ଆମ ଜିଲା ଖବର

ପାଣିରେ ବୁଡ଼ି ନାବାଳିକା ମୃତ

କେନ୍ଦୁଝର, ୩ା୬(ଡି.ଏନ୍‌.ଏ.)-କେନ୍ଦୁଝର ସଦର ଥାନା ପଦ୍ମପୁର ମେଗା ନର୍ସରୀ ନିକଟରେ ଥିବା ପୋଖରୀରେ ରବିବାର ଅପରାହ୍ନରେ ବୁଡିଯାଇ ଜଣେ ୭ବର୍ଷ ଶିଶୁକନ୍ୟାଙ୍କର ମୃତ୍ୟୁ ଘଟିଛି। ରବିବାର ଅପରାହ୍ନ ପ୍ରାୟ ୩ଟା ସମୟରେ କିଛି ଲୋକ ମେଗା ନର୍ସରୀ ନିକଟ ପୋଖରୀରେ ଗାଧୋଉଥିବାବେଳେ…

ସାବିତ୍ରୀ ବଜାର: ଦରଦାମ୍‌ ଅନିୟନ୍ତ୍ରିତ

ଭଦ୍ରକ ଅଫିସ, ୩।୬ – ଆଜି ସାବିତ୍ରୀ ବ୍ରତ। ବ୍ରତଧାରୀମାନେ ସାବିତ୍ରୀଙ୍କୁ ପୂଜା କରି ନିଜ ସ୍ବାମୀଙ୍କ ମଙ୍ଗଳ କାମନା କରିଥାନ୍ତି। ଏଥିଲାଗି ସେମାନେ ସାବିତ୍ରୀଙ୍କୁ ପୂଜାର୍ଚ୍ଚନା କରି ବିଭିନ୍ନ ଫଳ ସମର୍ପଣ କରିଥାନ୍ତି। ଏବର୍ଷ ସାବିତ୍ରୀ ପୂଜା ବାଜାରରେ ବିଭିନ୍ନ…

ବୋରିଂ ହେବାର ବର୍ଷେ ବିତିଲାଣି: ଅଧାରେ ଅଟକିଛି ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ

ବାହାନଗା, ୩।୬(ଅରୂପ କୁମାର ଦାସ)-ବାଲେଶ୍ୱର ଜିଲା ବାହାନଗା ବ୍ଲକ କରଞ୍ଜାବିନ୍ଧା ଗ୍ରାମରେ ଶୁଦ୍ଧ ପାନୀୟଜଳ ଯୋଗାଇ ଦେବା ଲାଗି ପ୍ରଶାସନ ତରଫରୁ ଏକ ବୋରିଂ କରାଯାଇଥିଲା। ତାହା ହେବାର ବର୍ଷେ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇନାହିଁ। ଫଳରେ…

ଚଢେଇ ରୂପରେ ଆସିଥିଲା ମୃତ୍ୟୁ ଦୂତ: ବିଦ୍ୟୁତ୍‌ ଆଘାତରେ ଚାଲିଗଲା ବଣ୍ଡା ବାଳକଙ୍କଜୀବନ

ଖଇରପୁଟ/ଗୋବିନ୍ଦପାଲ୍ଲି, ୨ା୬ (ଡି.ଏନ୍‌.ଏ.): ଚଢେଇ ରୂପରେ ଆସିଥିଲା ମୃତ୍ୟୁଦୂତ। ସେଇ ଚଢେଇ ଧରିବା ପାଇଁ ତା ପଛରେ ଗୋଡାଇ ଥିଲେ ୭ବର୍ଷର ବଣ୍ଡା ବାଳକ। ଚଢେଇ ଯାଇ ଟ୍ରାନ୍ସଫର୍ମର ଉପରେ ବସିଥିଲା। ବାଳକ ଜଣଙ୍କ ଟ୍ରାନ୍ସଫର୍ମର ଉପରେ ଚଢ଼ିବା କ୍ଷଣି ବିଦ୍ୟୁତ୍‌…

ବଜ୍ରାପାତରେ ଯୁବକ ମୃତ

ଚିକିଟି,୨ା୬(ଡି.ଏନ.ଏ.)-ଚିକିଟି ଫାଣ୍ଡି ଭୋଳାସିଙ୍ଗି ଗ୍ରାମରେ ରବିବାର ବଜ୍ରାପାତରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିିଛି। ସେ ହେଲେ ଉକ୍ତ ଗ୍ରାମର ସୁରେନ୍ଦ୍ର ସାହୁ (୪୨)। ସୁରେନ୍ଦ୍ର ଅପରାହ୍ନରେ ଗ୍ରାମ ନିକଟସ୍ଥ ଏକ ଜମିକୁ କାମ କରିବାକୁ ଯାଇଥିଲେ। ସାଢ଼େ ୫ଟାରେ ଘରକୁ ଫେରୁଥିବା…

ଅସରାଏ ବର୍ଷାରେ ରାସ୍ତାରେ ପାଣି

ଶେରଗଡ଼,୨।୬(ଡି.ଏନ.ଏ.)- ଶେରଗଡରେ ରବିବାର ସନ୍ଧ୍ୟା ପ୍ରାୟ ୫ଟାରେ ବର୍ଷା ହୋଇଥିଲା। ପ୍ରାୟ ୩୦ ମିନଟ ଧରି ବର୍ଷା ହେବା ଫଳରେ କାଳିଆ ହୋଟେଲ ଛକରୁ ବଜାରକୁ ସଂଲଗ୍ନ କରୁଥିବା ରାସ୍ତାରେ ଦେଢ ଫୁଟର ପାଣି ଜମିଯାଇଥିଲା। ଫଳରେ ଲୋକେ ଯାତାୟାତର ସମସ୍ୟା…

ଲୋ-ଭୋଲ୍‌ଟେଜ ସମସ୍ୟା ଅନୁଧ୍ୟାନ

ଚମ୍ପୁଆ,୨ା୬(ଡି.ଏନ.ଏ)- କେନ୍ଦୁଝର ଜିଲା ଚମ୍ପୁଆ ବ୍ଲକ ଅନ୍ତର୍ଗତ ଚନ୍ଦ୍ରଶେଖରପୁର ପଞ୍ଚାୟତର ଲକ୍ଷ୍ମୀପଶି ଅଞ୍ଚଳରେ ଦୀର୍ଘଦିନ ଧରି ଲୋ-ଭୋଲ୍‌ଟେଜ ସମସ୍ୟା ଲାଗି ରହିଥିଲେ ମଧ୍ୟ ଏହାର ପ୍ରତିକାର କରାଯାଉ ନ ଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି। ଏ ନେଇ ଗ୍ରାମବାସୀ…

ଚମ୍ପୁଆକୁ ପଶିଲେ ୪ ଝାଡ଼ଖଣ୍ଡ ହାତୀ

ଚମ୍ପୁଆ,୨ା୬(ଡି.ଏନ.ଏ)- ଦୀର୍ଘଦିନ ବ୍ୟବଧାନ ପରେ କେନ୍ଦୁଝର ଜିଲା ଚମ୍ପୁଆ ସେକ୍ସନକୁ ଝାଡ଼ଖଣ୍ଡ ହାତୀପଲ ଚାଲି ଆସିଛନ୍ତି। ଉକ୍ତ ପଲରେ ଦୁଇ ମାଈ ଓ ୨ ଅଣ୍ଡିିରା ହାତୀ ଅଛନ୍ତି। ଝାଡଖଣ୍ଡରୁ ଆସିଥିବା ହାତୀପଲ ବୈତରଣୀ ପାର ହୋଇ କାଳିକାପ୍ରସାଦ ସଂରକ୍ଷିତ ଜଙ୍ଗଲକୁ…

ସଂସ୍କୃତି, ପର୍ଯ୍ୟଟନ ମନ୍ତ୍ରୀଙ୍କ ପଞ୍ଚଲିଙ୍ଗେଶ୍ୱର ଗସ୍ତ:‘ପୀଠର ବିକାଶ ଲାଗି ସାମୂହିକ ସହଯୋଗ ଲୋଡା’

ସଜନାଗଡ଼, ୨।୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ନିର୍ବାଚନମଣ୍ଡଳୀର ପ୍ରସିଦ୍ଧ ଶୈବପୀଠ ବାବା ପଞ୍ଚଲିଙ୍ଗେଶ୍ୱର ପୀଠକୁ ରବିବାର ସଂସ୍କୃତି, ପର୍ଯ୍ୟଟନ ବିଭାଗର ରାଷ୍ଟ୍ରମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଗସ୍ତ କରିଥିଲେ। ସେଠାରେ ଦଳୀୟ କର୍ମୀ ଓ ସମର୍ଥକ ଉପସ୍ଥିତ ରହି ମନ୍ତ୍ରୀଙ୍କୁ ସ୍ବାଗତ କରିଥିଲେ। ମନ୍ତ୍ରୀ…

ଜଉକଣ୍ଢେଇ ବାହାଘର:ମନମୋହିଲା ଚଢ଼େୟା ନାଚ

ବାଲେଶ୍ୱର ଅଫିସ, ୨।୬-ବାଲେଶ୍ୱରର ଲୋକପର୍ବ ଜଉକଣ୍ଢେଇ ବାହାଘର ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଗାନ୍ଧୀ ସ୍ମୃତି ଭବନରେ ଅନୁଷ୍ଠିତ ହେଉଛି। ଚତୁର୍ଥ ସନ୍ଧ୍ୟାରେ ଭଜନ ଓ ଲୋକସଙ୍ଗୀତ ପ୍ରତିଯୋଗିତା ସହ ବାଲେଶ୍ୱରର ଲୋକନୃତ୍ୟ ଚଢ଼େୟା ନାଚ ଦର୍ଶକଙ୍କୁ ଆକୃଷ୍ଟ କରିଥିଲା। ବାଲେଶ୍ୱର ଗାନ୍ଧୀସ୍ମୃତି…

ରଟିଣା ସରକାରୀ ଜମିରୁ ମୋରମ ଲୁଟ୍‌:ମାସେ ଧରି ଚାଲିଛି, ଟେର୍‌ ପାଉନାହାନ୍ତି ଅଧିକାରୀ

ଖଇରା, ୨।୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ତହସିଲ ବର୍ତ୍ତନା ରାଜସ୍ବ କ୍ଷେତ୍ର ଅଧୀନ ବାଲିଗଡ଼ ଦଖଲରେ ଥିବା ସରକାରୀ ଜମିରୁ ଲକ୍ଷ ଲକ୍ଷ ଟଙ୍କାର ମୋରମ ଲୁଟ୍‌ ଚାଲିଛି। ଆନୁମାନିକ ମାସେରୁ ଊର୍ଦ୍ଧ୍ୱ ସମୟ ଧରି ମାଫିଆମାନେ ଏହି ଲୁଟ୍‌ରେ ସାମିଲ ହେବା…

ଶିଶୁ ମୃତ୍ୟୁହାର ରୋକିବା ସଚେତନତା କାର୍ଯ୍ୟକ୍ରମର ପ୍ରଥମ ଦିନ : ଜନ୍ମର ଦିନକ ପରେ ନବଜାତ ଶିଶୁର ମୃତ୍ୟୁ

ଝରିଗାଁ,୨।୬(ସ୍ବ.ପ୍ର)- ନବରଙ୍ଗପୁର ଜିଲାରେ ମାତୃ ଏବଂ ଶିଶୁ ମୃତ୍ୟୁହାରକୁ ରୋକିବା ପାଇଁ ଜିଲାପାଳଙ୍କ ଅଧ୍ୟକ୍ଷତାରେ ଶନିବାର ସଚେତନତା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମର ଦିନକ ପରେ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସଦର ମହକୁମା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ରବିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?