ବନଖଣ୍ଡ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
ରାୟଗଡ଼ା,୨୪ା୮(ଆଶିଷ ରଞ୍ଜନ ପଣ୍ଡା): ଆୟ ବହିଃର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାୟଗଡ଼ା ବନଖଣ୍ଡ ଅଧିକାରୀ ବିଜୟ କୁମାର ପରିଡ଼ାଙ୍କ ଘରେ ଗୁରୁବାର ଭିଜିଲାନ୍ସ ଚଢ଼ାଉ କରିଛି। ଭିଜିଲାନ୍ସ ଡିଏସ୍ପି ସନ୍ଧ୍ୟାରାଣୀ ସାହୁଙ୍କ ନେତୃତ୍ୱରେ ୫ ଜଣିଆ ଟିମ୍ ଚଢ଼ାଉ କରିଛନ୍ତି। ରାୟଗଡ଼ା ସମେତ…
ଅବହେଳିତ ଅବସ୍ଥାରେ ବ୍ରିଟିଶ ଅମଳର ବିଦ୍ୟାଳୟ, ଗୋଟିଏ କୋଠରିରେ ପଢୁଛନ୍ତି ୩ ଶ୍ରେଣୀ ପିଲା
ରାୟଗଡ଼ା,୨୪।୮(ଭାଗ୍ୟଶ୍ରୀ ମିଶ୍ର): ପିଲାଙ୍କ ଗୁଣାତ୍ମକ ଶିକ୍ଷା ପାଇଁ ରାଜ୍ୟ ସରକାର ଅନେକ ଯୋଜନା କାର୍ଯ୍ୟକାରୀ କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ଅନେକ ସ୍ଥାନରେ ଏହାର ସୁଫଳ ପହଞ୍ଚତ୍ ପାରୁ ନ ଥିବା ଅଭିଯୋଗ ହେଉଛି। ରାୟଗଡ଼ା…
ଘୋଷଣାର ୪ ବର୍ଷ ବିତିଲା, ଆରମ୍ଭ ହୋଇନି ରେଳ ଡିଭିଜନ ନିର୍ମାଣ
ରାୟଗଡ଼ା,୨୪।୮ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ରେଳ ଡିଭିଜନ ସ୍ଥାପନ ନେଇ ଜିଲାବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ରାୟଗଡ଼ାରେ ରେଳ ଡିଭିଜନ ସ୍ଥାପନ ନେଇ ରେଳ ବିଭାଗ ପକ୍ଷରୁ ଘୋଷଣା ହେବାର ୪ ବର୍ଷରୁ ଊର୍ଦ୍ଧ୍ୱ ସମୟ ବିତିଯାଇଥିଲେ…
ବିପଦପୂର୍ଣ୍ଣ ଭାବେ ଭରାନଦୀରେ ଯାଉଛନ୍ତି ୧୮ ଗାଁ ଲୋକେ
ରାୟଗଡ଼ା,୨୧।୮(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସଦର ବ୍ଲକ ଅନ୍ତର୍ଗତ ୧୮ ଖଣ୍ଡ ଗ୍ରାମର ଗ୍ରାମବାସୀଙ୍କ ମୁଖ୍ୟରାସ୍ତା ପାଲଟିଛି ନାଗାବଳୀ ନଦୀ। ଗ୍ରାମବାସୀ ନଦୀ ଅପରପାର୍ଶ୍ୱରେ ବସବାସ କରୁଥିବାରୁ ଯାତାୟାତରେ ସୁବିଧା ପାଇଁ ନଦୀ ଉପରେ ବିଜୁ ସେତୁ ନିର୍ମାଣ କାର୍ଯ୍ୟ…
୧୨ ଶିକ୍ଷୟିତ୍ରୀ ଶିକ୍ଷକ ଚାକିରିରୁ ବହିଷ୍କୃତ
ରାୟଗଡ଼ା,୨୦ା୮(ଆଶିଷ ରଞ୍ଜନ ପଣ୍ଡା)ଜାଲ୍ ସାର୍ଟିଫିକେଟ ଦେଇ ଚାକିରି କରିବା ମହଙ୍ଗା ପଡ଼ିଛି। ରାୟଗଡ଼ା ଜିଲା ଶିକ୍ଷା ବିଭାଗ ପକ୍ଷରୁ ୧୨ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ଶନିବାର ଚାକିରିରୁ ବହିଷ୍କୃତ କରାଯାଇଥିବା ଜିଲା ଶିକ୍ଷାଧିକାରୀ ପୂର୍ଣ୍ଣଚନ୍ଦ୍ର ବରିହା ସୂଚନା ଦେଇଛନ୍ତ। ସେମାନଙ୍କ ମଧ୍ୟରୁ ୭ଜଣ…
ପେସା ଆଇନ ଉଲ୍ଲଂଘନ କରୁଛି ମୈତ୍ରୀ କମ୍ପାନୀ
ରାୟଗଡ଼ା,୧୯ା୮(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା କାଶୀପୁର ବ୍ଲକରେ ଖଣି ଖନନକୁ ବିରୋଧ କରିବାରୁ ଅଞ୍ଚଳବାସୀଙ୍କ ଉପରେ ଜୁଲମ କରୁଛନ୍ତି ମୈତ୍ରୀ କମ୍ପାନୀ କର୍ତ୍ତୃପକ୍ଷ। ଗ୍ରାମସଭା କରି ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିବା ବଦଳରେ କମ୍ପାନୀ କର୍ତ୍ତୃପକ୍ଷ ଗୁଣ୍ଡାରାଜ ଚଳାଇ…
ବିକି ଦେଉଛନ୍ତି ଆବାସ
ଦଶମନ୍ତପୁର,୧୭ା୮ ( ଅରବିନ୍ଦ ନାୟକ )କୌଣସି ମୌଳିକ ସୁବିଧା ସୁଯୋଗ ପାଉ ନ ଥିବା ଲୋରେଶ ଗ୍ରାମବାସୀ ସୋମବାର ବିଡିଓ ଡମ୍ବରୁଧର ମଲ୍ଲିକଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି। ସରକାରଙ୍କ କାର୍ଯ୍ୟକାରୀ ବିଭିନ୍ନ ଯୋଜନାରୁ ସେମାନେ ସୁଫଳ ପାଉ ନ ଥିବା ଅଭିଯୋଗ…
ସ୍ବାଧୀନତା ଦିବସରେ ଅଘଟଣ, ସ୍କୁଲ ବସ ଓଲଟି ୧୨ ଛାତ୍ରୀଛାତ୍ର ଆହତ
ପଦ୍ମପୁର, ୧୫।୦୮(ପ୍ରଶାନ୍ତ କର): ରାୟଗଡ଼ା ଜିଲା ପଦ୍ମପୁର ବ୍ଳକ ସଦର ମହକୁମାସ୍ଥିତ ଏକ ଇଂରାଜୀ ବିଦ୍ୟାଳୟର ସ୍କୁଲ ବସ ଓଲଟି ୧୨ ଛାତ୍ରୀଛାତ୍ର ଆହତ ହୋଇଛନ୍ତି । ଆହତ ଛାତ୍ରଛାତ୍ରଙ୍କୁ ପଦ୍ମପୁର ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି…
ନିଜର ସ୍ବାର୍ଥକୁ ବଳିଦେଇ ସର୍ବାଙ୍ଗୀନ ଉନ୍ନତି ପାଇଁ ସଂକଳ୍ପ ନେବା ଆବଶ୍ୟକ: ମନ୍ତ୍ରୀ ଅତନୁ ସବ୍ୟସାଚୀ
ରାୟଗଡା,୧୫।୮(ଭାଗ୍ୟଶ୍ରୀ ମିଶ୍ର): ୭୭ତମ ସ୍ବାଧୀନତା ଦିବସ ସ୍ଥାନୀୟ ଗୋବିନ୍ଦ ଚନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟ ପଡିଆ ଠାରେ ମଙ୍ଗଳବାର ପାଳିତ ହୋଇଯାଇଛି। ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ଓ ଉଚ୍ଚ ଶିକ୍ଷା ବିଭାଗୀୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ମୁଖ୍ୟ ଅତିଥି ଭାବେ…
ଅନୁସୂଚିତ ଜାତି, ଜନଜାତିଙ୍କ ପାଇଁ ଋଣ ମନା
ନନ୍ଦପୁର,୧୪ା୮(ଶଙ୍କର ପୂଜାରୀ) : ଓଡ଼ିଶା ସରକାରଙ୍କ ‘ମୋ ଘର’ ଋଣ ଯୋଜନାରୁ ରାଜ୍ୟରେ ବସବାସ କରୁଥିବା ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଲୋକେ ବଞ୍ଚତ୍ତ ହେବାକୁ ଯାଉଥିବା ଜଣାପଡ଼ିଛି। ଏଥିପାଇଁ ଓଡ଼ିଶା ସିଡ୍ୟୁଲ ଏରିଆ ଟ୍ରାନ୍ସଫର ଅଫ ଇମୋଭେବୁଲ ପ୍ରପର୍ଟି…
ଉଚ୍ଚଶିକ୍ଷା ନେଇ ମଉଳିଯାଉଛି ଯମୁନାଙ୍କ ସ୍ବପ୍ନ
ଟିକିରି, ୧୩।୮( ପ୍ରଫୁଲ କୁମାର ବେହେରା)ରାୟଗଡା ଜିଲା କାଶୀପୁର ବ୍ଲକ ଡଙ୍ଗାସିଲ ପଞ୍ଚାୟତ ବଦଲିଝରଣ ଗ୍ରାମର ଯମୁନା ନାଏକ। ଅର୍ଥ ବାଧକ ଯୋଗୁ ତାଙ୍କ ଉଚ୍ଚଶିକ୍ଷାରେ ଡୋରି ବନ୍ଧା ହେବାକୁ ଯାଉଛି। କୋରାପୁଟ ଜିଲା ଦଶମନ୍ତପୁର କଲେଜରେ ଯୁକ୍ତ ୨ ଶେଷ…
ବିନା ଫିଟ୍ନେସ୍ରେ ଗଡ଼ୁଛି ୪ ଓଏସ୍ଆର୍ଟିସି ଗାଡ଼ି
ରାୟଗଡ଼ା,୧୩।୮(ଭାଗ୍ୟଶ୍ରୀ ମିଶ୍ର)ରାଜ୍ୟ ସରକାର ପରିବହନ କ୍ଷେତ୍ରରେ ଯାତ୍ରୀଙ୍କୁ ରିହାତି ମୂଲ୍ୟରେ ସୁବିଧା ଦେବା ପାଇଁ ସରକାରୀ ବସ୍ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (ଓଏସ୍ଆର୍ଟିସି) କରିଛନ୍ତି। ହେଲେ ଏହାର ରାୟଗଡ଼ା କାର୍ଯ୍ୟାଳୟ ଅବହେଳିତ ଅବସ୍ଥାରେ ରହିଛି। ପରିଚାଳନାଗତ ତ୍ରୁଟି ଯୋଗୁ…
Archives


