ପୁରୀ

ମହାପ୍ରଭୁଙ୍କ ଖସାପଡ଼ା ନୀତି ସମ୍ପନ୍ନ

ପୁରୀ ଅଫିସ, ୧୦।୮: ଶ୍ରୀମନ୍ଦିରରେ ସୋମବାର ମହାପ୍ରଭୁଙ୍କ ଖସାପଡ଼ା ନୀତି ସମ୍ପନ୍ନ ହୋଇଛି। ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଲାଗି ସେବକ ଦଇତାପତିମାନେ ଏହି ନୀତି ସମ୍ପନ୍ନ କରିଥିଲେ। ମଧ୍ୟାହ୍ନ ଧୂପ ସହ ଦ୍ୱିତୀୟ ଭୋଗମଣ୍ଡପ ସମ୍ପନ୍ନ ପରେ ମଇଲମ ନୀତି ଅନୁଷ୍ଠିତ ହୋଇଥିଲା।…

ଲୋକୋମୋଟିଭ୍‌ ଇଞ୍ଜିନ ସ୍ଥାନାନ୍ତରକୁ ବିରୋଧ

ପୁରୀ ଅଫିସ,୯।୮: ବ୍ରିଟିଶ ଅମଳରେ ନ୍ୟାରୋ ଗେଜ୍‌ ଟ୍ରେନ୍‌ ଚଳାଚଳ ପାଇଁ ବ୍ୟବହୃତ ହେଉଥିବା ଲୋକୋ ମୋଟିଭ୍‌ ଇଞ୍ଜିନ୍‌କୁ ଅନୁମତି ବିନା ଉଠାଇନେବାକୁ ଉଦ୍ୟମ ଚାଲିଛି। ଏନେଇ ରବିବାର ପୁରୀ ସମୁଦ୍ରକୂଳ ଥାନାରେ ଚାଣକ୍ୟ ବିଏନ୍‌ଆର୍‌ ହୋଟେଲର ମ୍ୟାନେଜରଙ୍କ ବିରୋଧରେ ଏତଲା…

ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ଉଚ୍ଛେଦ ପ୍ରକ୍ରିୟା ପୁଣି ଆରମ୍ଭ

ପୁରୀ ଅଫିସ,୮।୮: କରୋନା କଟକଣା ଯୋଗୁ ବନ୍ଦ ରହିଥିବା ଶ୍ରୀମନ୍ଦିର ଐତିହ କରିଡ଼ର କାର୍ଯ୍ୟ ଶନିବାର ପୁଣି ଆରମ୍ଭ ହୋଇଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚତୁଃପାର୍ଶ୍ୱ ଉଚ୍ଛେଦ ପ୍ରକ୍ରିୟାରେ ପଶ୍ଚିମଦ୍ୱାର ସମ୍ମୁଖ ବାସେଳି ସାହି ମୌଜାର ୩ଟି ବେସରକାରୀ ଘରକୁ ଭଙ୍ଗା…

ପୁରୀରେ ପୁଣି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ

ପୁରୀ ଅଫିସ,୭।୮: ଶ୍ରୀମନ୍ଦିର ପରିକ୍ରମା ଯୋଜନାରେ ପୁଣି ଆରମ୍ଭ ହୋଇଛି ଉଚ୍ଛେଦ ପ୍ରକ୍ରିୟା। ପୁଣି ଘର ଭାଙ୍ଗୁଛି ପ୍ରଶାସନ। ଶ୍ରୀମନ୍ଦିରର ୭୫ମିଟର ବଳୟରେ ଥିବା ଅବଶିଷ୍ଟ ଘରକୁ ଉଚ୍ଛେଦ କରାଯାଇଛି। ବାସେଲିସାହି ମନ୍ଦିର ପାଖରେ ୩ଟି ଘର ଉଚ୍ଛେଦ କାମ ଚାଲିଛି।…

ରୋଗୀଙ୍କୁ ଘରୋଇ କ୍ଲିନିକ୍‌ ପଠାଇ ଶୋଷଣ

ପୁରୀ ଅଫିସ,୬ା୮: ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରରେ ଅସ୍ତ୍ରୋପଚାର ଓ ଚିକିତ୍ସା ସୁବିଧା ଥିବା ସତ୍ତ୍ବେ ରୋଗୀଙ୍କୁ ଘରୋଇ କ୍ଲିିନିକ୍‌ରେ ଅପରେଶନ୍‌ ପାଇଁ ଡାକ୍ତର ବାଧ୍ୟ କରୁଛନ୍ତି। ଏଭଳି ଭାବେ ରୋଗୀଙ୍କୁ ଶୋଷଣ କରାଯାଉଛି। ପୁରୀ ପେଣ୍ଠକଟାର ହରେକୃଷ୍ଣ ସରାବ ଏହି ଅଭିଯୋଗ ଆଣି…

ଆନ୍ଧ୍ରରେ ଫଶିଥିବା ୨ ଓଡ଼ିଆ ପ୍ରବାସୀ ଉଦ୍ଧାର

ଗୋପ,୫।୮(ଡି.ଏନ୍‌.ଏ.): ଦୀର୍ଘମାସ ଧରି ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମର ଏକ ହୋଟେଲରେ ଭୋକ ଉପାସରେ ଫସିଥିବା ୨ ପ୍ରବାସୀଙ୍କୁ ଉଦ୍ଧାର କରାଯାଇଛି। ସେମାନେ ହେଲେ ପୁରୀ ଜିଲା ଗୋପ ବ୍ଲକ ଅଧୀନ ବନ୍ତଳି ପଞ୍ଚାୟତ ମହାପୁର ଗ୍ରାମର ପବିତ୍ର ନାୟକ( ୪୮) ଓ ପ୍ରଭାକର…

ଆଜି ଶ୍ରୀମନ୍ଦିର ଖୋଲିବା ନେଇ ନିଷ୍ପତ୍ତି

ପୁରୀ ଅଫିସ, ୪।୮(ଡି.ଏନ୍‌.ଏ.):ରାଜ୍ୟରେ କରୋନା ପ୍ରଭାବ ହ୍ରାସ ପାଉଥିବା ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ କୋଭିଡ୍‌ କଟକଣା ଭିତରେ ସୋମବାର ଜିଲାର ପ୍ରାୟ ଧର୍ମାନୁଷ୍ଠାନ ତଥା ମନ୍ଦିର, ଚର୍ଚ୍ଚ, ମସଜିଦ ଖୋଲିଛି। ଦୀର୍ଘଦିନ ପରେ ମନ୍ଦିର ଓ ଧର୍ମାନୁଷ୍ଠାନ ଖୋଲିଥିବାରୁ…

ପ୍ରଥମ ଦିନରେ ସୂର୍ଯ୍ୟମନ୍ଦିର ବୁଲିଲେ ୫୦୨

କୋଣାର୍କ,୩।୮(ଡି.ଏନ୍‌.ଏ.): ଦୀର୍ଘଦିନ ପରେ କଟକଣା ମଧ୍ୟରେ ସୋମବାର କୋଣାର୍କ ସୂର୍ଯ୍ୟମନ୍ଦିର ଖୋଲିଛି। ସକାଳ ୬ଟାରୁ ମନ୍ଦିର ମୁଖ୍ୟଦ୍ୱାର ତାଲା ଫିଟାଯାଇଥିଲା। ପ୍ରଥମ ଦିନରେ ୫୦୨ଜଣ ପର୍ଯ୍ୟଟକ ଅନ୍‌ଲାଇନରେ ଟିକେଟ ବୁକିଂ କରି ସୂର୍ଯ୍ୟମନ୍ଦିର ବୁଲିଥିଲେ। କୋଭିଡ୍‌ ଗାଇଡ୍‌ଲାଇନ ଅନୁଯାୟୀ ମନ୍ଦିର ଖୋଲାଯାଇଛି। ସୋମବାର…

ସମୁଦ୍ର ସ୍ନାନର ମଜା ନେଲେ ପର୍ଯ୍ୟଟକ

ପୁରୀ ଅଫିସ,୩।୮: କୋଭିଡ୍‌ କଟକଣା କୋହଳ ହେବା ପରେ ସୋମବାର ପୁରୀ ସହରରେ ଦୋକାନ ବଜାର ଖୋଲିଛି। ପ୍ରଥମ ଦିନରୁ ହିଁ ପୁରୀ ବେଳାଭୂମିରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ଛୋଟବଡ଼ ବ୍ୟବସାୟୀ ଦୋକାନ ଖୋଲିଥିବା ବେଳେ ଶପିଂ ମଲ୍‌ ଓ…

କୋଣାର୍କ ହେବ ଶୂନ ନିର୍ଗମନ ସହର

ଭୁବନେଶ୍ୱର,୨।୮(ବ୍ୟୁରୋ): କୋଣାର୍କ ହେବ ଦେଶର ପ୍ରଥମ ‘ଶୂନ ନିର୍ଗମନ ସହର’। ଅର୍ଥାତ୍‌ ସହରର ଶକ୍ତି ଚାହିଦା କେବଳ ଅକ୍ଷୟ ଶକ୍ତି ଉତ୍ସ ଦ୍ୱାରା ପୂରଣ ହେବ। ୨୦୨୨ ସେପ୍ଟେମ୍ବର ସୁଦ୍ଧା ଏହି ଲକ୍ଷ୍ୟ ହାସଲ କରିବା ପାଇଁ ରାଜ୍ୟ ସରକାର କେନ୍ଦ୍ର…

ଆଜିଠୁ ଖୋଲିବ ସୂର୍ଯ୍ୟମନ୍ଦିର

କୋଣାର୍କ,୨ା୮(ଡି.ଏନ୍‌.ଏ.): ଦୀର୍ଘ ୩ମାସ ବନ୍ଦ ପରେ ସୋମବାର ଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ କୋଣାର୍କ ସୂର୍ଯ୍ୟମନ୍ଦିର। ଏନେଇ ପର୍ଯ୍ୟଟନ ବିଭାଗ ପକ୍ଷରୁ କୋଣାର୍କ ମନ୍ଦିର ଦାୟିତ୍ୱରେ ରହିଥିବା ଅଧିକାରୀ ନୀରଜ ସିଂ ସୂଚନା ଦେଇଛନ୍ତି। କୋଭିଡ୍‌ ଗାଇଡଲାଇନ ଅନୁଯାୟୀ ମନ୍ଦିର ଖୋଲାଯିବାକୁ…

କଳିଙ୍ଗ ସ୍ଥାପତ୍ୟ ଶୈଳୀରେ ହେବ ମଠ ପୁନଃ ନିର୍ମାଣ

ପୁରୀ ଅଫିସ, ୧।୮: ଶ୍ରୀମନ୍ଦିର ଐତିହ୍ୟ ସୁରକ୍ଷା କରିଡର୍‌ କାର୍ଯ୍ୟ ଖୁବ୍‌ଶୀଘ୍ର ଆରମ୍ଭ ହେବ। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଶା ବ୍ରିଜ୍‌ ଆଣ୍ଡ କର୍ପୋରେଶନ ଲିମିଟେଡ୍‌ (ଓବି ଆଣ୍ଡ୍‌ ସିସି)କୁ ଦାୟିତ୍ୱ ଦିଆଯାଇଛି। ଶ୍ରୀମନ୍ଦିରର ୭୫ ମିଟର କରିଡର ଭିତରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri