୧୨ ଫୁଟର ଅଜଗର ଉଦ୍ଧାର
ଭଦ୍ରକ ଅଫିସ, ୨୬।୫ – ଭଦ୍ରକ ସହର ଉପକଣ୍ଠ ରାନ୍ଦିଆ ପୋଲ ତଳୁ ରବିବାର ସକାଳେ ଏକ ୧୨ ଫୁଟର ଅଜଗର ଉଦ୍ଧାର କରାଯାଇଛି। ରାନ୍ଦିଆ ଗ୍ରାମର ରାଧାନାଥ ସ୍ବାଇଁ ସକାଳୁ ଫୁଲ ତୋଳିବାକୁ ଯିବା ସମୟରେ ସାପଟି ଜାଲରେ ଫସିଯାଇଥିବା…
ଚାକିରି କରାଇଦେବା ନଁାରେ ଟଙ୍କା ଆଦାୟ ଅଭିଯୋଗ: ୨ ଯୁବକ ଗିରଫ
ତିହିଡ଼ି, ୨୬।୫ (ଡି.ଏନ.ଏ.) – ଭଦ୍ରକ ଜିଲା ତିହିଡ଼ି ଥାନା ଅନ୍ତର୍ଗତ କେତେକ ଅଞ୍ଚଳର ଯୁବତୀ ଏବଂ ମହିଳାଙ୍କୁ ପଞ୍ଚାୟତସ୍ତରରେ ଚାକିରି କରାଇଦେବା ନଁାରେ ଟଙ୍କା ଆଦାୟ କରାଯାଉଛି। ଏ ସମ୍ପର୍କରେ ଶନିବାର ତିହିଡ଼ି ଥାନାରେ ଅଭିଯୋଗ ହେବା ପରେ ପୋଲିସ…
ଧଣ୍ଡାତୋପାରେ କୋଡ଼ା ସମାଜର ବାର୍ଷିକ ମହାସଭା
ବଇଣ୍ଡା,୨୬।୫(ଡି.ଏନ.ଏ.)-ଆଠମଲ୍ଲିକ ବ୍ଲକ ଧଣ୍ଡାତୋପା ପରିସରରେ ତଳପଦା କୋଡ଼ା ସମାଜର ବାର୍ଷିକ ମହାସଭା ଅନୁଷ୍ଠିତ ହୋଇଯାଇଛି। ସଭାପତି ତ୍ରିନାଥ ଚରଣ ଦେହୁରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବାର୍ଷିକ ମହାସଭାରେ ଅତିଥି ଭାବେ ବିମ୍ବାଧର ବେହେରା, ଯାଦବ ପ୍ରଧାନ, ଶଙ୍କର୍ଷଣ ମାଝି, ଭୀମସେମ ପ୍ରଧାନ, ବିପିନ…
ବାର୍ଷିକ ସାହିତ୍ୟ ଆସର:ଅବକ୍ଷୟମୁଖୀ ସଂସ୍କୃତିର ସୁରକ୍ଷା ପାଇଁ ଆହ୍ବାନ
ସାତମାଇଲ, ୨୬।୫(ଡି.ଏନ.ଏ.)-ଓଡ଼ିଆ ଭାଷା ସାହିତ୍ୟ ଏବଂ ସଂସ୍କୃତି ମହାନ୍। ହେଲେ ଆଜିକାର ଦିନରେ ଯୁବପିଢ଼ି ସାହିତ୍ୟ, ସଂସ୍କୃତିରୁ ବିମୁଖ ହେଉଛନ୍ତି। ଫଳରେ ଓଡ଼ିଆ ଜାତିର ମହାନ ପରମ୍ପରା ଅବକ୍ଷୟ ଆଡ଼କୁ ଗତି କରୁଛି, ଯାହା ଆଗାମୀ ପିଢ଼ି ପାଇଁ ଆଦୌ ଶୁଭଙ୍କରୀ…
ଅଂଶୁଘାତରେ ଚାଷୀଙ୍କ ପ୍ରାଣ ଗଲା
ଝୁମ୍ପୁରା, ୨୬।୫ (ଡି.ଏନ.ଏ.)- କେନ୍ଦୁଝର ଜିଲା ଝୁମ୍ପୁରା ଥାନା ଅନ୍ତର୍ଗତ ନହବେଡା ଗ୍ରାମରେ ୨୩ ତାରିଖ ମଧ୍ୟାହ୍ନ ସମୟରେ ଅଂଶୁଘାତରେ ଆକ୍ରାନ୍ତ ହୋଇଥିବା ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ କଲ୍ୟାଣ କୁମାର ପ୍ରଧାନ(୫୫ବର୍ଷ)। ସେ ବଳଦ ଚରାଇବାକୁ ବିଲକୁ…
ଭାଲୁ ପାଇଁ ବନ ବିଭାଗ ନାକେଦମ
ଚମ୍ପୁଆ, ୨୬।୫(ଡି.ଏନ.ଏ)- କେନ୍ଦୁଝର ଜିଲା ଚମ୍ପୁଆ ରେଞ୍ଜ ଉଖୁଣ୍ଡା ସେକ୍ସନ ଅଧୀନ ସାନନେଉଳି ଗ୍ରାମ ନିକଟକୁ ଚାଲି ଆସିଥିବା ଏକ ଭାଲୁ ଲାଗି ବନ ବିଭାଗକୁ ନାକେଦମ୍ ହେବାକୁ ପଡିଛିି। ରବିବାର ସକାଳେ ଗାଁ ଲୋକେ ପ୍ରଥମେ ଭାଲୁକୁ ଦେଖି ଘଉଡାଇବା…
ବିଦ୍ୟୁତ୍ ଖୁଣ୍ଟପଡି ଜଣେ ଗୁରୁତର: ୧ଘଣ୍ଟା ଧରି ଜାତୀୟ ରାଜପଥରେ ଯାନବାହନ ଚଳାଚଳ ଠପ୍
ବଅଁରପାଳ,୨୬।୫(ଡି.ଏନ୍.ଏ.): ଅନୁଗୋଳ ଜିଲା ବଅଁରପାଳ ଅନ୍ତର୍ଗତ ନୂଆହତା ନିକଟର ଜାତୀୟ ରାଜପଥ ପାର୍ଶ୍ୱରେଥିବା ଏକ ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗିଯିବାରୁ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଗୁରୁତରଙ୍କ ପରିଚୟ ଏଯାବତ୍ ମିଳିପାରି ନାହିଁ । ତେବେ ସେ ସାଇକେଲରେ ଯାଉଥିବା ସମୟରେ…
ପୋଲିସ ଇନ୍ଫର୍ମର ଦର୍ଶାଇ କଂଗ୍ରେସ କର୍ମୀଙ୍କୁ ହତ୍ୟା
ମାଲକାନଗିରି,୨୬ା୫(ସ୍ବ.ପ୍ର.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ରାଜ୍ୟ ବିଜାପୁର ଜିଲା ଭେରମଗଡ଼ ଥାନା ଅନ୍ତର୍ଗତ କେସତାପରା ଗ୍ରାମରେ ଶନିବାର ରାତିରେ ୨୦ରୁ ଊର୍ଦ୍ଧ୍ୱ ମାଓବାଦୀ ଆସି ଜଣେ କଂଗ୍ରେସ କର୍ମୀଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି। ମାଓବାଦୀମାନେ କଂଗ୍ରେସ କର୍ମୀଙ୍କ ଘରକୁ ଯାଇ…
ବ୍ରହ୍ମପୁର ବଡ଼ ମେଡିକାଲସ୍ଥିତ ରକ୍ତଭଣ୍ଡାରରେ ରକ୍ତ ଅଭାବ: ସମସ୍ୟାର ମୁକାବିଲା ପାଇଁ ଅଣ୍ଟାଭିଡିଲା ବିଭିନ୍ନ ସଙ୍ଗଠନ
ବ୍ରହ୍ମପୁର ଅଫିସ,୨୬।୫: ଗଞ୍ଜାମ ଜିଲା ବ୍ରହ୍ମପୁର ବଡ଼ ମେଡ଼ିକାଲସ୍ଥିତ ରକ୍ତଭଣ୍ଡାରରେ ରକ୍ତର ଘୋର ଅଭାବ ଦେଖା ଦେଉଛି। ଏଣୁ ରକ୍ତ ଅଭାବ ଯୋଗୁ ଗୁରୁତର ରୋଗୀଙ୍କୁ ଆବଶ୍ୟକ ସ୍ଥଳେ ରକ୍ତ ଦିଆଯାଇପାରୁନି। ପ୍ରବଳ ଗ୍ରୀଷ୍ମପ୍ରବାହ ପାଇଁ ରକ୍ତଦାନ ଶିବିର ଆୟୋଜନ ହେଉ…
ଗ୍ୟାସ୍ ଲିକ୍ରୁ ନିଆଁ : ୪ ଗୁରୁତର
ନୟାଗଡ଼ ଅଫିସ,୨୬।୫-ନୟାଗଡ଼ ଜିଲା ନୂଆଗାଁ ବ୍ଲକ ବହାଡ଼ାଝୋଲା ଢିପିସାହିରେ ଜଣେ ବ୍ୟକ୍ତିଙ୍କ ଘରେ ଗ୍ୟାସ୍ ଲିକ୍ରୁ ନିଆଁ ଲାଗି ୪ ଗୁରୁତର ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୩ଜଣ ଗୋଟିଏ ପରିବାର ସଦସ୍ୟ ହୋଇଥିବାବେଳେ ଅନ୍ୟଜଣେ ତାଙ୍କ ସମ୍ପର୍କୀୟ । ଗୁରୁତର ହେଲେ…
ନିରାକାରପୁର ଅଞ୍ଚଳରେ ଖୋଲିଲା ୬ ଏଟିଏମ୍, ପ୍ରବଳ ଭିଡ଼: ଏସ୍ବିଆଇ ଏଟିଏମ୍ ନ ଖୋଲିବାରୁ ଅସନ୍ତୋଷ
ନିରାକାରପୁର,୨୬ା୫(ଡି.ଏନ.ଏ.)-ଫନୀ ବାତ୍ୟା ପରେ ଖୋର୍ଦ୍ଧା ଜିଲା ନିରାକାରପୁର ପଞ୍ଚାୟତସ୍ଥିତ ବିଭିନ୍ନ ବ୍ୟାଙ୍କର ଏଟିଏମ୍ ସେବା ଠପ୍ ହୋଇଯାଇଥିଲା। ଏଥିଯୋଗୁ ଗ୍ରାହକଙ୍କ ମଧ୍ୟରେ ଘୋର ଅସନ୍ତୋଷ ପ୍ରକାଶ ପାଇଥିଲା। ଚଳିତ ମାସ ୨୩ ତାରିଖରେ ‘ଏଟିଏମ୍ ସେବା ଠପ୍ ଯୋଗୁ ଅସନ୍ତୋଷ’ ଶୀର୍ଷକ…
ବୋଲଗଡ଼ ବ୍ଲକ : ଖରିଫ୍ ଧାନ ଫସଲ ପାଇଁ ଜମି ପ୍ରସ୍ତୁତି, ୧୪,୪୫୦ ହେକ୍ଟର ଜମିରେ ଚାଷ ପାଇଁ ଲକ୍ଷ୍ୟଧାର୍ଯ୍ୟ
ବୋଲଗଡ଼,୨୬ା୫(ଡି.ଏନ.ଏ.)-ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ ଅଞ୍ଚଳଟି ବୃଷ୍ଟିିପ୍ରବଣ ଅଞ୍ଚଳ ଭାବେ ପରିଚିତ। ଏଠାରେ ଚାଷୀମାନଙ୍କ ପ୍ରମୁଖ ଆୟକାରୀ ଫସଲ ଭାବେ ଖରିଫ ଧାନଚାଷ ପରିଚିତ। ଅନିୟମିତ ପ୍ରବଳ ବର୍ଷା, ବାତ୍ୟା ଭଳି ପ୍ରାକୃତିକ ଦୁର୍ବିପାକ ସହ ଜଳସେଚନର ଅଭାବ ସତ୍ତ୍ୱେ ଅଞ୍ଚଳର…

