ଆମ ଜିଲା ଖବର

ତାତିଲେ ମହିଳା, ନିଆଁରେ ମଦ ଢାଳିଲେ

ଭଦ୍ରକ ଅଫିସ, ୫ା୪: ଗାଁରେ ବେଆଇନ ମଦ ବିକ୍ରିକୁ ନେଇ ତାତିଲେ ମହିଳା। ବିକ୍ରେତାଙ୍କ କ୍ୟାବିନ ଭଙ୍ଗାରୁଜା କରିବା ସହ ଟାୟାର ଜାଳି ନିଆଁରେ ମଦ ଢାଳି ନଷ୍ଟ କରିଛନ୍ତି। ଏପରିକି ଘଟଣାସ୍ଥଳକୁ ଯାଇଥିବା ପୋଲିସ ଭ୍ୟାନ୍‌କୁ ଅଟକାଇଥିଲେ। ଭଦ୍ରକ...

ଘରବାରି କିସମ ଜମିରେ ପୋଖରୀ ଖନନକୁ ବିରୋଧ

ଭଦ୍ରକ ଅଫିସ, ୫ା୪: ଘରବାରି କିସମ ଜମିରେ ବେଆଇନ ପୋଖରୀ ଖନନ ଯୋଗୁ ଘର ଭୁଶୁଡ଼ିବା ଆଶଙ୍କାରେ ପ୍ରତିବାଦ କରି ଏକ ପରିବାର ମଙ୍ଗଳବାର ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି। ପ୍ରକାଶ ଯେ, ଭଦ୍ରକ ଜିଲା ସାବରଙ୍ଗ ଥାନା...

ପୋଲିସ-ବନବିଭାଗ ଦୋଷ ଲଦାଲଦି

ରୂପସା, ୫ା୪(ଡି.ଏନ.ଏ.): ବାଲେଶ୍ୱର ଜିଲା ରୂପସା ଥାନା ଅଧୀନ ଲଚ୍ଛମନଖୁଣ୍ଟା ଅଞ୍ଚଳରୁ ଏକ ଟ୍ରକ୍‌ ଯୋଗେ ପ୍ରାୟ ୫ ଲକ୍ଷ ଟଙ୍କାର ମୂଲ୍ୟବାନ କାଠ ସୋମବାର ରାତିରେ ଚୋରାଚାଲାଣ ହେଉଥିବା ବେଳେ ଲଚ୍ଛମନଖୁଣ୍ଟା-ଗଡ଼ପଦା ରାସ୍ତାର ଖଣ୍ଡିଆଘାଇ ପୋଲଠାରେ କାଦୁଅରେ ଫସିଯାଇଥିଲା।...

ତାରିଣୀ ମନ୍ଦିର ରଙ୍ଗମରା କାମରେ ଅନିୟମିତତା

ଘଟଗାଁ, ୫ା୪(ଡି.ଏନ.ଏ): କେନ୍ଦୁଝର ଜିଲା ଘଟଗାଁସ୍ଥିତ ମା’ ତାରିଣୀ ମନ୍ଦିର ପରିଚାଳନା ବୋର୍ଡ ଗତ ୬ ମାସ ହେଲା ଭାଙ୍ଗିଯାଇଛି। କାମଚଳା ଭାବେ ସମ୍ବଲପୁର ଡିଭିଜନାଲ ଇନ୍ସପେକ୍ଟର ଦାୟିତ୍ୱରେ ଅଛନ୍ତି। ମାସରେ ଦିନେ ଦୁଇ ଦିନ ଆସି ସେ ପଳାଉଥିବା...

୪ ଅଭିଯୁକ୍ତଙ୍କୁ ୩ ଦିନିଆ ରିମାଣ୍ଡରେ ନେଲା କ୍ରାଇମବ୍ରାଞ୍ଚ

ବଲାଙ୍ଗୀର ଅଫିସ୍‌/କଟକ ଅଫିସ୍‌, ୫।୪: କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ମଙ୍ଗଳବାର ତଦନ୍ତର ଚତୁର୍ଥ ଦିନରେ ଜାଲ୍‌ ସାର୍ଟିଫିକେଟ୍‌ ମାମଲାର ମୁଖ୍ୟ ଅଭିଯୁକ୍ତ ମନୋଜ ମିଶ୍ର, ପ୍ରମୁଖ ସହଯୋଗୀ ଆଲୋକ ରଞ୍ଜନ ଉଦ୍‌ଗାତାଙ୍କ ସମେତ ଅନ୍ୟ ଦୁଇ ଅଭିଯୁକ୍ତ ତ୍ରିବିହାରୀ ପଣ୍ଡା ଏବଂ...

ମିଷ୍ଟର ଇଣ୍ଡିଆ ପ୍ରତିଯୋଗିତାରେ ସୁରେନ୍ଦ୍ରଙ୍କୁ ସ୍ବର୍ଣ୍ଣ

ଭଣ୍ଡାରିପୋଖରୀ, ୫ା୪(ସ୍ବ.ପ୍ର.): କ୍ରୀଡ଼ା କ୍ଷେତ୍ରରେ ଭଦ୍ରକ ଜିଲା ସମେତ ଓଡ଼ିଶାକୁ ଗୌରବାନ୍ବିତ କରିଥିବା ଭଣ୍ଡାରିପୋଖରୀ ବ୍ଲକ ରହଣିଆ ଗ୍ରାମର ଯୁବ ପ୍ରତିଭା ସୁରେନ୍ଦ୍ର ଦାସ ଏବେ ମିଷ୍ଟର ଇଣ୍ଡିଆ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରି ସ୍ବର୍ଣ୍ଣ ପଦକ ପାଇଛନ୍ତି।...

ଭିଟାମାଟି ହରାଇ ବିସ୍ଥାପିତ ନିରାଶ୍ରୟ

ଯୋଡ଼ା,୫ା୪(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ା ବ୍ଲକ ଅନ୍ତର୍ଗତ ବାସୁଦେବପୁରଠାରେ ନିର୍ମାଣାଧୀନ କାନପୁର ବୃହତ ଜଳସେଚନ ପ୍ରକଳ୍ପର ବୁଡ଼ି ଅଞ୍ଚଳ ଭାବେ ଚିହ୍ନଟ କରାଯାଇଥିବା ବିଲେଇ ପଦା ଗ୍ରାମର ୨୨ଟି ଘରକୁ ପ୍ରଶାସନ ପକ୍ଷରୁ ମଙ୍ଗଳବାର ଉଚ୍ଛେଦ କରାଯାଇଛି। ତେବେ ଘର...

ବଜ୍ରପାତରେ ୧୨ ଛେଳି ମୃତ

ଆସିକା/ଦିଗପହଣ୍ଡି/କବିସୂର୍ଯ୍ୟନଗର, ୫।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଆସିକା ବ୍ଲକର ରିଷିପୁର ଗ୍ରାମ ଉପକଣ୍ଠରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ ବଜ୍ରପାତ ହେବାରୁ ୧୨ ଛେଳିଙ୍କର ମୃତ୍ୟୁ ଘଟିଥିଲା ବେଳେ ୪ ଦଣ୍ଡୁଆଙ୍କ ସମେତ ୧୨ ଜଣ ଆହତ ହୋଇଛନ୍ତି। ରିଷିପୁର ଗ୍ରାମ ଉପକଣ୍ଠରେ...

ଚାକିରି ଦେବା ନାଁରେ ଠକେଇ, ୫ ଗିରଫ

ବାଲେଶ୍ୱର ଅଫିସ, ୫।୪: ବିଭିନ୍ନ ବିଭାଗରେ ଚାକିରି କରାଇଦେବା ନଁାରେ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ କରିଥିବା ୫ଜଣଙ୍କୁ ବାଲେଶ୍ୱର ସହଦେବଖୁଣ୍ଟା ଥାନା ପୋଲିସ ମଙ୍ଗଳବାର ଗିରଫ ପରେ କୋର୍ଟଚାଲାଣ କରିଛି। ସେମାନଙ୍କ ନିକଟରୁ ୩ଲକ୍ଷ ୯ହଜାର ନଗଦ ଟଙ୍କା,...

ପୁରୀରେ ପହଞ୍ଚିଲା ୮୨୦୦ ଇଭିଏମ୍‌

ପୁରୀ ଅଫିସ, ୫।୪: ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ନିର୍ଦ୍ଦେଶ କ୍ରମେ ହାଇଦ୍ରାବାଦ ପ୍ରୋସେସିଂ ୟୁନିଟ୍‌ରୁ ୬ଟି ଟ୍ରକ ଯୋଗେ ୮୨୦୦ଟି ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ (ଇଭିଏମ୍‌) ଆସି ମଙ୍ଗଳବାର ପୁରୀରେ ପହଞ୍ଚତ୍ଛି। ଏଥିରେ ୪୧୦୦ଟି...

ଧୋତି ପିନ୍ଧାଇଲା ପୌରପାଳିକା

ଅନୁଗୋଳ ଅଫିସ, ୫।୪: ଅନୁଗୋଳ ସହରସ୍ଥିତ ଗୋପବନ୍ଧୁ ଉଦ୍ୟାନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଟ ଚୌଧୁରୀଙ୍କ ନବନିର୍ମିତ ପ୍ରତିମୂର୍ତ୍ତିର ପୋଷାକକୁ ନେଇ ବିବାଦ ଦେଖାଦେବା ପରେ ତୁରନ୍ତ ତ୍ରୁଟି ସଂଶୋଧନ କରିଛି ପୌରପାଳିକା। ଅନୁଗୋଳ ପୌର କର୍ତ୍ତୃପକ୍ଷ ଏ ନେଇ ସୋମବାର...

ସମର୍ଥ ହତ୍ୟାକାଣ୍ଡ: ମୁଖ୍ୟ ଅଭିଯୁକ୍ତଙ୍କ ଆତ୍ମହତ୍ୟା ଉଦ୍ୟମ

ବ୍ରଜରାଜନଗର,୫।୪ (ଡି.ଏନ.ଏ.): ଝାରସୁଗୁଡା ଜିଲା ତଥା ସାରା ରାଜ୍ୟରେ ଚହଳ ସୃଷ୍ଟି କରିଥିବା ନାବାଳକ ସମର୍ଥ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଅମିତ ଶର୍ମା ମଙ୍ଗଳବାର ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଏହି ଘଟଣାରେ ଗିରଫ ଅମିତ ଓ ଅନ୍ୟ ଜଣେ ଅଭିଯୁକ୍ତଙ୍କୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri