ବେଆଇନ ବାଲି ଚାଲାଣ: ବିପଦରେ ତଟବର୍ତ୍ତୀ ଅଞ୍ଚଳ
ବଡ଼ସାହି,୨୭ା୫(ସ୍ବ.ପ୍ର)-ମୟୂରଭଞ୍ଜ ଜିଲା ଦେଇ ପ୍ରବାହିତ ବୁଢାଳବଙ୍ଗ ନଦୀରୁ ବେଆଇନ ଭାବେ ବାଲି ଉତ୍ତୋଳନ ଦିନକୁ ଦିନ ବଢିଚାଲଛି। ଏହାକୁ ପ୍ରଶାସନ ରୋକି ପାରୁ ନ ଥିବାରୁ ସରକାର ବହୁ ରାଜସ୍ବ ହରାଉଛନ୍ତି ା ବେଆଇନ ବାଲି ଚାଲାଣ ଯୋଗୁଁ ନଦୀପଠା କ୍ଷୟ…
କୋଚିଂ ସେଣ୍ଟରରେ ଅଗ୍ନି ନିରାପତ୍ତା ଚିନ୍ତା
ବାଲେଶ୍ୱର ଅଫିସ, ୨୭।୫-ଗୁଜୁରାଟର ସୁରଟ ଜିଲା ଅନ୍ତର୍ଗତ ସୁରଥନା ଅଞ୍ଚଳର ଏକ ଘରୋଇ କୋଚିଂ ସେଣ୍ଟରରେ ଗତ ଶୁକ୍ରବାର ଅଗ୍ନିକାଣ୍ଡ ଘଟି ୨୦ଜଣ ଛାତ୍ରୀଛାତ୍ର ମୃତ୍ୟୁବରଣ କରିବା ପରେ ବାଲେଶ୍ୱର ଜିଲାରେ ଚାଲିଥିବା କୋଚିଂ ସେଣ୍ଟରରେ ନିରାପତ୍ତା ବ୍ୟବସ୍ଥା ନେଇ ପ୍ରଶ୍ନ…
ସମସ୍ୟା ଅନେକ, ସମାଧାନ ନାହିଁ: ହନ୍ତସନ୍ତ ହେଉଛନ୍ତି ଅଞ୍ଚଳବାସୀ
(ଅମିତ କୁମାର ସାମଲ) ଅନୁଗୋଳ ଅଫିସ, ୨୭।୫: ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀରୁ ୪ର୍ଥ ଥର ପାଇଁ ନିର୍ବାଚିତ ହୋଇଛନ୍ତି ବିଧାୟକ ରଜନୀକାନ୍ତ ସିଂ। ପୂର୍ବରୁ ନବୀନ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ ସେ ଥରଟିଏ ମନ୍ତ୍ରୀ ମଧ୍ୟ ରହି ସାରିଛନ୍ତି। ପୂର୍ବରୁ ୧୫ବର୍ଷ କ୍ଷମତାରେ…
ମାଡ଼ ଭୟରେ ସ୍କୁଲ ଛାଡ଼ି ଦେଇଥିଲେ
(ଉପେନ୍ଦ୍ର ରାଉତ) ବଅଁରପାଳ,୨୭ା୫: ଜନ୍ମରୁ ଭିନ୍ନକ୍ଷମ। ମାଡ଼ ଭୟରେ ସ୍କୁଲ ଛାଡ଼ିଥିବାରୁ ଶିକ୍ଷାଗତ ଯୋଗ୍ୟତା ମଧ୍ୟ ବେଶୀ ନାହିଁ। ହେଲେ ଜୀବନ ସଂଗ୍ରାମରେ ସେ ହାରି ଯାଇନାହାନ୍ତି। ନିଷ୍ଠା, କଠୋର ପରିଶ୍ରମ ବଳରେ ଜଣେ ସଫଳ ବାଇକ୍ ମିସ୍ତ୍ରି ହୋଇପାରିଛନ୍ତି। ଅନୁଗୋଳ…
ଅଜଣା ରୋଗୀଙ୍କ ପାଇଁ ବିଗୁଡୁଛି ପରିମଳ ବ୍ୟବସ୍ଥା: ସର୍ଜରି ଓ୍ବାର୍ଡରେ ବଢ଼ୁଛି ସଂକ୍ରମଣ ଭୟ
ଅନୁଗୋଳ ଅଫିସ, ୨୭।୫: ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ବଢ଼ୁଛି ରୋଗୀଙ୍କ ସଂଖ୍ୟା। ଦୈନିକ ଶତାଧିକ ରୋଗୀ ବିଭିନ୍ନ ବିଭାଗକୁ ଚିକିତ୍ସା ପାଇଁ ଆସୁଥିବା ବେଳେ ଅନେକ ଅଜଣା ରୋଗୀଙ୍କୁ ବି ସାମାଜିକ କର୍ମୀମାନେ ଆଣି ଓ୍ବାର୍ଡରେ ଭର୍ତ୍ତି କରୁଛନ୍ତି। ହେଲେ…
ଭୁବନରେ ଜଣ୍ଡିସ ଆତଙ୍କ
ଭୁବନ, ୨୭।୫(ଡି.ଏନ.ଏ.) ଢେଙ୍କାନାଳ ଜିଲା ଭୁବନ ଏନ୍ଏସି ଅଧୀନ ୧୦ ଏବଂ ୧୧ନଂ. ଓ୍ବାର୍ଡରେ ଜଣ୍ଡିସ ଆତଙ୍କ ଦେଖାଦେଇଛି। ୧୨ରୁ ଊର୍ଦ୍ଧ୍ୱ ଶିଶୁ ଏବଂ ବୟସ୍କ ବ୍ୟକ୍ତି ଏଥିରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ଦୂଷିତ ପାଣି ପିଇ ଜଣ୍ଡିସ ବ୍ୟାପୁଥିବା…
କାମ ଦେଲାନି ମୋଦି ମ୍ୟାଜିକ୍: ପରାଜୟର କାରଣ ଖୋଜୁଛି ଭାଜପା
ଢେଙ୍କାନାଳ ଅଫିସ, ୨୭।୫: ଢେଙ୍କାନାଳ ଲୋକ ସଭା ଆସନରେ ପୁଣି ବିଫଳ ହୋଇଛି ଭାଜପା। ବ୍ୟାପକ ପ୍ରଚାର ସତ୍ତ୍ୱେ ଦଳର ସବୁ ରଣନୀତି ଫେଲ୍ ମାରିଛି। ଲୋକ ସଭା ସମେତ ଜିଲାର ୪ ବିଧାନସଭା ଆସନ ପୁଣି ଥରେ ବିଜେଡି ଖାତାକୁ…
ଯୁବକଙ୍କୁ ଘରୁ ଡାକିନେଇ ହତ୍ୟା ଘଟଣା: ୮ ଗିରଫ
ଧରାକୋଟ,୨୬ା୫(ଡି.ଏନ.ଏ.)- ଧରାକୋଟ ଥାନା ଅଞ୍ଚଳରେ ଶୁକ୍ରବାର ବିଳମ୍ବିତ ରାତିରେ ଅଲେଖ ନାହାକଙ୍କୁ ଘରୁ ଡାକିନେଇ ହତ୍ୟା କରାଯାଇଥିଲା। ପ୍ରେମ ବ୍ୟାପାରକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ଅଲେଖଙ୍କ ବାପା ଧରାକୋଟ ଥାନାରେ ଏତଲା ଦେବାପରେ ପୋଲିସ ନଂ. ୭୨/୧୯ରେ ମାମଲା ରୁଜୁ…
ପେଟ୍ରୋଲ୍ପମ୍ପରୁ ୨ଲକ୍ଷ ୭୦ହଜାର ଟଙ୍କା ଲୁଟ
ପୁରୁଷୋତ୍ତମପୁର,୨୬।୫(ଡି.ଏନ୍.ଏ.)- ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅଞ୍ଚଳରେ ଲୁଟେରାମାନେ ଦିନକୁ ଦିନ ସକ୍ରିୟ ହୋଇ ଗୋଟିଏ ପରେ ଗୋଟିଏ ଲୁଟ୍ପାଟ ଚଳାଇଛନ୍ତି। ସହର ଉପକଣ୍ଠରେ ଥିବା ରଘୁନାଥ ସାହୁ ପେଟ୍ରୋଲ ପମ୍ପରୁ ଶନିବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଶଟର୍ ତାଡି ୨ଲକ୍ଷ…
କୂଅ ଖୋଳୁଥିବାବେଳେ ଖସିପଡି ଜଣେ ମୃତ
ଖଜୁରିପଡା,୨୬।୫(ଡି.ଏନ୍.ଏ.)- କନ୍ଧମାଳ ଜିଲା ଫୁଲବାଣୀ ବ୍ଲକ କଟ୍ରିଙ୍ଗୀଆ ପଞ୍ଚାୟତର ଶ୍ରାକି ଗ୍ରାମରେ ଶନିବାର ଏମ୍ଜିଏନ୍ଆର୍ଇଜିଏସ୍ ଯୋଜନାରେ କାର୍ଯ୍ୟାଦେଶ ପାଇ କୂଅ ଖୋଳୁଥିବାବେଳେ ଖସିପଡି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ସେ ହେଲେ ସନ୍ୟାସୀ କହଁର (୫୪)। ଏନେଇ ଲୋଚାପଡା ଥାନାରେ ନଂ.୨/୧୯ରେ…
କାଠ ଗଣ୍ଡିକୁ ନେଇ ମାରପିଟ୍:୨ ଆହତ, ୩ କୋର୍ଟ ଚାଲାଣ
କୋରେଇ,୨୬ା୫(ସ୍ବ.ପ୍ର.)- କାଠ ଗଣ୍ଡିକୁ ନେଇ ମାରପିଟ୍ ମାମଲାରେ ପାଣିକୋଇଲି ପୋଲିସ ରବିବାର ୩ ଜଣଙ୍କୁ କୋର୍ଟ ଚାଲାଣ କରିଛି। ଏହି ଥାନା ଅନ୍ତର୍ଗତ ବଡବିରୁହଁା ପଞ୍ଚାୟତ ଆମ୍ବତୋଳା ଗ୍ରାମରେ ୧୪୪ ଧାରା ଲାଗୁ ହୋଇଥିବା ସ୍ଥାନରେ କାଠ ଗରଣ୍ଡା ରଖିବାକୁ ଯାଇ…
ଗଛକୁ ଧକ୍କା ଦେଲା ଯାତ୍ରୀବାହୀ ବସ: ୧୮ ଆହତ
ସୋନପୁର/ମନମୁଣ୍ଡା,୨୬।୫(ନି.ପ୍ର./ଡି.ଏନ.ଏ.):ଖୋର୍ଦ୍ଧା-ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥର ବୌଦ୍ଧ ଜିଲା ମନମୁଣ୍ଡା ପୂର୍ତ୍ତ ବିଭାଗ ଡାକବଙ୍ଗଳା ସମ୍ମୁଖରେ ସୁଜନ ନାମକ ଏକ ଘରୋଇ ଯାତ୍ରୀବାହୀ ବସ୍ ରବିବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ବସ୍ ଭୁବନେଶ୍ୱରରୁ ବଲାଙ୍ଗୀର ଯାଉଥିଲା। ଡ୍ରାଇଭରଙ୍କ ଅସାବଧାନତା ଯୋଗୁଁ ବସ୍…

