ସମ୍ବଲପୁର

ଜଙ୍ଗଲରେ ନିଆଁ ଲଗାଉଥିଲେ

ସମ୍ବଲପୁର,୯ା୪(ବ୍ୟୁରୋ): ସମ୍ବଲପୁର ଜିଲା ଛାମୁଣ୍ଡା ଜଙ୍ଗଲରେ ବନବିଭାଗ ଟିମ୍‌ ପାଟ୍ରେଲିଂ କରୁଥିବାବେଳେ ଶିକାର ଉଦ୍ଦେଶ୍ୟରେ ନିଆଁ ଲଗାଇଥିବା ୪ଜଣଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ଉଡନ୍ତା ମୂଷା, ବିଭିନ୍ନ ପ୍ରଜାତିର ପକ୍ଷୀଙ୍କ ମୃତଦେହ, ଗୁଲେଟ, ୩ଟି ଦିଆସିଲ ଜବତ ହୋଇଛି। ଗିରଫ ଅଭିଯୁକ୍ତ…

ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ ବୁଲିବନି ଖଣ୍ଡା

ସମ୍ବଲପୁର,୮ା୪(ବ୍ୟୁରୋ): ସମ୍ବଲପୁର ଡିଆର୍‌ଡିଏ ସମ୍ମିଳନୀ କକ୍ଷରେ ହନୁମାନ ଜୟନ୍ତୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏସ୍‌ପି ବାତୁଳା ଗଙ୍ଗାଧର, ଏସ୍‌ଏମ୍‌ସି କମିଶନର ପ୍ରଦୀପ କୁମାର ସାହୁ, ଏଡିଏମ୍‌ ଉମାକାନ୍ତ ରାଜ, ଉପଜିଲାପାଳ ମୟୁର…

ଡେବ୍ରିଗଡ଼ ଅଭୟାରଣ୍ୟକୁ ଆସିଛନ୍ତି ୬୦% ରାଜ୍ୟ ବାହାର ପର୍ଯ୍ୟଟକ

ସମ୍ବଲପୁର,୫ା୪(ବ୍ୟୁରୋ):ସମ୍ବଲପୁର ଡେବ୍ରିଗଡ଼ ଅଭୟାରଣ୍ୟରେ ପର୍ଯ୍ୟଟକ ସଂଖ୍ୟା ବୃଦ୍ଧି ପାଇଛି। ମୋଟ ୧୬ ହଜାର ପର୍ଯ୍ୟଟକ ଭ୍ରମଣ କରିବାକୁ ଆସିଥିବା ବନ ବିଭାଗ ସୂଚନା ଦେଇଛି। ସେଥି ମଧ୍ୟରେ ୧୩ ରାଜ୍ୟରୁ ଆସିଥିବା ପର୍ଯ୍ୟଟକ ସଂଖ୍ୟା ଅଧିକ। ପ୍ରାୟ ୬୦ ପ୍ରତିଶତ ପର୍ଯ୍ୟଟକ…

ଶାଳଗଛ କାଟୁଥିଲେ ଦୁର୍ବୃତ୍ତ, ଗ୍ରାମବାସୀଙ୍କୁ ଦେଖି କାଠ ଓ ଗାଡ଼ି ଛାଡ଼ି ଫେରାର

ପଡ଼ିଆବାହାଲ,୪ା୪(ଡି.ଏନ୍‌.ଏ.): ସମ୍ବଲପୁର ଜିଲା ଜୁଯୋମୁରା ବ୍ଲକ ବାହାମ ପଞ୍ଚାୟତ ପଡ଼ିଆବାହାଲ ରେଞ୍ଜ ଅଧୀନ କଦଳିମୁଣ୍ଡା ଗ୍ରାମ୍ୟ ଜଙ୍ଗଲ ରାତାରାତି ସଫା ହୋଇଯାଇଛି। କଦଳିମୁଣ୍ଡା ଗ୍ରାମ୍ୟ ଜଙ୍ଗଲରୁ ଗତ ରାତିରେ ଦୁର୍ବୃତ୍ତମାନେ ଶାଳଗଛ କାଟି ନେବାକୁ ଉଦ୍ୟମ ବେଳେ ଗ୍ରାମବାସୀ ଜାଣିପାରି ଘେରାଉ…

ଜଙ୍ଗଲର ୪ ଅଞ୍ଚଳ ଜଳୁଛି

ସମ୍ବଲପୁର,୧ା୪(ବ୍ୟୁରୋ) ପ୍ରତିବର୍ଷ ମାର୍ଚ୍ଚ ଶେଷ ଓ ଏପ୍ରିଲ ମାସରେ ଜଙ୍ଗଲରେ ନିଆଁ ଲାଗିଥାଏ। ବନ ବିଭାଗ ପାଖରେ ଏ ନେଇ ଆଗୁଆ ସୂଚନା ମଧ୍ୟ ରହିଛି। ହେଲେ ବିଭାଗୀୟ ଅବହେଳା ଯୋଗୁ ଏବେ ଜିଲାର ବିଭିନ୍ନ ଜଙ୍ଗଲ ଜଳୁଥିବା ଦେଖାଯାଉଛି। ସମ୍ବଲପୁର…

ରେଳମନ୍ତ୍ରୀଙ୍କୁ ଭେଟିବା ପରେ ରହିବ ଟ୍ରେନ୍‌

ସମ୍ବଲପୁର,୩୧ା୩ (ବ୍ୟୁରୋ): ସମ୍ବଲପୁର ଜିଲା ବାମରା ରେଳ ଷ୍ଟେଶନରେ ଏକ୍ସପ୍ରେସ୍‌ ଟ୍ରେନ୍‌ ରହଣି ଓ ଓଭରବ୍ରିଜ୍‌ ନିର୍ମାଣ ଦାବି ନେଇ ଜନଆନ୍ଦୋଳନ ଜାରି ରହିଛି। ଅଞ୍ଚଳବାସୀଙ୍କ ଦାବିକୁ ସମର୍ଥନ କରିଛନ୍ତି ସମ୍ବଲପୁର ଏମ୍‌ପି ନୀତେଶ ଗଙ୍ଗଦେବ। ଗୁରୁବାର ସେ ରେଳମନ୍ତ୍ରୀ ଅଶ୍ୱିନୀ…

କିରୋସିନ ଢାଳି ସ୍ତ୍ରୀଙ୍କୁ ଜୀବନ୍ତ ଜାଳିଦେଲେ ସ୍ବାମୀ

କୁଚିଣ୍ଡା,୩୦୩(ଡି.ଏନ୍‌.ଏ.): ସ୍ତ୍ରୀଙ୍କୁ ଜୀବନ୍ତ ଜାଳିଦେଲେ ସ୍ବାମୀ। ଏଭଳି ଅଭାବନୀୟ ଘଟଣା ଘଟିଛି ସମ୍ବଲପୁର ଜିଲା ମହୁଲପାଲି ଥାନା ଫଠାଟାଙ୍ଗର ଗ୍ରାମରେ। ସ୍ବାମୀ ରଘୁରାଜ ରଣା ସ୍ତ୍ରୀ ଲିଲିମାଙ୍କର କୌଣସି କାରଣରୁ ବଚସା ହୋଇଥିଲା। ଏଥିରେ ରାଗିଯାଇ ରଘୁରାଜ ଏଭଳି ଭୟଙ୍କର କାଣ୍ଡ…

ବାମରାରେ ଟ୍ରେନ୍‌ ରହଣି ଦାବିରେ ରେଳରୋକୋ

କୁଚିଣ୍ଡା,୩୦।୩(ଡି.ଏନ୍‌.ଏ): ସମ୍ବଲପୁର ଜିଲାର ବାମରା ରେଳ ଷ୍ଟେସନଠାରେ ସମସ୍ତ ଟ୍ରେନ ରହଣି ଦାବିରେ ବୁଧବାର ଅଞ୍ଚଳବାସୀଙ୍କ ପକ୍ଷରୁ ରେଳରୋକୋ ଆନ୍ଦୋଳନ କରାଯାଇଛି। ସକାଳ ୬ଟାରୁ ଆରମ୍ଭ ହୋଇଥିବା ଏହି ରେଳରୋକୋ ଯୋଗୁ ପୋଲିସ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିବା ସୂଚନା…

ବକେୟା ବିଲ୍‌ ଆଦାୟ କରିବାକୁ ଯାଇ ମାଡ଼ ଖାଇଲେ

ସମ୍ବଲପୁର,୨୯ା୩ (ବ୍ୟୁରୋ): ଟିପିଡବ୍ଲ୍ୟୁଓଡିଏଲ୍‌ କର୍ମଚାରୀମାନେ ବକେୟା ବିଦ୍ୟୁତ ବିଲ ସଂଗ୍ରହ କରିବାକୁ ସୁନ୍ଦରଗଡ ଜିଲା ଡିଭିଜନ ଗୋପାଳପୁର ସେକ୍ସନ ଅଧୀନ ତିସୁରିଆ ଗ୍ରାମକୁ ଯାଇଥିଲେ। ଉକ୍ତ ଗ୍ରାମର ୪ଜଣ ବ୍ୟକ୍ତି ଲାଇନମ୍ୟାନ କିଶୋର ଚନ୍ଦ୍ର ରାଉତଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ଏ…

ଥାନାରୁ ଖସି ପଳାଇଲେ ୩ ଅଭିଯୁକ୍ତ

ସମ୍ବଲପୁର,୨୯ା୩(ବ୍ୟୁରୋ): ସମ୍ବଲପୁର ଜିଲା ଧନୁପାଲି ଥାନାରୁ ୩ ଅଭିଯୁକ୍ତ କୋର୍ଟ ଚାଲାଣ ପୂର୍ବରୁ ଚମ୍ପଟ୍‌ ମାରିଛନ୍ତି। ସେମାନେ ହେଲେ ଝାକି କୁମାର, ସମୀର ଚୌଧୁରୀ ଓ ମହମ୍ମଦ ସକିଲ। କାର୍ଯ୍ୟରେ ଅବହେଳା ପାଇଁ ଦାୟିତ୍ୱରେ ଥିବା ଡାଇରି ଚାର୍ଜ ଅଫିସର (ଡିସିଓ)…

ଶିଶୁକନ୍ୟାକୁ ହତ୍ୟା କରି କଟାମୁଣ୍ଡ ଧରି ଗାଁ ଦାଣ୍ଡରେ ବୁଲିଲେ ଯୁବକ

ଜମନକିରା,୨୫ା୩(ଡି.ଏନ୍‌.ଏ.): ସମ୍ବଲପୁର ଜିଲା ଜମନକିରା ଥାନା କସଡ଼ା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏକ ଆଠ ବର୍ଷର ଶିଶୁକନ୍ୟାାର ଗଳା କାଟି ହତ୍ୟା କରିଛନ୍ତି ଦୁର୍ବୃତ୍ତ। କସଡ଼ା ଗାଁର ନବକିଶୋର ଧରୁଆଙ୍କ ଆଠ ବର୍ଷର ଝିଅ ଲୁସି ଘର…

ଜଙ୍ଗଲରେ ଲାଗିଛି ନିଆଁ

ଜମନକିରା,୨୨ା୩(ଏ.ଏନ୍‌.ଏ.): ଜମନକିରା ବ୍ଲକର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିଥିବା ଜଣାପଡିଛି। ବିଭାଗୀୟ ଅବହେଳା ଯୋଗୁ ମନୁଷ୍ୟକୃତ ବଣପୋଡି ଥମିବାର ନାଁ ଧରୁନି। ନିଆଁ ଦାଉରୁ ଜଙ୍ଗଲ ସୁରକ୍ଷାକୁ ଦେବା ପାଇଁ ଡାକବାଜି ଯନ୍ତ୍ର ସାହାଯ୍ୟରେ ବ୍ଲକର ବିଭିନ୍ନ ଗ୍ରାମରେ ଲୋକଙ୍କୁ ବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?