ଧାମରାରେ କେନ୍ଦ୍ରୀୟ ପ୍ରତିନିଧି ଦଳ
ଚାନ୍ଦବାଲି,୧୫।୧୧(ଡି.ଏନ୍.ଏ.): ସାମୁଦ୍ରିକ ଝଡ଼ ‘ବୁଲ୍ବୁଲ୍’ପ୍ରଭାବରେ ଭଦ୍ରକ ଜିଲାର ଉପକୂଳବର୍ତ୍ତୀ ଅଞ୍ଚଳ ଚାନ୍ଦବାଲି ଓ ଧାମରାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଏ ନେଇ କ୍ଷୟକ୍ଷତିର ଆକଳନ ଲାଗି ୮ ଜଣିଆ କେନ୍ଦ୍ରୀୟ ଟିମ୍ ଗୁରୁବାର ଧାମରା ଗସ୍ତ କରିଥିଲେ। ରାତିରେ ଧାମରାରେ…
ତହସିଲ କାର୍ଯ୍ୟାଳୟ ଘେରିଲା ନବନିର୍ମାଣ କୃଷକ ସଙ୍ଗଠନ
ତିହିଡ଼ି,୧୫।୧୧(ଡି.ଏନ୍.ଏ): ଭଦ୍ରକ ଜିଲା ତିହିଡ଼ି ବ୍ଲକ ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଶୁକ୍ରବାର ମଧ୍ୟାହ୍ନରେ ତହସିଲ କାର୍ଯ୍ୟାଳୟ ଘେରାଉ କରାଯାଇଛି। ‘ବୁଲ୍ବୁଲ୍’ରେ ବ୍ଲକର କ୍ଷତିଗ୍ରସ୍ତ ଚାଷୀଙ୍କୁ ନିରପେକ୍ଷ ଭାବେ ଚିହ୍ନଟ କରାଯାଇ ଏକର ପ୍ରତି ୨୦ ହଜାର ଟଙ୍କା କ୍ଷତିପୂରଣ…
ଟ୍ରକ୍ ଧକ୍କାରେ ଛାତ୍ରୀ ଗୁରୁତର: ରାଜପଥ ଅବରୋଧ କଲେ ଉତ୍ତ୍ୟକ୍ତ ଲୋକେ
ଭଦ୍ରକ ଅଫିସ ,୧୫।୧୧: ଭଦ୍ରକ ୧୬ ନଂ. ଜାତୀୟ ରାଜପଥ ଗେଲପୁର ନିକଟରେ ଏକ ଟ୍ରକ୍ ଜଣେ ସ୍କୁଲ୍ ଛାତ୍ରୀଙ୍କୁ ଧକ୍କା ଦେବାରୁ ସେ ଗୁରୁତର ହୋଇଛନ୍ତି। ସେ ହେଲେ ଗେଲପୁର ହାଇସ୍କୁଲର ଦଶମ ଶ୍ରେଣୀ ଛାତ୍ରୀ ରାଜଲକ୍ଷ୍ମୀ ମଲ୍ଲିକ। ଗୁରୁତର…
ଟୋଲ୍ଗେଟ୍ ଉଚ୍ଛେଦ ଦାବିରେ ୧୨ ଘଣ୍ଟିଆ ବ୍ରଜରାଜନଗର ବନ୍ଦ ପାଳନ
ଝାରସୁଗୁଡା ଅଫିସ/ଲଖନପୁର,୧୫।୧୧(ଡି.ଏନ୍.ଏ): ଝାରସୁଗୁଡା ଜିଲା ବ୍ରଜରାଜନଗର ଅଧୀନ ୪୯ ନଂ. ଜାତୀୟ ରାଜପଥ ଗାନ୍ଧୀଛକ ନୂଆଡିହୀ ଟୋଲ୍ଗେଟ୍ ଉଚ୍ଛେଦ ଦାବିରେ ସ୍ଥାନୀୟ ନାଗରିକ ମଞ୍ଚ ପକ୍ଷରୁ ଶୁକ୍ରବାର ୧୨ ଘଣ୍ଟିଆ ବନ୍ଦ ଜାରି ରହିଛି । ଏହାର ପ୍ରଭାବରେ ବ୍ରଜରାଜନଗର ପୌରାଞ୍ଚଳରେ…
ଗୋଖାଦ୍ୟ ବୋଝେଇ ଟ୍ରକ୍ରେ ୪ କ୍ୱିଣ୍ଟାଲରୁ ଊର୍ଦ୍ଧ୍ୱ ଗଞ୍ଜେଇ ଚାଲାଣ: ଟ୍ରକ ଜବତ, ୨ ଗିରଫ
କୋରାପୁଟ,୧୫।୧୧(ସ୍ବ.ପ୍ର.): କୋରାପୁଟ ଜିଲା ପଟ୍ଟାଙ୍ଗିଠାରେ ଶୁକ୍ରବାର ଏକ ଟ୍ରକରୁ ସ୍ଥାନୀୟ ପୋଲିସ ଦ୍ୱାରା ୪ କ୍ୱିଣ୍ଟାଲରୁ ଊର୍ଦ୍ଧ୍ୱ ଗଞ୍ଜେଇ ଜବତ ହୋଇଛି। ଗୋଖାଦ୍ୟ ସାମଗ୍ରୀ ନେଇ ଆନ୍ଧ୍ରରୁ କୋରାପୁଟ ଆଡ଼କୁ ଯାଉଥିବା ଟ୍ରକରେ ୯୦ଟି ପ୍ୟାକେଟ୍ରୁ ଉକ୍ତ ପରିମାଣର ଗଞ୍ଜେଇ ଜବତ…
ବେଙ୍ଗାଲୁର-ଗୁଆହାଟୀ ଏକ୍ସପ୍ରେସ୍ରେ ୩ ସନ୍ତାନ ଜନ୍ମଦେଲେ ମହିଳା: ଆଖିବୁଜିଲେ ସମସ୍ତ ନବଜାତକ
ଭଦ୍ରକ ଅଫିସ ,୧୫।୧୧: ଭଦ୍ରକ ରେଳ ଷ୍ଟେଶନରେ ଶୁକ୍ରବାର ସକାଳେ ଜଣେ ମହିଳା ବେଙ୍ଗାଲୁର-ଗୁଆହାଟୀ ଏକ୍ସପ୍ରେସ୍ରେ ୩ ସନ୍ତାନଙ୍କୁ ଜନ୍ମ ଦେଇଥିବା ବେଳେ ସମସ୍ତ ଶିଶୁଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମହିଳା ଜଣଙ୍କ ଆସାମ ଗୁଆହାଟୀ ନାଲବାରି ଜିଲାର ବାଲକ୍ଷେତ୍ରି ବ୍ଲକର…
ବନ୍ଦ କୋଠରୀରୁ ମହିଳାଙ୍କ ମୃତଦେହ ଉଦ୍ଧାର: ଶିଶୁପୁତ୍ରଙ୍କୁ ନେଇ ସ୍ବାମୀ ଫେରାର
ସମ୍ବଲପୁର, ୧୫।୧୧(ବ୍ୟୁରୋ)- ସମ୍ବଲପୁର ଜିଲା ମୁଦିପଡ଼ା ଘୁଷୁଣୀଯୋଡା ବନ୍ଧ ହିଡରେ ଥିବା ବସ୍ତିର ଏକ ଭଡ଼ାଘରୁ ଶୁକ୍ରବାର ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କର ପରିଚୟ ମିଳି ନ ଥିବା ବେଳେ ପ୍ରାୟ ୨୦ ଦିନ ପୂର୍ବେ ମହିଳାଙ୍କ ସ୍ବାମୀ…
ରାଜନଗରରେ କେନ୍ଦ୍ରୀୟ ଟିମ୍: ଅନୁଧ୍ୟାନ କଲେ ବୁଲ୍ବୁଲ୍ କ୍ଷୟକ୍ଷତି
ରାଜନଗର,୧୫।୧୧(ଡି.ଏନ୍.ଏ.): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ବୁଲ୍ବୁଲ୍ କ୍ଷୟକ୍ଷତି ଆକଳନ ପାଇଁ ଓଡ଼ିଶା ଆସିଥିବା କେନ୍ଦ୍ରୀୟ ଅନୁଧ୍ୟାନକାରୀ ଟିମ୍ ଶୁକ୍ରବାର ପୂର୍ବାହ୍ନରେ କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକର ତାଳଚୁଆ ଗଙ୍ଗାମାତା ପଡ଼ିଆରେ ପହଞ୍ଚିଛନ୍ତି। କେନ୍ଦ୍ର ମନ୍ତ୍ରଣାଳୟ ଯୁଗ୍ମ ସଚିବ ସହେଲୀ…
ଅଗ୍ନିକାଣ୍ଡରେ ୫ ଗୋରୁ ଜୀବନ୍ତ ଦଗ୍ଧ
ଧାମନଗର,୧୫।୧୧(ଡି.ଏନ୍.ଏ.): ଭଦ୍ରକ ଜିଲା ଧାମନଗର ବ୍ଲକ ଆନନ୍ଦପୁର ପଞ୍ଚାୟତ ପାହାଡ଼ପୁର ଗ୍ରାମରେ ଗୁରୁବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଆନନ୍ଦ ଖୁଣ୍ଟିଆଙ୍କ ଗୁହାଳ ଜଳିଯାଇଥିବା ବେଳେ ୫ ଗୋରୁ ଜୀବନ୍ତ ଦଗ୍ଧ ହୋଇଛନ୍ତି। ଧାମନଗର ଅଗ୍ନିଶମ କର୍ମଚାରୀ ପହଞ୍ଚିି ନିଆଁ…
ଆଖଣ୍ଡଳମଣିଙ୍କ ଭଣ୍ଡାରଗୃହରେ ଅଗ୍ନିକାଣ୍ଡ: ଜଳିଗଲା ବାବାଙ୍କ ବେଶ ପାଇଁ ଲାଗୁଥିବା ଲୁଗାପଟା ଓ ଅନ୍ୟାନ୍ୟ ସାମଗ୍ରୀ
ଆରଡ଼ି,୧୫।୧୧(ଡି.ଏନ୍.ଏ.): ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ିରେ ବାବା ଆଖଣ୍ଡଳମଣିଙ୍କ ଭଣ୍ଡାରଗୃହରେ ଗୁରୁବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡରେ ବାବାଙ୍କ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଭସ୍ମୀଭୂତ ହୋଇଯାଇଛି । ଦୈନଦିନ ହେଉଥିବା ବାବାଙ୍କ ବଡ଼ସିଂହାର ବେଶ ଓ ଅନ୍ୟାନ୍ୟ…
ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବୋମାମାଡ଼, ଜଣେ ଗୁରୁତର
ଖୋର୍ଦ୍ଧା ଅଫିସ,୧୫।୧୧ : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପୁରୀ ଜିଲା କଣାସ ଥାନା ଅନ୍ତର୍ଗତ ଛୋଟିଯୋଡ଼ି ଗ୍ରାମରେ ବୋମାମାଡ଼ ଓ ଫାଙ୍କା ଗୁଳିଚାଳନା ହୋଇଛି। ଏଥିରେ ଜଣେ ଗୁରୁତର ହୋଇ ଖୋର୍ଦ୍ଧା ଜିଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ଭୁବନେଶ୍ୱର…
୪ ବର୍ଷ ପରେ ଘରକୁ ଫେରିଲେ ହଜିଲା ପୁଅ
ଓଡ଼ଗାଁ,୧୫ା୧୧(ସ୍ବ.ପ୍ର.): ୪ ବର୍ଷ ପରେ ଘରକୁ ଫେରିଲେ ହଜିଲା ପୁଅ । ପୁଅର ପତ୍ତା ନ ପାଇ ଦୁଃଖ ଓ ଯନ୍ତ୍ରଣାରେ ଦିନ କାଟୁଥିଲେ ପରିବାର ଲୋକେ। ନୟାଗଡ଼ ଜିଲା ଓଡ଼ଗାଁ ଆଦର୍ଶ ଥାନା ଆଇଆଇସିଙ୍କ ଉଦ୍ୟମ ଫଳରେ ହଜିଲା ପୁଅକୁ…

