ପୁରୀ

୧୧୫ ବର୍ଷ ହେବ ବନ୍ଦ ରହିଛି ରଘୁନାଥ ବେଶ

ପୁରୀ ଅଫିସ, ୩।୧୦: ମହାପ୍ରଭୁଙ୍କ ବିଭିନ୍ନ ବେଶ ମଧ୍ୟରେ ନାଗାର୍ଜୁନ ଓ ରଘୁନାଥ ବେଶ୍‌ ଅତ୍ୟନ୍ତ ଦୁଲର୍‌ଲଭ ଏବଂ ମନୋମୁଗ୍ଧକର। ପରମ୍ପରା ମୁତାବକ ତିଥି ଅନୁସାରେ ଶ୍ରୀମନ୍ଦିରରେ ନାଗାର୍ଜୁନ ବେଶ ଅନୁଷ୍ଠିତ ହୋଇଆସୁଛି। ହେଲେ ରଘୁନାଥ ବେଶ ହେଉନାହିିଁ। ତଥ୍ୟ ଅନୁସାରେ…

ଡେଲାଙ୍ଗରେ ଚୋରି ଗାଡ଼ି ର଼୍ୟାକେଟ ପର୍ଦ୍ଦାଫାଶ

ଡେଲାଙ୍ଗ,୩।୧୦(ଡି.ଏନ୍‌.ଏ.): ଗତ ଏକ ମାସର ବ୍ୟବଧାନ ପରେ ପୁରୀ ଜିଲା ଡେଲାଙ୍ଗ ପୋଲିସ ପୁଣି ଏକ ଚୋରି ଗାଡ଼ି ର଼୍ୟାକେଟର ପର୍ଦ୍ଦାଫାଶ କରିଛି। ଏହା ପଛରେ ଥିବା ଏକ ଗ୍ୟାଙ୍ଗର ୬ଜଣ ସଦସ୍ୟକୁ ପୋଲିସ ଗିରଫ କରିବା ସହ କୋର୍ଟଚାଲଣ କରିଛି।…

ନଡ଼ିଆ ଷଡ଼େଇରେ ମାସ୍କ

ପୁରୀ ଅଫିସ,୨ା୧୦: ମହାମାରୀ କରୋନା କବଳରୁ ରକ୍ଷା ପାଇବା ପାଇଁ ସାମାଜିକ ଦୂରତା ଏବଂ ମାସ୍କ ପିନ୍ଧିବା ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ବିଶେଷକରି ମାସ୍କ ନ ପିନ୍ଧି ପଦାକୁ ବାହାରିଲେ ପୋଲିସ ପକ୍ଷରୁ ଜରିମାନା ଆଦାୟ କରାଯାଉଛି। ଭଲ ଭାବେ…

ସ୍ବର୍ଗଦ୍ୱାରରେ ଦାହ କଟକଣା ମାସେ ବଢ଼ିଲା

ପୁରୀ ଅଫିସ,୨ା୧୦: ମହାମାରୀ କରୋନା ସଂକ୍ରମଣକୁ ନଜରରେ ରଖି ସ୍ବର୍ଗଦ୍ୱାରରେ ବାହାର ଜିଲା ଏବଂ ଅନ୍ୟ ରାଜ୍ୟର ମୃତଦେହ ଦାହ ଓ ମହୋଦଧିରେ ଅସ୍ଥି ବିସର୍ଜନ ଉପରେ କଟକଣା ଲଗାଯାଇଛି। ଜିଲା ପ୍ରଶାସନ ଏହି କଟକଣାକୁ ପୁଣି ମାସେ ବଢାଇ ଦେଇଛନ୍ତି।…

ସଂକ୍ରମିତ ସେବାୟତଙ୍କୁ ଶ୍ରୀମନ୍ଦିର ମନା

ପୁରୀ ଅଫିସ,୩୦ା୯: କରୋନା ସଂକ୍ରମିତ ସେବାୟତ କିମ୍ବା କର୍ମଚାରୀ କେହି ବି ଶ୍ରୀମନ୍ଦିର ଭିତରକୁ ଯାଇପାରିବେ ନାହିିଁ। ଯଦି କେହି ଏହାକୁ ଅବମାନନା କରନ୍ତି ତେବେ ତାଙ୍କ ବିରୋଧରେ ଏତଲା ଦିଆଯିବ ବୋଲି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା…

ମାଟିରେ ମିଶିଯିବ ବଳରାମ ଦାସ ଗୁମ୍ଫା

ପୁରୀ ଅଫିସ,୨୮ା୯: ଆଧ୍ୟାତ୍ମିକ ପର୍ଯ୍ୟଟନସ୍ଥଳୀ ପୁରୀରେ ବହୁ ଐତିହ୍ୟ, କୀର୍ତ୍ତିରାଜି ରହିଛି। ତନ୍ମଧ୍ୟରୁ ଅନେକ ମାଟିରେ ମିଶିଗଲାଣି। ପୁଣି କେତେକ ଐତିହ୍ୟ ରହିଛି ଯାହାର ରକ୍ଷଣାବେକ୍ଷଣ ପ୍ରତି ଧ୍ୟାନ ଦିଆଯାଉ ନାହିଁ। ଫଳରେ ତାହା ବି ମାଟିରେ ମିଶିବାକୁ ବସିଲାଣି। ଏମିତି…

ଚାଲିଛି ବେଳାଭୂମି ରାସ୍ତା ଫୁଟ୍‌ପାଥ ନିର୍ମାଣ

ପୁରୀ ଅଫିସ,୨୭ା୯: ବିଭିନ୍ନ ସମୟରେ ସମୁଦ୍ର ଜୁଆର କୂଳ ଲଂଘୁଛି। ବେଳେ ବେଳେ ଉଚ୍ଚ ଜୁଆର ରାସ୍ତା କଡ଼ ଫୁଟ୍‌ପାଥ ପାଖକୁ ମାଡ଼ି ଆସୁଛି। ଫଳରେ ରାସ୍ତା ନଷ୍ଟ ହେଉଛି। ତେଣୁ ବର୍ତ୍ତମାନ ବେଳାଭୂମି ରାସ୍ତା ସମ୍ପ୍ରସାରଣ ସମେତ ରାସ୍ତାକଡ଼ ଫୁଟ୍‌ପାଥ…

ପୁରୀ: ଖସୁଛି କରୋନା ଗ୍ରାଫ୍‌

ପୁରୀ ଅଫିସ,୨୭।୯: ଗତ କିଛିଦିନ ହେଲା ପୁରୀ ଜିଲାରେ କରୋନା ସଂକ୍ରମଣ ସାଂଘାତିକ ସ୍ଥିତିରେ ଥିଲା। ପ୍ରତ୍ୟହ ଦୁଇଶହ କିମ୍ବା ତିନିଶହରୁ ଊର୍ଦ୍ଧ୍ୱ ସଂକ୍ରମିତ ଚିହ୍ନଟ ହେଉଥିଲେ। ମାତ୍ର ଏବେ ଏହି ଧାରାରେ ଧୀରେ ଧୀରେ ପରିବର୍ତ୍ତନ ଲକ୍ଷ୍ୟ କରାଯାଉଛି। ଜିଲାର…

ଗାର୍ଡୱାଲରେ ଅଟକିଛି ଚିଲିକା ରିଙ୍ଗ୍‌ ବନ୍ଧ

ବ୍ରହ୍ମଗିରି,୨୭ା୯(ଡି.ଏନ୍‌.ଏ.): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅଧୀନ ଅରଖକୁଦା ଓ ଗୋପୀନାଥପୁର ପଞ୍ଚାୟତର ଅନେକ ଗାଁ ଚିଲିକା ଉପକୂଳରେ ରହିଛି। ବନ୍ୟା, ବାତ୍ୟା, ଲଗାଣ ବର୍ଷା ହେଲେ ପ୍ରାୟ ସମୟ ଏହି ଗାଁରେ ଚିଲିକାର ଜୁଆର ପାଣି ପଶିଥାଏ। ତେଣୁ ଏହାକୁ…

ବସ୍ତି ଅଞ୍ଚଳର ଯୁବ ରାପର କୃଷ୍ଣ

ପୁରୀ ଅଫିସ,୨୭ା୯: ପୁରୀ ବଳିଆପଣ୍ଡା ବସ୍ତିର କୃଷ୍ଣ କୁମାର ପଣ୍ଡା। ରାପକୁ ନେଇ ଆଗକୁ ବଢିବାର ଅଦମ୍ୟ ସାହସ ବାନ୍ଧିଛନ୍ତି। ଦାରିଦ୍ର୍ୟତାର କଷାଘାତରେ ପେଶି ହେଉଥିଲେ ବି ଏହି ଯୁବ ରାପରଙ୍କ ମଧ୍ୟରେ ଅସରନ୍ତି ଆଶା ଓ ସ୍ବପ୍ନ ଉଙ୍କିମାରୁଛି। ମହାପ୍ରଭୁଙ୍କ…

ସ୍ବତନ୍ତ୍ର ପ୍ୟାକେଜ ଦାବିକଲେ କ୍ଷତିଗ୍ରସ୍ତ

ପୁରୀ ଅଫିସ,୨୬।୯: ବହୁ ପ୍ରତୀକ୍ଷିତ ସିଦ୍ଧମହାବୀର ରେଳ ଓଭରବ୍ରିଜ୍‌ (ଆର୍‌ଓବି) ପାଇଁ ଜମି ଅଧିଗ୍ରହଣ ନିମନ୍ତେ ମାପଚୁପ ଚାଲିଛି। ମାତ୍ର ଏହି ପ୍ରକଳ୍ପ ଲାଗି କ୍ଷତିଗ୍ରସ୍ତ ହେବାକୁ ଥିବା ଜନସାଧାରଣ ଓ ବ୍ୟବସାୟୀ ଶୁକ୍ରବାର ଅତିରିକ୍ତ ଜିଲାପାଳଙ୍କୁ ଭେଟିଛନ୍ତି। କରୋନାକୁ ନଜରରେ…

ନାଗା ସାଧୁଙ୍କୁ ଛାଡ଼ିଲାନି ପୋଲିସ

ପୁରୀ ଅଫିସ,୨୬।୯: ଭାରତର ବିଭିନ୍ନ ପ୍ରାନ୍ତରୁ ଆସିଥିବା ନାଗା ସାଧୁମାନେ ଶୁକ୍ରବାର ଶ୍ରୀମନ୍ଦିର ନିକଟରେ ଧାରଣା ଦେଇଥିଲେ। ସେମାନେ ଲଙ୍ଗୁଳି ମଠକୁ ଯିବା ଲାଗି ଉଦ୍ୟମ କରୁଥିବାବେଳେ ପୋଲିସ ଛାଡ଼ିି ନ ଥିଲା। ଏ ନେଇ ସେମାନେ ଅସନ୍ତୋଷ ପ୍ରକାଶ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?