ସ୍ବାସ୍ଥ୍ୟକେନ୍ଦ୍ରରେ ସରକାରୀ ନିର୍ଦ୍ଦେଶନାମାକୁ ଉଲ୍ଲଂଘନ ଅଭିଯୋଗ
ଟାଙ୍ଗୀ(ଖୋର୍ଦ୍ଧା),୧ା୭(ଡି.ଏନ୍.ଏ.): ଟାଙ୍ଗୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ବିଭିନ୍ନ ସରକାରୀ ନୀତିନିୟମ ଓ ନିର୍ଦ୍ଦେଶନାମାକୁ ଉଲ୍ଲଂଘନ କରାଯାଉଥିବା ଅଭିଯୋଗ ହେଉଛି। ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯାଉଛି ବୋଲି କୁହାଯାଉଥିଲେ ମଧ୍ୟ ଏଭଳି ଗୋଷ୍ଠୀ…
ମାଫିଆଙ୍କ ଦ୍ୱାରା ମାଣଗୌଣୀ ପଥର ନଷ୍ଟ ହେବା ଆଶଙ୍କା : ସୁରକ୍ଷା ପ୍ରତି ପ୍ରଶାସନର ଦୃଷ୍ଟି ପଡ଼ୁ
ଖଣ୍ଡପଡ଼ା,୧ା୭(ସ୍ବ.ପ୍ର.): ପରିବେଶ ସୁରକ୍ଷା ପାଇଁ ଜଙ୍ଗଲ,ପାହାଡର ସୁରକ୍ଷା ଜରୁରୀ ଅଟେ। ମାତ୍ର ଆଜିର ମଣିଷ ସମାଜ ନିଜ ଆବଶ୍ୟକତା ପୂରଣ ନିମନ୍ତେ ସବୁବେଳେ ପାହାଡ, ଜଙ୍ଗଲକୁ ଲୁଟ୍ କରିବାରେ ଲାଗି ପଡିଛି। ରାଜସ୍ବ ବୃଦ୍ଧି ନିମନ୍ତେ ମଧ୍ୟ ତହସିଲ ପକ୍ଷରୁ ନିଲାମ…
ଦୁର୍ଘଟଣା ନେଲା ହତ୍ୟାକାଣ୍ଡ ରୂପ:ପ୍ରତିଶ୍ରୁତି ପରେ ରାସ୍ତାରୁ ହଟିଲେ ଗ୍ରାମବାସୀ
ଭୋଗରାଇ, ୩୦।୬(ଡି.ଏନ.ଏ.)-ବାଲେଶ୍ୱର ଜିଲା କମର୍ଦ୍ଦା ଥାନା ଅଧୀନ ଦାହୁଣଦା ଗ୍ରାମରେ ଶନିବାର ରାତିରେ ଘଟିଥିବା ଦୁର୍ଘଟଣାଜନିତ ଲଙ୍କାକାଣ୍ଡ ରବିବାର ପୋଲିସର ହସ୍ତକ୍ଷେପ ପରେ ପ୍ରଶମିତ ହୋଇଛି। ଏହି ଗ୍ରାମର ସାଇକେଲ ଆରୋହୀ ଶଶୀକାନ୍ତ ଦାସ (୬୨)ଙ୍କୁ ତାଙ୍କ ପୁତୁରା ଘନଶ୍ୟାମ ଦାସ…
ଜିଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ
ବାଲେଶ୍ୱର ଅଫିସ, ୩୦।୬-କେନ୍ଦ୍ର ମତ୍ସ୍ୟ ଓ ପଶୁପାଳନ ଏବଂ କ୍ଷୁଦ୍ର ମଧ୍ୟମଶିଳ୍ପ ରାଷ୍ଟ୍ର ମନ୍ତ୍ରୀ ତଥା ବାଲେଶ୍ୱର ଏମ୍ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ରବିବାର ଜିଲା ମୁଖ୍ୟ ଚିକିତ୍ସାଳୟକୁ ପରିଦର୍ଶନ କରି ରୋଗୀମାନଙ୍କ ସ୍ବାସ୍ଥ୍ୟସେବା ବୁଝିବା ସହିତ ମୁଖ୍ୟ ଚିକିତ୍ସାଳୟର ଉନ୍ନତି…
ଘୁଣ୍ଟିପଶି ଗ୍ରାମ୍ୟ ରାସ୍ତା ନିର୍ମାଣ ନିମ୍ନମାନର:ସୂଚନା ଫଳକରେ ଅସମ୍ପୂର୍ଣ୍ଣ ତଥ୍ୟ
ଝୁମ୍ପୁରା, ୩୦।୬(ଡି.ଏନ.ଏ.)-ଝୁମ୍ପୁରା ବ୍ଲକ ଅନ୍ତର୍ଗତ ନହବେଡା ପଞ୍ଚାୟତର ଜଙ୍ଗଲାଞ୍ଚଳରେ ଅବସ୍ଥିତ ଘୁଣ୍ଟିପଶି ଗ୍ରାମ। ନହବେଡା ଗ୍ରାମ ପଞ୍ଚାୟତର ୱାର୍ଡ ନଂ ୧୨ରେ ଏହି ଗ୍ରାମଟି ରହିଥିବା ବେଳେ ପ୍ରାୟ ୪୦୦ରୁ ଊର୍ଦ୍ଧ୍ୱ ଲୋକ ବାସ କରନ୍ତି। ଚିର ଅବହେଳିତ ଏହି ଗ୍ରାମରେ…
ସଞ୍ଜ ହେଲେ ଧାନ ଫସଲ ଉଜାଡ଼ୁଛନ୍ତି ହାତୀ
ଚମ୍ପୁଆ,୩୦ା୬(ଡି.ଏନ.ଏ.)-ଚମ୍ପୁଆ ରେଞ୍ଜରେ ହାତୀ ଉପଦ୍ରବ ଆରମ୍ଭ ହୋଇଥିବା ବେଳେ ଚାଷୀ କୂଳରେ ଚିନ୍ତା ବଢିବାରେ ଲାଗିଛି। ବିଲରେ ପାଚିଲା ଧାନ ଏବେ ହାତୀଙ୍କ ଦ୍ୱାରା କ୍ଷତିଗ୍ରସ୍ତ ହେବାରେ ଲାଗିଛି। ସଞ୍ଜ ନଇଁଲେ ହାତୀ ପଲ ଫେରି ଆସୁଥିବାରୁ ଚାଷୀମାନେ ସଞ୍ଜ ନଇଁବା…
ହୋଇପାରୁନି ଅଘୋଷିତ ବିଦ୍ୟୁତକାଟର ସ୍ଥାୟୀ ସମାଧାନ:୧ତାରିଖରେ ତେଲକୋଇ ବନ୍ଦ
ତେଲକୋଇ, ୩୦।୬(ଡି.ଏନ.ଏ.)-ତେଲକୋଇ ଅଞ୍ଚଳରେ ଦୀର୍ଘଦିନ ଧରି ବିଦ୍ୟୁତ ବିଭ୍ରାଟ କୁ ନେଇ ବଣିକ ସଂଘ ଓ ଉପଭୋକ୍ତା ମାନେ ଆସନ୍ତା ୧ତାରିଖ ଠାରୁ ଏହାର ସ୍ଥାୟୀ ସମାଧାନ ପାଇଁ ତେଲକୋଇ ବନ୍ଦ ଡାକରା ଦେଇଛନ୍ତି । ଶନିବାର ବ୍ଲକ ମୁଖ୍ୟାଳୟରେ ପ୍ରଶାସନ…
ବିପଦ ସଙ୍କୁଳ ତେଲ ନଦୀ ପୋଲ
ମନମୁଣ୍ଡା, ୨୯।୬ (ଡି.ଏନ.ଏ):ଦ୍ୱୈତ ସହର ମନମୁଣ୍ଡା-ସୋନପୁର ମଝିରେ ଥିବା ତେଲ ନଦୀ ପୋଲ ପଶ୍ଚିମ ଏବଂ ପୂର୍ବଦକ୍ଷିଣ ଓଡିଶାକୁ ଯୋଗ କରୁଥିବାବେଳେ ବର୍ତ୍ତମାନ ତାହା ବିପଦଶଙ୍କୁଳ ଅବସ୍ଥାରେ ରହିଛି । ଏହି ପୋଲ ୧୯୭୩ ମସିହାରେ ନିର୍ମିତ ହୋଇଥିଲା। ପ୍ରଖର ସ୍ରୋତା…
ଗୋଦାମରେ ଅଗ୍ନିକାଣ୍ଡ:ଜଳିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ
ବଅଁରପାଳ,୩୦।୬(ଡି.ଏନ.ଏ.)-ନାଲ୍କୋ ଥାନା କୁଲାଡ଼ ଏଫସିଆଇ ଛକ ନିକଟରେ ଥିବା ଏକ ଗୋଦାମରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜଳିଯାଇଛି। ରବିବାର ଦୋକାନ ବନ୍ଦ ରହିଥିଲା। ଅପରାହ୍ନରେ ଗୋଦାମ ଘରୁ ଧୂଆଁ ପ୍ରବଳମାତ୍ରାରେ ବାହାରିବା ସହିତ ଦୁର୍ଗନ୍ଧ ହୋଇଥିଲା। ପରେ ସ୍ଥାନୀୟ…
ବିଦ୍ୟୁତ୍ ସଂସ୍ପର୍ଶରେ ଆସି ୨ ବଳଦ ମୃତ
ଚିକିଟି,୩୦ା୬(ଡି.ଏନ.ଏ.)- ଚିକିଟି ବ୍ଲକ୍ ସୋରଳ ପଞ୍ଚାୟତ କଇଠା ଗ୍ରାମରେ ରବିବାର ମଧ୍ୟାହ୍ନରେ ଏକ ଅଘଟଣ ଘଟିଛି ା ଗ୍ରାମ ମଝିରେ ଥିବା ଗୁହାଳକୁ ପ୍ରବେଶ କରିବା ପୂର୍ବରୁ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ୨ ବଳଦଙ୍କ ମୃତ୍ୟୁ ଘଟିଛି। ବଳଦ ମାଲିକ ରୁପାଙ୍ଗ…
ସଚେତନ ବାର୍ତ୍ତା ନେଇ କେନ୍ଦୁଝରରୁ ପୁରୀ ସାଇକେଲ ଯାତ୍ରା
କେନ୍ଦୁଝର,୩୦।୬(ସ୍ବ.ପ୍ର.): ସଚେତନତା ଯାତ୍ରାରେ ସଦର ବ୍ଲକ କାଉଁରୀକଳା ପଞ୍ଚାୟତ ଅନ୍ତର୍ଗତ ବଉଳମାଳ ଗ୍ରାମର ଜଣେ ଯୁବକ ସାଇକେଲରେ ପୁରୀ ବାହାରିଛନ୍ତି। ସେ ହେଲେ ତୁଳସୀ ମହାନ୍ତଙ୍କ ପୁତ୍ର ଲୋକନାଥ (୨୬)। ଜଙ୍ଗଲ, ବନ୍ୟଜନ୍ତୁ ସୁରକ୍ଷା ତଥା ପର୍ଯ୍ୟାବରଣର ସଚେତନତା ବାର୍ତ୍ତା ନେଇ…
କୂଅରୁ ୫ ଫୁଟର ରଣାସାପ ଉଦ୍ଧାର: ବନ ବିଭାଗକୁ ହସ୍ତାନ୍ତର
ପରଜଙ୍ଗ,୩୦।୬(ଡି.ଏନ.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ପାଟରପଦା ପଞ୍ଚାୟତ କଟାବାହାଳ ଗ୍ରାମର ରାମ ପ୍ରଧାନଙ୍କ ବାରିରେ ଥିବା କୂଅରୁ ରବିବାର ଏକ ୫ଫୁଟ ଲମ୍ବର ରଣାସାପ ଉଦ୍ଧାର କରାଯାଇଛି। ଖବର ପାଇ ସ୍ନେକ ହେଲ୍ପଲାଇନ୍ ସଦସ୍ୟ ସେଠାରେ ପହଞ୍ଚି କୂଅରୁ ସାପଟିକୁ…

