ଶ୍ରୀମନ୍ଦିର ରତ୍ନ ଅଳଙ୍କାର ଯାଞ୍ଚ ଦାବି
ପୁରୀ ଅଫିସ,୩୧ା୧୦: ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଖୋଲି ରତ୍ନ ଅଳଙ୍କାର ଯାଞ୍ଚ ଲାଗି ଦାବି କରିଛନ୍ତି ପୁରୀ ଜିଲା ଭାଜପା ମହିଳା ମୋର୍ଚ୍ଚା ସଭାନେତ୍ରୀ ଜ୍ୟୋତି ମହାପାତ୍ର। ମହାପାତ୍ର ଜଣାଇଛନ୍ତି ଯେ, ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ସୁରକ୍ଷିତ ଅଛି କି ନାହିଁ…
ଗୃହଦାହ: ଜ୍ୱାଇଁ ନାମରେ ମାମଲା
ଖୁଣ୍ଟା,୩୧ା୧୦(ଡି.ଏନ୍.ଏ.)-ଖୁଣ୍ଟା ଥାନା ଅଧୀନ ଗିରିଶ୍ଚନ୍ଦ୍ରପୁର ଗ୍ରାମରେ ଜନୈକା ମହିଳାଙ୍କ ଘର ପୋଡ଼ି ଯାଇଛି। ଏଥିନେଇ ମହିଳା ଜଣକ ନିଜ ଜ୍ୱାଇଁ ନାମରେ ଖୁଣ୍ଟା ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଏକ ମାମଲା(ନଂ.୧୩୪/୧୯) ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି। ପୋଲିସ…
ତେଜୁଛି କଲେଜ ବିବାଦ: ଅନିର୍ଦ୍ଦିଷ୍ଟ କାଳ ପାଇଁ ପଡ଼ିଲା ତାଲା
କୁଆମରା,୩୧ା୧୦(ଡି.ଏନ୍.ଏ.)- ଗୋପବନ୍ଧୁ ନଗର ବ୍ଲକ ଅନ୍ତର୍ଗତ ପୁରୁଣା ବାରିପଦା ଆଞ୍ଚଳିକ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଓ ଛାତ୍ରଙ୍କ ମଧ୍ୟରେ ବିବାଦ ଦିନକୁ ଦିନ ତେଜିବାରେ ଲାଗିଛି। ଗତ ୧୮ ତାରିଖରେ କଲେଜ ପରିସରରେ ଅଧ୍ୟକ୍ଷ ଜଣେ ଛାତ୍ରଙ୍କୁ ହାତ ଉଠାଇବା ଘଟଣାକୁ…
ବାଘଡାରୋଡ଼ରୁ ହଟିଲା ବେଆଇନ ଘରୋଇ ବସ୍ ପାର୍କିଂ
ବାରିପଦା ଅଫିସ,୩୧ା୧୦- ବାରିପଦା ସହରର ବ୍ୟସ୍ତ ବହୁଳ ସତ୍ୟସାଇ ଛକ ତଥା ବାଘଡା ରୋଡ଼ରେ ହେଉଥିବା ବେଆଇନ ଘରୋଇ ବସ୍ ପାର୍କିଂକୁ ବୁଧବାର ସାରେ ହଟାଯାଇଛି। ପୂର୍ବାଞ୍ଚଳ ଆଇଜି ଦୀପ୍ତେଶ କୁମାର ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ରାସ୍ତାକଡରେ ରହୁଥିବା ବସ୍ ଗୁଡିକୁ…
ଲୋକେ ନ୍ୟାୟ ପାଇଲେ ସୁସ୍ଥ ସମାଜ ସମ୍ଭବ
ବାଲେଶ୍ୱର ଅଫିସ,୩୧।୧୦- ତଳସ୍ତରରେ ଲୋକେ ନ୍ୟାୟ ପାଇଲେ ମାନବାଧିକାର ସୁରକ୍ଷା ସମ୍ଭବ ହେବ ବୋଲି ବାଲେଶ୍ୱରରେ ଆୟୋଜିତ ଜାତୀୟ ମାନବାଧିକାର ସୁରକ୍ଷା ସଂଗଠନ (ଡବ୍ଲୁଏଚ୍ଆର୍ପିଓ)ର ରାଜ୍ୟସ୍ତରୀୟ ସମ୍ମିଳନୀରେ ମତବ୍ୟକ୍ତ କରାଯାଇଛି। ସ୍ଥାନୀୟ ଏକ ଘରୋଇ ହୋଟେଲ ସମ୍ମିଳନୀ କକ୍ଷରେ ମଙ୍ଗଳବାର ସଂଗଠନର…
ପ୍ରଶ୍ନପତ୍ର,ବହି ଯୋଗାଇ ପାରୁନି ଶିକ୍ଷା ବିଭାଗ
ସିମୁଳିଆ,୩୧।୧୦(ଡି.ଏନ.ଏ.)- ଶିକ୍ଷାର ମାନବୃଦ୍ଧି ଲାଗି ବିଭିନ୍ନ ଉଦ୍ୟମ କରାଯାଉଥିବା କୁହାଯାଉଥିବା ବେଳେ ଏହାର ବାସ୍ତବ ଚିତ୍ର କିଭଳି ଭିନ୍ନ ତାହାର ନଜିର ଦେଖିବାକୁ ମିଳିଛି। ପ୍ରଶ୍ନପତ୍ର ଯୋଗାଇ ନ ପାରିବାରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ଷାଣ୍ମାସିକ ପରୀକ୍ଷା ବନ୍ଦ ଥିବା…
‘ଜନସହଯୋଗ ଦ୍ୱାରା ଦୁର୍ନୀତିକୁ ରୋକି ହେବ’
ବାଲେଶ୍ୱର ଅଫିସ,୩୧।୧୦- ଜନ ସଚେତନତା ସୃଷ୍ଟି ଓ ଲୋକଙ୍କ ସହଯୋଗ ଦ୍ୱାରା ଦୁର୍ନୀତି ହ୍ରାସ କରାଯାଇ ପାରିବ ବୋଲି ବୁଧବାର ପୂର୍ବାହ୍ନରେ ବାଲେଶ୍ୱର ଜିଲାପରିଷଦ ସମ୍ମିଳନୀ କକ୍ଷଠାରେ ଜିଲାସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ମତ…
ପର୍ଯ୍ୟଟନ ପୀଠକୁ ପ୍ଲାଷ୍ଟିକ୍ ମୁକ୍ତ ପାଇଁ ପ୍ରୟାସ
ଖଣ୍ଡପଡା,୩୧ା୧୦(ସ୍ବ.ପ୍ର.): ଗୋକୁଳାନନ୍ଦ ଜୀଉ ପର୍ଯ୍ୟଟନ ପୀଠକୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ସିଧାମୂଳା ଗୋକୁଳାନନ୍ଦ ଜୀଉ ସ୍ପୋଟର୍ସ ଆସୋସିଏଶନ ପକ୍ଷରୁ ପ୍ରୟାସ ଜାରିରହିଛି । ଅସୋସିଏଶନର ସଦସ୍ୟମାନେ ସ୍ବଚ୍ଛଭାରତ କାର୍ଯ୍ୟକ୍ରମକୁ ଆପଣାଇ ପୀଠ ପରିସରରେ ସଫେଇ କାର୍ଯ୍ୟ କରୁଛନ୍ତି। ପ୍ରକାଶ ଯେ,…
ସଚିବ ରଞ୍ଜନା ଚୋପ୍ରାଙ୍କ ନୟାଗଡ଼ ଜିଲା ଗସ୍ତ: ଆହାର କେନ୍ଦ୍ରରେ ଖାଇଲେ ଭାତ ଡାଲମା
ନୟାଗଡ଼ ଅଫିସ,୩୧।୧୦: ଅନୁସୂଚିତ ଜାତି ଓ ଜନଜାତି ସଚିବ ତଥା ନୟାଗଡ଼ ଜିଲା ନୋଡାଲ ସଚିବ ରଞ୍ଜନା ଚୋପ୍ରା ବୁଧବାର ନୟାଗଡ଼ ଜିଲା ଗସ୍ତ କରି ବିଭିନ୍ନ ଯୋଜନା ବିଷୟରେ ତଦାରଖ କରିଛନ୍ତି। ଏହା ସହିତ ନୟାଗଡ଼ସ୍ଥିତ ଆହାର କେନ୍ଦ୍ର ପରିଦର୍ଶନ…
ପାହାଡ଼ ଚଢ଼ି ଆଦିବାସୀ ଗାଁରେ ପହଞ୍ଚିଲେ ବିଡିଓ
ଦଶପଲ୍ଲା,୩୧ା୧୦: ଲୋକଙ୍କ ବିଭିନ୍ନ ସମସ୍ୟା ବୁଝିବା ପାଇଁ ରାଜ୍ୟ ସରକାରଙ୍କ ଆହ୍ବାନକ୍ରମେ ଦଶପଲ୍ଲା ବ୍ଲକ ପ୍ରଶାସନ ତରଫରୁ ବିଭିନ୍ନ ଆଦିବାସୀ ବହୁଳ ଗ୍ରାମ ଗସ୍ତ କରାଯାଉଛି। ତେଣୁ ପାହାଡ଼ ଚଢ଼ି ଏବଂ ନାଳ ଅତିକ୍ରମ କରି ସେମାନଙ୍କ ନିକଟତର ହୋଇଛନ୍ତି ବିଡିଓ…
ମହିଳାଙ୍କଠାରୁ ୩୦ ହଜାର ଲୁଟ୍
ବଅଁରପାଳ, ୩୦ା୧୦(ଡି.ଏନ.ଏ.): ଅନୁଗୋଳ ଜିଲା ନାଲ୍କୋ ଥାନା ଅନ୍ତର୍ଗତ କୁଲାଡ଼ ଗ୍ରାମର ସଞ୍ଜୁକ୍ତା ଦେଓଙ୍କଠାରୁ ବୁଧବାର ଦୁର୍ବୃତ୍ତମାନେ ୩୦ ହଜାର ଟଙ୍କା ଲୁଟ୍ କରିଛନ୍ତି। ଏ ନେଇ ଥାନାରେ ଅଭିଯୋଗ ହୋଇଛି। ସେ ନାଲ୍କୋ ଷ୍ଟେଟ ବ୍ୟାଙ୍କରୁ ଟଙ୍କା ଉଠାଇ ନାଲ୍କୋ…
୭ରେ ତପୋବନ ମହିମା ମେଳା: ସମସ୍ତଙ୍କ ସହଯୋଗ ଲୋଡ଼ିଲେ ଜିଲାପାଳ
ଢେଙ୍କାନାଳ ଅଫିସ, ୩୦।୧୦: ମହିମାଧର୍ମର ଆଦିପୀଠ ତଥା ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ତପୋବନ ମହିମା ବିହାରରେ ଆସନ୍ତା ୭ ତାରିଖରେ ତପୋବନ ମେଳା ଅନୁଷ୍ଠିତ ହେବ। ଏହାକୁ ଶୃଙ୍ଖଳିତ ଭାବେ ସମାପନ କରିବାକୁ ବୁଧବାର ମଧ୍ୟାହ୍ନରେ ଜିଲା କାର୍ଯ୍ୟାଳୟ ସଦ୍ଭାବନା ଗୃହରେ…

