ଆମ ଜିଲା ଖବର

ଡାବୁଗାଁ-କୋଡ଼ିଙ୍ଗା ରାସ୍ତା ମରଣଯନ୍ତା

ପାପଡାହାଣ୍ଡି, ୨୬।୫(ଡି.ଏନ.ଏ)-ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ହାତୀବେଢା ପଞ୍ଚାୟତ ଦେଇଯାଇଥିବା ଗ୍ରାମ୍ୟ ଉନୟନ ବିଭାଗର ଡାବୁଗାଁ ଠାରୁ କୋଡ଼ିଙ୍ଗା ରାସ୍ତା ଦୀର୍ଘ ଦିନ ହେଲା ମରାମତି ଅଭାବରୁ ଏବେ ମରଣଯନ୍ତା ପାଲଟିଛି । ଦୀର୍ଘ ୧୩ କିମି ରାସ୍ତା ଖାଲ ଖମାରେ…

ଲୁଟିଥିବା ମୂର୍ତ୍ତି ରଖିପାରିଲେନି : ମନ୍ଦିରରେ ରଖି ଲୁଟେରା ଫେରାର

ଢେଙ୍କାନାଳ ଅଫିସ, ୨୫।୫- ଢେଙ୍କାନାଳ ସଦର ଥାନା ଅଧୀନ ହରିପୁର-ବେଶାଳିଆ ଗ୍ରାମ ନିକଟ ସବୁଜିମାଭରା ପାହାଡ଼ ଖୋଲ ମଧ୍ୟରେ ପୂଜା ପାଉଥିବା ଶ୍ରୀମହାକାଳେଶ୍ୱର ଶୈବପୀଠରୁ ଲୁଟ୍‌ ହୋଇଥିବା ପ୍ରାଚୀନ ମୂର୍ତ୍ତି ଶନିବାର ମିଳିଛି। ଲୁଟେରାମାନେ ମୂର୍ତ୍ତି ସମେତ ଅନ୍ୟ ମୂଲ୍ୟବାନ ସାମଗ୍ରୀ…

ହାତୀଙ୍କ ଜଳକ୍ରୀଡ଼ା

ଭାପୁର, ୨୬।୫(ଡି.ଏନ.ଏ.)- ସାରା ରାଜ୍ୟରେ ଜାରି ରହିଛି ଅସହ୍ୟ ଗ୍ରୀଷ୍ମପ୍ରବାହ। ଏହା କେବଳ ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି ତାହା ନୁହେଁ, ଏଥିରେ ବିଶେଷ ଭାବେ ପ୍ରଭାବିତ ହେଉଛନ୍ତି ବନ୍ୟଜନ୍ତୁ। ପ୍ରଚଣ୍ଡ ରୌଦ୍ରତାପରୁ ରକ୍ଷା ପାଇବାକୁ ଢେଙ୍କାନାଳ ଜିଲାର ସଂରକ୍ଷିତ ଜଙ୍ଗଲରେ ବିଚରଣ…

ବାଘ ଚମଡ଼ା ଜବତ ଘଟଣା : ତନ୍ତ୍ର ସାଧନାରେ ବ୍ୟବହୃତ ହେଉଥିଲା

ପରଜଙ୍ଗ, ୨୬।୫(ଡି.ଏନ.ଏ.) – ଢେଙ୍କାନାଳ ଜିଲା ପରଜଙ୍ଗ ଥାନା କୁଲେଇ ଗ୍ରାମ ତାଳେଶ୍ୱର ଶିବମନ୍ଦିରରୁ ଜବତ କଲରାପତରିଆ ବାଘ ଚମଡ଼ା ତନ୍ତ୍ରସାଧନାରେ ବ୍ୟବହୃତ ହେଉଥିଲା। ଏଥିରେ ବିଧିବଦ୍ଧ ଭାବେ ଏକ ର଼୍ୟାକେଟ କାମ କରୁଛି, ଯାହାର ଚେର ଜିଲା ବାହାରକୁ ଲମ୍ବିଛି।…

୮ ବଛର ହେଲା ଖଟେ ପଡ଼ିଛନ୍‌ ପନୌ: ଦାଉ ସାଧୁଛେ ଅଜନା ରୋଗ୍‌

ପାଇକମାଳ, ୨୬।୫ ( ଡି.ଏନ୍‌.ଏ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅଧୀନ ମୁନିକେଲା ଗାଁର ପନୌ ବରିହା(୫୦)। ସେ ଗଲା ୮ ବଛର ହେଲା କେହେନ୍‌ସି ଗୁଟେ ଅଜନା ରୋଗ୍‌ରେ ପୀଡ଼ିତ ଅଛନ୍‌। ଅବସ୍‌ତା ଏନ୍‌ତା ଯେ, ସେ ସବୁବେଲେ ଖଟେ…

ଅବହେଳାର ଶିକାର ଏନ୍‌ଟିପିସି ହଟିଂବାସୀ : ପାଣି ମୁନ୍ଦେ ପାଇଁ ଧାଡ଼ି ବିକଳ୍ପ

କଣିହାଁ, ୨୬ା୫(ଡି.ଏନ.ଏ.) – କାରଖାନାରେ ଖଟିବା ଠାରୁ ବଳିଯାଉଛି ପାଣି ସଂଗ୍ରହ ପାଇଁ ଶ୍ରମର ପରିମାଣ। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ବି ଧାଡ଼ିରେ ଛିଡା ହେବା ଛଡା ଆଉ କିଛି ବିକଳ୍ପ ନାହିଁ। ଶୋଷକୁ ଶାନ୍ତ କରିବାକୁ ଦିନ ଆରମ୍ଭରୁ ହିଁ…

କଣ୍ଟାବାଞ୍ଜିରେ ୧୨୮ଖଣ୍ଡ ଭୋଟର ଥ୍ରୀଲିଙ୍ଗ୍‌ ଭିକ୍ଟ୍ରି

ବଲାଙ୍ଗୀର ଅଫିସ, ୨୬।୫: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନ ମଣ୍ଡଳୀରେ ୧୨୮ ଖଣ୍ଡ ଭୋଟ ବ୍ୟବଧାନରେ କଂଗ୍ରେସ ପ୍ରାର୍ଥୀ ସନ୍ତୋଷ ସିଂ ସାଲୁଜା ବିଜୟୀ ହୋଇଛନ୍ତି। ସେ ୬୪,୨୪୬ ଖଣ୍ଡ ଭୋଟେ ପାଇଥିତ୍ବାବେଳେ ଭାଜପା ପ୍ରାର୍ଥୀ ଲକ୍ଷ୍ମଣ ବାଗ ୬୪,୧୧୮…

ସରକାରୀ ନିୟମକେ ବେଖାତିର: ଖରାରେ ସଁଥ୍‌ଲି ହେଉଛନ୍‌ ରୁଗୀ

ଜାମଟିକ୍ରା, ୨୬।୫ (ଡି.ଏନ.ଏ): କେନ୍ଦ୍ର ଆର ରାଏଜ୍‌ ସରକାର ଲୁକ୍‌କର ଚିକିତ୍ସା ସୁବିଧା ଲାଗି ଜିଲାସ୍ତରରେ ଜିଲା ମୁଖିଆ ଡାକ୍‌ତରଖାନା, ସବଡିଭିଜନସ୍ତରରେ ଉପଖଣ୍ଡ ଚିକିତ୍ସାଳୟ, ବ୍ଲକମାନକେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର, ସ୍ବାସ୍ଥ୍ୟ ଉପକେନ୍ଦ୍ର ଖୁଲୁଛନ୍‌। ହେଲେ କେନ୍‌ଠାନେ…

୫୦ ହଜାର ଚାଷୀ ବିକି ପାରିଲେନି ଧାନ

ଛତ୍ରପୁର,୨୬।୫(ଡି.ଏନ.ଏ)-ଗଞ୍ଜାମ ଜିଲାର ଚାଷୀମାନଙ୍କଠାରୁ ଖରିଫ୍‌ ଧାନ କିଣା ପ୍ରକ୍ରିୟା ଗତ ଫେବୃୟାରୀ ୨୮ ତାରିଖ ପରଠାରୁ ବନ୍ଦ ହୋଯାଇଛି। ଫଳରେ ବହୁ ଚାଷୀ ସେମାନଙ୍କ ଧାନ ବିକି ପାରି ନ ଥିବା ଜଣାପଡିଛି ା ଅପରପକ୍ଷରେ ଗଞ୍ଜାମ ଜିଲାରେ ଧାନ କିଣା…

ପରାଜୟକୁ ସହଜରେ ଗ୍ରହଣ କରିପାରୁନି ଭାଜପା

ଭଞ୍ଜନଗର,୨୬।୫(ଡି.ଏନ.ଏ.)-ଭଞ୍ଜନଗର ନିର୍ବାଚନମଣ୍ଡଳୀରେ ଭାଜପା ଜିତିବ ବୋଲି ଦଳର ଅଧିକାଂଶ ନେତା ଓ କର୍ମୀ ନିଶ୍ଚିତ ଥିଲେ। ଏନେଇ ଦଳୀୟ ନେତା ଓ କର୍ମୀମାନେ ମତଦାନ ପରଠୁ ଦମ୍ଭୋକ୍ତି ପ୍ରକାଶ କରିଆସୁଥିଲେ। ନିର୍ବାଚନରେ ଦଳର ପରାଜୟ ନେଇ କର୍ମୀମାନେ ବହୁତ ହତୋତ୍ସାହିତ ହେବାସହ…

କାମ ଦେବା ନାଁରେ ମହିଳାଙ୍କୁ ବଳାତ୍କାର ଉଦ୍ୟମ ଅଭିଯୋଗ

ଗଞ୍ଜାମ,୨୬ା୫(ଡି.ଏନ.ଏ.)-ଗଞ୍ଜାମ ଥାନା ଅଞ୍ଚଳରେ କାମ ଦେବା ନାଁରେ ଜଣେ ମହିଳାଙ୍କୁ ବଳାତ୍କାର ଉଦ୍ୟମ ହୋଇଥିବା ନେଇ ଶନିବାର ଥାନାରେ ଅଭିଯୋଗ ହୋଇଛି। ଏତଲାକୁ ଭିତ୍ତିକରି ଗଞ୍ଜାମ ପୋଲିସ ନଂ. ୪୨/୧୯ରେ ମାମଲା ରୁଜୁ କରିଛି। ମହିଳାଙ୍କ ବୟାନ ରେକର୍ଡ କରିବା ସହ…

ଫାଟିଲା ଜାନିବିଲି ନୂତନ ପାଇପ୍‌ଲାଇନ

ବ୍ରହ୍ମପୁର ଅଫିସ,୨୬ା୫-ଖରା ବଢୁଥିବା ବେଳେ ବ୍ରହ୍ମପୁର ସହରରେ ଉତ୍କଟ ହୋଇଛି ଜଳ ସଙ୍କଟ। ଏହାକୁ ଦୂର ପାଇଁ ରାଜ୍ୟ ସରକାର ଜାନିବିଲି ଜଳଯୋଗାଣ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। କିନ୍ତୁ ପ୍ରକଳ୍ପ କାର୍ଯ୍ୟ ଏଯାଏ ଅସମ୍ପୂର୍ଣ୍ଣ ହୋଇ ରହିଥିବା ବେଳେ ବିଛା ଯାଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?