ଆମ ଜିଲା ଖବର

୩ ଶିଶୁ ଶ୍ରମିକ ଉଦ୍ଧାର

କୋରେଇ,୧୨।୮(ସ୍ବ.ପ୍ର.): ପରୀ ୩ କାର୍ଯ୍ୟକ୍ରମ ମାଧ୍ୟମରେ କୋରେଇ ପୋଲିସ ରବିବାର ୩ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରି ଜିଲା ଶିଶୁ ମଙ୍ଗଳ ଅଧିକାରୀଙ୍କୁ ହସ୍ତାନ୍ତର କରିଛି। କୋରାଇ ଓ ଏହାର ଆଖ ପାଖରେ କାର୍ଯ୍ୟାରତ ଥାନା ଅନ୍ତର୍ଗତ ରଘୁନାଥ ପୁର, ବଟିରା,…

ବିଛାଖଣ୍ଡି ପଥର ଖାଦାନରେ ମାରାଥନ ଚଢାଉ : ୩ କ୍ରଶର ସିଲ୍‌, ୧୯କୁ ନୋଟିସ

ଧର୍ମଶାଳା/ଜେନାପୁର,୧୨।୮(ଡି.ଏନ୍‌.ଏ.): ଯାଜପୁର ଜିଲା ଧର୍ମଶାଳା ତହସିଲ ଅଧୀନସ୍ଥ ବିଛାଖଣ୍ଡି ଜଙ୍ଗଲ ଜମିରେ ଥିବା ବେଆଇନ ପଥର ଖାଦାନ ଉପରେ ଧର୍ମଶାଳା ତହସିଲ ପକ୍ଷରୁ ମାରାଥନ ଚଢାଉ କରାଯାଇଛି। ଶନିବାର ଚଢାଉବେଳେ ଏକ ହିଟାଚି ମେଶିନ, ହାଇଓା୍ବ ଓ କ୍ରମ୍ପେସର ଜବତ କରାଯାଇଥିଲା।…

ହରିପୁର ଆଶ୍ରମରେ ଶ୍ରାବଣୀ ଉତ୍ସବ

ନୂଆପଡା ଅଫିସ,୧୨ା୮ ବିଶ୍ୱର ଆଦ୍ୟ ଜ୍ଞାନର ଉତ୍ସ ଏବଂ ଋଷିଙ୍କ ଦ୍ୱାରା ସାକ୍ଷାତକୃତ ଈଶ୍ୱରୀୟ ବାଣୀ ଚତୁର୍ବେଦ ପ୍ରଚାର, ପ୍ରସାର ଏବଂ ସ୍ବାଧ୍ୟାୟର ଆଲୋଚନା, ପର୍ଯ୍ୟାଲୋଚନା ଉଦ୍ଦେଶ୍ୟରେ ସ୍ଥାନୀୟ ହରିପୁରସ୍ଥିତ ଗୁରୁକୁଳ ଆଶ୍ରମରେ ଶ୍ରାବଣୀ ଉତ୍ସବ ପାଳିତ ହୋଇଯାଇଛି। ରବିବାର ପୂର୍ବାହ୍ନ…

ବ୍ରାହ୍ମଣୀ ନଦୀବନ୍ଧ : ବର୍ଷାରେ ଉଭୟ ପାର୍ଶ୍ୱରେରେନ୍‌ କର୍ଟ ସୃଷ୍ଟି

ବରୀ,୧୨।୮(ସ୍ବ.ପ୍ର.)- ବ୍ରାହ୍ମଣୀ ନଦୀର ଉଭୟ ପାର୍ଶ୍ୱ ବନ୍ଧରେ ଗତ ବୁଧବାର ଲଗାଣ ବର୍ଷାରେ ଶହେରୁ ଊର୍ଦ୍ଧ୍ୱ ରେନ୍‌ କର୍ଟ ସୃଷ୍ଟି ହୋଇଛି। ବର୍ଷା ଯୋର୍ଗୁ ଏବେ ନଦୀରେ ଜଳ ପତନ ସାମାନ୍ୟତମ ବୃଦ୍ଧି ପାଇଥିବାରୁ ବନ୍ୟା ସମୟରେ ରେନ୍‌କର୍ଟ ସ୍ଥାନରେ ଘାଇ…

‘ସାହିତ୍ୟ ମାଧ୍ୟମରେ ଜାତିର ପ୍ରଗତି, ପ୍ରତିଷ୍ଠା ଭରିଥାଏ’

ଧର୍ମଶାଳା,୧୨।୮(ଡି.ଏନ୍‌.ଏ.)- ଧର୍ମଶାଳା ବ୍ଲକ ଜାରକାସ୍ଥିତ ସିଭିକ ସେଣ୍ଟର ପରିସରରେ ଗୋକର୍ଣ୍ଣିକା ସାହିତ୍ୟ ସମାଜର ୪୪ତମ ବାର୍ଷିକ ଉତ୍ସବ, ଗୋକର୍ଣ୍ଣିକା ପୁରସ୍କାର ଓ ପୁସ୍ତକ ଉନ୍ମୋଚନ ଉତ୍ସବ ରବିବାର ଅନୁଷ୍ଠିତ ହୋଇଯାଇଛି। ବିଶିଷ୍ଠ ଗାଳ୍ପିକ ଓ ସ୍ତମ୍ଭକାର ଅଧ୍ୟାପକ ବିଶ୍ୱରଞ୍ଜନ ପ୍ରଦୀପ ପ୍ରଜ୍ୱଳନ…

କବିତା ପାଠତ୍ସୋବ, ଆଧ୍ୟାତ୍ମିକ ଆଲୋଚନାଚକ୍ର: ମାନବ ସେବା ହିଁ ମାଧବ ସେବା

ଖଡିଆଳ,୧୨।୮(ଡି.ଏନ.ଏ.) ନୂଆପଡା ଜିଲା ଖଡିଆଳ ବ୍ଲକ ଦମାପଲା ଗ୍ରାମରେ କବିତା ପାଠତ୍ସୋବ ଏବଂ ଆଧ୍ୟାତ୍ମିକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଶିକ୍ଷାବିତ ବଳଭଦ୍ର ମହାଉତିଙ୍କ ଅଧ୍ୟକ୍ଷତାରେ ଖଡିଆଳ ଅଞ୍ଚଳର ଅନେକ କବି ଓ ସାହିତ୍ୟକ ଯୋଗଦାନ କରି ନିଜ କବିତା ପାଠ…

ଭାରିଯାନ କବ୍‌ଜାରେ ୫ନଂ.(କ) ଜାତୀୟ ରାଜପଥ : ନିୟମ ବାହାରେ କ୍ଷମତାଶାଳୀଙ୍କ ଗାଡ଼ି

ପାରାଦୀପ,୧୨ା୮(ସ୍ବ.ପ୍ର.): ପାରାଦୀପ ଚଣ୍ଡିଖୋଲ ୫ନଂ.(କ) ଜାତୀୟ ରାଜପଥରେ ଶୃଙ୍ଖଳିତ ଭାବେ ଭାରିଯାନ ଚଳାଚଳ ନିମେନ୍ତ ପ୍ରଶାସନ ଓ ଜେସିସି (ଜଏଣ୍ଟ କୋଅର୍ଡିନେଶନ କମିଟି) ମଧ୍ୟରେ ଆଲୋଚନା ହୋଇ ନିର୍ଦ୍ଦିଷ୍ଟ ନିୟମ କରାଯାଇଛି। ନିୟମ ଅନୁଯାୟୀ ସମସ୍ତ ଟ୍ରକ୍‌ ରାସ୍ତାର ବାମ ପାର୍ଶ୍ୱରେ…

ଦରଖଁଡ଼ିଆ ହେଇ ପଡ଼ିଛେ ଅଙ୍ଗନଓ୍ବାଡି କେନ୍ଦ୍ର

ଜହ୍ନାପଙ୍କ, ୧୨ା୮(ଡି.ଏନ୍‌.ଏ.): ବୌଦ୍ଧ ଜିଲା ସଦର ବ୍ଲକ ଲକ୍ଷ୍ମୀପ୍ରସାଦ ପଁଚେତ୍‌ ଅଧୀନ ନାରାୟଣ ନଗର। ଇ ଗଁାରେ ତିଆର ହେଉଥିବାର ଅଙ୍ଗନଓ୍ବାଡି କେନ୍ଦ-୨ ଅନେକ ଦିନ୍‌ ହେଲା ଦରଖଁଡ଼ିଆ ଅବସ୍‌ତାରେ ପଡ଼ିରହିଛେ। କେନ୍ଦ୍ରର ନିଜର ଘର ନାଇଁଥିଲାବେଲେ କରମୀ ଝନ୍‌କ ଗଁାର…

ମୁକ୍‌ଲା ହେଇ ପଡ଼ିଛେ ଟ୍ରାନ୍ସଫର୍ମର

ଜାମଟିକ୍ରା, ୧୨।୮ (ଡି.ଏନ୍‌.ଏ.): ବରଗଡ଼ ଜିଲା ଅତାବିରା ବ୍ଲକ ବୁଗବୁଗା ପଁଚେତ୍‌ ଜାମଟିକ୍ରା ଗଁାର ମୁଖିଆ ଛକ୍‌ରେ ମୁକଲା ହେଇ ବିପଦ୍‌ ଅବସ୍‌ତାରେ ଗୁଟେ ଟ୍ରାନ୍ସଫର୍ମର ପଡ଼ି ରହିଛେ। ଇ ରାସ୍‌ତାରେ ସବୁବେଲେ ଜନସାଧାରନ ସମେତ ଛୋଟ ଛୋଟ ଛୁଆମାନେ ସ୍କୁଲ…

ଭଂଗା ଘରେ ୩ ପରାନୀ କୁଟୁମ

ଲୋଇସିଂହା,୧୨।୮(ଡି.ଏନ୍‌.ଏ.): ଗଲା ଦୁଇଦିନ୍‌ ଧରି ହେଇଥିବାର ବରଷାରେ ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଯୋଗୀସର୍ଡ଼ା ପଁଚେତ୍‌ ଛେଲବାହାଲ ଗଁାର ସେବକ ବାରିକକଁର ଘର ଭାଂଗି ଯାଇଛେ। ଏନ୍‌ତାଥି ଅଲପ୍‌କେ ପରିବାର ଲୋକ୍‌ ଗୁଟେ ବଡ଼ ବିପଦ୍‌ରୁ ବରତି ଯାଇଛନ୍‌। ପରିବାରଟା ଏହେଦେ…

ସର୍ଭେରେ ଭୁଲଭଟକା: ଆବାସ ଯୋଜନାରୁ ବଁଚିତ୍‌ ୪୦ ପରିବାର

ଲାଠୋର,୧୨।୮((ଡି.ଏନ୍‌.ଏ.): ୨୦୧୧ରେ କେନ୍ଦ୍ର ସରକାର ସାମାଜିକ, ଅର୍ଥନୈତିକ ଆର ଜାତିଗତ ଜନଗଣନା କରିଥିଲେ। ସେ ଜନଗଣନା ଅନ୍‌ସାରେ ବାସହୀନ ଗରିବ ପରିବାରମାନକୁ ସରକାରୀ ଯୋଜନାରେ ଘର ଯୁଗେଇ ଦେବାର ବେବସ୍‌ତା ରହିଛେ। ହେଲେ ଦୁଖର କଥା ଯେନ୍‌ମାନେ ଜନଗଣନା କାଯ୍‌ ତୁଲଉଥିଲେ…

ଦମ୍ପତିଙ୍କ ସନ୍ଦେହଜନକ ମୃତ୍ୟୁ ୫ ଦିନ ପରେ ଗଳିତ ମୃତଦେହ ଜବତ

ନିମାପଡ଼ା,୧୧।୮(ଡି.ଏନ୍‌.ଏ.)- ନିମାପଡ଼ା ଥାନା ଅନ୍ତର୍ଗତ ରେଞ୍ଚ ମହାନ୍ତିସାହି ଗ୍ରାମରୁ ରବିବାର ଅପରାହ୍ନରେ ଏକ ଦମ୍ପତିଙ୍କ ଝୁଲନ୍ତା ମୃତଦେହକୁ ପୋଲିସ ଜବତ କରିଛି। କିଛିଦିନ ପୂର୍ବରୁ ଏହି ଘଟଣା ଘଟିଥିବାରୁ ମୃତଦେହ ପଚି ଦୁର୍ଗନ୍ଧମୟ ହେଉଥିଲା। ମୃତ ଦମ୍ପତି ହେଲେ ଉକ୍ତ ଗ୍ରାମର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?