୬ଟି ଗାଁକୁ ନିର୍ମାଣ ହେବ ରାସ୍ତା
ଦଶମନ୍ତପୁର, ୬ା୮(ଡି.ଏନ.ଏ.) କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ବ୍ଲକ । ବଣ, ପାହାଡ, ପର୍ବତଘେରରେ ରହିଥିବା ବ୍ଲକର ଅନେକଗୁଡିଏ ଦୁର୍ଗମ ଅଞ୍ଚଳକୁ ଭଲ ରାସ୍ତାଟିଏ ନାହିଁ ା ଅଞ୍ଚଳବାସୀ ବାରମ୍ବାର ରାସ୍ତା ପାଇଁ ଗୁହାରି କରିଥିଲେ ମଧ୍ୟ…
ପିଡିଏସ୍ ସାମାନ ଲାଗି ଦିବ୍ୟାଙ୍ଗ ହଟହଟା
ସମ୍ବଲପୁର,୬ା୮(ବ୍ୟୁରୋ): ସମ୍ବଲପୁର ମହାନଗର ନିଗମ ହୀରାକୁଦ ତାରାସିଂପଡ଼ାର ଦିବ୍ୟାଙ୍ଗ ବିପିନ ହରିପାଲ। ସେ ଖାଦ୍ୟ ସୁରକ୍ଷା ଆଇନରେ ସାମିଲ ହେଇ କ୍ର.ନଂ ୨୮୧୪୧୨୨୦୫୬୮ରେ କାର୍ଡ ପାଇଛନ୍। ହେଲେ ୩ ବଛର ହେଲା କାର୍ଡ ଥିଲେ ବି ସେ ପିଡିଏସ୍ ସାମାନ ପାଏବାରୁ…
କ୍ଲଷ୍ଟର ବୋରୱେଲକୁ ବିଜୁଳି, ମୋଟର ଲାଗୁନିଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ ଚାଷୀ
ନୂଆପଡା ଅଫିସ,୬ା୮ ଆଜକୁ ଲାଗ ଲାଗ ୪ରୁ ୫ ବର୍ଷଧରି ମରୁଡି ପରିସ୍ଥିତି ଯୋଗୁ ଜିଲାର ଚାଷୀମାନେ ଘାଇଲା ହୋଇଗଲେଣି। ଅନ୍ୟପଟେ ଏଥିରୁ ରକ୍ଷା ପାଇବାକୁ ସରକାର ଚାଷୀଙ୍କୁ କ୍ଲଷ୍ଟର ଜରିଆରେ ବୋରୱେଲ ମାଧ୍ୟମରେ ଜଳ ସେଚନର ସୁବିଧା କରିବାକୁ ବ୍ୟବସ୍ଥା…
ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ
ନୂଆପଡା ଅଫିସ,୬ା୮- ଶୈଶବରେ ସାଙ୍ଗ ସାଥୀ ମେଳରେ ଖେଳିବା ବୁଲିବା ବୟସ । ହେଲେ ରୋଗ ଯନ୍ତ୍ରଣାରେ ଛଟପଟ ହେଉଥିବାବେଳେ ଦୁଇ ଆଖିରେ ଦେଖିପାରୁ ନ ଥିବା ଡୁଲେଶ୍ୱର କାଳେତ (୮) ବର୍ତ୍ତମାନ ବିଦ୍ୟାଳୟ ଯାଇପାରୁନାହାନ୍ତି । ନୂଆପଡ଼ା ଜିଲା କୋମନା…
ବର୍ଷା ସାଜିଛି ବାଧକ, ଚାଷ ଆଗେଇ ପାରୁନି୨ ମାସରେ ୪୦୫ ମି.ମି. ବର୍ଷା ହୋଇଛି
କର୍ଲାମୁଣ୍ଡା,୬।୮(ଡି.ଏନ.ଏ.) ଦିନକୁ ଦିନ ଗଡି ଚାଲିଥିଲେ ହେଁ ବର୍ଷା ହେଉ ନ ଥିବାରୁ ଚାଷୀଙ୍କ ଚାଷ କାର୍ଯ୍ୟ ଏବେ ଠପ୍ ହୋଇଯାଇଛି । କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ ଏଭଳି ପରିସ୍ଥିତି ଦେଖିବାକୁ ମିଳିଛି । କର୍ଲାମୁଣ୍ଡା ବ୍ଲକ କୃଷି ବିଭାଗଠାରୁ…
କୋଡ଼ିବାହାଲ ଗଁ। ରେ କିଡ଼୍ନୀ ରୋଗ୍ ଆତଁକ୍:ବାପର ଚିକିଛା ଲାଗି ଦାଦନ ଯାଇଛେ ପୁଓ
ଘଣ୍ଟାପଡା, ୬।୮ (ଡି.ଏନ୍.ଏ.): ବୌଦ୍ଧ ଜିଲା କଣ୍ଟାମାଳ ବ୍ଲକ ଘଣ୍ଟାପଡ଼ା ପଁଚେତ୍ ଅଧୀନ କୋଡ଼ିବାହାଲ ଗଁାରେ ଏହେଦେ କିଡ଼୍ନୀ ରୋଗ୍ ଆତଁକ୍ ଦେଖା ଦେଇଛେ। ୨ ବଛର ଭିତରେ କିଡ଼୍ନୀ ରୋଗ୍ରେ ଗଁାର ୬ ଝନ୍କର ଜୀବନ୍ ଯାଇଥିଲାବେଲେ ଅନେକ…
ଶିଁକ୍ଲା ବଁଧା ଜୀବନ୍ ବିତଉଛନ୍ ସିନିକଟ୍
ବିଜେପୁର, ୬।୮ (ଡି.ଏନ୍.ଏ): ବରଗଡ଼ ଜିଲା ବିଜେପୁର ବ୍ଲକ ଟି.ଗଣ୍ଡପାଲି ପଁଚେତ୍ ସଦର ଗଁାର ସନିକଟ୍ ସାହୁ(୪୮)। ଦିନ୍ଥିଲା ସେ ବାହାଜଁାଗଲ୍ ମାଜି ମା’ବାପ୍, ସିଆନି ସଂଗେ ତିନ୍ ତିନଟା ଛୁଆପିଲାକୁ ପୁଷୁଥିଲେ। ଜମିବାଡ଼ି ବଲି କିଛି ନାଇଁ, ପରିବାରଟା ସୁଖବାସୀ…
କାର ଦୁର୍ଘଟଣାରେ ୬ ଗୁରୁତର
ଜି.ଉଦୟଗିରି,୫ା୮(ଡି.ଏନ.ଏ.): ଜି.ଉଦୟଗିରି ଥାନାଞ୍ଚଳ କଳିଙ୍ଗାରୁ ୨ କିମି ଦୂର ଗଦିଙ୍ଗିଆ ଛକଠାରେ ସୋମବାର ଅପରାହ୍ନ ୩ଟାରେ ଏକ କାର ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ପଡ଼ିବାରୁ ଚାଳକ ସମେତ ୬ଜଣ ଗୁରୁତର ହୋଇଛନ୍ତି। ସେମାନେ ହେଲେ ସୋନୁ ପଣ୍ଡା, ବିକ୍ରମ…
ଗୋଟିଏ ଦିନରେ ସାପ କାମୁଡ଼ାରେ ୮ ଆହତ
ଭଞ୍ଜନଗର,୫।୮(ଡି.ଏନ.ଏ.)-ବର୍ଷାଦିନେ ଗାତ ଗୁଡିକରେ ପାଣି ଭର୍ତ୍ତି ହୋଇଯାଉ ଥିବାରୁ ସାପ ବାହାରି ଶୁଖିଲା ସ୍ଥାନକୁ ଚାଲିଆସି ଲୋକଙ୍କୁ କାମୁଡ଼ୁଛନ୍ତି। ଏପରିକି ଘର ଭିତରକୁ ମଧ୍ୟ ପଶି ଆସୁଛନ୍ତି। ଗତ ସପ୍ତାହକ ମଧ୍ୟରେ ଭଞ୍ଜନଗର ଅଞ୍ଚଳରେ ସାପ କାମୁଡାରେ ୨ ଜଣଙ୍କ ମୃତ୍ୟୁ…
ମିକ୍ସର ମେଶିନରେ ହାତ କଟି ଠିକାଦାର ଗୁରୁତର
ଦାରିଙ୍ଗବାଡ଼ି,୫।୮(ଡି.ଏନ.ଏ) -ଦାରିଙ୍ଗବାଡ଼ିର ଠିକାଦାର ନିରଞ୍ଜନ ପ୍ରଧାନ ନିଜ ମିକ୍ସର ମେଶିନ ସଜାଡ଼ୁଥିବା ବେଳେ ହାତକଟି ଗୁରୁତର ହୋଇଛନ୍ତି। ତାଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରି ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ସେଠାରୁ ଅଧିକ ଚିକିତ୍ସା ପାଇଁ ନିରଞ୍ଜନଙ୍କୁ ବ୍ରହ୍ମପୁର ପଠାଯାଇଛି। ସିଆଙ୍ଗବାଲି…
ବଜ୍ରପାତରେ ଚାଷୀଙ୍କ ପ୍ରାଣ ଗଲା
ଭୋଗରାଇ, ୫।୮(ଡି.ଏନ.ଏ.)-ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଯୋଗୁ ସୋମବାର ଅପରାହ୍ନରୁ ଉତ୍ତର ବାଲେଶ୍ୱରରେ ମଧ୍ୟମ ଧରଣର ବର୍ଷା ହୋଇଛି। ଭୋଗରାଇ ବ୍ଲକ କଲ୍ୟାଣପୁର ଗ୍ରାମରେ ବଜ୍ରପାତ ହେବାରୁ ଚାଷଜମିରେ କାମ କରୁଥିବା ସୁଜୟ ଦାସ (୩୫) ଗୁରୁତର ହୋଇପଡିଥିଲେ। ତାଙ୍କୁ ତୁରନ୍ତ ୧୦୮…
୩୨ଗ୍ରାମ୍ ବ୍ରାଉନ୍ସୁଗାର ଜବତ, ଅଭିଯୁକ୍ତ ଗିରଫ
ନୀଳଗିରି, ୫।୮(ଡି.ଏନ.ଏ.)-କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୋଇନ୍ଦା ବିଭାଗ ତଥା ନୀଳଗିରି ଅବକାରୀ ବିଭାଗ ପକ୍ଷରୁ ସ୍ଥାନୀୟ ସହରର ଘାଟଘରସାହି ଗାଁର ମୁନା ନାଥ(୩୨)ଙ୍କ ଘରେ ଚଢ଼ାଉ କରାଯାଇ ୩୨ଗ୍ରାମ ଓଜନର ବ୍ରାଉନ୍ସୁଗାର ଜବତ କରାଯାଇଛି। ଯାହାର ଆନୁମାନିକ ମୂଲ୍ୟ ୩ଲକ୍ଷରୁ ଊର୍ଦ୍ଧ୍ୱ…

