କେନ୍ଦୁଝରରେ ସାବିତ୍ରୀ ବ୍ରତ ପାଳିଲେ ଶତାଧିକ ମହିଳା
କେନ୍ଦୁଝର,୩।୬ (ସ୍ବ.ପ୍ର.): କେନ୍ଦୁଝର ଜିଲା ପୁରପଲ୍ଲୀରେ ସାବିତ୍ରୀ ବ୍ରତ ପାଳିତ ହେଉଛି। ବିଭିନ୍ନ ଦେବଦେବୀ ପୀଠରେ ବିବାହିତ ମହିଳାମାନେ ସ୍ବାମୀଙ୍କ ଶୁଭମନାସୀ, ଦୀର୍ଘ ଜୀବନ କାମନା କରି ଉପବାସ ରହି ଏହି ବ୍ରତ ରଖି ପୂଜାର୍ଚ୍ଚନା କରୁଛନ୍ତି। ସମସ୍ତ ମହିଳା ନୂଆ…
ବର୍ଷାରେ ଭିଜୁଛି କ୍ୱିଣ୍ଟାଲ କ୍ୱିଣ୍ଟାଲ ଧାନ : ଗଜା ଆଶଙ୍କା
କୁନ୍ଦୁରା,୩ା୬(ଡି.ଏନ୍.ଏ.): କୋରାପୁଟ ଜିଲା କୁନ୍ଦୁରା ବ୍ଲକଠାରେ ରବି ଋତୁର ଧାନ ମଣ୍ଡି ହେବାକୁ ଥିବାବେଳେ ଅଚାନକ ବର୍ଷା ହେବା ଯୋଗୁ ଡଙ୍ଗରପାଉଁଶୀ ଅସ୍ଥାୟୀ ଧାନମଣ୍ଡିରେ ଗଦା କରାଯାଇଥିବା ୫ହଜାରରୁ ୬ ହଜାର କ୍ୱିଣ୍ଟାଲ ଧାନ ଭିଜୁଛି। ଫଳରେ ଗଜା ହେବାର ଆଶଙ୍କା…
ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ : ଜୟପୁର-କୋରାପୁଟ ରେଳସେବା ବାଧାପ୍ରାପ୍ତ
ଜୟପୁର,୩ା୬(ଡି.ଏନ୍.ଏ.): କୋରାପୁଟ ଜିଲା ଜୟପୁରର ଚୋତ୍ରୀପୁଟ ନିକଟରେ ଏକ ମାଲବାହୀ ଟ୍ରେନ୍ ଲାଇନ୍ଚ୍ୟୁତ ହେବାରୁ ହୀରାଖଣ୍ଡ-ରାଉରକେଲା ଟ୍ରେନ୍ ଛତିଶଗଡ଼ର ଜଗଦଲପୁର ପରିବର୍ତ୍ତେ କୋରାପୁଟରେ ଅଟକିଛି। ସେହିପରି କିରୋଣ୍ଡଳରୁ ଆସୁଥିବା ଏକ୍ସପ୍ରେସଟି ବିଶାଖାପାଟଣା ଯାଉଥିବାବେଳେ ଜୟପୁରଠାରେ ଅଟକିଛି। ତେବେ ଉଦ୍ଧାର କାର୍ଯ୍ୟ ଜାରି…
ସିଲେରୁ ନଦୀରେ ଡଙ୍ଗାବୁଡ଼ି : ଜଣେ ଶିଶୁ ମୃତ, ଦୁଇ ନିଖୋଜ
ମାଲକାନଗିରି,୩ା୬(ସ୍ବ.ପ୍ର.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ କୁରୁମାନୁର ପଞ୍ଚାୟତ ସିଲେରୁ ନଦୀରେ ଡଙ୍ଗାବୁଡ଼ି ଜଣେ ଶିଶୁଙ୍କ ମୃତ୍ୟୁ ଘଟିଥିବାବେଳେ ଦୁଇ ନିଖୋଜ ଅଛନ୍ତି। ଡଙ୍ଗାଟି ପାଙ୍ଗମପଡୁ ବଙ୍ଗଳା କ୍ୟାମ୍ପରୁ ବଚଳୁର ଗ୍ରାମକୁ ଯାଉଥିଲା। ରବିବାର ଆନ୍ଧ୍ରପ୍ରଦେଶ ସିଲେରୁ ହାଟ ସାରି…
୧୧ କେଭି ବିଦ୍ୟୁତ୍ତାର ଲାଗି ୧୦ ଗାଈ ମୃତ
ସଜନାଗଡ଼, ୩।୬(ଡି.ଏନ୍.ଏ.): ବାଲେଶ୍ୱର ଜିଲା ନୀଳଗିରି ଅଞ୍ଚଳରେ ସୋମବାର ସକାଳେ ଏକ ଅଘଟଣ ଘଟିଛି। ନୀଳଗିରି ଥାନା ଅନ୍ତର୍ଗତ ନରସିଂହପୁର ପଞ୍ଚାୟତ ଓଲଡ଼ଙ୍ଗ ଗ୍ରାମରେ ରବିବାର ରାତିରେ ପବନ ସାଙ୍ଗକୁ ବର୍ଷା ହେବା ଫଳରେ ଗ୍ରାମର ଏକ ଚାଷ ଜମିରେ ୧୧…
ଟ୍ରକ ଧକ୍କାରେ ଦୁଇ ଜଣଙ୍କ ଜୀବନ ଗଲା
ରାଇସୁଆଁ,୩ା୬(ଡି.ଏନ୍.ଏ.): କେନ୍ଦୁଝର ଜିଲା ସଦର ଥାନା ନିକଟରେ ସୋମବାର ସକାଳେ ଏକ ଟ୍ରକ ଧକ୍କା ଦେବାରୁ ରାଇସୁଆଁର ଜଣେ ଯୁବତୀ ଓ ଜଣେ ମହିଳାଙ୍କ ଜୀବନ ଯାଇଛି। ମୃତକ ଦୁଇଜଣ ପ୍ରାତଃ ଭ୍ରମଣରେ ଯାଇଥିଲେ।
ଟ୍ରେନ୍ରେ ଡକାୟତି ଯୋଜନା: ଗ୍ୟାଙ୍ଗର ୬ ଗିରଫ
ବ୍ରହ୍ମପୁର ଅଫିସ,୩ା୬ : ବ୍ରହ୍ମପୁର ରେଳବାଇ ପୋଲିସ ଶନିବାର ବିଳମ୍ବିତ ରାତିରେ ୪ ନମ୍ବର ପ୍ଲାଟଫର୍ମରୁ କୋଣାର୍କ ଏକ୍ସପ୍ରେସରେ ଡକାୟତି ଯୋଜନା କରୁଥିବା ଗ୍ୟାଙ୍ଗର ମାଷ୍ଟରମାଇଣ୍ଡଙ୍କ ସମେତ ୬ ଜଣଙ୍କୁ କାବୁ କରିଛି। ସେମାନଙ୍କ ମଧ୍ୟରେ ୫ ଜଣ ବିହାର ଅଞ୍ଚଳର…
ବିକାଶର ନାଁ ଗଁଧ୍ ନାଇଁ, ତଥାପି ବିତୁଛେ ଜୀବନ୍
ଭବାନୀପାଟଣା, ୩ା୬ (ଡି.ଏନ୍.ଏ): କଳାହାଣ୍ଡି ଜିଲାର ଜୟପାଟଣା ବ୍ଲକ ଅଁଲାଭଟା ପଁଚେତ୍ର ପାହାଡ଼ ସିଘେ ପଟାକୁସୁମୀ, ଟେଣ୍ଡକାଚୁଆଁ, କର୍ଲାକୋଟ, ଦାବ୍ରିଘାଟି, କରାଘାଟି ଲେଖେଁ ଗାଁମାନ ରହିଛେ। ଗୁଟେ ଅପହଁଚ୍ ଇଲାକା ସଂଗେ ଅଣ ସର୍ବେକ୍ଷଣ ଭୂଇଁରେ ଇ ଗାଁମାନ ବସିଥିଲାବେଲେ ପଟାକୁସୁମୀ…
ଅଧାପନ୍ତରିଆ ହେଇ ପଡ଼ିଛେ ପ୍ରକଳ୍ପ: ପାଏନ୍ ଲାଗି ଡହକ୍ବିକଲ ଲରିଆବାହାଲବାସୀ
ଡୁଙ୍ଗୁରିପାଲି, ୩ା୬(ଡି.ଏନ୍.ଏ) : କେନ୍ଦ୍ର ଆର ରାଏଜ୍ ସରକାର ଗାଁଗଁଲିରୁ ସହର ତକ୍ ସବୁ ଲୁକ୍କୁ ନିରମଲ ପିଇଲା ପାଏନ୍ ଯୁଗେଇ ଦେବାକେ ଅନେକ ଯୋଜନା କାଯ୍କାରୀ କରୁଛନ୍। ହେଲେ ଦାଇତିଅରେ ଥିବାର ଅଧ୍କାରୀ, କରମ୍ଚାରୀ, ଜନପରତିନିଧିମାନକର ଆଁତରିକତା ଅଭାବୁ ସରକାରକଁର…
କମୁଛେ ପାରମ୍ପରିକ ଥଁଡା ପାନୀୟର ଚାହିଦା
ଭବାନୀପାଟଣା, ୩ା୬ (ଡି.ଏନ୍.ଏ): କଳାହାଣ୍ଡି ଜିଲାର ଭବାନୀପାଟଣା ସହର ସମେତ ଆସର ପାସର ଅଂଚଲରେ ଖରା ଝାଉର ପରକୋପ ଜାରି ରହିଛେ। ଏନ୍ତାଥି ଦୁକାନ ବଜାରରେ ପାରମ୍ପାରିକ ଦେଶୀ ଥଁଡା ପାନୀୟର ଠାନ୍ ଭିନେ ଭିନେ କମ୍ପାନୀର ପାନୀୟ ନେଇଛେ। ଆଏଜକାଲି…
ଅଜନା ରୋଗ୍ରେ ପୀଡ଼ିତ ଅଭିଜିତ: ଚିକିତ୍ସା ଲାଗି ଟଁକା ବାଧକ
ବୌଦ୍ଧ,୩।୬(ସ୍ବ.ପ୍ର): ମା’ବାପ୍ ପୁଓଟେ ପାଏବାର ଲାଗି କେତେ ଉପାସ, ପୂଜାପାଠ୍ କଲେ। ଶେଷେ ପୁଓଟେ ପାଏଲେ। ହେଲେ ପୁଓ ଜନମ ହେବାର ମାସକେତେ ଉତାରୁ କେହେନ୍ସି ଗୁଟେ ଅଜନା ରୋଗ୍ରେ ପୀଡ଼ିତ ହେଲା। ମା’ବାପ୍ ଲାଗ୍ ବରମସ କରି ପୁଓର ଚିକିତ୍ସା…
ପେଟର ଲାଗି ନାଟ: ଜାଦୁ ଖେଲ ଦେଉଛେ ପେଟକେ ଦାନା
ଅତାବିରା, ୩।୬ (ଡି.ଏନ୍.ଏ): ପେଟର ଲାଗି ଦାନା ଯୁଗାଡ଼ କରବାକେ ରାଜସ୍ଥାନ ଜଲବାର ଗାଁରୁ ଆସି ଗୁଟେ ପରିବାର ଓଡ଼ିଶାର ଭିନେ ଭିନେ ଅଂଚଲରେ ବୁଲୁଛନ୍। ସେମାନେ ଗାଁ ଗାଁ ବୁଲି, ଜାଦୁ ଖେଲ ଦେଖେଇ ଦୁଇ ପଏସା ରୁଜଗାର କରୁଥିବାର…

