ଆହତ ବ୍ୟକ୍ତିଙ୍କୁ ନିଜ ଗାଡ଼ିରେ ଡାକ୍ତରଖାନା ନେଲେ
ସୁନ୍ଦରଗଡ଼,୧୨।୯ (ଡି.ଏନ୍.ଏ): ଜଣେ ଗର୍ଭବତୀଙ୍କୁ ମାଡ଼ ମାରିଥିବା ନେଇ ଗତ କିଛିଦିନ ତଳେ ଚର୍ଚ୍ଚାରେ ଥିବା ସୁନ୍ଦରଗଡ଼ ଏସ୍ପି ସୌମ୍ୟା ମିଶ୍ରାଙ୍କୁ ମଙ୍ଗଳବାର ଏକ ଭିନ୍ନ ରୂପରେ ଦେଖିବାକୁ ମିଳିଥିଲା। ଦୁର୍ଘଟଣାରେ ଆହତ ଜଣେ ବ୍ୟକ୍ତିଙ୍କୁ ନିଜ ଗାଡ଼ିରେ ଡାକ୍ତରଖାନା ନେଇ…
ଶ୍ରେଣୀଗୃହ ବିମ୍ରୁ ପ୍ଲାଷ୍ଟର ଖସିଲା
କଟକ ଅଫିସ, ୧୨।୯: ରେଭେନ୍ଶା ବିଶ୍ୱବିଦ୍ୟାଳୟ ଆଇଟିଏମ୍ ବିଭାଗ ଶ୍ରେଣୀଗୃହରେ ଥିବା ବିମ୍ର ପ୍ଲାଷ୍ଟର ବୁଧବାର ଖସିପଡିଥିଲା। ହେଲେ ସେହି ସମୟରେ ସେଠାରେ ବସିଥିବା ଜଣେ ଛାତ୍ରୀ ଏଥିରୁ ଅଳ୍ପକେ ରକ୍ଷା ପାଇଯାଇଛନ୍ତି। ଏପରି କି ଶ୍ରେଣୀଗୃହରେ ପାଣି ଜମିଥିବା ଦେଖିବାକୁ…
ପ୍ରଫେସର ସୁନୀଲ ଷଡ଼ଙ୍ଗୀ ପାଇବେ ବିଶ୍ୱେଶ୍ୱରାୟା ସମ୍ମାନ
କଟକ ଅଫିସ, ୧୨।୯: ଏନ୍ଆଇଟି ରାଉରକେଲାର ପ୍ରାକ୍ତନ ନିର୍ଦ୍ଦେଶକ ତଥା ଖାତନାମା ଇଞ୍ଜିନିୟର ପ୍ରଫେସର ସୁନୀଲ କୁମାର ଷଡଙ୍ଗୀ ଚଳିତବର୍ଷର ଜାତୀୟସ୍ତରୀୟ ମର୍ଯ୍ୟାଦାଜନକ ବିଶ୍ୱେଶ୍ୱରାୟା ସମ୍ମାନ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ସେ ଆଇଆଇଟି ଖଡ଼ଗପୁରରୁ ମେକାନିକାଲ ଇଞ୍ଜିନିୟରିଂରେ ଅନର୍ସ ସହିତ…
ଆଏଜ୍ ବିଜେପୁରର୍ ନାଁକରା ଅନନ୍ତବ୍ରତ: କଳା ପର୍ଦରଶନ କରବେ ୫ଶହ କଳାକାର
ବିଜେପୁର, ୧୨।୯ (ଡି.ଏନ.ଏ): ଆମର ସମାଜରେ ଭିନେ ଭିନେ ସମିଆରେ ଅନେକ୍ ପରକାର ପୂଜାପାଠ୍, ଓଷା, ବ୍ରତ, ଉଛବ୍, ଜାନିଯାତ୍ରା ପାଲନ୍ ହେଉଛେ। ହେଲେ ଆଧୁନିକତାର ଛାପ୍ରେ କେତେ ମୂଲୁ ମେଟିଗଲାବେଲେ ଆରକେତେ ସମିଆର ସଂଗେ ତାଲ ଦେଇ ପାଲନ୍ ହେଉଛେ।…
ବେଆଇନ ଦେଶୀ ବନ୍ଧୁକ ଜବତ: ଶିକାରୀ ଗିରଫ
କିର୍ମିରା, ୧୨।୯ (ଡି.ଏନ୍.ଏ): ଝାରସୁଗୁଡା ଜିଲା ଲଇକେରା ଥାନା ବାଗଡ଼ିହି ଫାଣ୍ଡି ଅନ୍ତର୍ଗତ ବରପାଏନ୍ ଖଡ଼ିଆମାଲ ଗ୍ରାମରୁ ମଙ୍ଗଳବାର ପୋଲିସ ଏକ ଦେଶୀ ବନ୍ଧୁକ ଜବତ କରିଛି। ଏହି ଘଟଣାରେ ପୋଲିସ ଶିବ ନାଏକ(୩୦)ଙ୍କୁ ଗିରଫ କରିଛି । ଏ ନେଇ…
ସ୍ବଚ୍ଛ ଭାରତ ମିଶନ ବାଟ୍ବନା: ୩ ମାସେ ଭୁଷ୍ଲି ଗଲା ପାଏଖାନା
ଅତାବିରା, ୧୨।୯ (ଡି.ଏନ୍.ଏ.): ବରଗଡ଼ ଜିଲା ଭେଡ଼େନ ବ୍ଲକ ଦେଶଭଟିଲି ପଁଚେତ୍ ଉଦେପୁର ଆର ଦେଶଭଟିଲି ଗାଁରେ ସ୍ବଚ୍ଛ ଭାରତ ଯୋଜନା ବାଟ୍ବନା ହେଇଛେ। ଉଦେପୁର ଗାଁର କର୍ପୂର ମିର୍ଦ୍ଧା ଆର ତାକର ପୁଓ ଦୟା ମିର୍ଦ୍ଧାକଁର ପାଏଖାନା ତିଆରି କାମ୍…
ଡାକ୍ତରମାନଙ୍କ ଅନୁପସ୍ଥିତିକୁ ନେଇ ଉତ୍ତେଜନା
ବ୍ରଜରାଜନଗର, ୧୨।୯ (ଡି.ଏନ୍.ଏ.) ବ୍ରଜରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ସପ୍ତାହ ହେଲା କେତେଜଣ ଡାକ୍ତରଙ୍କ ଅନୁପସ୍ଥିତିକୁ ନେଇ ଉତ୍ତେଜନା ଦେଖାଦେଇଛି। ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ଡାକ୍ତର ନ ଆସିଲେ ସ୍ବାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଫାଟକରେ ତାଲା ପଡିବ ବୋଲି ଅଞ୍ଚଳବାସୀ…
ଜାତୀୟ ପ୍ରାଣୀ ରୋଗ୍ ନିରାକରନ୍ ସଚେତନତା କାଯ୍କରମ; ଦୁଇଗୁନା ହେବା ଚାଷୀକର ଆଏ: ପ୍ରଧାନମନ୍ତ୍ରୀ
ଚିପିଲିମା, ୧୨।୯ (ଡି.ଏନ୍.ଏ.): ରାଷ୍ଟ୍ରୀୟ ଫାଟୁଆ ବୃସେଲୀ ରୋଗ୍ର ନିରାକରନ୍ ଆରୁ କୃତ୍ରିମ ପ୍ରଜନନ୍ ଜରିଆରେ ଚାଷୀର ଆଏକେ ଦୁଇଗୁନା କରବାର ଲାଗି ଆଏଜ୍ ମଥୁରାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକାର୍ପନ୍ ଉଛବ୍ କରିଥିଲେ। ଇ ଉଧେ ସମ୍ବଲପୁର ଜିଲା ଧନକଉଡ଼ା…
ଧର୍ମଶାଳା ତହସିଲର ଚଢାଉ: ୫ କଳାପଥର , ୧ ବାଲିଖାଦାନରେ ୧୪୪ ଧାରା ଜାରି
ଧର୍ମଶାଳା/ଜେନାପୁର/ଚଢେଇଧରା,୧୨।୯(ଡି.ଏନ୍.ଏ.): ଯାଜପୁର ଜିଲା ଧର୍ମଶାଳା ତହସିଲ ପକ୍ଷରୁ ତହସିଲ ଅଧୀନସ୍ତ ୫ କଳାପଥର ଓ ଗୋଟିଏ ବାଲି ଖାଦାନ ଉପରେ ବୁଧବାର ୧୪୪ ଧାରା ଜାରି କରାଯାଇଛି। ଏଥିସହ ଖାଦାନକୁ ସଂଯୋଗ କରୁଥିବା ରାସ୍ତାକୁ ଜେସିବି ସାହାଯ୍ୟରେ ତାଡାଯାଇ ବିଚ୍ଛିନ୍ନ କରାଯାଇଛି।…
ଡିକି ଭାଙ୍ଗି ୧ ଲକ୍ଷ ଟଙ୍କା ଲୁଟ୍ ଅଭିଯୋଗ
ଧର୍ମଶାଳା,୧୨।୯(ଡି.ଏନ୍.ଏ.): ଧର୍ମଶାଳା ଥାନା ଅନ୍ତର୍ଗତ ବଡ଼ମଙ୍ଗଳପୁର (ନାଉପାଳ) ଗ୍ରାମର ଜଣେ ବ୍ୟବସାୟୀ ବୁଧବାର ଲୁଟ୍ର ଶିକାର ହୋଇଛନ୍ତି। ଦୁର୍ବୃତ୍ତମାନେ ତାଙ୍କ ଗାଡି ଡିକି ଭାଙ୍ଗି ଏକ ଲକ୍ଷ ଟଙ୍କା ଲୁଟ୍ କରି ନେଇଥିବା ସେ ଥାନାରେ ଅଭିଯୋଗ କରିଛନ୍ତି। ଏ ନେଇ…
ଟକ୍ ବାଇକ୍ ମୁହାଁମୁହିଁ, ଜଣେ ମୃତ
କାଳିଆପାଣି,୧୨ା୯(ଡି.ଏନ୍.ଏ.): କାଳିଆପାଣି ଥାନା ଅନ୍ତର୍ଗତ କଂସ ଛକଠାରେ ବୁଧବାର ସଡ଼କ ଦୁର୍ଘଟଣାରେ ଜଣେ ବାଇକ୍ ଚାଳକଙ୍କ ମୃତ୍ୟୁ ହୋଇଛି। ମୃତକ ଜଣଙ୍କ କଂସ ପଞ୍ଚାୟତର ଦୁର୍ଯ୍ୟୋଧନ ମୁର୍ମୁ (୩୪)। କାଳିଆପାଣି ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ଗାଡି ଦୁଇଟିକୁ ଜବତ କରିଛି। ଏଥିସହ…
ନିଶାସକ୍ତ ଗାଡ଼ି ଚାଳକ କୋର୍ଟ ଚାଲାଣ, ଜରିମାନା ଆଦାୟ
ଧର୍ମଶାଳା,୧୨।୯(ଡି.ଏନ୍.ଏ.): ଧର୍ମଶାଳା ଥାନା ପୋଲିସ ପକ୍ଷରୁ ଶ୍ରୀରାମପୁର ଟୋଲଗେଟଠାରେ ଯାଞ୍ଚବେଳେ ମଙ୍ଗଳବାର ରାତିରେ ନିଶାସକ୍ତ ଅବସ୍ଥାରେ ଗାଡି ଚଲାଇବା ଅଭିଯୋଗରେ ପୋଲିସ ଜଣଙ୍କୁ ଗିରଫ କରିଛି। ଏଥିସହ ତାଙ୍କଠାରୁ ୭ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ବାଇକ୍ ଚାଳକ ଜଣଙ୍କ କେନ୍ଦ୍ରାପଡା…

