ପୁରୀ

ଦେବୀ ମୁହାଁଣରେ ଅଲିଭ୍‌ ରିଡ୍‌ଲେଙ୍କ ଅଣ୍ଡାଦାନ

ଅସ୍ତରଙ୍ଗ,୩।୧(ଡି.ଏନ୍‌.ଏ.): ପୁରୀ ଜିଲାର ଅଲିଭ ରିଡ୍‌ଲେଙ୍କ ଏନ୍ତୁଡିଶାଳ କୁହାଯାଉଥିବା ଅସ୍ତରଙ୍ଗ ଅଞ୍ଚଳର ଦେବୀ ମୁହାଁଣ ନିକଟରେ ଅଲିଭ ରିଡ୍‌ଲେଙ୍କ ଅଣ୍ଡା ଦେଇଥିବା ଦେଖିବାକୁ ମିଳିଛି। ୨ଗୋଟି ଅଲିଭ ରିଡ୍‌ଲେ ଅଣ୍ଡା ଦେଇଥିବା ସ୍ଥାନୀୟ ବନ ବିଭାଗ ପକ୍ଷରୁ ସୂଚନା ମିଳିଛି। ପ୍ରଥମ…

ଯୋଗ୍ୟ ହିତାଧିକାରୀଙ୍କୁ ମିଳୁନି ଗୃହ

କୃଷ୍ଣପ୍ରସାଦ,୩୧ା୧୨(ଡି.ଏନ୍‌.ଏ.): ଫାଇଲିନ୍‌ ବାତ୍ୟାରେ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅଞ୍ଚଳରେ ବ୍ୟାପକ କ୍ଷତି ହୋଇଥିଲା। ବହୁ ପରିବାର ବାସଗୃହ ହରାଇଥିଲେ। ପକ୍କାଘର ନ ଥିବା ପରିବାରଙ୍କୁ ବାତ୍ୟା ନିରୋଧକ ବାସଗୃହ ଯୋଗାଇଦେବା ପାଇଁ ବିଶ୍ୱବ୍ୟାଙ୍କ ଅନୁମତି ପ୍ରଦାନ କରିଥିଲା। ଏନେଇ ହିତାଧିକାରୀ…

ମିଳୁନି ରତ୍ନଭଣ୍ଡାର ରେଜିଷ୍ଟର ତଥ୍ୟ

ପୁରୀ ଅଫିସ,୩୧।୧୨: ୧୯୮୫ ମସିହା ଜୁଲାଇ ୧୪ରେ ବଡ଼ଠାକୁରଙ୍କ ଶିରରେ ଲାଗିଥିବା ଚିତା ବ୍ୟବହାରଯୋଗ୍ୟ ନ ହେବା ହେତୁ ରାଜ୍ୟ ସରକାରଙ୍କ ବିଧି ବିଭାଗ ଚିଠି ନମ୍ବର- ୮୭୬୭,୧୨। ୭।୧୯୮୫ ଆଦେଶାନୁଯାୟୀ ଭିତର ରତ୍ନଭଣ୍ଡାର ଖୋଲାଯାଇ ପୂର୍ବ ପରି ତାଲା ପକାଇ…

୩ ଦିନ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ

ପୁରୀ ଅଫିସ, ୩୧ା୧୨:ଓମିକ୍ରନ ସଂକ୍ରମଣ ଓ ଭିଡ଼କୁ ଆଶଙ୍କା କରି ପୁରୀ ଶ୍ରୀମନ୍ଦିରରେ ୩୧ତାରିଖଠାରୁ ଜାନୁୟାରୀ ୧ ଓ ୨ତାରିଖ ପର୍ଯ୍ୟନ୍ତ ସାଧରଣ ଦର୍ଶନ ବନ୍ଦ ରହିବ। ଏପରିକି ଜିଲାର ସମସ୍ତ ସ୍ଥାନରେ ଜିରୋ ନାଇଟ୍‌ ସେଲିବ୍ରେଶନ୍‌ ଉପରେ ପ୍ରଶାସନ ପକ୍ଷରୁ…

ସୂର୍ଯ୍ୟମନ୍ଦିର ପ୍ରବେଶ ପଥରେ ଠେଲାପେଲା

କୋଣାର୍କ,୨୯।୧୨(ଡି.ଏନ୍‌.ଏ.): ରାଜ୍ୟରେ ଏବେ ଶୀତର ପ୍ରକୋପ ସହ ପର୍ଯ୍ୟଟନ ଋତୁ ଚାଲିଥିବାରୁ ଗତ କିଛିଦିନ ହେଲା କୋଣାର୍କରେ ପର୍ଯ୍ୟଟକଙ୍କ ସୁଅ ଛୁଟିବାରେ ଲାଗିଛି। ତେବେ ମଙ୍ଗଳବାର ପୂର୍ବାହ୍ନରେ ସୂର୍ଯ୍ୟମନ୍ଦିରରେ ପର୍ଯ୍ୟଟକଙ୍କ ଅସମ୍ବାଳ ଭିଡ଼ ଦେଖିବାକୁ ମିଳିଥିଲା। ତେବେ ହଠାତ୍‌ ଟିକେଟ କାଉଣ୍ଟରରୁ…

ସେଣ୍ଟ୍ରାଲବ୍ୟାଙ୍କ ଶାଖାରୁ ଲୁଟ ଉଦ୍ୟମ

ସାକ୍ଷୀଗୋପାଳ,୨୮।୧୨(ଡି.ଏନ୍‌.ଏ): ପୁରୀ ଜିଲା ସାକ୍ଷୀଗୋପାଳ ବଜାର ଚନ୍ଦନପୋଖରୀ ନିକଟ ସେଣ୍ଟ୍ରାଲବ୍ୟାଙ୍କ ଅଳଗୁମ ଶାଖାରୁ ସୋମବାର ରାତିରେ ଲୁଟ ଉଦ୍ୟମ ହୋଇଛି। ଦୁର୍ବୃତ୍ତ ବ୍ୟାଙ୍କ ପଛପାର୍ଶ୍ୱ ଝରକା ଗ୍ରୀଲକାଟି ସେଠାରେ ଲାଗିଥିବା ଉଇଣ୍ଡୋ ଏସି ବାହର କରିଥିଲେ। ସେହି ରାସ୍ତାରେ ବ୍ୟାଙ୍କ ଭିତରକୁ…

କଟକ ପରେ ପୁଣି ମାଞ୍ଜା ସୂତାରେ କଟିଲା ଆଉ ଜଣଙ୍କ ବେକ

ପୁରୀ ଅଫିସ,୨୭।୧୨: କଟକ ପରେ ପୁରୀରେ ମାଞ୍ଜା ସୂତା ଲାଗି ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ଉକ୍ତ ବ୍ୟକ୍ତି ହେଲେ କୁଣ୍ଢାଇବେଣ୍ଟ ସାହିର ଭଞ୍ଜବିହାରୀ ପାତ୍ର । ଅସୁସ୍ଥ ପୁଅ ପାଇଁ ବଡ଼ଦାଣ୍ଡକୁ ଔଷଧ କିଣିବା ପାଇଁ ଆସିଥିବା ବେଳେ ବେକରେ…

ପିପିଲିରେ ସିରିଜ୍‌ଲୁଟ୍‌: ବାଦ୍‌ପଡ଼ିଲେନି ଭଗବାନ୍‌

ନିମାପଡ଼ା,୨୬।୧୨(ଡି.ଏନ୍‌.ଏ.): ପୁରୀ ଜିଲା ପିପିଲି ଅଞ୍ଚଳରେ ଲୁଟେରା ଗ୍ୟାଙ୍ଗ ମାତିଛନ୍ତି। ଗୋଟିଏ ରାତିରେ ଏକାଧିକ ସ୍ଥାନରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟିନେଇଛନ୍ତି। ଏହି ଲୁଟରୁ ବାଦ ପଡ଼ି ନାହିଁ ଶିକ୍ଷାନୁଷ୍ଠାନ, ଧର୍ମାନୁଷ୍ଠାନ, ସରକାରୀ ଅଫିସ ଏବଂ ସାଧାରଣ ଗରିବ ପରିବାର। ପଞ୍ଚାୟତ…

ଖୋଲିବ ଗୁମର; ରିମାଣ୍ଡରେ ଗଲେ ୨ ଅଭିଯୁକ୍ତ

ପୁରୀ ଅଫିସ,୨୫।୧୨: ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ବ୍ୟକ୍ତିଗତ ସହାୟକ ଚିତ୍ତରଞ୍ଜନ ପଲେଇ ହତ୍ୟାକାଣ୍ଡରେ ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ରିମାଣ୍ଡରେ ଯାଇଛନ୍ତି। ଅଭିଯୁକ୍ତ ଜଗନ୍ନାଥ ଷଡ଼ଙ୍ଗୀ ଏବଂ ଅଶୋକ ଉପାଧ୍ୟାୟଙ୍କୁ କ୍ରାଇମ୍‌ବ୍ରାଞ୍ଚ ୨ ଦିନିଆ ରିମାଣ୍ଡରେ ନେଇଛି।…

ପୁରୀରେ ଖୋଲିଲା ‘ନିମନ୍ତ୍ରଣ’

ପୁରୀ ଅଫିସ,୨୪।୧୨: ଓଡ଼ିଆ ପାରମ୍ପରିକ ଖାଦ୍ୟର ପ୍ରଚାର ଓ ପ୍ରସାର ପାଇଁ ପୁରୀରେ ଖୋଲିଛି ‘ନିମନ୍ତ୍ରଣ’ ରେସ୍ତୋରାଁ। ସୁସ୍ବାଦୁ, ସ୍ବାସ୍ଥ୍ୟ ଅନୁକୂଳ ପରିବେଶରେ ଓଡ଼ିଆ ଖାଦ୍ୟ ସହ ଚାଇନିଜ ଖାଦ୍ୟ ମଧ୍ୟ ମେନ୍ୟୁରେ ସ୍ଥାନ ପାଇବ ବୋଲି ସୂଚନା ମିଳିଛି। ପରିବାର…

ଖିଅପାଉନି କ୍ରାଇମ୍‌ବ୍ରାଞ୍ଚ

ପୁରୀ ଅଫିସ,୨୦ା୧୨: ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ବ୍ୟକ୍ତିଗତ ସହାୟକ (ପିଏ) ଚିତ୍ତରଞ୍ଜନ ପଲେଇ ହତ୍ୟା ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତକୁ ୫ଦିନ ପୂରିଲାଣି। ମାତ୍ର ଏପର୍ଯ୍ୟନ୍ତ ଘଟଣା ଉପରୁ ପରଦା ହଟିପାରିନାହିଁ। ବାସ୍ତବରେ ଏହା ହତ୍ୟା ନା ଦୁର୍ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?