ପୁରୀ

କରୋନାରୁ ସୁସ୍ଥ ହେବା ପରେ ହୃଦଘାତ: ଶ୍ରୀମନ୍ଦିର ବରିଷ୍ଠ ଦଇତାପତି ସେବକ ପ୍ରେମାନନ୍ଦଙ୍କ ପରଲୋକ

ପୁରୀ ଅଫିସ,୨୦।୯: ଶ୍ରୀମନ୍ଦିରର ବରିଷ୍ଠ ଦଇତାପତି ସେବକ ପ୍ରେମାନନ୍ଦ ଦାସ ମହାପାତ୍ର(୬୫)ଙ୍କ ପରଲୋକ ହୋଇଯାଇଛି। କିଛି ଦିନ ତଳେ ସେ କରୋନାରୁ ସୁସ୍ଥ ହୋଇ ହୋମ୍‌ ଆଇସୋଲେଶନରେ ରହିଥିଲେ। ରବିବାର ବିଳମ୍ବିତ ରାତିରେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ପରିବାରଲୋକେ…

ପୁରୀ ସ୍ଥିତି ଅସମ୍ଭାଳ: କଡ଼ା ପଦକ୍ଷେପ ନାହିଁ

ପୁରୀ ଅଫିସ,୧୯। ୯: ରାଜ୍ୟରେ କରୋନା ସ୍ଥିତି ଦିନକୁ ଦିନ ସାଂଘାତିକ ହେଉଛି। ଲକ୍‌ଡାଉନ ହଟିଯିବା ପରେ କଟକଣାକୁ ଅଧିକାଂଶ ମାନୁନାହାନ୍ତି। ଫଳରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍‌ବେଗ ପରେ ଏବେ ଡିଜିପି ଅଭୟ ଟୁଇନ୍‌ ସିଟି…

ଅନ୍ତର୍ଜାତୀୟ ବେଳାଭୂମି ସଫେଇ ଦିବସ

ପୁରୀ ଅଫିସ,୧୯।୮: ପୁରୀରେ ଶନିବାର ଅନ୍ତର୍ଜାତୀୟ ବେଳାଭୂମି ସଫେଇ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ସକାଳୁ ସକାଳୁ ପୁରୀ ବେଳାଭୂମିରେ ଆୟୋଜନ ହୋଇଥିଲା ସଫେଇ କାର୍ଯ୍ୟକ୍ରମ । ଜିଲା ପ୍ରଶାସନ ପକ୍ଷରୁ ଏହାର ଆୟୋଜନ ହୋଇଥିବା ବେଳେ ଏହି କାର୍ଯ୍ୟକ୍ରମରେ…

ବେଆଇନ ଶ୍ମଶାନ ଚୁଲା, ମହିଳା ସମିତି ଘର ନିର୍ମାଣ

କୋଣାର୍କ,୧୮ା୯(ଡି.ଏନ୍‌.ଏ): କୋଣାର୍କ ଥାନା ଅଧୀନ ଅବଦାନ ପଞ୍ଚାୟତର ଏକ ଗୋଚର ଜମିରେ ଶ୍ମଶାନ ଚୁଲା ଓ ଗୋରୁ ପୋତା ହେଉଥିବା ଏକ ଜମିରେ ମହିଳା ସମିତି ଗୃହ ନିର୍ମାଣ ବେଆଇନ ଭାବେ ହେଉଥିବାର ଅଭିଯୋଗ ହୋଇଛି। ଏ ନେଇ ଗ୍ରାମବାସୀ ବିରୋଧ…

ନରେନ୍ଦ୍ର ପୁଷ୍କରିଣୀରେ ଭାସୁଛନ୍ତି ମଲା ମାଛ

ପୁରୀ ଅଫିସ,୧୮ା୯: ନରେନ୍ଦ୍ର ପୁଷ୍କରିଣୀ। କୋଟି କୋଟି ଶ୍ରଦ୍ଧାଳୁଙ୍କ ଆସ୍ଥା ଓ ବିଶ୍ୱାସର ପୁଷ୍କରିଣୀ। ଏହି ପବିତ୍ର ପୁଷ୍କରିଣୀରେ ମହାପ୍ରଭୁ ଜଳକ୍ରୀଡ଼ା କରନ୍ତି। ଶ୍ରଦ୍ଧାଳୁମାନେ ବୁଡ଼ ପକାଇଥାନ୍ତି। ହେଲେ ଏହାର ପାଣି ଏବେ ପ୍ରଦୂଷିତ ହୋଇଥିବା କୁହାଯାଉଛି। କାରଣ ନରେନ୍ଦ୍ର ପୁଷ୍କରିଣୀରେ…

ରାଜ୍ୟର ଆଉ ଜଣେ ବିଧାୟକଙ୍କୁ କରୋନା

ଭୁବନେଶ୍ୱର,୧୭।୯(ବ୍ୟୁରୋ)-ମହାମାରୀ କରୋନାରେ ଆକ୍ରନ୍ତ ହୋଇଛନ୍ତି ପୁରୀ ସଦର ବିଧାୟକ ଜୟନ୍ତ ଷଡ଼ଙ୍ଗୀ। ତାଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି। ଏ ନେଇ ସେ ସୋସିଆଲ ମିଡିଆ ଜରିଆରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ତାଙ୍କର କୋଭିଡ ରିପୋର୍ଟ ପଜିଟିଭ ଆସିଛି। ବର୍ତ୍ତମାନ…

ମହାପ୍ରଭୁଙ୍କ ଜମି ହାତେଇବାକୁ ମସୁଧା

ପୁରୀ ଅଫିସ, ୧୫।୯: ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନାଁରେ ୬୦ ହଜାର ଏକରରୁ ଊର୍ଦ୍ଧ୍ୱ ଜମି ରହିଛି। ଏହି ଜମି କେବଳ ପୁରୀ କିମ୍ବା ଓଡ଼ିଶାରେ ନୁହେଁ ବାହାର ରାଜ୍ୟରେ ବି ଅଛି। କିନ୍ତୁ ପରିତାପର ବିଷୟ ହଜାର ହଜାର ଏକର ଜମି…

ପୁରୀରେ ଅଷ୍ଟ୍ରେଲିଆନ ଅଙ୍ଗୁର

ପୁରୀ ଅଫିସ, ୧୫।୯: ସାଧାରଣତଃ ଥଣ୍ଡା ଜଳବାୟୁ ପରିବେଶଭିତ୍ତିକ ଅଞ୍ଚଳରେ ଅଙ୍ଗୁର ଚାଷ କରାଯାଇଥାଏ। କିନ୍ତୁ ପୁରୀରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ସମୁଦ୍ର କୂଳିଆ ଅଞ୍ଚଳ ଏବଂ ଗରମ ପରିବେଶରେ ଫଳିଛି ପେନ୍ଥା ପେନ୍ଥା ଅଙ୍ଗୁର, ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ…

ଡକାୟତି ଯୋଜନା, ୫ ଗିରଫ

ପୁରୀ ଅଫିସ,୧୪।୯: ପୁରୀ ସହରରେ ଡକାୟତି ପାଇଁ ଯୋଜନା କରୁଥିବା ୫ଜଣଙ୍କୁ ତାଳବଣିଆ ପୋଲିସ ଗିରଫ କରିଛି। ସେମାନେ ହେଲେ ଖୋର୍ଦ୍ଧାର ଜଗବନ୍ଧୁ ବାରିକ, ସମଙ୍ଗରାର ମୁନା ପ୍ରଧାନ, ଗଦାଧରପାଟଣାର ତ୍ରିନାଥ ନାୟକ, ଜଗତ୍‌ସିଂହପୁରର ପ୍ରଶାନ୍ତ ଭୋଇ ଓ ମଙ୍ଗଳାଘାଟ ପାଇକସାହିର…

ଖୋଲିଲା ବ୍ଲୁ ଫ୍ଲାଗ୍‌ ବେଳାଭୂମି

ପୁରୀ ଅଫିସ, ୧୩।୯: ପର୍ଯ୍ୟଟକଙ୍କ ପାଇଁ ଖୋଲିଛି ବ୍ଲୁ ଫ୍ଲାଗ ବେଳାଭୂମି। ଶନିବାରଠାରୁ ପର୍ଯ୍ୟଟକମାନେ ଟିକେଟ୍‌ କାଟି ଏହି ପାଇଲଟ୍‌ ବ୍ଲୁ ଫ୍ଲାଗ ବେଳାଭୂମି ବୁଲିଛନ୍ତି। ଅନ୍ତର୍ଜାତୀୟ ପର୍ଯ୍ୟଟନ କ୍ଷେତ୍ର ପୁରୀକୁ ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ସାମିଲ କରିବା ପାଇଁ ଏହି…

ଏଥର ହୋଇ ନ ପାରେ ହବିଷିଆଳି ଶିବିର

ପୁରୀ ଅଫିସ, ୧୨। ୯: ଧର୍ମମାସ କାର୍ତ୍ତିରେ ହବିଷ ବ୍ରତ କରିବା ପାଇଁ ପୁରୀକୁ ହବିଷିଆଳିମାନେ ଆସିଥାନ୍ତି। ଏଠାରେ ମାସେ ପର୍ଯ୍ୟନ୍ତ ରହି ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ରାଇଦାମୋଦର ପୂଜା କରିଥାନ୍ତି। ୨୦୧୬ରୁ ରାଜ୍ୟ ସରକାର ହବିଷିଆଳି ଯୋଜନାରେ ହବିଷିଆଳିଙ୍କୁ…

ବ୍ୟାଙ୍କରୁ ଟଙ୍କା ଚୋରି କରି କର୍ମଚାରୀ ବହିଷ୍କୃତ

ପୁରୀ ଅଫିସ,୧୧।୯: ପୁରୀ ଅର୍ବାନ କୋଅପରେଟିଭ ବ୍ୟାଙ୍କର ମାର୍କେଟ ଛକସ୍ଥିତ ଶାଖା କାର୍ଯ୍ୟାଳୟ ଲକରରୁ ୪୩ ହଜାର ଟଙ୍କା ଚୋରି ଅଭିଯୋଗ ହୋଇଛି। ଖୋଳତାଡ଼ ପରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଏହି ଟଙ୍କା ନେଇଥିବା ଜଣାପଡ଼ିବା ପରେ ତାଙ୍କୁ ଚାକିରିରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?