ଆମ ଜିଲା ଖବର

ଭାସ୍କେଲ ଡ୍ୟାମ୍‌, ପୋଡ଼ାଗଡ଼ ପୀଠର ଉନ୍ନତି ନେଇ ସ୍ଥିତି ଅନୁଧ୍ୟାନ

ଉମରକୋଟ, ୨୫।୩(ଡି.ଏନ୍‌.ଏ.): ଧୋଡ୍ରାସ୍ଥିତ ଘାଟ ଘୋଷାଣୀ ମନ୍ଦିର, ଭାସ୍କେଲ ଡ୍ୟାମ୍‌ ଓ ଐତିହାସିକ ପୋଡ଼ାଗଡ଼ ପୀଠର ସୌନ୍ଦର୍ଯ୍ୟକରଣ କିପରି କରାଯାଇପାରିବ ତାହାର ତର୍ଜମା ନେଇ ଜିଲାସ୍ତରୀୟ ପ୍ରଶାସନିକ ଟିମ୍‌ ଗ୍ରାଉଣ୍ଡ ଜିରୋରେ ପହଞ୍ଚତ୍ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଜିଲାପାଳ କମଳଲୋଚନ...

ସବୁ ବର୍ଗକୁ ସାମିଲକରି ପାଳନ ହେବ ଓଡ଼ିଶା ଦିବସ

କୋରାପୁଟ,୨୫।୩(ସ୍ବ.ପ୍ର.): ସବୁ ବର୍ଗକୁ ସାମିଲକରି ଆସନ୍ତା ଓଡ଼ିଶା ଦିବସକୁ କିପରି ମହାଆଡ଼ମ୍ବରରେ ପାଳନ କରାଯିବ ସେ ନେଇ ସ୍ଥାନୀୟ ସଦ୍‌ଭାବନା ସଭାଗୃହରେ ଏକ ପ୍ରସ୍ତୁତି ବୈଠକରେ ଜିଲା ପ୍ରଶାସନ ନିଷ୍ପତ୍ତି ନେଇଛି। ଜିଲା ପ୍ରଶାସନ ଓ ଜିଲା ସ୍ମାରକୀ କମିଟିର...

ପୁରୀରେ ୫-ଟି ସଚିବ

ପୁରୀ ଅଫିସ,୨୫।୩: ପୁରୀରେ ୫-ଟି ସଚିବ ଭି. କେ. ପାଣ୍ଡିଆନ ଶୁକ୍ରବାର ସକାଳୁ ପହଞ୍ଚିଛନ୍ତି । ପହଞ୍ଚିବା ପରେ ପ୍ରଥମେ ଶ୍ରୀମନ୍ଦିର ଯାଇ ରତ୍ନସିଂହାସନସ୍ଥ ଚତୁର୍ଦ୍ଧା ବିଗ୍ରହଙ୍କ ଦର୍ଶନ କରି ଆଶିଷ ଲାଭ କରିଥିଲେ। ଏହାସହ ମା ଲକ୍ଷ୍ମୀ, ବିମଳା...

ବ୍ୟବସାୟ ପ୍ରତିଷ୍ଠାନରେ ନାହିଁ ଅଗ୍ନି ନିରାପତ୍ତା ବ୍ୟବସ୍ଥା

ବ୍ୟବସାୟ ପ୍ରତିଷ୍ଠାନରେ ନାହିଁ ଅଗ୍ନି ନିରାପତ୍ତା ବ୍ୟବସ୍ଥା ରାୟଗଡ଼ା,୨୫ା୩(ସ୍ବ.ପ୍ର.): ରାୟଗଡ଼ା ସହରରେ ଥିବା ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା କରାଯାଇନାହିଁ। ବ୍ୟବସାୟୀମାନେ ଅଗ୍ନିଶମ ବିଭାଗ ପକ୍ଷରୁ ସୁରକ୍ଷା ସାର୍ଟିଫିକେଟ ନ ନେଇ ମନଇଚ୍ଛା ଦୋକାନ, ସପିଙ୍ଗ ମଲ୍‌...

ମାତିଛି ବାଘ, ଗାଈକୁ ମାରି ଖାଉଛି

ନୂଆପଡ଼ା ଅଫିସ ୨୫।୩: ନୂଆପଡାରେ ବାଘ ଆତଙ୍କ ଦେଖାଯାଇଛି। ନୂଆପଡା ରେଞ୍ଜ ତରିଆ ମହୁଆଭଟା ଗାଁରେ ଗତ କିଛି ଦିନ ହେବ ବାଘ ମାତିଛି। ଟାନୱଟ ଗାଁ ପାଖରେ ବାଘ ବୁଲୁଥିବା ଲୋକେ ଦେଖିଛନ୍ତି । ତେବେ ଶନିବାର ବାଘ...

ଟ୍ରାକିଂ କ୍ୟାମେରାରେ କଏଦ କଲରାପତରିଆ ବାଘ

ନୂଆପଡ଼ା ଅଫିସ,୨୫।୩: ନୂଆପଡ଼ା ଜିଲା କୋମନା ବ୍ଲକ ଅଧୀନ ସୁନାବେଡ଼ା ବନ୍ୟପ୍ରାଣୀ ଅଭୟାରଣ୍ୟ ଭିତରେ ଥିବା ଗାଁ ଓ ପାହାଡତଳି ଗାଁରେ ଗତ ୩ ସପ୍ତାହରୁ ଊର୍ଦ୍ଧ୍ୱ ହେବ ବାଘ ଆତଙ୍କ ଲାଗି ରହିଛି। ବାଘର ଫଟୋ ଟ୍ରାକ କରିବା...

ଅଜଣା ଦୁର୍ବୃତ୍ତଙ୍କ ଆକ୍ରମଣରେ ଜଣେ ମୃତ, ପୋଲିସର ତଦନ୍ତ ଆରମ୍ଭ

ଦେବଗଡ଼,୨୫।୩ (ଡି.ଏନ. ଏ.): ରିଆମାଳ ଥାନା ଅନ୍ତର୍ଗତ ହରିହରପୁର ଗ୍ରାମରେ ଏକ ହତ୍ୟାକାଣ୍ଡ ଘଟିଥିବା ବେଳେ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି l ତେବେ ଘରେ ପଶି ଜଣେ ଅଜଣା ଦୁର୍ବୃତ୍ତଙ୍କ ଆକ୍ରମଣରେ ଗ୍ରାମର ଯୋଗୀନ୍ଦ୍ର ନାଗ ନାମକ ବ୍ୟକ୍ତିଙ୍କ...

ମେଶିନରେ ଚେକ୍‌ ଡ୍ୟାମ କାମକୁ ଗ୍ରାମବାସୀଙ୍କ ବିରୋଧ

ଲୋଇସିଂହା,୨୫।୩(ଡି.ଏନ.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ମାଗୁରବେଡା ପଞ୍ଚାୟତ ଅନ୍ତର୍ଗତ ବ୍ରାହ୍ମଣୀଡୁଙ୍ଗରୀ ଗାଁରେ ଏମ୍‌ଜିଏନ୍‌ଆରଇଜିଏସ୍‌ ଯୋଜନାରେ ଦୁଇଟି ଚେକ୍‌ ଡ୍ୟାମ କାମ କରାଯାଉଛି। ବିନା ସୂଚନା ଫଳକରେ ଏବଂ ଶ୍ରମିକ ବଦଳରେ ବେଆଇନ ଭାବେ ଜେସିବି ମେଶିନ ଲଗାଯାଇ କାମ...

୨୨୮ ରନ୍ଧନ ଗ୍ୟାସ୍‌ ସିଲିଣ୍ଡର ଜବତ

ସୋନପୁର,୨୫।୩(ନି.ପ୍ର.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଲାତୁରପେଟସ୍ଥିତ ରୁଦ୍ର ମହାକୁଡଙ୍କ ବାସଭବନରେ ଯୋଗାଣ ବିଭାଗ ପକ୍ଷରୁ ଶୁକ୍ରବାର ଚଢାଉ କରାଯାଇଛି। ରୁଦ୍ର ନିଜ ବାସଭବନରେ ବେଆଇନ ଭାବରେ ବିପୁଳ ପରିମାଣର ଗ୍ୟାସ ସିଲିଣ୍ଡର ମହଜୁଦ ରଖି ଦୀର୍ଘ ବର୍ଷ ଧରି...

ସ୍ୱାସ୍ଥ୍ୟକର୍ମୀ ଦ୍ୱାରା ଚାଲିଛି ରୋଗୀ ସେବା

କେସିଙ୍ଗା,୨୫।୩(ଡି.ଏନ.ଏ.): ସ୍ୱାସ୍ଥ୍ୟସେବାରେ ଉନ୍ନତି ପାଇଁ ବିଭିନ୍ନ ମେଡିକାଲର ଭିତ୍ତିଭୂମି ସଜାଡ଼ିବା ଦିଗରେ ରାଜ୍ୟ ସରକାର ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା। କିନ୍ତୁ ଅନେକ ମେଡିକାଲରେ ଆବଶ୍ୟକ ଡାକ୍ତର ନ ଥିବା ଅଭିଯୋଗ ହେଉଛି। କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ...

କ୍ବାର୍ଟର୍ସ ନିର୍ମାଣ ନେଇ ପ୍ରଶାସନ ଜନତା ମୁହାଁମୁହିଁ

ସୁନ୍ଦରଗଡ଼,୨୫।୩(ଡି.ଏନ.ଏ.): ଦିନକୁ ଦିନ ସୁନ୍ଦରଗଡ଼ ସହରରେ ଲୋକସଂଖ୍ୟା ବୃଦ୍ଧି ପାଉଥିବାବେଳେ ରାସ୍ତାଘାଟ ଓ ଛକ ସ୍ଥାନଗୁଡିକରେ ଟ୍ରାଫିକ ସମସ୍ୟା ମଧ୍ୟ ଜଟିଳ ହେବାକୁ ଲାଗିଲାଣି। ଦୋକାନ ବଜାର ବଢିଚାଲିଥିବାବେଳେ ପୂଜା ପାର୍ବଣ ସମୟରେ ଅଣଓସାରିଆ ରାସ୍ତାଘାଟ ଓ ସଙ୍କୁଚିତ ଛକ...

ଅଢ଼େଇ ମାସରେ ୩୮ ମୃତ

ଢେଙ୍କାନାଳ ଅଫିସ, ୨୫।୩: ଢେଙ୍କାନାଳରେ ଗତ ଅଢ଼େଇ ମାସରେ ସଡ଼କ ଦୁର୍ଘଟଣାରେ ୩୮ ଜୀବନ ଗଲାଣି। ଜାତୀୟ ରାଜପଥ ସମ୍ପ୍ରସାରଣରେ ଅହେତୁକ ବିଳମ୍ବ, ବେପରୁଆ ଗାଡ଼ିଚାଳନା ଏହାର ପ୍ରମୁଖ କାରଣ ବୋଲି କୁହାଯାଉଛି। ଏହାକୁ ରୋକିବା ଲାଗି ଜିଲାପାଳ ସରୋଜ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri