ସାଇନ୍‌ବୋର୍ଡ ପଡ଼ି ଛାତ୍ର ମୃତ୍ୟୁ ଘଟଣାରେ ଉତ୍ତେଜନା

କୋଟପାଡ଼,୧୭ା୧୨(କେ.ରାଜଶେଖର ରାଓ): କୋରାପୁଟ ଜିଲା କୋଟପାଡ଼ ଧାମନାହାଣ୍ଡି ପଞ୍ଚୟତର ୬୩ ନଂ ଜାତୀୟ ରାଜପଥ ୬୩ ପାର୍ଶ୍ୱ ଗାନ୍ଧୀନଗରର ଆବାସିକ ବିଦ୍ୟାଳୟ ପରିସରରେ ପୁରାତନ ୩ ଫୁଟ ଉଚ୍ଚର ଏକ ସାଇନ୍‌ବୋର୍ଡ ପଡ଼ି ଜଣେ ଛାତ୍ରଙ୍କ ମୃତ୍ୟୁ ହେଇଥିବା ବେଳେ ୨ ଜଣ ଗୁରୁତର ହେଇଥିବା ଜଣାପଡ଼ିଛି। ଗୁରୁତର ଛାତ୍ରଙ୍କୁ ଜୟପୁର ଜିଲା ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଯାଇଥିବା ବେଳେ ଅନ୍ୟ ଜଣଙ୍କୁ କୋଟପାଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯାଇଥିବା ଜଣାପଡ଼ିଛି।

ଘଟଣାସ୍ଥଳକୁ କୋଟପାଡ଼ ମଙ୍ଗଳ ବିଭାଗ ଅଧିକାରୀ ଆକାଶ ଜେନା, ବିଡିଓ ମନୋଜ ନାୟକ ଗସ୍ତ କରିଥିବା ବେଳେ ଗୋଷ୍ଠୀ ଚିକିତ୍ସାକେନ୍ଦ୍ରରେ ପୂର୍ବତନ ବିଧାୟକ ପଦ୍ମିନୀ ଦିଆନ, ଚନ୍ଦ୍ର ଶେଖର ମାଝୀ, ଥାନା ଅଧିକାରୀ ପ୍ରେମାନନ୍ଦ ସୁନାନୀ, ପୂର୍ବତନ ଏମ୍‌ପି ପ୍ରଦୀପ ମାଝୀ, ପ୍ରମୁଖ ଉପସ୍ଥିତ ରହିଥିବା ଦେଖିବାକୁ ମିଳିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

୨୫୦ ଫୁଟ ତଳକୁ ଖସିଲା ଡୋଜର, ପୋତି ହୋଇଗଲେ ଚାଳକ, କ୍ଷତିପୂରଣ ଦାବିରେ…

ବଣାଇଁ,୧୫ା୫(ପ୍ରଦୀପ ତ୍ରିପାଠୀ): ଗୁରୁବାର ରାତିରେ ଓଏମ୍‌ସି ଖଣ୍ଡାଧାର ଲୌହଖଣିରେ ଏକ ଅଘଟଣ ଘଟିଥିବାର ସୂଚନା ମିଳିଥିଲା। ସମ୍ପ୍ରତ୍ତି ଏହି ଖଣି ଆଦାନୀ କମ୍ପାନୀକୁ ମିଳିଥିବା ବେଳେ କମ୍ପାନୀ…

ପେଟ୍ରୋଲ ପମ୍ପଗୁଡ଼ିକରେ ନାହିଁ ତେଲ: ଲୋକେ ହନ୍ତସନ୍ତ

ପାଟଣା,୧୫।୫(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟରେ ଥିବା ଶିବ କୃପା ପେଟ୍ରୋଲ ପମ୍ପ ,ବିଶ୍ୱକର୍ମା ପେଟ୍ରୋଲ ପମ୍ପ ଓ ସାହାରପଡା ବ୍ଲକ ସଞ୍ଜୁ କ୍ରୀଷ୍ଣା…

ଲଗାତର ପଞ୍ଚମ ପରାଜୟ: ପ୍ଲେଅଫ୍‌ରେ ପହଞ୍ଚିବା ବଢ଼ିଲା ଚିନ୍ତା…

ଧର୍ମଶାଳା,୧୫ା୫: ପିଛା ଛାଡ଼ୁନି ପରାଜୟ। ଶାର୍ଦ୍ଦୁଳ ଠାକୁରଙ୍କ ଘାତକ ବୋଲିଂ ପରେ ତିଲକ ବର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ମୁମ୍ବାଇ ଇଣ୍ଡିଆନ୍ସ ୬ ଉଇକେଟରେ ପଞ୍ଜାବ କିଙ୍ଗ୍ସକୁ…

Petrol-Diesel Price: ତୈଳ ଦର ବୃଦ୍ଧିକୁ ନେଇ ମୋଦିଙ୍କ ଉପରେ ବର୍ଷିଲା କଂଗ୍ରେସ

ନୂଆଦିଲ୍ଲୀ,୧୫।୫: ଦେଶବ୍ୟାପୀ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପରେ କଂଗ୍ରେସ ଦଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଖୁବ ବର୍ଷିଛନ୍ତି। କଂଗ୍ରେସ କହିଛି ଯେ କେନ୍ଦ୍ର…

‘ଆଗକୁ ଆହୁରି ବଢିବ ପେଟ୍ରୋଲ-ଡିଜେଲ ଦାମ’, ଅସନ୍ତୋଷ ବ୍ୟକ୍ତ କଲେଣି ସାଧାରଣ ଜନତା

ନୂଆଦିଲ୍ଲୀ,୧୫।୫: ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଲିଟର ପିଛା ୩ଟଙ୍କା ବୃଦ୍ଧି ପାଇଛି, ଯାହା ଫଳରେ ଦିଲ୍ଲୀରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା 97.77 ଏବଂ ଡିଜେଲର…

ଭାରତରେ ତ ଏତିକି ରହିଛି ପେଟ୍ରୋଲ-ଡିଜେଲ ଦର: ପଡ଼ୋଶୀ ଦେଶଙ୍କ ଅବସ୍ଥା ଦେଖିଲେ ଉଡ଼ିଯିବ ହୋସ!

ନୂଆଦିଲ୍ଲୀ,୧୫।୫: ଆଜି ମେ’ ୧୫ ତାରିଖରେ ଭାରତରେ ପେଟ୍ରୋଲ ଏବଂ ଡିଜେଲ ଦରରେ ବୃଦ୍ଧି ଘଟିଛି। ପେଟ୍ରୋଲ ଲିଟର ପିଛା ୩.୧୪ ଟଙ୍କା ଏବଂ ଡିଜେଲ ୩.୧୧…

ଠାକୁରାଣୀ ଯାତ୍ରାରେ ବିଶ୍ୱଶାନ୍ତି ମହାଯଜ୍ଞ: ଦେବୀଙ୍କ ଦର୍ଶନ ପାଇଁ ଲମ୍ବା ଲାଇନ୍‌

ଭଞ୍ଜନଗର,୧୫।୫(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଠାକୁରାଣୀ ଯାତ୍ରା ଶୁକ୍ରବାର ୨୦ ଦିନରେ ପହଞ୍ଚିଛି। ଆଜି ମହା ବିଷୁବ ସଂକ୍ରାନ୍ତି ଅବସରରେ ଦେବୀଙ୍କ ଅସ୍ଥାୟୀ ମଣ୍ଡପ ସମ୍ମୁଖରେ ବିଶ୍ୱ…

ଡାକ୍ତରଙ୍କୁ ପିଟିପିଟି ମାରିଦେଲେ ବଡ଼ ଭାଇ : କାଳ ସାଜିଲା…

ମହାକାଳପଡ଼ା,୧୫।୫(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଥାନା ଅନ୍ତର୍ଗତ ସ୍ଥାନୀୟ ବାରଡାଙ୍ଗ ଗ୍ରାମରେ ଜମିବାଡ଼ି ଭାଗବଣ୍ଟାକୁ ନେଇ ତୁମୁଳକାଣ୍ଡ ଘଟିଛି। ଏଥିରେ ଜଣଙ୍କ ଜୀବନ ଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri