ସମ୍ବଲପୁର

ରେଳମନ୍ତ୍ରୀଙ୍କୁ ଭେଟିବା ପରେ ରହିବ ଟ୍ରେନ୍‌

ସମ୍ବଲପୁର,୩୧ା୩ (ବ୍ୟୁରୋ): ସମ୍ବଲପୁର ଜିଲା ବାମରା ରେଳ ଷ୍ଟେଶନରେ ଏକ୍ସପ୍ରେସ୍‌ ଟ୍ରେନ୍‌ ରହଣି ଓ ଓଭରବ୍ରିଜ୍‌ ନିର୍ମାଣ ଦାବି ନେଇ ଜନଆନ୍ଦୋଳନ ଜାରି ରହିଛି। ଅଞ୍ଚଳବାସୀଙ୍କ ଦାବିକୁ ସମର୍ଥନ କରିଛନ୍ତି ସମ୍ବଲପୁର ଏମ୍‌ପି ନୀତେଶ ଗଙ୍ଗଦେବ। ଗୁରୁବାର ସେ ରେଳମନ୍ତ୍ରୀ ଅଶ୍ୱିନୀ…

କିରୋସିନ ଢାଳି ସ୍ତ୍ରୀଙ୍କୁ ଜୀବନ୍ତ ଜାଳିଦେଲେ ସ୍ବାମୀ

କୁଚିଣ୍ଡା,୩୦୩(ଡି.ଏନ୍‌.ଏ.): ସ୍ତ୍ରୀଙ୍କୁ ଜୀବନ୍ତ ଜାଳିଦେଲେ ସ୍ବାମୀ। ଏଭଳି ଅଭାବନୀୟ ଘଟଣା ଘଟିଛି ସମ୍ବଲପୁର ଜିଲା ମହୁଲପାଲି ଥାନା ଫଠାଟାଙ୍ଗର ଗ୍ରାମରେ। ସ୍ବାମୀ ରଘୁରାଜ ରଣା ସ୍ତ୍ରୀ ଲିଲିମାଙ୍କର କୌଣସି କାରଣରୁ ବଚସା ହୋଇଥିଲା। ଏଥିରେ ରାଗିଯାଇ ରଘୁରାଜ ଏଭଳି ଭୟଙ୍କର କାଣ୍ଡ…

ବାମରାରେ ଟ୍ରେନ୍‌ ରହଣି ଦାବିରେ ରେଳରୋକୋ

କୁଚିଣ୍ଡା,୩୦।୩(ଡି.ଏନ୍‌.ଏ): ସମ୍ବଲପୁର ଜିଲାର ବାମରା ରେଳ ଷ୍ଟେସନଠାରେ ସମସ୍ତ ଟ୍ରେନ ରହଣି ଦାବିରେ ବୁଧବାର ଅଞ୍ଚଳବାସୀଙ୍କ ପକ୍ଷରୁ ରେଳରୋକୋ ଆନ୍ଦୋଳନ କରାଯାଇଛି। ସକାଳ ୬ଟାରୁ ଆରମ୍ଭ ହୋଇଥିବା ଏହି ରେଳରୋକୋ ଯୋଗୁ ପୋଲିସ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିବା ସୂଚନା…

ବକେୟା ବିଲ୍‌ ଆଦାୟ କରିବାକୁ ଯାଇ ମାଡ଼ ଖାଇଲେ

ସମ୍ବଲପୁର,୨୯ା୩ (ବ୍ୟୁରୋ): ଟିପିଡବ୍ଲ୍ୟୁଓଡିଏଲ୍‌ କର୍ମଚାରୀମାନେ ବକେୟା ବିଦ୍ୟୁତ ବିଲ ସଂଗ୍ରହ କରିବାକୁ ସୁନ୍ଦରଗଡ ଜିଲା ଡିଭିଜନ ଗୋପାଳପୁର ସେକ୍ସନ ଅଧୀନ ତିସୁରିଆ ଗ୍ରାମକୁ ଯାଇଥିଲେ। ଉକ୍ତ ଗ୍ରାମର ୪ଜଣ ବ୍ୟକ୍ତି ଲାଇନମ୍ୟାନ କିଶୋର ଚନ୍ଦ୍ର ରାଉତଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ଏ…

ଥାନାରୁ ଖସି ପଳାଇଲେ ୩ ଅଭିଯୁକ୍ତ

ସମ୍ବଲପୁର,୨୯ା୩(ବ୍ୟୁରୋ): ସମ୍ବଲପୁର ଜିଲା ଧନୁପାଲି ଥାନାରୁ ୩ ଅଭିଯୁକ୍ତ କୋର୍ଟ ଚାଲାଣ ପୂର୍ବରୁ ଚମ୍ପଟ୍‌ ମାରିଛନ୍ତି। ସେମାନେ ହେଲେ ଝାକି କୁମାର, ସମୀର ଚୌଧୁରୀ ଓ ମହମ୍ମଦ ସକିଲ। କାର୍ଯ୍ୟରେ ଅବହେଳା ପାଇଁ ଦାୟିତ୍ୱରେ ଥିବା ଡାଇରି ଚାର୍ଜ ଅଫିସର (ଡିସିଓ)…

ଶିଶୁକନ୍ୟାକୁ ହତ୍ୟା କରି କଟାମୁଣ୍ଡ ଧରି ଗାଁ ଦାଣ୍ଡରେ ବୁଲିଲେ ଯୁବକ

ଜମନକିରା,୨୫ା୩(ଡି.ଏନ୍‌.ଏ.): ସମ୍ବଲପୁର ଜିଲା ଜମନକିରା ଥାନା କସଡ଼ା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏକ ଆଠ ବର୍ଷର ଶିଶୁକନ୍ୟାାର ଗଳା କାଟି ହତ୍ୟା କରିଛନ୍ତି ଦୁର୍ବୃତ୍ତ। କସଡ଼ା ଗାଁର ନବକିଶୋର ଧରୁଆଙ୍କ ଆଠ ବର୍ଷର ଝିଅ ଲୁସି ଘର…

ଜଙ୍ଗଲରେ ଲାଗିଛି ନିଆଁ

ଜମନକିରା,୨୨ା୩(ଏ.ଏନ୍‌.ଏ.): ଜମନକିରା ବ୍ଲକର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିଥିବା ଜଣାପଡିଛି। ବିଭାଗୀୟ ଅବହେଳା ଯୋଗୁ ମନୁଷ୍ୟକୃତ ବଣପୋଡି ଥମିବାର ନାଁ ଧରୁନି। ନିଆଁ ଦାଉରୁ ଜଙ୍ଗଲ ସୁରକ୍ଷାକୁ ଦେବା ପାଇଁ ଡାକବାଜି ଯନ୍ତ୍ର ସାହାଯ୍ୟରେ ବ୍ଲକର ବିଭିନ୍ନ ଗ୍ରାମରେ ଲୋକଙ୍କୁ ବନ…

ହୋଲି ଖେଳି ନଦୀରେ ବୁଡ଼ିଗଲେ ୨ ସାଙ୍ଗ

କୁଚିଣ୍ଡା,୧୯।୩(ଡି.ଏନ୍‌.ଏ.): ସମ୍ବଲପୁର ଜିଲା କୁଚିଣ୍ଡା ଉପକଣ୍ଠସ୍ଥିତ ସଇଡା ଭେଡେନ ନଦୀ ଝିଲି ଘାଟରେ ଗାଧୋଉଥିବା ବେଳେ ୨ ଯୁବକଙ୍କ ମୃତ୍ୟୁ ଘଟିଛି । ଉତ୍ତରପ୍ରଦେଶରୁ ଆସି କୁଚିଣ୍ଡାରେ ମିସ୍ତ୍ରୀ କାମ କରୁଥିବା କୈଳାଶ କୁମାର(୨୫)ଓ ମୁକେଶ ଯାଦବ(୨୭)ହୋଲି ଖେଳି ମଧ୍ୟାହ୍ନରେ ଗାଧୋଇବାକୁ…

ହାତୀ ଉପଦ୍ରବ: ଅଭିଯୋଗ ଶୁଣୁନି ବନ ବିଭାଗ

ପଡ଼ିଆବାହାଲ,୧୮।୩(ଡି.ଏନ୍‌.ଏ.): ସମ୍ବଲପୁର ଜିଲା ଦେଦାରନୂଆପାଲି ଅଞ୍ଚଳରେ ସାତଘରିଆ ହାତୀପଲ ୪ ଦିନ ହେଲା ଘୁରିବୁଲି ବ୍ୟାପକ ଧାନ ଚାଷ ନଷ୍ଟ କରୁଛନ୍ତି। ଗୁରୁବାର ସାତଘର ଥିଲାବେଳେ ଆଜି ଦୁଇ ଘର ସନ୍ଧ୍ୟା ସୁଦ୍ଧା କ୍ଷେତରେ ପହଞ୍ଚିଛନ୍ତି। ସ୍ଥାନୀୟ ଲୋକେ ହାତୀ ଘଉଡ଼ାଇ…

ଜମି ବିକ୍ରି ଟଙ୍କା ନ ଦେବାରୁ ବାପାଙ୍କୁ ହତ୍ୟା

କୁଚିଣ୍ଡା,୧୮ା୩(ଡି.ଏନ.ଏ.): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା ଅଧୀନ ଶର୍ଗିଡିହି ଗ୍ରାମରେ ପୁଅର ଆକ୍ରମଣରେ ବାପାଙ୍କ ମୃତ୍ୟୁ ଘଟିଛି। ଗୋବିନ୍ଦପୁର ପୋଲିସ ଅଭିଯୁକ୍ତ ପୁଅଙ୍କୁ ଗିରଫ କରି ଅଧିକ ତଦନ୍ତ ଚଳାଇଛି। ମିଳିଥିବା ସୂଚନା ଅନୁଯାୟୀ, ବାମରା ବ୍ଲକ ବାଉଁଶଲଗା ପଞ୍ଚାୟତ ଶର୍ଗିଡିହି…

ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତାରେ ଭାଗ ନେବେ ମହିଳା

ସମ୍ବଲପୁର,୧୨ା୩(ବ୍ୟୁରୋ): ସମ୍ବଲପୁର ଜିଲାରେ ୧୦ବର୍ଷ ବ୍ୟବଧାନରେ ଶନିବାର ଆରମ୍ଭ ହେବାକୁଯାଉଛି ରାଜ୍ୟସ୍ତରୀୟ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତା। ପ୍ରତିଯୋଗୀତା ୧୨ ଓ ୧୩ ତାରିଖ ଦୁଇଦିନ ଧରି ଚାଲିବ। କଳିଙ୍ଗ ବଡି ବିଲ୍ଡିଂ ଆଣ୍ଡ ଫିଟ୍‌ନେସ ଆସୋସିଏଶନ ଓ ଜିଲା ଆସୋସିଏଶନ ମିଳିତ…

ଭିଜିଲାନ୍ସ ଜାଲରେ ଜେନେରାଲ ମ୍ୟାନେଜର

ସମ୍ବଲପୁର ଅଫିସ,୧୧।୩: ଭିଜିଲାନ୍ସ ଜାଲରେ ପଡିଛନ୍ତି ଟାଟା ପାୱାରର ଜେନେରାଲ ମ୍ୟାନେଜର ସନ୍ତୋଷ କୁମାର ଦରଜି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର, ବୁର୍ଲା ଓ ବରଗଡ଼ର ମୋଟ ୩ଟି ସ୍ଥାନରେ ଚଢ଼ାଉ ଜାରି ରହିଛି । ଚଢାଉରେ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?