ଦାଉ ସାଧୁଛେ କିଡ଼୍‌ନୀ ରୋଗ୍‌: ମୁରତୁ ସଂଗେ ଯୁଝୁଛନ୍‌ ଦଧି

ଅମରପାଲି, ୨୨।୫ (ଡି.ଏନ୍‌.ଏ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ବହଲପଦର ପଁଚେତ୍‌ ଅମରପାଲି ଗଁାର ଦଧି ବାଘ(୬୦) କିଡ଼୍‌ନୀ ରୋଗ୍‌ରେ ପୀଡ଼ିତ ଅଛନ୍‌। ସେ ଝନେ ନିହାତି ଗରିବ୍‌ ଲୋକ ହେଇଥିଲା ବେଲେ ଟଁକା ପଏସା ଅଭାବୁ ଉଷୋକଷା ଘିନି ଖାଇ ନାଇଁ ପାରବାର। ଯେନ୍‌ଥିରଲାଗି ରୋଗ୍‌ କମବାର ଜାଗାରେ ଦିନୁଦିନ୍‌କେ ବଢ଼ତେଲ ଯାଉଛେ। ତାକର ପାସେ ବିଜୁ ସ୍ବାସ୍ଥ୍ୟ ବୀମା ଯୋଜନାର କାର୍ଡ ଥିଲେ ବି କାମେ ନାଇଁ ଲାଗବାର ବଲି ସେ ଅଭିଯୋଗ କରିଛନ୍‌।
ସୂଚନା ହିସାବେ ଅମରପାଲିର ଦଧି ବାଘକଁର ପରିବାର କହେଲେ ମାଏକିନା, ଆର ୪ ଝି’କେ ନେଇ ତାକର ସଁସାର। ଉପରର ଦୁଇ ଝି’କେ ଦୁଖ୍‌ସୁଖ୍‌ କରି ବିହାଚୁରା କରିଛନ୍‌। ସେ ନିହାତି ଗରିବ୍‌, ଜମି କହେଲେ ଅଧ୍‌ ଏକର ରହିଛେ। ଏନ୍‌ତାଥି ସେ କୁଲି ମଜୁରି କରି ନିଜର କୁଟୁମ ପୁଷୁଥିଲେ। ଗଲା ଜାନୁୟାରୀ ମାସେ ତାହାକୁ ଲଗାତାର ଜର ହେଲା। ସେ ବୀରମହାରାଜପୁର, ସୋନପୁର ଆର ବଲାଙ୍ଗୀର ଡାକତରଖାନାକେ ଯାଇ ଚିକିସତ୍ା କରାଲେ। ହେଲେ ଦିହିପା ଭଲ ନାଇଁ ହେଲା, ସମ୍ବଲପୁର ଡାକ୍‌ତରଖାନା ଯାଇ ପରୀକ୍ଷା ନିରୀକ୍ଷା କଲେ। ସେଠାନେ ସେ କିଡ଼୍‌ନୀ ରୋଗ୍‌ରେ ଆକ୍‌ରଁାତ ଥିବାର ଜାନବାକେ ପାଏଲେ। ଶେଷେ ଚିକିସତ୍ା ଲାଗି ସେ ବୁର୍ଲା ଡାକ୍‌ତରଖାନାରେ ୧୫ ଦିନ୍‌ ଭରତି ହେଇ ଚିକିସତ୍ିତ ହେଲେ। ଏନ୍‌ତା ପରିସ୍ଥିତିରେ ଘରେ ଥିବାର ଦୁଇ ଅବିହାରି ଝି’ କୁଲି ମଜୁରି କରି ପରିବାର ଚଲାବାର ସଂଗେ ବାପର ଚିକିସତ୍ା ଖରଚ୍‌ ତୁଲଉଛନ୍‌। ଦଧିର ଚିକିସତ୍ା ଲାଗି ଜମିବାଡ଼ି ଯାହାଥିଲା ଗହନା କରି ପରିବାଟା ସରବ୍‌ସୁଅଁାତ ହେଇଯାଇଛନ୍‌। ତାକର ବିଜୁ ସ୍ବାସ୍ଥ୍ୟ ବୀମା ଯୋଜନାର କାର୍ଡ ବି ରହିଛେ। ହେଲେ ଦଧି ଚିକିସତ୍ା ବେଲେ କାର୍ଡର କିଛି ଲାଭ ନାଇଁପାଇ। ଏନ୍‌ତା କି ତାହାକୁ ମାହାଲିଆ ଉଷୋକଷା ନାଇଁ ମିଲିଥିବାର ସେ ଅଭିଯୋଗ କରିଛନ୍‌। ଏହେଦେ ବି ରୋଗ୍‌ ଦାଉ ସାଧୁଛେ, ସେଥିରଲାଗି ଲାଗବରମସ କରି ସେ କଟକରେ ଚିକିସତ୍ା କରଉଛନ୍‌। ହେଲେ ଟଁକା ପଏସା ଅଭାବୁ ଉଷୋ ଘିନି ଖାଇ ନାଇଁପାରବାର। ସେନ୍‌ତା ଦଧି ଅଂଚଲର ଝନେ ନଁା କରା ସଂକୀରତନ କଳାକାର। ହେଲେ ତାହାକୁ ୬୦ ଟପିଥିଲେ ବି ଆଏଜତକ୍‌ କଳାକାର ଭତା ପାଏବାରୁ ବଁଚିତ ଅଛନ୍‌। ସୂଚନା ଅନ୍‌ସାରେ ଅମରପାଲି ଗଁାରେ ଦିନୁଦିନ୍‌କେ କିଡ଼୍‌ନୀ ରୋଗ୍‌ ବହପୁଛେ। ଇ ଦିଗେ ଅଭିଯୋଗ କଲେ ବି ସୁଆସ୍‌ତିଅ ବିଭାଗ କେହେନ୍‌ସି ପରକାର ପଦକ୍ଷେପ ନାଇଁ ନେଉଥିବାର ଗଁାବାସୀ ଅଭିଯୋଗ କରିଛନ୍‌। ବଛର କେତେଟା ଭିତରେ ଗଁାର ୧୦ରୁ ୧୫ ଝନ୍‌ କିଡ଼୍‌ନୀ ରୋଗ୍‌ରେ ମରି ସାରିଛନ୍‌, ଏହେଦେ ୪୦ରୁ ଅଧ୍‌କା ଲୋକ୍‌ ପୀଡ଼ିତ ଥିବାର ଜନାଯାଇଛେ। ଇ ଦିଗେ ଜିଲା ପରଶାସନ, ସୁଆସତିଅ ବିଭାଗ ଧିଆନ୍‌ ଦେଇ ଯେତେ ଜଲଦି ହେବା ପଦକ୍ଷେପ ନେବାର ସଂଗେ ଦଧିକେ ଚିକିସତ୍ା ସାହାଯ୍‌ ଯୁଗେଇ ଦେବାକେ ଦାବି ହେଉଛେ।


Enter your email to get our daily news in your inbox.

All Right Reserved By Dharitri.Com

ମେ ୧୦ରୁ ରବିଧାନ ସଂଗ୍ରହ

ସମ୍ବଲପୁର,୨୫ା୪(ପ୍ରମୋଦ ବହିଦାର)ଆସନ୍ତା ମେ ୧୦ରୁ ସମ୍ବଲପୁର ଜିଲାରେ ଚଳିତବର୍ଷ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ବୁଧବାର ଅନୁଷ୍ଠିତ ଧାନ ସଂଗ୍ରହ...

‘ହିଞ୍ଜିଳି ଦାଦନଙ୍କ ସମ୍ପର୍କରେ ଶ୍ୱେତପତ୍ର ପ୍ରକାଶ କରନ୍ତୁ’

ଆଠମଲ୍ଲିକ,୨୫ା୪(ଉଦୀପ୍ତ ପୁରୋହିତ)ସମ୍ବଲପୁର ସଂସଦୀୟ କ୍ଷେତ୍ର ଅଧୀନରେ ଆସୁଥିବା ଅନୁଗୋଳ ଜିଲାର ଆଠମଲ୍ଲିକ ବିଧାନସଭା ନିର୍ବାଚନମଣ୍ଡଳୀରେ ବୁଧବାର ନିର୍ବାଚନ ପ୍ରଚାର ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ...

ରାସେଶ୍ୱରୀଙ୍କ ଇସ୍ତଫା ନେଇ ବିଜେଡିକୁ ଝଟକା ଚର୍ଚ୍ଚା

ସମ୍ବଲପୁର,୨୪ା୪(ପ୍ରମୋଦ ବହିଦାର):ସମ୍ବଲପୁରର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀ ମଙ୍ଗଳବାର ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସମ୍ବଲପୁର ବିଧାନ ସଭା ଓ ଲୋକ...

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ

ଭୁବନେଶ୍ୱର,୨୩।୪: ସାଧାରଣ ନିର୍ବାଚନକୁ ନେଇ ଘଡ଼ିକେ ଘୋଡ଼ା ଛୁଟୁଛି। ଦଳବଦଳ ଏବେ ସାଧାରଣରେ ପରିଣତ ହୋଇଛି। ମଙ୍ଗଳବାର ସମ୍ବଲପୁରର ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ ବିଜେଡିରୁ...

ପ୍ରଣବଙ୍କ ମନ୍ତବ୍ୟକୁ ଭାଜପାର କାଉଣ୍ଟର ଆଟାକ

କୁଚିଣ୍ଡା,୨୨ା୪(ବିରଞ୍ଚତ୍ ଦର୍କା):ଗତ ଶନିବାର ସମ୍ବଲପୁର ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କୁଚିଣ୍ଡା ଗସ୍ତରେ ଆସି ନବୀନ ପଟ୍ଟନାୟକ ସରକାର...

ସାଂସଦଙ୍କ ପ୍ରତିନିଧିରୁ ସାଂସଦ ପ୍ରାର୍ଥୀ

ସମ୍ବଲପୁର,୨୧ା୪(ପ୍ରମୋଦ ବହିଦାର)କଂଗ୍ରେସ ପକ୍ଷରୁ ଶନିବାର ୩ ଲୋକ ସଭା ୧୬ ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରାଯାଇଛି। ସମ୍ବଲପୁର ଲୋକ ସଭା ଆସନରୁ ଦଳ ପୂର୍ବତନ...

ରୂପାନ୍ତରଣ କାମ ସମସ୍ତଙ୍କ ଆଖି ସାମ୍ନାରେ: ପ୍ରଣବ

ସମ୍ବଲପୁର/ରେଙ୍ଗାଲି,୨୦ା୪(ବି.ଶଙ୍କର/ଦେବବ୍ରତ ପଣ୍ଡା)ସମ୍ବଲପୁର ମାଟି ମା’ ସମଲେଶ୍ୱରୀ, ବୀର ସୁରେନ୍ଦ୍ର ସାଏଙ୍କ ମାଟି ା ଏହି ମାଟି ମା’ର ସେବା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ...

ଶିକ୍ଷାକୁ ନେଇ ଲେନିନ୍‌-ରବି ବାକ୍‌ଯୁଦ୍ଧ

ସମ୍ବଲପୁର,୨୦ା୪(ପ୍ରମୋଦ ବହିଦାର):ସମ୍ବଲପୁରରେ ଶିକ୍ଷାର ବିକାଶ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ପ୍ରଧାନଙ୍କ ଅବଦାନ ଶୂନ୍ୟ ବୋଲି ବିଜେଡି ମୁଖପାତ୍ର ଡ. ଲେନିନ୍‌ ମହାନ୍ତିଙ୍କ ଉକ୍ତିର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri