନ୍ତ। ଏନେଇ ତଳମୁଣ୍ଡର ୧୨ଟି ଜିଲାର ଜିଲାପାଳ ଓ ଏସ୍ପିଙ୍କୁ ଆଗୁଆ ସତର୍କ…
ଝଡ଼ ତୋଫାନରେ ଭାଙ୍ଗିଲା କଲ୍ୟାଣ ମଣ୍ଡପ କାନ୍ଥ
ପଡ଼ିଆବାହାଲ,୫ା୬(ଡି.ଏନ୍.ଏ.): ସମ୍ବଲପୁର ଜିଲା ଯୁଯୁମୁରା ପଞ୍ଚାୟତ ସମିତି ଅଧୀନ ଡ଼ଙ୍ଗରପଡା ପଞ୍ଚାୟତର ଲିଟିମୁଣ୍ଡା ଗ୍ରାମରେ ଝଡ଼ ତୋଫାନରେ ଏକ ନିର୍ମାଣାଧୀନ କଲ୍ୟାଣ ମଣ୍ଡପ କାନ୍ଥ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛି। ଏସ୍ଏଫ୍ସି ଯୋଜନାରେ ୨୦୨୦-୨୧ ଆର୍ଥିକ ବର୍ଷରେ ୧୦ଲକ୍ଷ ଟଙ୍କା ବ୍ୟୟରେ ଠିକାଦାର…
ବୃଦ୍ଧାଙ୍କୁ ଦଳିଦେଲା ଦନ୍ତା
ସମ୍ବଲପୁର, ୪ା୬(ବ୍ୟୁରୋ): ସମ୍ବଲପୁର ବନଖଣ୍ଡ ଧମା ରେଞ୍ଜ ଡକରା ଗ୍ରାମରେ ଏକ ଦନ୍ତା ହାତୀ ଦଳିଦେବାରୁ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଯଜ୍ଞସିନି ବାରିକ (୭୩)। ସେ ଘର ବାହାରେ ଶୋଇଥିଲେ। କିଛି ଦୂରରେ ପରିବାରର ଅନ୍ୟମାନେ ମଧ୍ୟ…
ହାଇୱାକୁ ପଛପଟୁ ଧକ୍କା ଦେଲା ଅଟୋ: ଚାଲିଗଲା ୩ ଭଉଣୀଭାଇଙ୍କ ଜୀବନ
ସମ୍ବଲପୁର,୪।୬(ବ୍ୟୁରୋ): ସମ୍ବଲପୁର-ରାଉରକେଲା ୧୦ ନମ୍ବର ରାଜ୍ୟ ରାଜପଥ ବିଜୁ ଏକ୍ସପ୍ରେସ ୱେର ପ୍ରଧାନପାଲି ଏଲ୍ଆଣ୍ଡଟି ଟୋଲ୍ ପ୍ଲାଜା ନିକଟରେ ରବିବାର ଏକ ଦୁର୍ଘଟଣା ଘଟିଛି। ଏଥିରେ ପରିବାରର ୩ ଭଉଣୀଭାଇଙ୍କ ମୃତ୍ୟୁ ଘଟିଥିବା ବେଳେ ୬ଜଣ ଗୁରୁତର ହୋଇଛନ୍ତି। ମୃତକ ହେଲେ…
Archives


